ଜିଓ ୟୁଜର୍ସଙ୍କୁ ଫ୍ରିରେ ମିଳିବ ୩୬୫ ଦିନର ମୋବାଇଲ୍ ରିଚାର୍ଜ, ଜାଣନ୍ତୁ କିପରି ଉଠାଇବେ ଏହି ଫାଇଦା
ଜିଓ ପୁଣି ଥରେ ନିଜର କୋଟି କୋଟି ୟୁଜର୍ସଙ୍କୁ ଏକ ବଡ଼ ସରପ୍ରାଇଜ ଦେଇଛି । ଦେଶର ସର୍ବବୃହତ ଟେଲିକମ୍ କମ୍ପାନୀ ଜିଓ ନିଜ ୟୁଜର୍ସଙ୍କୁ ୩୬୫ ଦିନର ଫ୍ରି ମୋବାଇଲ୍ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । କମ୍ପାନୀ ଏବେ ନିଜର ଅଫିସିଆଲ ୱେବସାଇଟରେ ଏହି ଅଫର ଘୋଷଣା କରିଛି । ଏହି ଅଫରର ଲାଭ ଉଠାଇ,…