Browsing Tag

sambalpur

ମା ’ ସମଲେଶ୍ୱରୀଙ୍କ ନିକଟରେ ପହଞ୍ଚିଲା ନୂଆଁ ଧାନ, ମା’ଙ୍କ ନିକଟରେ ଲାଗି ହେବ ନବାନ୍ନ

ସମ୍ବଲପୁର (କେନ୍ୟୁଜ): ମା’ ସମଲେଇ ପାଖରେ ଲାଗି ହେବ ନୂଆ ଧାନ । ଏଥିପାଇଁ ସମଲେଇଙ୍କ ପୀଠରେ ପହଂଞ୍ଚିଛି ନୂଆଁଧାନ ବା ସରିଆ ଧାନ । ମାଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ଯ ପୂଜକଙ୍କୁ ପ୍ରଦାନ କରିଛନ୍ତି ।…

ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର, ସେଲଫି ନେବା ବେଳେ ଖସି ପଡିଥିଲେ 

ସମ୍ବଲପୁର (କେନ୍ୟୁଜ): ରଖେ ହରି ତ ମାରେ କିଏ। ସେଲଫି ନେବାବେଳେ ଖସିପଡିଲେ। ୩ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ସମ୍ବଲପୁର ଚାଉଁରପୁର ପୋଲ ଉପରରେ ବସିଥିବାବେଳେ ପାଣିକୁ ଖସିପଡିଲେ ୭୦ ବର୍ଷୀୟ ବୃଦ୍ଧ। ୩ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ।…

ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ: ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ…

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ବିଶ୍ବବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ନିର୍ଯାତନା ଅଭିଯୋଗ ଘଟଣାର କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ରାଜନୀତି ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ରଜତ କୁଜୁର । ବିଶ୍ବବିଦ୍ୟାଳୟ କୁଳସଚିବ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନଲମ୍ବନ କରିଛନ୍ତି। ଆସିଷ୍ଟାଣ୍ଟ…

ଆଣ୍ଠୁଏ ଆଣ୍ଠୁଏ କାଦୁଅ ରାସ୍ତାକୁ ପାର କରୁଛନ୍ତି ଗାଁ ଲୋକେ, ହୋଇପାରୁନି ରାସ୍ତା ନିର୍ମାଣ

ଦୁନିଆ ଆଧୁନିକତା ଆଡ଼କୁ ଗତି କରୁଛି । ଗାଡ଼ି ମଟର ସାଙ୍ଗକୁ ଘରେ ଘରେ ମୋବାଇଲ ରହିଛି । କିନ୍ତୁ ଅନେକ ଗାଁକୁ ଯିବା ପାଇଁ ଏବେ ମଧ୍ୟ ଖଣ୍ଡିଏ ରାସ୍ତା ନାହିଁ । ଗାଁ ଲୋକେ କେତେବେଳେ ପାଣି ଭର୍ତ୍ତି ରାସ୍ତା ପାରି କରି ସହରକୁ ଯାଆନ୍ତି ତ ଆଉ କେତେବେଳେ ଆଣ୍ଠୁଏ ଆଣ୍ଠୁଏ କାଦୁଅ ରାସ୍ତାକୁ ପାର…

ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ, ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ

 ସମ୍ବଲପୁର : ବିଲଡିଂ ପ୍ଲାନ ପାସ ନାଁରେ ବଡ଼ ଧରଣର ଠକେଇ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିଲା ଠକ ସିଣ୍ଡିକେଟ । ମିଛ ଦସ୍ତାବିଜ ତିଆରି କରି ଦେଉଥିଲେ ବିଲ୍ଡିଂ ପ୍ଲାନ ଅନୁମତି l ଏହି ବଡ଼ ଧରଣର ଠକେଇ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏସଡିଏର ଡିଲିଂ ଆସିଷ୍ଟାଣ୍ଟ ଲକ୍ଷ୍ମୀ ନାରାୟଣ…

ଟ୍ରେନରେ ଝାଲ ମୁଢି ବିକୁଥିଲେ ବୋଲି ମୁଢି ବିକାଳିଙ୍କୁ ଆରପିଏଫ ଯବାନ ମାଡ଼ ମାରିଥିବା ଅଭିଯୋଗ

ସମ୍ବଲପୁର(କେନ୍ୟୁଜ୍): ମୁଢି ବିକାଳିଙ୍କୁଆରପିଏଫଙ୍କ ମାଡ଼ ଅଭିଯୋଗ।  ଘଟଣା ଘଟିଛି ସମ୍ବଲପୁରରେ।  ଗତକାଲି ଅପରାହ୍ନ ୧ ସମୟରେ ଝାରସୁଗୁଡ଼ା ରୋଡ ରେଲ ଷ୍ଟେସନରେ ବ୍ରଜରାଜନଗରର  ଜୟ ସିଂ ଯାଦବ ଟ୍ରେନରେ ଚଢି ମୁଢି ବିକୁଥିଲେ। ଜୟ ସିଂ ଏକପ୍ରେସ ଟ୍ରେନରେ ଚଢି ଝାଲ ମୁଢି ବିକୁଥିବା ସମୟରେ…

