Browsing Tag

samir das

ସେପ୍ଟେମ୍ବର ମାସ ସୁଦ୍ଧା ସ୍କୁଲ ଖୋଲିବା ସମ୍ଭବ ନୁହେଁ: ମନ୍ତ୍ରୀ ସମୀର ଦାସ

ଯାଜପୁର ଟାଉନ(କେନ୍ୟୁଜ୍): କୋରୋନାର ଭୟାବହତା ଯୋଗୁଁ ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏପରିକି ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ମଧ୍ୟ କୋରୋନା ନିୟନ୍ତ୍ରଣକୁ ଆସିବା ନେଇ ମଧ୍ୟ ସମ୍ଭାବନା ନାହିଁ । ସେଥିପାଇଁ ରାଜ୍ୟର ୬୦ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଇ-ଶିକ୍ଷା ଉପରେ ନିର୍ଭର…

ଗଣଶିକ୍ଷା ବିଭାଗର ଚିନ୍ତା ବଢାଇଛି ୩୧ ସ୍କୁଲର ଜିରୋ ରେଜଲ୍ଟ, ପ୍ରଧାନଶିକ୍ଷକମାନଙ୍କ ସହ ବୈଠକ କରିବେ ମନ୍ତ୍ରୀ ସମୀର…

କେନ୍ୟୁଜ୍(କେନ୍ୟୁଜ୍): ଗଣଶିକ୍ଷା ବିଭାଗର ଚିନ୍ତା ବଢାଇଛି ୩୧ ସ୍କୁଲର ଜିରୋ ରେଜଲ୍ଟ, ।ଖୁବ ଶୀଘ୍ର ଏହି ୩୧ ସ୍କୁଲର ହେଡମାଷ୍ଟରଙ୍କୁ ଡାକି ବୈଠକ କରିବାକୁ ସଜବାଜ ହେଉଛି ଗଣଶିକ୍ଷା ବିଭାଗ। ଏହି ପ୍ରଧାନଶିକ୍ଷକମାନଙ୍କ ସହ ଖୋଦ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଥା ହେବାର ସୂଚନା ରହିଛି।…

ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି : ସମୀର ଦାସ

ଭୁବନେଶ୍ବର : ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ମିଳିଛି ସୂଚନା । ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା ଜୁଲାଇରୁ ହେବାର ଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଖି ସିଏମଓକୁ ମତାମତ ପାଇଁ ପଠାଇଥିବା କହିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ନିଜ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ, ଅନ୍ୟମାନେ…

କେନ୍ୟୁଜ(ବ୍ୟୁରୋ):ଲାକଡାଉନ ସମୟରେ ନିଜ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ ଘରର ଝିଅ ବୋହୁ, ସ୍ତ୍ରୀଲୋକଙ୍କୁ ଏହି ଲକଡାଉନ ସମୟରେ ମନପସନ୍ଦର ଖାଇବା ବରାଦ ନକରି ବରଂ ନିଜେ ସେମାନଙ୍କୁ କିଛି ସାହାର୍ଯ୍ୟ କରନ୍ତୁ ବୋଲି …

ବଲାଙ୍ଗିର: କଣ୍ଟାବାଞ୍ଜି ବାଳିକା ହାଇସ୍କୁଲକୁ ଅଚାନକ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭିନ୍ନ…

ବଲାଙ୍ଗିର(କେନ୍ୟୁଜ୍): ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌ । ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବାଳିକା ହାଇସ୍କୁଲକୁ ଅଚାନକ ପରିଦର୍ଶନ କରିଥିଲେ ମନ୍ତ୍ରୀ ସମୀର ଦାଶ । ପରିଦର୍ଶନ ସମୟରେ ସ୍କୁଲରେ ପାଠ ପଢାଇବା ପରିବର୍ତ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ କୋଠରୀରେ ବସିଥିବା…

ସ୍କୁଲ ପିଲା ପଢ଼ିବେ ସମ୍ବିଧାନ ପାଠ, ବିଜ୍ଞପ୍ତି ପ୍ରକାଶ କଲା ଗଣଣିକ୍ଷା ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ସ୍କୁଲ ପିଲା ପଢ଼ିବେ ସମ୍ବିଧାନ ପାଠ । ଗଣଣିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି । ସମ୍ବିଧାନ ଦିବସ ଓ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ପାଠ ପଢ଼ାଯିବ । ରାଜ୍ୟର ସମସ୍ତ ସ୍କୁଲରେ ଏହା ଲାଗୁ ହେବ । ଏହାସହ ସ୍କୁଲରେ ସମ୍ବିଧାନ ସମ୍ପର୍କରେ ବିଭିନ୍ନ…

