Browsing Tag

rohit sharma

ମଇଦାନରେ ରୋହିତ ଶର୍ମାଙ୍କୁ କିସ୍‌ କରିବାକୁ ଚେଷ୍ଟା, ଭିଡିଓ ଭାଇରଲ

ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ରାଜସ୍ଥାନ ରୟାଲ୍ସ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମ୍ୟାଚ ଜିତିଯାଥିଲା । ହେଲେ ଏହି ମ୍ୟାଚ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି ଜୋରଦାର ଅଭ୍ୟାସ କରିଥିଲେ । ଏହି ସମୟର ରାଜସ୍ଥାନ…

ଲାଇଭ ମ୍ୟାଚରେ ଖସିଗଲା ରୋହିତ ଶର୍ମାଙ୍କ ପ୍ୟାଣ୍ଟ, ଲାଜେଇ ଗଲେ ପତ୍ନୀ ରିତିକା : ଭିଡିଓ ଭାଇରଲ

ରୋହିତ ଶର୍ମା ଆଇପିଏଲ ୨୦୨୪ର ୨୯ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶତକ ମାରିଥିଲେ । ରୋହିତଙ୍କ ଶତକ କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟ ଦେଇପାରିନଥିଲା । ରୋହିତ ୬୩ ବଲରେ ୧୧ଟି ଚଉକା ଏବଂ ୫ଟି ଛକା ମାରି ୧୦୫ ରନ୍‌ କରି ଅପରାଜିତ ରହିଥିଲେ । ରୋହିତ ଶର୍ମାଙ୍କ ଦମଦାର ଶତକ ପରେ…

ଆରେ…. ବସ୍‌ ଡ୍ରାଇଭର ହୋଇଗଲେ ରୋହିତ, ଭିଡିଓ ଭାଇରଲ

ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଟିମ ଖେଳାଳି ପଡିଆକୁ ଯିବାକୁ ବାହାରିଥିବା ବେଳେ ବସ୍‌ ଡ୍ରାଇଭର ପାଲଟିଛନ୍ତି ରୋହିତ ଶର୍ମା । ରୋହିତ ଶର୍ମା ବସ୍‌…

ବିଶ୍ୱକପ ୨୦୨୩ ହାରିବା ପରେ ପ୍ରଥମଥର ଆସିଲା ରୋହିତଙ୍କ ପ୍ରତିକ୍ରିୟା, ‘ଆତ୍ମବିଶ୍ୱାସ ଥିଲା…କି ଆମେ…

ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ପ୍ରସାରଣ ହୋଇଛି । ଏହି ଏପିସୋଡରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟର ମସ୍ତି କରୁଥିବା ନଜର ଆସିଛନ୍ତି । କପିଲ ଶର୍ମାଙ୍କ ମଜାଳିଆ ପ୍ରଶ୍ନର ଉତ୍ତର ଦେଉଛନ୍ତି ଉଭୟ । ବିଶ୍ୱକପ ୨୦୨୩ ହାରିବା ପରେ ରୋହିତ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପଟେନ୍ସିରେ ଖୁସି ନାହାଁନ୍ତି ରୋହିତ ଶର୍ମା, ଚଳିତ IPL ଶେଷ ହେବା ପରେ ଛାଡ଼ି ପାରନ୍ତି…

ମୁମ୍ବାଇ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାପଟେନ୍ସିରେ ଖୁସି ନାହାଁନ୍ତି ରୋହିତ ଶର୍ମା । ଅନେକ ନିଷ୍ପତ୍ତିକୁ ନେଇ ଦୁଇ ଖେଳାଳିଙ୍କ ମଧ୍ୟରେ ମତାନ୍ତର ହେଉଛି । ଯାହା ଡ୍ରେସିଂ ରୁମରେ ଭଲ ପରିବେଶ ସୃଷ୍ଟି କରୁନାହିଁ । କୁହାଯାଉଛି ଚଳିତ ଆଇପିଏଲ୍ ଶେଷ ହେବା ପରେ ମୁମ୍ବାଇ ଇଣ୍ଡିଆନସ ଛାଡ଼ି…

ଆଇପିଏଲ୍‌ ୨୦୨୪ : ପୁଣି ସୁରକ୍ଷାରେ ତ୍ରୁଟି, ମ୍ୟାଚ୍‌ ମଝିରେ ରୋହିତଙ୍କୁ କୁଣ୍ଢାଇ ପକାଇଲେ ଫ୍ୟାନ୍‌

ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜସ୍ଥାନ ରୟାଲ୍ସ ଠାରୁ ୬ ଓ୍ଵିକେଟରେ ହାରିବା ସହ ୩ଟି ଯାକ ମ୍ୟାଚ୍‌ ହାରିସାରିଛି । ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ମଜାଦାର ଘଟଣା ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଜଣେ…

ରୋହିତଙ୍କୁ ନିଜ ଇସାରାରେ ଦୌଡାଇଲେ ହାର୍ଦ୍ଦିକ, ରାଗିଗଲେ ଫ୍ୟାନ୍ସ

ଗୁଜରାଟ ଟାଇଟନ୍ସ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ୬ ରନରେ ହାରିଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଜିତିଛି ଗୁଜରାଟ ଟାଇଟନ୍ସ । କିନ୍ତୁ ଏହି ମ୍ୟାଚ୍‌ ସମୟରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏମିତି କିଛି କାମ କରିଛନ୍ତି, ଯାହାକୁ ଦେଖି ଫ୍ୟାନ୍ସ ନାରାଜ ହୋଇଛନ୍ତି ।…

