ମା’କୁ ଡାକିବାକୁ ଯାଇ ନଦୀରେ ବୁଡି ଯୁବକ ନିଖୋଜ
ଲମତାପୁଟ(କେନ୍ୟୁଜ୍): ନଦୀରେ ବୁଡ଼ି ଯୁବକ ନିଖୋଜ । ମାକୁ ଡାକିବାକୁ ଯାଇଥିଲେ ଯୁବକ ଜଣକ ହେଲେ ମାକୁ ଡାକିବା ପାଇଁ ଯିବା କାଳ ହେଲା । ନଦୀରେ ବୁଡ଼ି ନିଖୋଜ ହୋଇଯାଇଥିଲେ ଯୁବକ ଜଣକ । ଖବର ଜଣା ପଡିବା ପରେ ଗ୍ରାମବାସୀ ଏବଂ ଅଗ୍ନିଶମ ଖୋଜା ଖୋଜି ଜାରି ରଖିଛନ୍ତି । ଏଭଳି ଅଭାବନୀୟ ଘଟଣା ଲମତାପୁଟ ଅଞ୍ଚଳରେ ଦେଖିବାକୁ ମିଳିଛି।
ସୁଚନା ମୁତାବିକ୍, ନିଖୋଜ ଯୁବକ ଜଣକ ହେଉଛନ୍ତି ଲମତାପୁଟ ବ୍ଲକ ବାଙ୍ଗୁରୁପଡ଼ା ଗ୍ରାମର ୪୦…
Read More...