ଶ୍ବଶୁର ଓ ଶଳାଙ୍କ ଉପରକୁ ଗୁଳି କଲା ଜ୍ବାଇଁ, ଅଭିଯୁକ୍ତ ଗିରଫ

ସମ୍ବଲପୁର(କେନ୍ୟୁଜ୍): ସ୍ତ୍ରୀ ଓ ଛୁଆଙ୍କୁ ନପାଇ ଶ୍ବଶୁରଙ୍କୁ ଗୁଳି। ସ୍ତ୍ରୀ ଓ ପିଲାଙ୍କୁ ଖୋଜି ଖୋଜି ଶ୍ବଶୁର ଘରେ ପହଞ୍ଚିଲା ଜ୍ବାଇଁ ଆଉ  ବନ୍ଧୁକ ଦେଖାଇ କୁଆଡେ ଗଲେ ବୋଲି ପଚାରିଲା।ସେମାନେ ଜାଣି ନାହାନ୍ତି ବୋଲି କହିବାରୁ ଉଭୟ ଶ୍ବଶୁର ଓ ଶଳାଙ୍କ ଉପରକୁ ଗୁଳି କରିଥିଲା ଜ୍ବାଇଁ । ତେବେ…

ପେଟ ଭିତରେ କଟା ଆଙ୍ଗୁଠି ରଖିଦେଲେ ଡାକ୍ତର, ଚିକିତ୍ସା ବଦଳରେ ଡାକ୍ତରଖାନାରୁ ବିଦା କରିଦେଲେ

ସମ୍ବଲପୁର(କେନ୍ୟୁଜ୍): ଚିକିତ୍ସାରେ ସାଂଘାତିକ ତ୍ରୁଟି ଅଭିଯୋଗ । ପେଟ ଭିତରେ କଟା ଆଙ୍ଗୁଠି ରଖିଦେଲେ ଡାକ୍ତର । ଏଭଳି ଭୁଲ୍ ଚିକିତ୍ସା ନେଇ ବଡ଼ ଅଭିଯୋଗ ଆସିଛି ସମ୍ବଲପୁରରୁ । ସମ୍ବଲପୁର ହୀରାକୁଦ କଲୋନୀର ସନତ ମହାନ୍ତି ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ସନତ ବାଇକ୍ ଧୋଉଥିବା ବେଳେ…

ସମ୍ବଲପୁରରେ ଅବିରତ ବର୍ଷା : ମାନେଶ୍ୱର ମାନ୍ଧାତା ଶିବ ମନ୍ଦିରରେ ପଶିଲା ପାଣି

ସମ୍ବଲପୁ (କେନ୍ୟୁଜ): ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲାରେ ବୁଡିଲା ମନ୍ଦିର । ରାସ୍ତା ଓ ବ୍ରିଜ ଉପରେ ପାଣିର ସୁଅ । ବିଭିନ୍ନ ସ୍ଥାନରୁ ସାମନାକୁ ଆସିଛି ଜଳବନ୍ଦୀ ସ୍ଥିତିର ଦୃଶ୍ୟ । ଲଗାଣ ବର୍ଷା ଯୋଗୁ ମାନେଶ୍ୱର ମାନ୍ଧାତା ଶିବ ମନ୍ଦିରରେ ପାଣି ପଶିଛି । ବେଢାରେ ଜମି ରହିଛି ପାଣି ।…

ଆଜି ‘ସମ୍ବଲପୁରୀ ଦିନ’ ପାଳୁଛି ସମ୍ବଲପୁର, ସମ୍ବଲପୁରୀ ପୋଷାକରେ ଜମୁଛି ନାଚ ଗୀତର ଆସର

ସମ୍ବଲପୁର (କେନ୍ୟୁଜ): ଆଜି ସମ୍ବଲପୁରୀ ଦିନ୍‌ । ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ୍‌ । ସେଥିପାଇଁ ଉତ୍ସବମୁଖର ସହର । ଏହି ଦିନ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲାପାଳ…

ଆସନ୍ତାକାଲି ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ, ନାଚଗୀତରେ ଝୁମିବେ ବିଭିନ୍ନ ସଂଗଠନ

ସମ୍ବଲପୁର :  ଆସନ୍ତାକାଲି (ଅଗଷ୍ଟ ୧ରେ ) ସମ୍ବଲପୁରରେ ପାଳନ ହେବ ସମ୍ବଲପୁରୀ ଦିନ l ସମ୍ବଲପୁରୀ ଭାଷାର ପ୍ରତିଷ୍ଠାତା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନ ପାଳିବେ ପଶ୍ଚିମ ଓଡ଼ିଶାବାସୀ l ନିଜ ଭାଷା ସଂସ୍କୃତି କଳାକୁ ଲୋକ ଲୋଚନକୁ ଆଣିବା ପାଇଁ ସମ୍ବଲପୁରୀ ପିନ୍ଧିବେ, ସମ୍ବଲପୁରୀ…

ମହାନଦୀକୁ ଡେଇଁ ଯୁବକ ନିଖୋଜ ! କାରଣ ଅସ୍ପଷ୍ଟ

ସମ୍ବଲପୁର (କେନ୍ୟୁଜ): ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ। ସମ୍ବଲପୁର ଚାଉଁପୁର ମହାନଦୀ ବ୍ରିଜ ଉପରୁ ଡେଇଁ ଯୁବକ ନିଖୋଜ। ନିଖୋଜ ଯୁବକ ହେଲେ ସମରିନ୍‌ ପ୍ରଧାନ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛନ୍ତି। ପୋଲ ଉପରେ ତାଙ୍କ ସ୍କୁଟି, ଚପଲ ଓ ମୋବାଇଲ ଫୋନ…