ରିଟାୟରମେଣ୍ଟକୁ ନେଇ ଖୁଲାସା କଲେ ରୋହିତ ଶର୍ମା, କହିଲେ କେବେ ନେବେ ସନ୍ନ୍ୟାସ

ଭାରତୀୟ କ୍ରିକେଟ ଟିମର ସବୁଠାରୁ ସଫଳ ଓପନର ମଧ୍ୟରେ ରୋହିତ ଶର୍ମାଙ୍କ ନାମ ଆଗରେ । ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଜବାବ ଦେଇଛନ୍ତି ରୋହିତ । ଧର୍ମଶାଳାରେ ଶେଷ ଟେଷ୍ଟ ବିଜୟ ପରେ ରୋହିତ ନିଜ ଅବସରକୁ ନେଇ ଚର୍ଚ୍ଚା ଚାଲିଥିଲା । କିଛି ଲୋକ ବିଶ୍ୱ ଟେଷ୍ଟ…

ଜୟସ୍ୱାଲଙ୍କ ଶତକରେ ଝୁମି ଉଠିଲେ ରୋହିତ ଶର୍ମା, ଭିଡିଓ ଭାଇରଲ

ଭାରତ-ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଖେଳାଯାଉଛି ତୃତୀୟ ଟେଷ୍ଟ । ଏହି ମ୍ୟାଚରେ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ କରୁଛି । ଏପର୍ଯ୍ୟନ୍ତ ଭାରତ ୪ ଓ୍ଵିକେଟ ହରାଇ ୩୧୪ ରନ୍‌ କରିଛି । ଆଉ ଇଂଲଣ୍ଡ ଠାରୁ ୪୪୦ ରନରେ ଆଗୁଆ ରହିଛି । ଏହି ମ୍ୟାଚରେ ଭାରତୀୟ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଟେଷ୍ଟ କ୍ୟାରିଅରର…

ରାଜକୋଟ ଟେଷ୍ଟରେ ରୋହିତ ଏବଂ ଜାଡେଜାଙ୍କ ଦମଦାର ଶତକ, ଡେବ୍ୟୁ ମ୍ୟାଚରେ ସରଫରାଜଙ୍କ ଅର୍ଦ୍ଧଶତକ, ଭାରତ ୩୨୬/୫

ରାଜକୋଟ ଟେଷ୍ଟରେ ରୋହିତ ଶର୍ମାଙ୍କ ଦମଦାର ଶତକ ପରେ ଦୃଢ଼ ସ୍ଥିତିରେ ଭାରତ । ପ୍ରଥମ ଦିନରେ ଖେଳ ଶେଷ ସୁଦ୍ଧା ଭାରତ ୫ ଓ୍ଵିକେଟ ହରାଇ ୩୨୬/୫ରେ ପହଞ୍ଚିଛି । ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ପ୍ରାରମ୍ଭିକ ଝଟକା ପରେ ଟିମ ଇଣ୍ଡିଆ ଲଢୁଆ ଖେଳ ପ୍ରଦର୍ଶନ କରିଛି । ଆରମ୍ଭରୁ ବ୍ୟାଟିଂ…

କଳ୍ପନାଜଳ୍ପନାର ଅନ୍ତ : ଟି୨୦ ବିଶ୍ୱକପ ୨୦୨୪ ଅଧିନାୟକ ହେବେ ରୋହିତ ଶର୍ମା, ବିସିସିଆଇ ସଚିବ ଜୟ ଶାହା ଦେଲେ ସୂଚନା

ଆଇସିସି ଟି୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଟିମର ଅଧିନାୟକତ୍ୱ କରିବେ ରୋହିତ ଶର୍ମା । ବିସିସିଆଇ ସଚିବ ଜୟ ଶାହ ବୁଧବାର ରୋହିତ ଶର୍ମାଙ୍କ ନାଁରେ ମୋହର ମାରିଛନ୍ତି । ଜୁନ ୧ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ଖେଳିବେ । ୟୁଏଏସ ଏବଂ ୱେଷ୍ଟଇଣ୍ଡିଜରେ ଜୁନ-ଜୁଲାଇ ହେବାକୁ ଥିବା…

ରିଭ୍ୟୁ ନେବା ପାଇଁ ରୋହିତଙ୍କ ପଛରେ ପଡିଲେ କୁଲଦୀପ, ରାଗିଗଲେ ରୋହିତ : ଭିଡିଓ ଭାଇରଲ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ ଭାରତ ଜିତିବା ପାଇଁ ବଢିଆ ସୁଯୋଗ ରହିଛି । ଇଂଲଣ୍ଡ ଟିମ୍‌କୁ ଭାରତ ୩୯୯ ରନ୍‌ର ଲକ୍ଷ୍ୟ ଦେଇଛି । ଚତୁର୍ଥ ଦିନରେ…