Browsing Tag

rbi

ନକଲି ନୋଟ ପାଇଲେ ବଦଳାଇବେ କେମିତି ?

ବର୍ତ୍ତମାନ ସମୟରେ ସବୁ କିଛି ଭେଜାଲ । ଖାଦ୍ୟ ଜିନିଷ ଠୁ ଆରମ୍ଭ କରି ଟଙ୍କା ଯାଏ, ଏଭଳି କି ଏଟିଏମରୁ ମଧ୍ୟ ନକଲି ନୋଟ ବାହାରୁଛି । ଏମିତିରେ କାହାକୁ ବିଶ୍ୱାସ କରିହେବ ? ଏମିତି ହେଲେ କାମ ହେବନି ମୂଳ ରୁ ବିଗିଡ଼ିଯିବ। ତେବେ ସବୁ ଠାରୁ ବଡ଼ କଥା ହେଲା ଯଦି ଏଭଳି ହୁଏ ତେବେ ଆମକୁ କ'ଣ କରିବା…

UPI ମାଧ୍ୟମରେ ଆସିବ ବ୍ୟାଙ୍କରୁ ଲୋନ୍ ଟଙ୍କା , କ’ଣ ରହିଛି ପୁରା ଘଟଣା ଜାଣି ନିଅନ୍ତୁ

UPI ମାଧ୍ୟମରେ ଆକାଉଣ୍ଟ କୁ ଆସିବ ଲୋନ ଟଙ୍କା । RBI ନେଲା ଏହାକୁ ନେଇ ଆଉ ଏକ ବଡ ନିଷ୍ପତି । ଏବେ ଆଉ ଲୋନ ଟଙ୍କା ପାଇବା ପାଇଁ ଆଉ କିଛି ଅସୁବିଧା ନାହିଁ । କଣ ରହିଛି ପୁରା ତଥ୍ୟ ଏବେ ଜାଣି ନିଅନ୍ତୁ .. ବର୍ତ୍ତମାନ ଟେକ୍ନୋଲୋଜି ଯୁଗରେ, ଘରୁ ବାହାରକୁ ଯିବାବେଳେ ସାଙ୍ଗରେ ପର୍ସ ନେବା…

ଅପରିବତ୍ତିର୍ତ ରହିଲା Repo Rate, ଏବେ ଆଉ ଦେବାକୁ ପଡିବ ନାହିଁ ଅଧିକ EMI, RBI ଦେଲା ସୂଚନା

ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ବସ୍ତି ଖବର। ଏଥର ଆରବିଆଇ ରେପୋ ରେଟ୍ କୁ ରଖିଛି ଅପରିବର୍ତ୍ତିତ । ବର୍ତ୍ତମାନ ଯାଏ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ନେଇ ଘୋଷଣା କରିଛନ୍ତି। ଆରବିଆଇର ଦ୍ବିମାସିକ ମୁଦ୍ରାନୀତି ଘୋଷଣା ବେଳେ…

କାଗଜ ନୋଟ୍‌ କେଉଁଥିରେ ତିଆରି?

ଆପଣଙ୍କ ମନରେ କେବେ ଏମିତି ଭାବନା ଆସିଛି ଯେ ଟଙ୍କା କେଉଁଥିରେ ତିଆରି। ଯଦି କାଗଜ ତିଆରି ତେବେ ତାହା ଭିଜିଗଲା ପରେ ବି ପୁନର୍ବାର କେମିତି ବ୍ୟବହାର ହୋଇପାରୁଛି। ଆଜି ଆମେ ଆପଣଙ୍କୁ ଜଣାଇବୁ ନୋଟ୍‌ କେଉଁଥିରେ ତିଆରି । କିନ୍ତୁ ତାପୂର୍ବରୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ପର୍ସରେ ଥିବା…

ଏବେ ବିଦେଶରେ କରିପାରିବେ ଟାଞ୍ଜାକସନ

ଭାରତରେ ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌ ମାନେ ୟୁପିଆଇ କୁ ଲଗାତାର ଭାବେ ବିସ୍ତାର କରିବା ପାଇଁ ପ୍ରୟାସ ଜାରି କରାଯାଉଛି। ଏହାରି ମଧ୍ୟରେ ଭାରତର ୟୁପିଆଇ ଓ ସିଙ୍ଗାପୁରର Pay Now ଆପ୍‌ କୁ ମିଶାଇ ଦୁଇ ଦେଶ ମଧ୍ୟରେ ଏକ କ୍ରସ ବର୍ଡ଼ର ପେମେଣ୍ଟ କନେକ୍ଟିଭିଟି ର…

ଦେଶରେ RBIର ନୂଆ ଟେକ୍ନୋଲୋଜି, ଏବେ Coin Vending Machinesରେ QR କୋଡ୍‌ ଜରିଆରେ ବାହାରିବ ମୁଦ୍ରା

RBI ଆଣିବ Coin Vending Machines। ଯେଉଁଥିରେ ଲୋକମାନେ କଏନ୍‌ ଭେଣ୍ଡିଂ ମେସିନ୍‌ରୁ ଆବଶ୍ୟକ ମୁଦ୍ରା ବାହାର କରିପାରିବେ। ଏଥିପାଇଁ QR କୋଡ୍ ସ୍କାନ୍‌ କରିବାକୁ ପଡ଼ିବ।

Repo Rate ବଢ଼ିଲେ EMI କାହିଁକି ବଢ଼େ?

