Browsing Tag

salman khan

ପ୍ରଥମ ଥର ପାଇଁ ବିଗବସ୍‌ ଓଟିଟି ୨ର ଫାଇନାଲ ରବିବାର ନୁହେଁ ସୋମବାର ହେବ ! ଜାଣନ୍ତୁ କାରଣ

‘ବିଗ୍‌ ବସ୍‌ ଓଟିଟି ୨’ ର ଫାଇନାଲ୍‌ ରବିବାର ନୁହେଁ ବରଂ ସୋମବାର ହେବ । ‘ବିଗ୍‌ ବସ୍‌ ଓଟିଟି ୨’ ଟିଭି ଦୁନିଆର ଏକ ଲୋକପ୍ରିୟ ରିଆଲିଟି ସୋ । ଏହି ସୋ ର ଫାଇନାଲ୍‌ ଖୁବ୍‌ଶୀଘ୍ର ହେବାକୁ ଯାଇଛି । ତେବେ ଏହିଥର ସୋ ର ଫାଇନାଲ୍‌ କିଛି ଭିନ୍ନ ହେବାକୁ ଯାଉଛି । ବିଗ୍‌ ବସ୍‌ ସୋ ସବୁବେଳେ…

ଫିଲ୍ମ ‘ବଡିଗାର୍ଡ’ର ନିର୍ଦ୍ଦେଶକ ସିଦ୍ଦିକି ଇସମାଇଲଙ୍କ ପରଲୋକ, ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା

ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନିର୍ଦ୍ଦେଶକ ସିଦ୍ଦିକି ଇସମାଇଲଙ୍କର ହୃଦଘାତରେ ପରଲୋକ ହୋଇଛି । ୬୩ ବର୍ଷ ବୟସରେ ସିଦ୍ଦିକି ନିମୋନିଆ ଏବଂ ଲିଭର ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ କୋଚିର ଅମୃତା…

୨୫ ବର୍ଷ ପରେ କରନ ଜୋହରଙ୍କ ଫିଲ୍ମରେ ନଜର ଆସିବେ ଭାଇଜାନ୍‌

ବଲିଉଡ ଫିଲ୍ମ ମେକର କରନ ଜୋହର ଓ ସାଉଥ୍‌ ଫିଲ୍ମ ନିର୍ଦ୍ଦେଶକ ବିଷ୍ଣୁ ବର୍ଦ୍ଧନଙ୍କ ଏକ ଅପକମିଂ ଫିଲ୍ମକୁ ନେଇ ଏବେ ଚାଲିଛି ଚର୍ଚ୍ଚା । ଯେଉଁ ଫିଲ୍ମରେ ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନ୍‌ ନଜର ଆସିବେ । ଏହି ଫିଲ୍ମ ପାଇଁ ୨୫ ବର୍ଷ ପରେ ପୁଣି କରନ ଜୋହରଙ୍କ ସହ ହାତ ମିଶାଇଛନ୍ତି…

ସଲମାନଙ୍କୁ ପୁଣି ହତ୍ୟା ଧମକ, କାନାଡାରେ ରହୁଥିବା ଗୋଲ୍ଡି ବ୍ରାର ଦେଲା ଧମକ

ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଧମକ ଦେଇଛି କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର । ସଲମାନଙ୍କୁ ନିଶ୍ଚିନ୍ତ ମାରିବୁ ବୋଲି କହିଛି ଗୋଲ୍ଡି ବ୍ରାର । ଇଣ୍ଟରପୋଲ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ବିରୋଧରେ ରେଡ କର୍ନର ନୋଟିସ ଜାରି କରିଛି । ପୂର୍ବରୁ ଏମିତି ଧମକ…

ସଲମାନ ଖାନ୍‌ ବନାଇବେ ୧୯ ମହଲାର ସୌକିନ ହୋଟେଲ, ସବୁକିଛି ରହିବ ଏଥିରେ

ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ଏବେ ତାଙ୍କ ହୋଟେଲ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚାରେ । ସେ କୁଆଡେ ଏକ ୧୯ ମହଲା ବିଶିଷ୍ଟ ଲକଜରୀ ହୋଟେଲ ନିର୍ମାଣ କରିବାକୁ ଯାଉଛନ୍ତି । ଏଥିରେ ସବୁ ପ୍ରକାର ସୁବିଧା ରହିବ ବୋଲି ଜଣାଯାଇଛି । ସୂଚନା ଅନୁସାରେ ସଲମାନଙ୍କ ମୁମ୍ବଇ ବାନ୍ଦ୍ରା ଅଂଚଳରେ ଥିବା ଏକ…

ଟାଇଗର ଆହତ : ସଲମାନଙ୍କ କାନ୍ଧରେ ଲାଗିଲା ବଡ଼ ଆଘାତ, ଜାଣନ୍ତୁ କିଭଳି ଅଛନ୍ତି

ମୁମ୍ବାଇ : ବଲିଉଡ୍‌ ଭାଇଜାନ୍‌ଙ୍କ କାନ୍ଧରେ ଲାଗିଛି ଆଘାତ । ଏକ୍ସରସାଇଜ କଲା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିବା ଜଣାପଡ଼ିଛି । ସଲମାନ ଏକ ୫ କିଲୋର ଡମ୍ବଲ ଟେକୁଥିବା ବେଳେ ତାଙ୍କ ବାମ କାନ୍ଧ ମକଚି ଯାଇଥିଲା । ଯାହାଫଳରେ ସେ ଆହତ ହୋଇଛନ୍ତି । ନିଜ ଫାର୍ମ ହାଉସ୍‌ରେ ଏକ୍ସରସାଇଜ କରିବା…