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଟଣୀ ବିଇଓ ଅଫିସ୍‌ ସରପ୍ରାଇଜ୍‌ ଭିଜିଟ୍‌ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ…

ଭୁବନେଶ୍ବର(କେନ୍ୟୁଜ୍): ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ। ଆଜି ଅଚାନକ କିଛି ସ୍କୁଲ ଗସ୍ତ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଜଟଣୀ ବିଇଓ ଅଫିସ୍‌ ଓ ଯାଆଁଳା ନୋଡାଲ ଅଫିସକୁ ଅଚାନକ ପରିଦର୍ଶନ କରିଥିଲେ । ଏତିକିବେଳେ ମନ୍ତ୍ରୀଙ୍କ ନଜରକୁ ଆସିଥିଲା ଅନେକ ବ୍ୟତିକ୍ରମ ।…

ଟିବିପିଏମ୍‌ କାର୍ଯ୍ୟାଳୟରୁ ଜାତୀୟ କରଣ ପାଠ୍ୟପୁସ୍ତକ ଯୋଗାଣର ଶୁଭାରମ୍ଭ କଲେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ…

ଭୁବନେଶ୍ବର(କେନ୍ୟୁଜ୍):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଟିବିପିଏମ୍‌ କାର୍ଯ୍ୟାଳୟରୁ ଜାତୀୟ କରଣ ପାଠ୍ୟପୁସ୍ତକ ଯୋଗାଣର ଶୁଭାରମ୍ଭ । ଏହାର ଶୁଭାରମ୍ଭ କରିଥିଲେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ । ଏଥିସହ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସାଢେ ପାଞ୍ଚ କୋଟିରୁ…

ମାଲକାନଗିରି ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ

ମାଲକାନଗିରି: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ତତ୍ପର ଗଣଶିକ୍ଷାମନ୍ତ୍ରୀ। ମାଲକାନଗିରି ପରିଦର୍ଶନ କଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ। ଗୋବିନ୍ଦପାଲ୍ଲୀ ବିଜୁ ପଟ୍ଟନାୟକ ଜୁନିଅର କଲେଜରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସୁବିଧା ଓ ଅସୁବିଧା କଥା ପଚାରି ବୁଝିଲେ ମନ୍ତ୍ରୀ। କଲେଜରେ ଆନୁସଙ୍ଗିକ…

ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍: ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଖାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ରାଜ୍ୟ ସରକାର 5T କାର୍ଯ୍ୟକ୍ରମ ହାତକୁ ନେବା ପରେ ଏହା ଅଧିକ ଫଳପ୍ରଦ ହୋଇଛି। ଏହାଦ୍ୱାରା ମଧ୍ୟାହ୍ନ ଭୋଜନ ପାଇଁ ସରକାରୀ ବ୍ୟବସ୍ଥା ଯାହା ରହିଛି ତାହା ଅଧିକ ତ୍ୱରାନ୍ଵିତ…

ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌, ବିଳମ୍ବରେ ଅଫିସ ପହଞ୍ଚିଥିବା କର୍ମଚାରୀଙ୍କ କଲେ ଗୋଟିଏ ଦିନର ଦରମା…

ଭୁବନେଶ୍ୱର(କେନ୍ୟୁଜ୍): ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌। ଅଚାନକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପ୍ରଥମେ ମନ୍ତ୍ରୀ ପହଞ୍ଚିଥିଲେ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ…

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେଜଲ୍ଟ ଶୂନ ହୋଇଥିବା ରାଜ୍ୟର ୮୨ଟି ସ୍କୁଲକୁ ଗଣଶିକ୍ଷା ବିଭାଗର ନୋଟିସ୍‌

ଭୁବନେଶ୍ବର(କେନ୍ୟୁଜ୍) : ରାଜ୍ୟର ୮୨ଟି ସ୍କୁଲକୁ ଗଣଶିକ୍ଷା ବିଭାଗର ନୋଟିସ୍‌ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେଜଲ୍ଟ ଶୂନ ହୋଇଥିବା ଏହି ସ୍କୁଲକୁ ନୋଟିସ୍‌ ଜାରି କରାଯାଇଛି । କାହିଁକି ରେଜଲ୍ଟ ଶୂନ ହେଲା ସେନେଇ ସମୀକ୍ଷା କରାଯିବ । ସମୀକ୍ଷା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…