Browsing Tag

REPUBLIC DAY

ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ଯମରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା

ପୁରୀ(କେନ୍ଯୁଜ୍): ବାଲୁକାରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ମାନସ ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ବାଲୁକା କଳାରେ ଇଣ୍ଡିଆ ଗେଟର ନିର୍ମାଣ କରିଛନ୍ତି । ଇଣ୍ଡିଆ ଗେଟରେ ତ୍ରିରଙ୍ଗା…

କାହିଁକି ପାଳନ ହୁଏ ସାଧାରଣତନ୍ତ୍ର ଦିବସ

ଆଜି ଦେଶ ପାଳନ କରୁଛି ୭୦ତମ ସାଧାରଣତନ୍ତ୍ର ଦିବସ । ଆମ ଦେଶ ବ୍ରିଟିଶ୍‌ ରାଜ୍‌ରୁ ମୁକ୍ତ ହୋଇ ୧୯୪୭ ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନ ହୋଇଥିଲା । ହେଲେ ସମ୍ବିଧାନ ଲାଗୁ ହେଲା ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ । ସେହି ଦିନ ସକାଳ ଠିକ୍‌ ୧୦.୧୮ ମିନିଟ୍‌ରେ ଭାରତୀୟ ସମ୍ବିଧାନ ଲାଗୁ ହୋଇଥିଲା…

ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ, ଆଜି ଦିଲ୍ଲୀ ଆକାଶରେ ଦେଖିବାକୁ ମିଳିବ ଲଢୁଆ ବିମାନ

ନୂଆଦିଳ୍ଲୀ(କେନ୍ଯୁଜ୍): ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ। ନୂଆଦିଲ୍ଲୀର ଜାତୀୟ ରାଜପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀ ଆକାଶରେ ଦେଖିବାକୁ ମିଳିବ ଲଢୁଆ ବିମାନ ସୁଖୋଇ, ଜାଗୁୱାର ଓ ରାଫେଲକୁ। ୭୫ଟି ଏୟାରକ୍ରାଫ୍ଟ ପରେଡରେ ଭାଗନେବେ।…

ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ, ବୀର ବାଦ୍ୟରେ କମ୍ପିଉଠିଲା ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ

 ଭୁବନେଶ୍ୱର(କେନ୍ଯୁଜ୍):ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ବୀର ବାଦ୍ୟରେ କମ୍ପିଉଠିଲା ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ…

ଦେଶଭକ୍ତି ଉପରେ ବଲିଉଡ କରିଛି ଅନେକ ଫିଲ୍ମ, ଆଜି ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ…

ଆପଣ ଜାଣିଛନ୍ତି ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ। ଯେଉଁଥିରେ ଦେଶଭକ୍ତିର ଝଲକ ଦେଖିବାକୁ ମିଳେ। ଯାହା ଆମକୁ ମନେ ପକାଇ ଦିଏ, ଆମ ଦେଶ ପାଇଁ ଲଢିଥିବା ବୀରଙ୍କ ବଳିଦାନ ବିଷୟରେ। ସମସ୍ତଙ୍କୁ ଅପେକ୍ଷା ଥାଏ ଏହି ଦିନ ପାଇଁ। ତେଣୁ ଆଜି ହେଉଛି ପବିତ୍ର…

ସାଧାରଣତନ୍ତ୍ର ଦିବସ ପାଳନ ନେଇ SRCଙ୍କ ଗାଇଡଲାଇନ୍‌ ଜାରି, ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ମନା

ଭୁବନେଶ୍ବର(କେନ୍ଯୁଜ୍): ସାଧାରଣତନ୍ତ୍ର ଦିବସ ପାଳନ ନେଇ SRCଙ୍କ ଗାଇଡଲାଇନ୍‌ ଜାରି ହୋଇଛି । ସର୍ବସାଧାରଣ ସ୍ଥାନ, ବେସରକାରୀ ସଂସ୍ଥା, କ୍ଲବ ଆଦି ପରିସରରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ୧୦ଜଣରୁ ଅଧିକ ଲୋକଙ୍କ ସମାଗମ ହେବ ନାହିଁ। କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ…

