Browsing Tag

sad news

ଭାରତର ସବୁଠୁ ବୟସ୍କ କ୍ରିକେଟର ଦତ୍ତାଜିରାଓ ଗାୟକୱାଡଙ୍କ ୯୫ ବର୍ଷ ବୟସରେ ଦେହାନ୍ତ

ଭାରତର ସବୁଠାରୁ ବୟସ୍କ ଟେଷ୍ଟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାୟକୱାଡ ଆଉ ନାହାନ୍ତି । ବୟସ ସମ୍ବନ୍ଧୀୟ ରୋଗ ହେତୁ ମଙ୍ଗଳବାର ସେ ବରୋଦାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ଜାତୀୟ ପ୍ରଶିକ୍ଷକ ଅଂଶୁମାନ ଗାୟକୱାଡଙ୍କ…

ଆଉ ନାହାନ୍ତି ‘ଥ୍ରୀ ଇଡିୟଟ୍ସ’ର ଲାଇବ୍ରେରିଆନ୍‌ ଅଖିଲ ମିଶ୍ରା, ବିଲ୍ଡିଂରୁ ଖସି ଅଭିନେତାଙ୍କ ମୃତ୍ୟୁ

ମନୋରଞ୍ଜନ ଜଗତରୁ ଆସିଛି ଏକ ଦୁଃଖଦ ଖବର। ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଲୋକପ୍ରିୟ ହୋଇଥିବା ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ ଘଟିଛି। ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ସେ ହାଇଦ୍ରାବାଦରେ ସୁଟିଂ କରୁଥିଲେ। ସେଠାରେ କୌଣସି ଏକ ବିଲ୍ଡିଂରୁ ଖସି ତାଙ୍କର…

ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ, ୯୮ ବର୍ଷ ବୟସରେ ଦୁନିଆକୁ କହିଲେ ଅଲ୍‌ବିଦା

‘ଓଃ ମାଇଁ ଗଡ୍‌ ୨ (ଓଏମ୍‌ଜି ୨)’ର ସଫଳତା ଭିତରେ ଫିଲ୍ମର ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନେଇ ଆସିଛି ଏକ ବଡ଼ ଦୁଃଖ ଖବର। ପଙ୍କଜ ତ୍ରିପାଠୀଙ୍କ ବାପା ପଣ୍ଡିତ ବନାରସ୍‌ ତିଓ୍ଵାରୀଙ୍କର ପରଲୋକ ଘଟିଛି। ତାଙ୍କୁ ୯୮ ବର୍ଷ ହୋଇଥିଲା। ସେ ବିହାରର ବେଲସଣ୍ଡ୍‌ ଗାଁରେ ଶେଷ ନିଃଶ୍ୱାସ ତ୍ୟାଗ…

ମନୋଜ ବାଜପେୟୀଙ୍କ ମା’ ଗୀତା ଦେବୀଙ୍କର ୮୦ ବର୍ଷ ବୟସରେ ପରଲୋକ, ଦୀର୍ଘ ଦିନରୁ ଦିଲ୍ଲୀର ହସ୍ପିଟାଲରେ ଚାଲିଥିଲା…

ବଲିଉଡ୍‌ର ଟ୍ୟାଲେଣ୍ଟେଡ୍‌ ଅଭିନେତା ମନୋଜ ବାଜପେୟୀଙ୍କ ମା’ ଗୀତା ଦେବୀଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ସକାଳ ୮ଟା ୩୦ରେ ସେ ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୀତା ଦେବୀଙ୍କ ବୟସ ୮୦ ବର୍ଷ ଥିଲା। ସୂଚନା ମୁତାବକ, ମନୋଜ…

ଭେଟେରାନ ଅଭିନେତା ରମେଶ ଦେଓଙ୍କର ହୃଦଘାତରେ ନିଧନ, ୪ ଦିନ ତଳେ ପାଳିଥିଲେ ୯୩ତମ ଜନ୍ମଦିନ; କହିଥିଲେ, ‘ମୁଁ ୧୦୦ ବର୍ଷ…

