Below header
Browsing Tag

salman khan

ଦେଖନ୍ତୁ ଥରେ ଏହି ଭିଡିଓ, କିପରି ଜଣେ ବ୍ଯକ୍ତିଙ୍କୁ ତଳେ କଚାଡି ପାଦରେ ଗୋଇଠା ମାରୁଛନ୍ତି ସଲମାନ୍ ଖାନ୍

ମୁମ୍ବାଇ: ବଲିଉଡ୍ ର ଦବଙ୍ଗ ଖାନ୍ କିଛି ଦିନ ହେବ ବହୁ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଗୋଟେ ପଟେ ସେ ଫିଲ୍ମ ଇନସାଅଲ୍ଲାହ ବନ୍ଦ ହେବାକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ଅନ୍ଯପଟେ ଅପକମିଙ୍ଗ ଫିଲ୍ମ ଦବଙ୍ଗ-୩କୁ ନେଇ ମଧ୍ଯ ଆଲୋଚନାର ପରିସରକୁ ଆସିଛନ୍ତି । ଆଜ୍ଞା ହଁ ଫିଲ୍ମ ଦବଙ୍ଗ…

ବନ୍ଦ ହେଲା ସୁପରଷ୍ଟାର ସଲମାନ ଏବଂ ଆଲିୟାଙ୍କ ‘ଇନସାଲ୍ଲା’ ଫିଲ୍ମ, ଜାଣନ୍ତୁ କାହିଁକି ?

ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ଓ ସୁପରହିଟ୍ ନାୟିକା ଆଲିଆ ଭଟ୍ଟଙ୍କୁ ନେଇ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ‘ଇନସାଲ୍ଲା’ ଟାଇଟଲରେ ଏକ ଫିଲ୍ମ ନିର୍ମାଣକୁ ନେଇ ଦର୍ଶକମାନେ ଖୁବ୍ ଉତ୍ସାହ ଥିଲେ । ଏହି ଫିଲ୍ମ ସଂପର୍କରେ ଘୋଷଣା ହେବା ଦିନଠାରୁ ଏହାକୁ ନେଇ…

ମିକାଙ୍କ ପରେ ଏବେ ସଲମାନ୍ ଖାନଙ୍କୁ ମଧ୍ୟ କରାଯାଇପାରେ ବ୍ୟାନ୍, FWICE ସଦସ୍ୟ ଦେଲେ ଚେତାବନୀ

ପାକିସ୍ତାନରେ ଏକ ପ୍ରାଇଭେଟ୍ କନସର୍ଟରେ ଯୋଗଦେଇଥିବାରୁ ମିକା ସିଂଙ୍କୁ ବଲିଉଡରୁ ବ୍ୟାନ୍ କରାଯାଇଛି । ଅଲ୍ ଇଣ୍ଡିଆ ସିନେ ୱାର୍କର ଆସୋସିଏସନ୍( AICWA) ଏବଂ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏପ୍ଳୋଇ (FWICE) ମିଶି ମିକା ସିଂଙ୍କ ବିରୋଧରେ ଏହିଭଳି ଏକ କଡା ନିଷ୍ପତ୍ତି ନେଇଛନ୍ତି ।…

ଲାଲ୍ କିଲା ସାମ୍ନାରେ ଧଳାକୁର୍ତ୍ତାରେ ସଲମାନ୍ , ଭାଇରାଲ୍ ହେଉଛି ସାଇକେଲ୍ ଚଲାଉଥିବା ଭିଡିଓ

ନିଜର ଆଗାମୀ ଫିଲ୍ମ ଦବଙ୍ଗ ୩ ର ସୁଟିଂ ରେ ବ୍ୟସ୍ତ ଭାଇଜାନ୍ । ତେବେ ଏହା ମଧ୍ୟରେ ସଲମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଧଳା କୁର୍ତ୍ତା ପିନ୍ଧି ଲାଲ୍ କିଲା ସାମ୍ନାରେ ସାଇକେଲ୍ ଚଲାଉଛନ୍ତି ସଲମାନ୍ । ଏହା ସହ ସଲମାନଙ୍କ ଆଖପାଖରେ ସିକ୍ୟୁରିଟି ଗାର୍ଡ ମଧ୍ୟ…

