Browsing Tag

Rishi Kapoor

ବାପା ଋଷି କପୁରଙ୍କୁ ଶେଷ ଥର ଦେଖିବା ପାଇଁ ଝିଅ ରିଧିମା ମୁମ୍ବାଇ ଯିବାପାଇଁ ସରକାରଙ୍କୁ ମାଗିଲେ ଅନୁମତି

ବଲିଉଡର ବର୍ଷିୟନ କଳାକାର ଋଷି କପୁର ଦୁନିଆକୁ ଅଲବିଦା କହିଦେଇଛନ୍ତି। ୬୭ ବର୍ଷରେ ତାଙ୍କର ମୃତ୍ୟୁ ଘଟିଛି। ମୁମ୍ବାଇର ଏଚଏନ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। କିନ୍ତୁ ଏକ ସପ୍ତାହ ହେବ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ…

ଚନ୍ଦନୱାଡି ଶ୍ମଶାନ ଘାଟରେ ହେବ ଋଷି କପୁରଙ୍କ ଅନ୍ତିମ ସଂସ୍କାର, କରୋନା କଟକଣା ପାଇଁ ଶେଷକୃତ୍ୟରେ ମାତ୍ର ୧୫ଜଣଙ୍କୁ…

ମୁମ୍ବାଇ: ଚିରନିଦ୍ରାରେ ବଲିଉଡ୍ ଅଭିନେତା ଋଷି କପୁର। ଏହି ଘଟଣାପରେ ବଲିଉଡ୍ ସିନେମା ଜଗତରେ ଖେଳିଯାଇଛି ଶୋକର ଛାୟା। ତେବେ ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରାଯିବ। କରୋନା କଟକଣା ପାଇଁ ଶେଷକୃତ୍ୟରେ କେବଳ ୧୫ଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି।…

କୁନି ଋଷି କପୁରଙ୍କୁ କୋଳରେ ଧରିଥିବାର ଫଟୋ ସେୟାର କଲେ ଲତା ମଙ୍ଗେସକର, ଭାବୁକ ହୋଇ କହିଲେ, ‘ମୁଁ ଶବ୍ଦହୀନ…

ଆକ୍ଟର ଇରଫାନ ଖାନଙ୍କ ଦେହାନ୍ତର ଠିକ ଦିନକ ପରେ ବଲିଉଡ, ଆଉ ଜଣେ ମହାନ ଅଭିନେତା ଋଷି କପୁରଙ୍କୁ ହରାଇଛି। ଦୁଇ ଦୁଇଜଣ ତାରକାଙ୍କୁ ହରାଇ ପୂରା ବଲିଉଡ ଏବେ ସ୍ତବ୍ଧ ହୋଇଯାଇଛି। ଋଷି କପୁରଙ୍କ ଦେହାନ୍ତ ଖବର ପାଇ ମହାନ ଗାୟିକା ଲତା ମଙ୍ଗେସକର ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହିତ ସେ…

ଋଷି କପୁରଙ୍କ ନିଧନରେ ଖେଳଜଗତ ବି ଦୁଃଖୀ, ସଚିନ- କୋହଲି ସମେତ ଏହି ଖେଳାଳି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆଜି ପୁଣିଥରେ ବଲିଉଡର ଆଉ ଏକ ଅପୂରଣୀୟ କ୍ଷତି ଘଟିଛି। ଗତକାଲି ଇରଫାନ ଖାନଙ୍କ ବିୟୋଗ ଘଟିଥିବା ବେଳେ ଆଜି ସିନେ ଜଗତକୁ ଅଲବିଦା କହିଛନ୍ତି ଲୋକପ୍ରିୟ ଅଭିନେତା ଋଷି କପୁର। ୬୭ ବର୍ଷ ବୟସରେ ମୁମ୍ବାଇର ରିଲାଏନ୍ସ ମେଡିକାଲରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ହେବ ସେ…

ବବିରୁ ନମସ୍ତେ ଲଣ୍ଡନ ଯାଏ ଏଇ ବିନ୍ଦାସ ଆକ୍ଟରଙ୍କ ବିଷୟରେ ଜାଣନ୍ତୁ ଅନେକ କଥା

ମୁମ୍ବାଇ: ଋଷି କପୁର ଓରଫ ଚିଣ୍ଟୁ ବାବା । ଏମିତି ଏକ ନାଁ ଯିଏ ନିଜ ଅଭିନୟର ଯାଦୁରେ ଘରେ ଘରେ ପରିଚିତ । ପିଲାଟି ବେଳୁ ନିଜ କଳା ମାଧ୍ଯମରେ ସମସ୍ତଙ୍କ ହୃଦୟ ଜିତିପାରିଥିଲେ ଋଷି । କଳାକାର ପରିବାରରେ ଜନ୍ମ ତାଙ୍କର । ବାପା ରାଜ କୁପର, ଜେଜେ ବାପା ପୃଥ୍ଵୀରାଜ କପୁର, କକା ଶମ୍ମି କପୁର ଓ…

ଋଷି କପୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର: ଋଷି କପୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଗଭୀର ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଭାରତୀୟ ସିନେମା ଜଣେ ମହାନ ଅଭିନେତାଙ୍କୁ ହରାଇଲା ବୋଲି ନବୀନ କହିଛନ୍ତି । ଋଷି କପୁରଙ୍କ ବିୟୋଗରେ…

