Browsing Tag

Shah Rukh Khan

ବୁଝିଲେନି ରେଖା, ଶେଷରେ ସମସ୍ତଙ୍କ ସାମ୍ନାରେ ଶାହାରୁଖ ଖାନ୍‌ଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଅମିତାଭ ବଚ୍ଚନ

ଟେଲିଭିଜନ୍‌ର ଲୋକପ୍ରିୟ ଶୋ’ କୌନ ବନେଗା କରୋଡ଼ପତିର ଏକ ଏପିସୋଡ୍‌ରେ ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ଶାହାରୁଖ ଖାନ୍‌ଙ୍କୁ କ୍ଷମା ମାଗିଛନ୍ତି। ରେଖାରାଣୀ ନାମକ ଜଣେ ପ୍ରତିଯୋଗୀ ଅମିତାଭଙ୍କ କଥା ନ ଶୁଣିବାକୁ ବାଧ୍ୟ ହୋଇ ଅମିତାଭ ଶାହାରୁଖଙ୍କୁ କ୍ଷମା ମାଗିଛନ୍ତି। ରେଖା ରାଣୀ ଅମିତାଭଙ୍କୁ…

ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ: ୫୫ ବର୍ଷରେ ପାଦ ଥାପିଲେ ରୋମାନ୍ସ କିଙ୍ଗ୍‌, ଛୁଟୁଛି ଶୁଭେଚ୍ଛାର ସୁଅ

ଆଜି ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ। ୨ ନଭେମ୍ବର ୧୯୬୫ରେ ଶାହାରୁଖ ଜନ୍ମ ଗ୍ରହଣ କରିଥିଲେ। ଆଜି ସେ ନିଜ ୫୫ ତମ ଜନ୍ମ ଦିନ ପାଳନ କରୁଛନ୍ତି। ଶାହାରୁଖ ଖାନ୍‌ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତାଙ୍କ ଫ୍ୟାନ୍‌ ଫଲୋୟର୍ସ କେବଳ ଭାରତରେ ନୁହେଁ, ଦୁନିଆର…

ଶାହାରୁଖ ଓ ଗୌରୀଙ୍କ ବିବାହକୁ ପୂରିଲା ୨୯ ବର୍ଷ, ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍‌

ବଲିଉଡ୍‌ର କିଙ୍ଗ୍‌ ଭାବେ ପରିଚିତ ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ ଆଜି ୨୯ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡି ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଦମ୍ପତି ଏକାଠି ଜୀବନର ବହୁ ଝଡ଼ଝଞ୍ଜାକୁ ସାମ୍ନା କରିଛନ୍ତି। They…

DDLJ କୁ ପୂରିଲା ୨୫ ବର୍ଷ, ଟ୍ଵିଟରରେ ନିଜ ନାଁ ବଦଳାଇ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ଶାହାରୁଖ ଓ କାଜୋଲ

ଦିଲ ଓ୍ଵାଲେ ଦୁଲହନିଆ ଲେ ଜାଏଁଗେ(ଡିଡିଏଲ୍‌ଜେ)କୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏ ଅବସରରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌, କାଜୋଲ, କରଣ ଜୋହରଙ୍କ ସମେତ ଫ୍ୟାନ୍‌ମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଶାହାରୁଖ ଓ କାଜୋଲ ଏ ଅବସରରେ ଟ୍ଵିଟରରେ ନିଜ ନାଁ ବି ବଦଳାଇଥିବା…

ଶାହାରୁଖଙ୍କ ଏହି ଅଭ୍ୟାସ ଯୋଗୁ ବିରକ୍ତ ହୋଇ ବ୍ରେକ୍‌ଅପ୍‌ କରିଥିଲେ ଗୌରୀ, ପୁଣି ଏମିତି ହୋଇଥିଲା ପ୍ୟାଚ୍‌ଅପ୍‌

ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ଯୋଡ଼ି। ଏମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। ଗୁରୁବାର ବା ଆଜି ଗୌରୀ ନିଜ ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପୂର୍ବରୁ ଗୌରୀଙ୍କ ନାଁ ଥିଲା ଗୌରୀ ଛିବ୍ଦର। ଗୌରୀ ଏକ…

ଶାହାରୁଖ ଖାନ୍‌ଙ୍କ ଠାରୁ ଆରମ୍ଭ କରି ସନି ଲିଓନିଙ୍କ ପର୍ଯ୍ୟନ୍ତ, ଫିଲ୍ମରେ ଆସିବା ପୂର୍ବରୁ ବିବାହ କରିସାରିଥିଲେ ଏହି…

ଅନେକ ବଲିଉଡ୍‌ କଳାକାର ଫିଲ୍ମରେ ନାଁ କମାଇସାରିବା ପରେ ବିବାହ କରିଛନ୍ତି। କିନ୍ତୁ ଏମିତି ବି କଳାକାର ଅଛନ୍ତି ଯେଉଁମାନେ ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ ହାତକୁ ଦି ହାତ ହୋଇସାରିଥିଲେ। ଆଜି ଆସନ୍ତୁ ଜାଣିବା ସେଭଳି କେତେକ ବଲିଉଡ୍‌ ଷ୍ଟାରଙ୍କ ବିଷୟରେ ଯେଉଁମାନେ ଆକ୍ଟିଂରେ କ୍ୟାରିୟର…

ଦୁଇବର୍ଷ ପରେ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି କିଙ୍ଗଖାନ, ଫିଲ୍ମ ‘ରକେଟରୀ’ରେ ଆସିବେ ନଜର