ଦିଦିଙ୍କ ବାସଭବନରେ ପହଞ୍ଚିଲେ ଭାଇଜାନ, ଅଧଘଣ୍ଟା ଯାଏଁ ହେଲେ କଥାବାର୍ତ୍ତା

ବଲିଉଡର ଦବଙ୍ଗ ଖାନ ସଲମାନ ଖାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି । କାଲିଘାଟରେ ଥିବା ବାସଭବନରେ ମମତାଙ୍କୁ ଭେଟିବା ସହିତ ଅଧଘଣ୍ଟା ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲେ । କୋଲକତାରେ ହୋଇଥିବା ‘ଦି-ବ୍ୟାଙ୍ଗ କନସର୍ଟ ପାଇଁ ସଲମାନ ଏବଂ ସୋନାକ୍ଷୀ ସେଠାରେ…

୨୦୧୯ରେ ସାମ୍ବାଦିକଙ୍କ ସହ ମାରପିଟ ଘଟଣାରେ ସଲମାନ ଖାନଙ୍କୁ ଆଶ୍ୱସ୍ତି, ମାମଲା ରଦ୍ଦ କଲେ ବମ୍ବେ ହାଇକୋର୍ଟ

ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି। ଆଉ ଏହାରି ଭିତରେ ଅଭିନେତାଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ୨୦୧୯ରେ ସଲମାନ ଖାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାକୁ ବମ୍ବେ ହାଇକୋର୍ଟ ଖାରଜ…

ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍‌କୁ କଲ୍‌! ଏପ୍ରିଲ ୩୦ରେ ସଲମାନ ଖାନଙ୍କୁ ହତ୍ୟା ନେଇ ଧମକ

ଅଭିନେତା ସଲମାନ ଖାନଙ୍କୁ ପୁଣିଥରେ ମିଳିଛି ହତ୍ୟା ଧମକ। ଏଥର ସଲମାନଙ୍କୁ ହତ୍ୟା କରିବାର ତାରିଖ ସୁଦ୍ଧା ଘୋଷଣା କରାଯାଇଛି। ଏ ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ। ପୋଲିସ କହିଛି ଯେ ଗତକାଲି ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ କଲ୍‌ ଆସିଥିଲା, ଯେଉଁଥିରେ ରାଜସ୍ଥାନ ଯୋଧପୁରର ରକି ଭାଇ ନାମକ…

ଗ୍ୟାଙ୍ଗଷ୍ଟରଙ୍କ ଧମକ ପରେ ବଢ଼ିଲା ସଲମାନ ଖାନ୍‌ଙ୍କ ସୁରକ୍ଷା

କେନ୍ୟୁଜ୍(ବ୍ୟୁରୋ):  ବଲିଉଡ ସୁପରଷ୍ଟାର ସଲ୍‌ମାନ ଖାନଙ୍କୁ ପୁଣିଥରେ ଧମକ ମିଳିଛି। ଏହାଶୁଣିବା ପରେ ତାଙ୍କ ଘର ବାହାରେ କଡାକଡି ସୁରକ୍ଷା ଦିଆଯାଇଛି। ଗତକାଲି ରାତିରେ ମୁମ୍ବାଇର ଜବାନମାନେ ସଲ୍‌ମାନ ଖାନଙ୍କ ବାନ୍ଦ୍ରା ନିବାସ ଗ୍ୟାଲେକ୍ସିର ବାହାରେ ପେଟ୍ରୋଲିଂ କରୁଥିବାର ଦେଖିବାକୁ…

ପୁଣି ଥରେ ଭାଇଜାନଙ୍କୁ ହତ୍ୟା ଧମକ, ଧମକପୂର୍ଣ୍ଣ ଇମେଲ ଆସିବା ପରେ ସଲମାନଙ୍କୁ ମିଳିଲା Y+ ସୁରକ୍ଷା

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ Y+ ସୁରକ୍ଷା । ସଲମାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ଆଗରେ ସୁରକ୍ଷା କଡ଼ାକଡ଼ି କରିଛି ମୁମ୍ବାଇ ପୋଲିସ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ଧମକପୂର୍ଣ୍ଣ ମେଲ୍ ମିଳିବା ପରେ ସୁରକ୍ଷା ବଢାଇଛି ମୁମ୍ବାଇ ପୋଲିସ । ଧମକପୂର୍ଣ୍ଣ ମେଲ ନେଇ ଲରେନ୍ସ…

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ଧମକ ପରେ ବଢିଲା ବଲିଉଡ ଷ୍ଟାର ସଲ୍‌ମାନ ଖାନଙ୍କ ସୁରକ୍ଷା

ମୁମ୍ବାଇ : ବଢିଲା ବଲିଉଡ ଷ୍ଟାର ସଲ୍‌ମାନ ଖାନଙ୍କ ସୁରକ୍ଷା। ସଲମାନଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଆଗରେ ସୁରକ୍ଷା କଡ଼ାକଡ଼ି କରିଛି ମୁମ୍ବାଇ ପୋଲିସ। ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ସଦ୍ୟ ଧମକପୂର୍ଣ୍ଣ ମେଲ ମିଳିବା ପରେ ସୁରକ୍ଷା ବଢାଇଛି ମୁମ୍ବାଇ ପୋଲିସ। ଧମକପୂର୍ଣ୍ଣ…