ବଲିଉଡ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ପରଲୋକ

ମୁମ୍ବାଇ : ବଲିଉଡର ବର୍ଷିୟାନ୍ ଅଭିନେତା ଋଷି କପୁରଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲ ସେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ ୨୦୧୮ ମସିହାରେ ସେ କ୍ୟାନସରରେ ପିଡିତ ଥିବା ଖବର ସାମ୍ନାକୁ ଆସିଥିଲା ।…

ବିଗିଡ଼ିଲା ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା, ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି

ବଲିଉଡ ଅଭିନେତା ଋଷି କପୁରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ ହଠାତ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ସୂଚନା ସାମ୍ନାକୁ ଆସିଛି। ଯାହାପରେ ତାଙ୍କୁ ମୁମ୍ବାଇର ଏନ ଏଚ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଖାପାଖି ଏକ ବର୍ଷ ପର୍ଯ୍ୟନ୍ତ…

ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ରୁଷି କପୁର, ମାସ୍କ ଲଗାଇ ନିଜ ବାପାଙ୍କୁ ଦେଖିବାକୁ ପହଞ୍ଚିଲେ ରଣବୀର

ଦିଲ୍ଲୀ ହସ୍ପିଟାଲରୁ ଛୁଟି ମିଳିବା ପରେ ମୁମ୍ବାଇ ଫେରିବା ପରେ ପୁଣି ଥରେ ରୁଷି କପୁରଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି। ପରିବାର ସଦସ୍ୟଙ୍କ କହିବାନୁଯାୟୀ ଭୂତାଣୁ ଜନିତ ଝ୍ଵର ହେବା ପରେ ତାଙ୍କୁ ଦୁଇ ଦିନ ପୂର୍ବରୁ ଦକ୍ଷିଣ ମୁମ୍ବାଇର ସର ଏଚଏନ ରିଲାୟଂସ ଫାଉଣ୍ଡେସନ ହସ୍ପିଟାଲରେ…

ଲତା ମଙ୍ଗେଶକରଙ୍କ କୋଳରେ ଦେଖିବାକୁ ମିଳିଲେ ୨/୩ ମାସର ଋଷି କପୁର, ଭାବୁକ ହୋଇ ଋଷି କହିଲେ ‘କଣ ମୁଁ ଦୁନିଆକୁ…

ବଲିଉଡ ଅଭିନେତା ଋଷି କପୁର ନିଜର ଟ୍ୱିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତ । ଅଭିନେତା ପ୍ରାୟତଃ ନିଜର ବିଚାରକୁ ଫ୍ୟାନ୍ସ ମାନଙ୍କ ସହିତ ସେୟାର କରିଥାନ୍ତି । ତେବେ ନିକଟରେ ଋଷି କପୁର ଟ୍ୱିଟରରେ ଏକ ଏପରି ଫଟୋ ସେୟାର କରିଛନ୍ତି ଯାହା ତାଙ୍କପାଇଁ ବହୁତ ମୂଲ୍ୟବାନ ବୋଲି କହିଛନ୍ତି ।…

ନ୍ୟୁୟର୍କରେ କ୍ୟାନସର ଚିକିତ୍ସା କରାଇ ଦୀର୍ଘଦିନ ପରେ ଘରକୁ ଫେରିଲେ ରିଷି କପୁର, ଘରଲୋକ କଲେ ଏପରି ସ୍ୱାଗତ 

କପୁର ପରିବାର ପାଇଁ ଏବେ ସେଲିବ୍ରେଶନର ଦିନ। ଏହି ମଉକା ସେମାନଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍‌ ନୁହେଁ। ରିଷି କପୁର ନ୍ୟୁୟର୍କରେ ନିଜ ଚିକିତ୍ସା କରାଇ ଦୀର୍ଘ ଦିନ ପରେ ଭାରତ ଫେରିଛନ୍ତି। ଯଦିଓ ଘରେ ରିଷି କପୁରଙ୍କୁ ବହୁତ ସାଦାସିଧା ଢଙ୍ଗରେ ସ୍ୱାଗତ କରାଯାଇଛି, ତଥାପି ନିଆରା ତରିକାରେ…

ପ୍ରଥମଥର ପାଇଁ ରଣବୀରଙ୍କୁ ନେଇ କ’ଣ କହିଲେ ବାପା ଋଷି କପୁର

ପୁଅ ରଣବୀରଙ୍କୁ ନେଇ ପ୍ରଥମ ଥର ପାଇଁ ବାପା ଋଷି କପୁର ମୁହଁ ଖୋଲିଛନ୍ତି। ଚିକିତ୍ସାର ଦୀର୍ଘ ୯ ମାସ ପରେ ଋଷି ନିଜର ମନକଥା କହିଛନ୍ତି। ଋଷି କହିଛନ୍ତି, ଯେତେବେଳେ ରଣବୀର ମୋ କ୍ୟାନସର ବିଷୟରେ ଜାଣିଥିଲେ ଦିଲ୍ଲୀ ଆସି ଜବରଦସ୍ତ ପ୍ଲେନରେ ବସାଇ ଚିକିତ୍ସା ପାଇଁ ନେଇଯାଇଥିଲେ। କିନ୍ତୁ ଏହା…