‘ବିଗ ବସ୍ ୧୩’ କୁ ନେଇ ବଡ଼ ଖୁଲାସା, ଏହି ସବୁ କଳାକାର ଆସିପାରନ୍ତି ନଜର

ପୁଣି ଥରେ ଧମାଲ ମଚାଇବ ‘ବିଗ ବସ୍’। ଆଉ କିଛି ଦିନ ପରେ ଫ୍ଲୋରକୁ ଆସିବ ଛୋଟ ପରଦାର ବଡ ରିୟଲିଟି ସୋ’। ବର୍ତ୍ତମାନ ‘ବିଗ ବସ୍ ୧୩’ କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। କିଛିଦିନ ତଳେ ଏହି ସୋ’ ଭାଗ ନେଇଥିବା ସେଲିବ୍ରିଟିମାନଙ୍କ ନା ର ଖୁଲାସା ହୋଇଥିବା ବେଳେ ଫିଲ୍ମ ଅଭିନେତା ଚକି…

କାହିଁକି ନିଜ ପୂର୍ବତନ ପ୍ରେମିକାଙ୍କ ହାତ ଛାଡନ୍ତି ନାହିଁ ସଲମାନ୍ ? ନିଜ ସମ୍ପର୍କକୁ ନେଇ ଭାଇଜାନଙ୍କ ବଡ଼ ଖୁଲାସା

ଫିଲ୍ମଠୁ ଅଧିକ ନିଜ ପ୍ରେମ ସମ୍ପର୍କକୁ ନେଇ ବେଶୀ ଚର୍ଚ୍ଚିତ ସଲମାନ୍ । ଭାଇଜାନଙ୍କ ପ୍ରେମିକାଙ୍କ ଲିଷ୍ଟ ତିଆରି କଲେ କେତେ ଅଭିନେତ୍ରୀଙ୍କ ନାଁ ଏଥିରେ ସାମିଲ୍ ହେବ ତାହା ଠିକ୍ ନାହିଁ । ବର୍ତ୍ତମାନ ସୁଲତାନଙ୍କ ପ୍ରେମିକା ଅଛନ୍ତି ଲୁଲିଆ ବଣ୍ଟୁର । ଏହା ପୂର୍ବରୁ ବି ଟାଉନରେ ଚର୍ଚ୍ଚାର…

ଏହି ପ୍ରଶଂସିକା ଜଣକ ଗୋଡରେ ଆଙ୍କିଲେ ସଲମାନ ଖାନଙ୍କ ପେଣ୍ଟିଙ୍ଗ୍, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ୍ ର ଭାଇଜାନ୍ ମାନେ ସଲମାନ୍ ଖାନଙ୍କ ହୃଦୟ ଖୋଲା ଏନେଇ ତ ସମସ୍ତେ ପ୍ରାୟ ଜାଣିଥିବେ । ସେ ସମସ୍ତଙ୍କୁ ସାହାର୍ଯ୍ୟ କରିବା ପାଇଁ ସର୍ବଦା ଆଗକୁ ଚାଲିଆସିଥାନ୍ତି । ଏମିତିରେ ତାଙ୍କର ନଜର ଯଦି କୌଣସି ପ୍ରତିଭା ଉପରେ ପଡେ ତେବେ ସେ ନା କେବଳ ତାକୁ ସମ୍ମାନ ଦିଅନ୍ତି ବରଂ ତାଙ୍କୁ…

୧୯୯୪ରେ ହେବାକୁ ଥିଲା ସଙ୍ଗୀତା-ସଲମାନଙ୍କ ବିବାହ, ଏହି କାରଣରୁ ତୁଟିଗଲା ସମ୍ପର୍କ

ଲୋକପ୍ରିୟ ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କର ଆଜି ହେଉଛି ଜନ୍ମଦିନ। ପ୍ରତ୍ୟେକ ବର୍ଷ ଜୁଲାଇ ୯ ତାରିଖରେ ସେ ନିଜ ଜନ୍ମଦିନ ପାଳିଥାଆନ୍ତି। ସଲମାନ ଖାନଙ୍କ ସହ ବିବାହ ଖବରଠାରୁ ଆରମ୍ଭ କରି ମହମ୍ମଦ ଆଝାରୁଦ୍ଦିନଙ୍କ ସହିତ ବିବାହ ଏବଂ ପରେ ଛାଡ଼ପତ୍ର ପର୍ଯ୍ୟନ୍ତ, ସବୁବେଳେ ଚର୍ଚ୍ଚାରେ…