ହିନ୍ଦୀ ଏବଂ ମରାଠି ସିନେମାର ଭେଟେରାନ ଅଭିନେତା ରମେଶ ଦେଓଙ୍କର ବୁଧବାର ୯୩ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଛି। ଏ ନେଇ ତାଙ୍କ ପୁଅ ତଥା ଚଳଚ୍ଚିତ୍ର ନିର୍ମାତା ଅଭିନୟ ଦେଓ ସୂଚନା ଦେଇଛନ୍ତି। ଅଭିନୟ ଦେଓ କହିଛନ୍ତି, ବୁଧବାର ରାତି ପ୍ରାୟ ୮ଟା ୩୦ ମିନିଟ୍‌ରେ ତାଙ୍କ ବାପାଙ୍କର…

ଘରେ ପଶିବାକୁ ଦେଲାନି ଘର ମାଲିକ, ୨ ବର୍ଷର ଛୁଆ ଓ ସ୍ୱାମୀ ସହିତ ୨ ଦିନ ଟ୍ୟାକ୍ସିରେ ବିତାଇଲେ କରୋନା ସଂକ୍ରମିତ ମହିଳା

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ଜଣେ ମହିଳାଙ୍କୁ ନିଜ ସ୍ୱାମୀ ଓ ୨ ବର୍ଷର ଛୁଆ ସହିତ ଏକ ଟ୍ୟାକ୍ସିରେ ଦୁଇ ରାତି କଟେଇବାକୁ ପଡ଼ିଛି। କାହିଁକି ନା, ତାଙ୍କ ଘର ମାଲିକ ତାଙ୍କୁ ଏବଂ ତାଙ୍କ ପରିବାରକୁ ଭଡ଼ା ଘରେ…

କରୋନା ପୀଡ଼ିତା ମାଆକୁ ମିଳିଲାନି ଅକ୍ସିଜେନ ବେଡ, ତ ଝିଅ ଅଧ ଲିଟର ସାନିଟାଇଜର ପିଇ କରି ଦେଲା ଆତ୍ମହତ୍ୟା

ସାରା ଦେଶରେ କରୋନାର ସଙ୍କଟଜନକ ସ୍ଥିତି ଭିତରେ ମହାରାଷ୍ଟ୍ରର ନାସିକରୁ ଅତି ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଝିଅ ମାଆର ମୃତ୍ୟୁରେ ଭାଙ୍ଗିପଡ଼ି ନିଜେ ଆତ୍ମହତ୍ୟା କରି ଦେଇଛି। ଖବରରୁ ଜଣାପଡ଼ିଛି, ଅକ୍ସିଜେନ ବେଡ ନ ମିଳିବାରୁ ମହିଳାଙ୍କ ପ୍ରାଣ ଚାଲିଯାଇଥିଲା। ଆଉ ଏଥିରେ ଦୁଃଖୀ…

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ନିଧନ

ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ଙ୍କ ୯୯ ବର୍ଷ ବୟସରେ ପରଲୋକ ଘଟିଛି। ରୟାଲ ଫ୍ୟାମିଲି ତରଫରୁ ଟ୍ଵିଟ୍‌ କରାଯାଇ ଏହି ଦୁଃଖଦ ଖବର ବିଷୟରେ ଜଣାଇ ଦିଆଯାଇଛି। ପ୍ରିନ୍ସ ଫିଲିପ୍‌ ୪ ସପ୍ତାହ ଧରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କୁ ୧୬ ମାର୍ଚ୍ଚରେ…

ଦେଖି ନଥିବେ ଏମିତି ବନ୍ଧୁତ୍ୱ : ହଠାତ୍‌ ଶିକାର ବନ୍ଧୁକରୁ ଚାଲିଗଲା ଗୁଳି, ଆଖି ଆଗରେ ସାଙ୍ଗର ମୃତ୍ୟୁ ଦେଖି ଜୀବନ…

