Browsing Tag

senior citizen

ବରିଷ୍ଠ ନାଗରିକଙ୍କୁ SBI ର ବଡ଼ ଉପହାର, ଏବେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଉଠାଇପାରିବେ ଏହି ସ୍କିମ୍‌ର ଫାଇଦା

ବରିଷ୍ଠ ନାଗରିକଙ୍କ ପାଇଁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏକ ବଡ଼ ଉପହାର ଘୋଷଣା କରିଛି। ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ବରିଷ୍ଠ ନାଗରିକଙ୍କ ପାଇଁ ସ୍ପେଶାଲ ଫିକ୍ସଡ୍‌ ଡିପୋଜିଟ୍‌ ସ୍କିମ୍‌ରେ ନିବେଶର ଶେଷ ତାରିଖ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ଏହା ପୂର୍ବରୁ…

ବରିଷ୍ଠ ନାଗରିକଙ୍କ ପାଇଁ ଲାଗୁ ହେଲା ପାର୍କ ଟାଇମ୍‌, ବିଏମସି ଜାରି କଲା ନୋଟିସ

କରୋନା ପାଇଁ ରାଜ୍ୟରେ ଗତ ମାର୍ଚ୍ଚ ୨୨ ତାରିଖରୁ ଲକଡାଉନ ଚାଲିଥିଲା। ଏପରି ସ୍ଥଳେ ବିଭିନ୍ନ ସାର୍ବଜନୀନ ଜାଗାକୁ ବନ୍ଦ ରଖିଥିଲେ ସରକାର। କିନ୍ତୁ ଗତ ୨୪ ତାରିଖରେ ସର୍ବସାଧାରଣଙ୍କ ପାଇଁ ଖୋଲି ଥିଲା ପାର୍କ । ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ବିଏମସି ପକ୍ଷରୁ ଖୋଲାଯାଇଥିଲା।…

କରୋନା ମହାମାରୀ ଭିତରେ ଅସୁସ୍ଥ ବରିଷ୍ଠ ନାଗରିକଙ୍କୁ ଦିଆଯାଉଛି ‘ଅକ୍ସିଜେନ ଥେରାପି’, ଘର ଘର ବୁଲି…

ବୃହନମୁମ୍ବାଇ ମହାନଗରପାଳିକା(BMC) ଏଭଳି କରୋନା ସ୍ଥିତିରେ ବରିଷ୍ଠ ନାଗରିକମାନଙ୍କୁ ଅକ୍ସିଜେନ ଥେରାପି ଦେବା ଆରମ୍ଭ କରିଛି। ଯେଉଁମାନଙ୍କଠାରେ ଅକ୍ସିଜେନର ସ୍ତର କମ ରହିଛି, ସେମାନଙ୍କୁ ଏହି ଥେରାପି ଦିଆଯାଉଛି। ଏଥିପାଇଁ BMC 400 ଟିମ ଗଠନ କରିଛି। ଯେଉଁ ବରିଷ୍ଠ ନାଗରିକମାନଙ୍କର ଏକରୁ…

ଯାଜପୁର: ଧାନମଣ୍ଡଳରେ ଆୟୋଜିତ ହେଲା ନିଆରା ପୂଜ୍ୟପୂଜା କାର୍ଯ୍ୟକ୍ରମ, ଶତାଧିକ ବୟୋଜ୍ୟେଷ୍ଠ ମାନଙ୍କୁ ବଣ୍ଟାଗଲା…

ଯାଜପୁର(କେନ୍ୟୁଜ୍): ଆଲୋଡା ନୁହଁନ୍ତି ମାତା ପିତା । ସେମାନେ ହେଉଛନ୍ତି ଜୀବନ୍ତ ଭଗବାନ୍‌, ଚଳନ୍ତି ପ୍ରତିମା । ସେମାନଙ୍କୁ ଭଲ ପାଇବା, ଉପଯୁକ୍ତ ମର୍ଯ୍ୟଦା ଦେବା ସହ ବୟସର ଅପରାହ୍ନରେ ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ହେଉଛି ଆମର କର୍ତ୍ତବ୍ୟ । ଏହି ବାର୍ତ୍ତା ଦେଇ ଯାଜପୁର ଜିଲ୍ଲା…

ଯାଜପୁର: ଜେନାପୁର ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଓ ପରିଚୟପତ୍ର ବଣ୍ଟନ