ଅନେକ ଦିନ ହେଲାଣି କିଙ୍ଗଖାନଙ୍କ ପ୍ରଶଂସକ ତାଙ୍କ ଫିଲ୍ମଙ୍କ ଚାହିଁ ବସିଛନ୍ତି। ଅନେକ ଦିନ ହେଲାଣି ଶାହରୁଖଙ୍କ କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶାହରୁଖ ୨୦୧୮ରେ ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ତା’ ପର ଠାରୁ କୌଣସି ଫିଲ୍ମ ଶାହରୁଖ ସାଇନ କରିନାହାନ୍ତି କି ଘୋଷଣା…

କୋଭିଡ-୧୯ ମୁକାବିଲା କରିବାକୁ ଏକାଠି ହେଲେ ସିନେ ଓ କ୍ରୀଡ଼ା ଜଗତ, କରିବେ ଏହି କାମ

କରୋନା ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ସହ କଳାକାରମାନେ ମଧ୍ୟ ହାତ ମିଳାଇଛନ୍ତି। ନିଜ ସାମର୍ଥ୍ୟ ଅନୁସାରେ ବିଭିନ୍ନ ଅଭିନେତା ଓ ଅଭିନେତ୍ରୀ ସରକାରଙ୍କୁ ଅର୍ଥ ଦାନ କରୁଛନ୍ତି। ତେବେ ସରକାରଙ୍କ ସହାୟତା କରିବାକୁ କଳାକାର ମାନେ ମେ ୩ ତାରିଖରେ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ…

ବଲିଉଡର କିଙ୍ଗ ଖାନ କଲେ ଏମିତି କାମ ଯେ WHO ମଧ୍ୟ ଜଣାଇଲା ଧନ୍ୟବାଦ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ବଲିଉଡର କିଙ୍ଗ ଖାନଙ୍କୁ ଧନ୍ୟବାଦ ଜଣାଇଛି। ବର୍ତ୍ତମାନର କରୋନା ସ୍ଥିତିରେ ଶାହରୁଖ ଖାନ ଅଭାବୀ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଶନିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ଭାଇରସ ସହ ଲଢ଼ୁଥିବା ସ୍ୱାସ୍ଥ୍ୟ କର୍ମୀ ଓ ସାହାଯ୍ୟ ପ୍ରଦାନ…

ବିହାରର ଶିକ୍ଷୟିତ୍ରୀଙ୍କ ‘ଯାଦୁଗରୀ କାଲକୁଲେଟର’ର ଭିଡିଓ ଭାଇରାଲ, ଟ୍ଵିଟ୍‌ କରି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା ଓ…

ବିହାରର ଜଣେ ଶିକ୍ଷୟିତ୍ରୀଙ୍କର ଏକ ଖୁବ୍‌ ସୁନ୍ଦର ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରବଳମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଶିକ୍ଷୟିତ୍ରୀ ହାତକୁ କାଲକୁଲେଟର ଭାବେ ବ୍ୟବହାର କରି ଖୁବ୍‌ ସହଜରେ ନଅକ ପଣିକିଆ ବୁଝାଉଥିବା ଦେଖିବାକୁ ମିଳିଛି। କେବଳ ହାତର ଆଙ୍ଗୁଠି ବ୍ୟବହାର…

ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଶାହରୁଖ ଖାନଙ୍କ ଏହି ଭିଡିଓ, ଧର୍ମକୁ ନେଇ ଦେଲେ ଏପରି ମନ୍ତବ୍ୟ

କେନ୍ୟୁଜ୍: ଗତକାଲି ସାରା ଦେଶ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କିରିଛି । ଏହି ଅବସରରେ ଇଣ୍ଟନେଟ୍ ରେ ବହୁତ ସାରା ଦେଶଭକ୍ତିପୁର୍ଣ୍ଣ ପୋଷ୍ଟ ଭର୍ତ୍ତି ହୋଇଯାଇଛି । ତେବେ ଏସବୁ ଭିତରେ ଶାହରୁଖ ଖାନ୍ ଧର୍ମ ବିଚାରକୁ ନେଇ ଏକ ଭିଡିଓ ସେୟାର କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍…

ଭିଡିଓ ବନାଉଥିବା ବେଳେ ପଛରୁ ଆସିଲା ଏମିତି ଶବ୍ଦ ଯାହା ଶୁଣିବା ପରେ ଲାଜରେ ନାଲି ହୋଇଗଲେ ଶାହରୁଖ ଖାନ, ଦେଖନ୍ତୁ…

ବଲିଉଡର କିଙ୍ଗ ଅର୍ଥାତ ଶାହରୁଖ ଖାନ ଆଜିକାଲି ଆକ୍ଟିଙ୍ଗ ଠାରୁ ପ୍ରାୟ ଦୁରେଇ ରହୁଛନ୍ତି କିନ୍ତୁ ଅଧିକାଂଶ ସମୟ ସୋସିଆଲ ମିଡ଼ିଆ ସାହାଯ୍ୟରେ ସେ ନିଜ ଫ୍ୟାନ ମାନଙ୍କ ସହ ଯୋଡି ହୋଇ ରହୁଛନ୍ତି । ତେବେ ନିକଟରେ ପୁଣିଥରେ ଶାହରୁଖ ନିଜ ଟ୍ୱିଟ ଜରିଆରେ ଏକ ଭିଡିଓ ସେୟାର କରି ଚର୍ଚ୍ଚାକୁ…