ଉତ୍ତରାଖଣ୍ଡର ନୂଆ ଟିହରୀ ଅଞ୍ଚଳରୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା। ଘଟଣା ଏମିତି ଯେ ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୂରା ବାକ୍‌ଶୂନ୍ୟ କରି ଦେଇଛି। ଖବରରୁ ଜଣାପଡ଼ିଛି, ଶିକାର ଅଭିଯାନ ବେଳେ ନିଜ ସାଙ୍ଗର ମୃତ୍ୟୁ ଦେଖି ଘଟଣାସ୍ଥଳରେ ଆତ୍ମହତ୍ୟା କରିଛନ୍ତି ବାକି ୩ ସାଙ୍ଗ। ଗଭୀର…

ଦେଖୁ ଦେଖୁ ହଠାତ୍‌ ମାଟିରେ ଲୋଟି ପଡ଼ିଲା ୮୪ ଫୁଟ୍‌ ଉଚ୍ଚ ଟାଓ୍ଵାର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଆମେରିକାର ୟୁଟାରେ ସଲ୍ଟ ଲେକ୍‌ ସିଟି ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ୮୪ ଫୁଟ ଉଚ୍ଚ ଏକ ଟାଓ୍ଵାର ଧ୍ୱସ୍ତ ହୋଇଯାଇଛି। ଏୟାରପୋର୍ଟ ଏକ ଭିଡିଓ ଜାରି କରି ଏ ନେଇ ସୂଚନା ଦେଇଛି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି, ମାତ୍ର କିଛି ସେକେଣ୍ଡ ଭିତରେ ଟାଓ୍ଵାର ଭୂମିରେ ଲୋଟି ପଡ଼ୁଛି। ଏୟାରପୋର୍ଟ…

ଏମାନେ ଥିଲେ ଦୁନିଆର ସବୁଠୁ ବୟସ୍କ ବିବାହିତ ଦମ୍ପତି, ୮୦ ବର୍ଷ ରହିଥିଲେ ଏକାଠି, ହେଲେ ୧୧୦ ବର୍ଷ ବୟସରେ ଆରପାରିକୁ…

ଦୁନିଆର ସବୁଠାରୁ ବୟସ୍କ ବିବାହିତ ଦମ୍ପତିଙ୍କ ମଧ୍ୟରୁ ୧୧୦ ବର୍ଷୀୟ ସ୍ୱାମୀ ଜୁଲିଓ ମୋରାଙ୍କ ନିଧନ ହୋଇଯାଇଛି। ଏହି ଦମ୍ପତି ପାଖାପାଖି ୮୦ ବର୍ଷ ଏକାଠି ରହିଥିଲେ। ୧୯୪୧ ଫେବୃୟାରୀ ୭ରେ ମୋରା, ବଲଡ୍ରାମିନା କ୍ୱିନ୍ତେରୋସଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ବଲଡ୍ରାମିନାଙ୍କୁ ୧୦୪ ବର୍ଷ ବୟସ।…

ଡାକ୍ତରଙ୍କ ସ୍ତ୍ରୀ ନେଉଥିଲେ ‘ମରଣାନ୍ତକ ସେଲ୍ଫି’ ! ଚାହୁଁ ଚାହୁଁ ସ୍ୱାମୀଙ୍କ ଆଖି ସାମ୍ନାରେ ହିଁ…

ମଧ୍ୟ ପ୍ରଦେଶର ହଲାଲି ଡ୍ୟାମରେ ଏକ ଦୁଃଖଦାୟକ ଘଟଣା ଘଟିଛି। ଏଠାରେ ଜଣେ ଡାକ୍ତରଙ୍କ ସ୍ତ୍ରୀ ସେଲ୍ଫି ନେଉଥିବା ବେଳେ ପାଣିରେ ଖସିପଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସୋମବାର ସକାଳେ ରେସକ୍ୟୁ ଅପରେସନ ଜାରି ରହିଥିଲେ ହେଁ ମୃତ ମହିଳାଙ୍କର କୌଣସି ପତ୍ତା ମିଳିପାରିନାହିଁ।…