ପୁଣିଥରେ ସୁଧହାର ବଢ଼ାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟର ଘୋଷଣା କରିଛନ୍ତି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୁଣି ଥରେ ରେପୋ ରେଟ ବଢ଼ିବାର ସୂଚନା ଦେଇଛନ୍ତି। RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ଯେ, ଆରବିଆଇ ରେପୋ ହାରକୁ ୨୫ ଆଧାର…

ସାଧାରଣ ଜନତା ଧ୍ୟାନ ଦିଅନ୍ତୁ, ଜରୁରୀ କାମ ଥିଲେ ପୂର୍ବରୁ ସାରିଦିଅନ୍ତୁ; ନଭେମ୍ବର ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ

ଚଳିତବର୍ଷରେ ଅକ୍ଟୋବର ମାସ ଆଉ ଦୁଇ ଦିନ ପରେ ସରିଯିବ। ଅକ୍ଟୋବର ମାସ ପରେ ନଭେମ୍ବର ମାସ ଆରମ୍ଭ ହେବ। ନଭେମ୍ବର ମାସରେ ସବୁମାସ ପରି କିଛିଦିନ ବ୍ୟାଙ୍କ ବନ୍ଦ ରହିବ। ଆଉ ଯଦି ଆପଣଙ୍କର ବ୍ୟାଙ୍କ ଜଡିତ ଅଧିକ କାମ ଥାଏ, ତେବେ ପୂର୍ବରୁ ସାରିଦେବା ଜରୁରୀ। ଅକ୍ଟୋବର ଭଳି ନଭେମ୍ବର ମାସରେ ୧୦ ଦିନ…

ଏହି ୮ ଟି ବ୍ୟାଙ୍କ ଉପରେ ଆରବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ଲଗାଇଲେ ଲକ୍ଷାଧିକ ଟଙ୍କାର ଜରିମାନା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ର ନିୟମ ପାଳନରେ ଅବହେଳା କରିବାରୁ ୮ ଟି ବ୍ୟାଙ୍କ ଉପରେ ଜରିମାନା ଲଗାଇଲେ ଆରବିଆଇ । ଆରବିଆଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ ବିଶାଖାପଟନମ କୋ ଅପରେଟିଭ ବ୍ୟାଙ୍କ ଆରବିଆଇ ନିୟମ ଉଲଂଘନ କରିଥିବାରୁ ୫୫ ଲକ୍ଷ ଟଙ୍କାର ଜରିମାନା…

ଏବେ କାର୍ଡ ନୁହେଁ ବରଂ ୟୁନିକ ଟୋକନ ସାହାଯ୍ୟରେ କରିବେ ଟଙ୍କା ପେମେଣ୍ଟ, ଆରବିଆଇର ଆସିଲା ନୂଆ ରୁଲ

ଆସିଲା ଡେବିଟ ଓଚ କ୍ରେଡିଟ କାର୍ଡକୁ ନେଇ ଆଉ ଏକ ବଡ଼ ସୂଚନା। ଆରବିଆଇ ଗ୍ରାହକଙ୍କ ଆକାଉଣ୍ଟକୁ ସେଫ୍‌ ରଖିବା ପାଇଁ ଏଭଳି ନିଷ୍ପତ୍ତତି ନେଇଛି। କ୍ରେଡିଟ କାର୍ଡ ତଥା ଡେବିଟ କାର୍ଡ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଆସନ୍ତା ମାସରୁ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ୧ ଅକ୍ଟୋବରରୁ…

ସୁକନ୍ୟା ସମୃଦ୍ଧି ଯୋଜନା ସହ ପିିିପିଏଫ ନିବେଶକଙ୍କ ପାଇଁ ଖୁସି ଖବର! ଖୁବ ଶୀଘ୍ର ସରକାର ବଢ଼ାଇବେ ସୁଧ ହାର

ଯଦି ଆପଣ ସୁକନ୍ୟା ସମୃଦ୍ଧି ଯୋଜନା ଓ ପିପିଏଫ ଭଳି ଯୋଜନାରେ ନିବେଶ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ସରକାର ଏହାକୁ ନେଇ ଦେବାକୁ ଯାଉଛନ୍ତି ବଡ଼ ନିଷତ୍ତି। ପ୍ରକୃତରେ ଏହି ଖବରଟି ରହିଛି ଯୋଜନାରେ ଥିବା ସୁଧ ଦରକୁ ନେଇ। ଖୁବ ଶୀଘ୍ର ଏଥିରେ ବୃଦ୍ଧି କରାଯିବ। ଏବେ ଆପଣଙ୍କୁ ଏହି ଛୋଟ…

ବଳପୂର୍ବକ ଋଣ ଆଦାୟ ଉପରେ ନିୟମ କଡ଼ାକଡ଼ି କଲା ରିଜର୍ଭ ବ୍ୟାଙ୍କ, ସକାଳ ୮ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ କଲ୍‌ ମନା

ମୁମ୍ବାଇ : କୌଣସି ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ କରିବା ଓ ନିର୍ଯ୍ୟାତନା ନଦେବା ଲାଗି ନିୟମ କଡାକଡି । ଗ୍ରାହକଙ୍କଠାରୁ ଋଣ ଅର୍ଥ ଆଦାୟ ବେଳେ ବଳପ୍ରୟୋଗ କରାଯାଉଥିବାର ଅଭିଯୋଗ ବାରମ୍ବାର ଆସୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ସମ୍ପର୍କିତ ନିୟମକୁ କଡ଼ାକଡ଼ି କରିଛି। ଏନେଇ  ସବୁ…