ହାଇରିସ୍କ ଦେଶରୁ ଆସୁଥିଲେ ୭୨ ଘଣ୍ଟା ପୂର୍ବରୁ RTPCR ଟେଷ୍ଟ ବାଧ୍ୟତାମୂଳକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରିକଲା…
କେନ୍ୟୁଜ୍(ବ୍ୟୁରୋ):ଭାରତରେ ହାଇରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ନୂଆ କୋଭିଡ ଗାଇଡ୍ଲାଇନ୍ । ହାଇରିସ୍କ ଦେଶ ବର୍ଗରେ ଥିବା ଚୀନ୍, ସିଙ୍ଗାପୁର, ହଂକଂ, କୋରିଆ, ଥାଇଲାଣ୍ଡ ଓ ଜାପାନ ଦେଶରୁ ଆସୁଥିଲେ ୭୨ ଘଣ୍ଟା ପୂର୍ବରୁ RTPCR…