ଆଉ ଦିନକ ପରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ, ଆଜି ମହାତ୍ମା ଗାନ୍ଧି ମାର୍ଗରେ ଫୁଲ୍‌ ଡ୍ରେସ ରିହରସଲ୍

ଭୁବନେଶ୍ୱର(କେନ୍ଯୁଜ୍): ଆଉ ଦିନକ ପରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଫୁଲ୍‌ ଡ୍ରେସ ରିହରସଲ ହେବ । ପୋଲିସ ଡିଜି ସୁନୀଲ କୁମାର ବଂଶଲ ପରେଡ ନିରୀକ୍ଷଣ କରିବେ । ସେପଟେ ରାଜ୍ୟସ୍ତରୀୟ…

ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଦେଖନ୍ତୁ ତାଲିକା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ବରର ଲୋୟର ପିଏମଜିରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏଥି ସହ ସାଧାରଣତନ୍ତ୍ର ଦିବସ ରେ ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ କରିବେ କ୍ୟାବିନେଟ…

କଦମ ତାଳରେ ପ୍ରକମ୍ପିତ ହେଲା ଦିଲ୍ଲୀ ରାଜପଥ, ସାରା ବିଶ୍ୱ ଦେଖିଲା ଭାରତର ଶକ୍ତି

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ରାଜପଥରେ ଦେଖିବାକୁ ମିଳିଛି ଦେଶର ଶକ୍ତି । ସାରା ବିଶ୍ୱକୁ ଶକ୍ତି ଦେଖିଛି ଭାରତ । ରାଜପଥ ଆକାଶରେ ଦମ ଦେଖାଇଲା ଭାରତୀୟ ବାୟୁ ସେନା । ଲଢ଼ୁଆ ଯୁଦ୍ଧ ବିମାନ ଦେଖାଇଥିଲେ ରଣ କୌଶଳ ।…

ରାଜ୍ଯରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ, କୋଭିଡ-୧୯ର ସମସ୍ତ ନିୟମାବଳୀ କରାଯାଇଛି ପାଳନ

କେନ୍ଯୁଜ୍: କଟକରେ ପାଳିତ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ। ମୁଖ୍ୟ ଅତିଥି ଭାବେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଯୋଗଦେଇ ମହାନଦୀ ବିହାର ଗୋପାଳ ଭବନରେ ପତାକା ଉତ୍ତୋଳନ କରିଥିଲେ। ସେହିପରି କେନ୍ଦୁଝରରେ ଆନନ୍ଦ ଉଲ୍ଲାସର ସହ ୭୨ତମ ସାଧାରଣତଦନ୍ତ୍ର ଦିବସ ପାଳିତ…

ଆଜିର ଖାସ୍‌ ଦିନରେ ଆସନ୍ତୁ ଜାଣିବା ଗଣତନ୍ତ୍ର ଦିବସ କଣ? ଏହା କାହିଁକି ପାଳନ ହୁଏ

ଭାରତରେ ପ୍ରତିବର୍ଷ ଜାନୁଆରୀ ମାସ ୨୬ ତାରିଖକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଲାଗୁ ହୋଇଥିଲା ଭାରତର ସମ୍ବିଧାନ । ଏହି ଦିନକୁ ମନେ ରଖିବା ପାଇଁ ହିଁ ପ୍ରତିବର୍ଷ ଏହାକୁ ଗଣତନ୍ତ୍ର ଦିବସ ଭାବେ ପାଳନ କରାଥାଏ । ୧୫ ଅଗଷ୍ଟ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିଲା । ୨୬…

ଲଦାଖରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ଆଇଟିବିପିର ଯବାନ

ଲଦାଖ: ଲଦାଖରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ଆଇଟିବିପିର ଯବାନ । ଜାତୀୟ ପତାକା ଧରି ଫ୍ରୋଜନ୍‌ ଓ୍ଵାଟରରେ ଜାତୀୟ ପତାକା ଧରି ଚାଲି ଚାଲି ଯାଇଥିଲେ ଯବାନମାନେ । ୧୪ ହଜାର ଫୁଟ୍‌ ଉପରେ ଲଦାଖର ଆଉଟ୍‌ ପୋଷ୍ଟରେ ଆଇଟିବିପିର ଯବାନମାନେ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି । ଯବାନଙ୍କ…