‘ବିଗ୍ ବସ୍ ୧୩’ରେ ୪୦୦ କୋଟି ନୁହେଁ, ଏତିକି ନେବେ ସଲମାନ୍ ଖାନ୍, ଜାଣନ୍ତୁ ଏପିସୋଡ୍ ଫିଛା କେତେ ରହିଛି ଫିସ୍

ବିଗ୍ ବସରେ ସଲମାନ୍ ଖାନଙ୍କ ଫିସକୁ ନେଇ ଲମ୍ବା ସମୟ ଧରି ଖବର ଆସୁଥିଲା। କୁହାଯାଉଥିଲା କି, ସଲମାନ୍ ‘ବିଗ୍ ବସ୍ ସିଜନ୍ ୧୩’ରେ ଗୋଟିଏ ଏପିସୋଡ ପିଛା ୩୧ କୋଟି ଟଙ୍କା ନେବେ, ଯେଉଁଥିରେ ତାଙ୍କ ଫିସ୍ ପାଖାପାଖି ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚୁଥିଲା। କିନ୍ତୁ ଏବେ ଶୁଣିବାକୁ ମିଳୁଛି,…

ପୁଣି ମାନବିକତା ଦେଖାଇଲେ ବଲିଉଡ୍ ସୁଲତାନ୍ ସଲମାନ୍ ଖାନ୍, ଏହି ସହକଳାକାରଙ୍କୁ ବଢାଇଲେ ସାହାଯ୍ୟର ହାତ

ଅଭିନେତା ସଲମାନ୍ ଖାନ୍ ଯିଏ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ଦବଙ୍ଗ-୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସଲମାନ୍ କେବଳ ନିଜର ଆକଟିଂ ନୁହେଁ ବରଂ ନିଜର ପରପୋକାରୀ ଗୁଣ ପାଇଁ ସମସ୍ତଙ୍କ ନିକଟରେ ପରିଚୟ ଲାଭ କରିଛନ୍ତି । ଏକ ରିପୋର୍ଟ ଅନୁସାରେ ସଲମାନ ତାଙ୍କ ସହିତ କାମ କରୁଥିବା ଜଣେ…

ମାଙ୍କଡକୁ ବୋତଲରେ ପାଣି ପିଇବାକୁ ଦେଉଥିଲେ ସଲମାନ୍, ଆଉ ତା ପରେ ଯାହା ହେଲା ହୋଇଗଲା ଭାଇରାଲ୍

ଫିଲ୍ମ ଭାରତର ସଫଳତାକୁ ଖୁବ୍ ଉପଭୋଗ କରୁଛନ୍ତି ଭାଇଜାନ୍ । କେତେବେଳେ ଜିମ୍ ତ କେତେବେଳେ ପରିବାର ସହ ସମୟ । ସୋସିଆଲ୍ ମିଡିଆରେ ଫଟୋ ଏବଂ ଭିଡିଓ ଲଗାତାର ସେୟାର୍ କରୁଛନ୍ତି ବଲିଉଡ୍ ସୁଲତାନ୍ । ନିକଟରେ ସୁଇମିଙ୍ଗ୍ ପୁଲରେ ସଲମାନଙ୍କ ଷ୍ଟଣ୍ଟ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏବେ…

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଲେ ସାମ୍ବାଦିକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ଓ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଆକ୍ରମଣର ଅଭିଯୋଗ ଆଣିଛନ୍ତି ଜଣେ ସାମ୍ବାଦିକ । ଉକ୍ତ ସାମ୍ବାଦିକ ଜଣଙ୍କ ନାଁ ଅଶୋକ ପାଣ୍ଡ୍ୟା । ସୂଚନା ଅନୁଯାୟୀ ସାମ୍ବାଦିକ ଜଣଙ୍କ ସଲମାନ୍‌ ଖାନ୍‌ଙ୍କୁ ସାଇକେଲ ଚଲାଉଥିବାର ଦେଖିଥିଲେ ଏବଂ ସେ ଏହାର…