ଯାଜପୁର(କେନ୍ୟୁଜ) : ବରିଷ୍ଠ ନାଗରିକ ମାନେ ସମାଜ ପାଇଁ କେବେ ବି ଅଲୋଡ଼ା ନୁହଁନ୍ତି। ସେମାନେ ସର୍ବଦା ସମାଜର ପଥପ୍ରଦର୍ଶକ। ଏଣୁ ସରକାର ବରିଷ୍ଠ ନାଗରିକଙ୍କ ସମ୍ମାନ ଏବଂ ସୁରକ୍ଷା ପାଇଁ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ। ଆଜି ଯାଜପୁର ଜିଲ୍ଲା…

ଯାଜପୁର: ଆଦର୍ଶ ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଦିଆଗଲା ପରିଚୟ ପତ୍ର ପ୍ରଦାନ, କରାଗଲା ସ୍ୱାସ୍ଥ୍ୟ…

ଯାଜପୁର ରୋଡ(କେ ନ୍ୟୁଜ):  ଯାଜପୁର ରୋଡ଼ ଆଦର୍ଶ ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।  କାର୍ଯ୍ୟକ୍ରମରେ ଯୋଗ ଦେଇ ଏସପି ଚରଣ ସିଂ ମୀନା ବରିଷ୍ଠ ନାଗରିକଙ୍କ ସୁରକ୍ଷା ଆମର ଦାୟିତ୍ୱ ଓ ସେମାନଙ୍କୁ…

୭ଟି ବାଲ୍‌ଟିରେ ଭରି ରହିଥିଲା ବ୍ୟକ୍ତିଙ୍କ ମୃତଦେହ, ଦୁଇ ଦିନ ଘରେ ରହିଲେ ପତ୍ନୀ ଓ ଝିଅ

ଗତ ରବିବାର ଦିନ ତେଲେଙ୍ଗାନା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଲକଜଗିରି ରେ ଜଣେ ୮୦ ବର୍ଷିଅ ବୃଦ୍ଧଙ୍କୁ ଛୁରୀରେ କାଟି କଟା ଶରୀରକୁ କେହି ଜଣେ ସାତଟି ପ୍ଲାଷ୍ଟିକ୍‌ ବାଲ୍‌ଟିରେ ପୁରାଇଥିବା ଅଭିଯୋଗ ହୋଇଛି। ଏପରି ଜଘନ୍ୟ ହତ୍ୟାକାଣ୍ଡ ପରେ ମୃତକଙ୍କ ପଡୋଶୀ ଘରକୁ ଦୁର୍ଗନ୍ଧ ଆସୁଥିବା…

ରାଜଧାନୀରେ ପାଳିତ ହୋଇଛି ଓଡ଼ିଶା ବରିଷ୍ଠ ନାଗରିକ ଅଷ୍ଟମ ପ୍ରତିଷ୍ଠା ଦିବସ ଉତ୍ସବ

ଭୁବନେଶ୍ୱର : ରାଜଧାନୀରେ ପାଳିତ ହୋଇଛି ଓଡ଼ିଶା ବରିଷ୍ଠ ନାଗରିକ ଅଷ୍ଟମ ପ୍ରତିଷ୍ଠା ଦିବସ ଉତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେଇ ବରିଷ୍ଠ ନାଗରିକମାନେ ସମାଜର ଦିଗଦର୍ଶକ ବୋଲି କହିଥିଲେ। ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରୀ ଯୋଜନା ଠାରୁ ଆରମ୍ଭ କରି…

ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ କମିଶନରଙ୍କ ସୌଜନ୍ୟ ମୂଳକ ଆଲୋଚନା

ଭୁବନେଶ୍ୱର କମିଶନରେଟ ପୋଲିସର କନଫରେନ୍ସ ହଲରେ ବରିଷ୍ଠ ନାଗରିକମାନଙ୍କ ସହିତ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୌଜନ୍ୟ ମୂଳକ ଆଲୋଚନା କରିଛନ୍ତି । ବରିଷ୍ଠ ନାଗରିକମାନେ ସେମାନଙ୍କ ସମସ୍ୟା ଓ ପୋଲିସର ସହାୟତା ବିଷୟରେ ଆଲୋଚନା କରିଥିଲେ । ପୋଲିସ ସବୁବେଳେ ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ ଓ…