Below header
Browsing Tag

sambalpur

ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା: ଡ୍ରାଇଭର ଜୀବନ୍ତ ଦଗ୍ଧ, ହେଲପର ଆହତ

ସମ୍ବଲପୁର (କେନ୍ୟୁଜ): ଭୟଙ୍କର ଦୁର୍ଘଟଣା । ୧୪ ଚକିଆ ଟ୍ରକ୍‌ ଓ ମିନି ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଗାଡ଼ିରେ ନିଆଁ ଲାଗିଗଲା । ଜଳିଗଲେ ଡ୍ରାଇଭର । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା ଘଟିଛି । ୫୩ ନମ୍ବର ଜାତୀୟ ରାଜପଥ ବଡକୁଣ୍ଡେସରା ଠାରେ…

 ୧୩ ବର୍ଷ ପରେ ହତ୍ୟା ଅଭିଯୁକ୍ତକୁ ଧରିଥିଲେ, କିନ୍ତୁ କୋର୍ଟରେ ଚକମା ଦେଇ ଫେରାର ହୋଇଗଲା

ସମ୍ବଲପୁର(କେନ୍ୟୁଜ୍): ଦୀର୍ଘ ୧୩ ବର୍ଷ ପରେ ଧରା ପଡିଥିଲା ଜଣେ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଲେ ଗୁଲଗୁଲା ଖାନ। କୋର୍ଟର ସମନ ହେବା ସତ୍ତ୍ବେ ସେ ହାଜ଼ର ହେଉନଥିଲା। ଏଥିପାଇଁ ତା ନାମରେ ଆସିଥିଲା ଆରେଷ୍ଟ ୱାରେଣ୍ଟ।  ଆଜି ତାକୁ ଟାଉନ ଥାନା ପୋଲିସ ସାଲିଆବଗିଚାରୁ ଗିରଫ କରି ଥାନାକୁ…

ରେଲଓ୍ୱେ ଟ୍ରାକରେ ଅଘଟଣ: ଟ୍ରେନ୍‌ ଲାଇନ୍‌କୁ ମାଡ଼ିଗଲା ବସ୍‌, ହେଲପର ଗୁରୁତର

ସମ୍ବଲପୁର (କେନ୍ୟୁଜ): ଟ୍ରେନ୍‌ ଲାଇନ୍‌କୁ ମାଡ଼ିଗଲା ବସ୍‌। ସାମନାରୁ ଆସୁଥିଲା ମାଲଗାଡ଼ି । ତେବେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଗଲେ ବସ୍‌ ଯାତ୍ରୀ । ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା । ଲୋକମାନେ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ । ଟ୍ରେନ୍‌ଟି…

ସୀମା ଲଂଘୁଛି ହାତୀ ଆକ୍ରମଣ : ଭିନ୍ନ ଭିନ୍ନ ସ୍ଥାନରେ ୨ଜଣଙ୍କ ଜୀବନ ନେଇଛି ଦନ୍ତା

ସମ୍ବଲପୁର /ରେଢାଖୋଲ (କେନ୍ୟୁଜ): ସମ୍ବଲପୁର ଯୁଯୁମୁରାରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ଯୁଯୁମୁରା ସରପଞ୍ଚଙ୍କ ସ୍ୱାମୀ ଗୋପାଳ ପ୍ରଧାନ। ରାତିରେ ନିଜ ଢ଼ାବା ସମ୍ମୁଖରେ ସୋଇଥିବା ବେଳେ ଦଳିଦେଲା ଜଙ୍ଗଲୀ ହାତୀ। ଖବର ଅନୁଯାୟୀ, ମଙ୍ଗଳବାର…

ମାଂସ ଖାଇବା ପାଇଁ ବରଯାତ୍ରୀ କଲେ ଝଗଡ଼ା, ଶେଷରେ ବାହା ହେଲାନି କନ୍ୟା

ସମ୍ବଲପୁର(କେନ୍ୟୁଜ୍):  ଖାସି ମାଂସ ପାଇଁ ଭାଙ୍ଗିଗଲା ବାହାଘର । ଶିଶୁପାଳ ହୋଇ ଫେରିଲା ବର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହର ଧମା ଅଞ୍ଚଳରେ। ଧମା ଅଞ୍ଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ସମ୍ବଲପୁରର ଏକ ବିବାହ ମଣ୍ଡପରେ…

ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ। ମୁକେଶ ଭାମୁ ୨୦୧୩ ମସିହା ବ୍ଯାଚର IPS ଅଧିକାରୀ। ଏହା ପୂର୍ବରୁ ସେ IPS ଭାବେ ବରଗଡ ଓ ରାଉଲକେଲା ଏସପି ଭାବେ ଦକ୍ଷତାର ସହ କାର୍ଯ୍ଯ କରିଛନ୍ତି । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧରଙ୍କ ଠାରୁ ସେ ଆଜି…

ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରରେ କଡା ଚେକିଂ, ୧୧ ଗିରଫ

ସମ୍ବଲପୁର (କେନୁଜ୍) : ଶୀତଳ ଷଷ୍ଠୀ ସମୟରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନ ସହ ବିଶେଷ କରି ୪ଟି ଥାନା ଅଞ୍ଚଳରେ ପୋଲିସର କଡା ଚେକିଂ ବ୍ୟବସ୍ଥା କରାଯାଇଥିଲା । ଏହି ଚେକିଂ ସମୟରେ ୪୧ ଜଣଙ୍କୁ ଧରା ଯାଇଥିଲା । ସେଥିମଧ୍ୟରୁ ଟ୍ରିପଲ ରାଇଡିଙ୍ଗ ଓ ମଦ ପି ଗାଡି ଚଳାଉଥିବା ୩୦ ଜଣଙ୍କୁ…

ଶିବ ପାର୍ବତୀଙ୍କ ଶୁଭ ବିବାହ

ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ।ପୁରାଣରେ ଥିବା ତଥ୍ୟ ଅନୁଯାୟୀ ମାତା ସତୀ ଦେହତ୍ୟାଗ କରିବା ପରେ ମହାଦେବ ରୁଦ୍ର ଅବତାର ଧାରଣ କରିଥିଲେ। ପରେ ମାତା ଦ୍ୱିତୀୟ ଅବତାର ରୁପେ ପର୍ବତ…

ଭୟଙ୍କର ଅଗ୍ନିକାଣ୍ଡ: ପ୍ଲାଷ୍ଟିକ୍‌ ପାଇପ ଗୋଦାମରେ ଲାଗିଲା ନିଆଁ

ସମ୍ବଲପୁର (କେନ୍ୟୁଜ): ଭୟଙ୍କର ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଲା ପାଇପ୍‌ ଗୋଦାମ । ପ୍ରବଳ ନିଆଁ ଓ ଧୂଆଁରେ ସାରା ଅଞ୍ଚଳ ଆଚ୍ଛାଦିତ ହୋଇଯାଇଛି । ଏଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଣ୍ଡେଇପୁର ଅଞ୍ଚଳର । ସେଠାରେ ଥିବା ଏକ ପ୍ଲାଷ୍ଟିକ ପାଇପ୍‌ ଗୋଦାମରେ ଏହି ଭୟଙ୍କର…

ଚରମ ଅବହେଳା ! ପୋଲିସ ଚା ପିଇବାବେଳେ ଚମ୍ପଟ ମାରିଲା ଅଭିଯୁକ୍ତ

ସମ୍ବଲପୁର (କେନ୍ୟୁଜ): ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ । ନାକଟିଦେଉଳ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗୋଧିଢିପ ଛକ ନିକଟରେ ପୋଲିସ୍‌ ଚା ପିଉଥିବା ବେଳେ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି । ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ନାକାବନ୍ଦୀ…

ସମ୍ବଲପୁର ଟ୍ରିପଲ୍‌ ମର୍ଡର ସସପେନ୍ସ, ଫେରାର ଭଡ଼ାଟିଆଙ୍କୁ ଖୋଜୁଛି ପୋଲିସ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁର ଟ୍ରିପଲ ମର୍ଡର ଖିଅ ଖୋଜୁଛି ପୋଲିସ । ହତ୍ୟା ଅଭିଯୁକ୍ତ କିଏ ? ଏଯାଏ କୌଣସି ଟେର୍‌ ପାଉନି ପୋଲିସ । ମୃତ ସାଜିଆଙ୍କ ଘରେ ଭଡ଼ାରେ ଥିବା ସଲମାନ୍‌ ଅହମ୍ମଦକୁ ଖୋଜୁଛି ପୋଲିସ । ହତ୍ୟାକାଣ୍ଡ ପରଠୁ ତାଙ୍କର କୌଣସି ଖୋଜଖବର ନାହିଁ । ସେ ଏବେ କେଉଁଠି ? ତାଙ୍କୁ…