କିଙ୍ଗଖାନଙ୍କୁ କାହିକି ଏଭଳିକଥା କହିଲେ ବଲିଉଡ଼ ସିଙ୍ଗର ଅଭିଜିତ ଭଟ୍ଟାଚାର୍ଯ୍ୟ…
ବଲିଉଡ ସିଙ୍ଗର ଅଭିଜିତ ଓ କିଙ୍ଗଖାନଙ୍କୁ ନେଇ ଚର୍ଚ୍ଚା । ୧୯୯୦ ଓ ୨୦୦୦ସମୟରେ ସୁପରଷ୍ଟାର ଶାହାରୁଖଙ୍କର ଫିଲ୍ମ ପାଇଁ ବହୁତ ହିଟ ଗୀତ ଗାଇଆସିଛନ୍ତି ବଲିଉଡର ଜଣାଶୁଣା ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ । ତୋବା ତୁମ୍ହାରେ ଇସାରେ ଏବଂ ଓ ଲଡକି ଜୋ ସବସେ ଅଲଗ ହେ ଏଭଳି ଚମତ୍କାର ଗୀତକୁ ନିଜ…