Browsing Tag

shikhar dhawan

ଶିଖର ଧୱନଙ୍କ ଭୁଲ୍ ନାବିକ ଉପରେ ପଡିଲା ମହଙ୍ଗା, ଏବେ ରଦ୍ଦ ହୋଇପାରେ ଲାଇସେନ୍ସ

ଗତ କିଛି ଦିନ ତଳେ ଭାରତୀୟ କ୍ରିକେଟ୍ ଟିମ୍ର ଓପନର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ବନାରସ କାଶୀ ପ୍ରବାସରେ ଥିଲେ। ଏହି ସମୟରେ ଧୱନ ମନ୍ଦିର ଗୁଡ଼ିକରେ ପୂଜା ଅର୍ଚ୍ଚନା ସହ ଗଙ୍ଗାରେ ନୌକା ବିହାରର ମଜା ନେଇଥିଲେ । କିନ୍ତୁ ଶିଖର ଧୱନଙ୍କର ଗୋଟିଏ ଭୁଲ୍ ଯୋଗୁଁ ଏବେ ସେହି ନାବିକ ଓ ନାଆର…

ବାର୍ଡ ଫ୍ଲୁ: ବାରାଣସୀରେ ବିଦେଶୀ ପକ୍ଷୀଙ୍କୁ ଦାନା ଖୁଆଇ ଫସିଲେ ଶିଖର ଧଓ୍ଵନ, ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ଟିମ୍‌ ଇଣ୍ଡିଆର ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଗତ ଶନିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ କରିଥିଲେ, ଯାହାକି ତାଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଏହି ଫଟୋଟି ବାରାଣସୀର। ଏଥିରେ ଦେଖିବାକୁ ମିଳୁଛି କି, ଶିଖର ଧଓ୍ଵନ ଗଙ୍ଗା ନଦୀରେ…

ଅମିତାଭ ବଚ୍ଚନଙ୍କ ଅବତାରରେ ନଜର ଆସିଲେ ଟିମ୍ ଇଣ୍ଡିଆର ‘ଗବ୍ବର’, ଦେଖନ୍ତୁ ଭାଇରଲ ଭିଡିଓ

ଏବେ ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଟି-୨୦ ଏବଂ ଦିନିକିଆ ପରେ ଏବେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ମ୍ଯାଚକୁ ହାତେଇ ନେଇଛି କଙ୍ଗାରୁ ଟିମ୍। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ ଉପରେ କବ୍ଜା କରିଥିଲା। ଏହା ମଧ୍ୟରେ…

ଧୱନ ଦେଖାଇଲେ ଟିମ୍ ଇଣ୍ଡିଆର ନୂଆ ଜର୍ସି, ଅଷ୍ଟ୍ରେଲିଆ ସିରିଜରେ ଏହାକୁ ପିନ୍ଧିବ ଇଣ୍ଡିଆ ଟିମ୍

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଠିକ୍ ପୂର୍ବରୁ ଭାରତୀୟ ଦଳକୁ ନୂତନ ଜର୍ସି ମିଳି ଯାଇଛି। ଅଷ୍ଟ୍ରେଲିଆ ସିରିଜରେ ଟିମ୍ ଇଣ୍ଡିଆ ଏହି ନୂଆ ଜର୍ସି ପିନ୍ଧିବ। ଦଳର ଓପନର ଶିଖର ଧଓ୍ଵନ ଟ୍ଵିଟ୍ ରେ ନୂତନ ଜର୍ସି ସହ ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ନୂତନ ଜର୍ସି, ନୂତନ ଉତ୍ସାହ,…

IPLରେ ଇତିହାସ ରଚିଲେ ଶିଖର ଧଓ୍ଵନ, ଲଗାତର ଦୁଇ ଶତକ ଲଗାଇ ବନାଇଲେ ରେକର୍ଡ

ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଶିଖର ଧଓ୍ଵନ ଏବେ ବହୁତ ଗଜବ ଫର୍ମରେ ଅଛନ୍ତି। ଆଇପିଏଲ ୨୦୨୦ରେ ଲଗାତର ଦ୍ୱିତୀୟ ଶତକ ଲଗାଇଛନ୍ତି। ଏହାପୂର୍ବରୁ ମୁକାବିଲାରେ ମଧ୍ୟ ସେ ୧୦୧ ରନ୍‌ କ୍ରସ କରିଥିଲେ। ଏବେ ତାହାର ଠିକ ଦ୍ୱିତୀୟ ମୁକାବିଲାରେ ସେ ଶତକୀୟ ପାର ଖେଳିଛନ୍ତି। ପଞ୍ଜାବ ବିପକ୍ଷରେ ସେ ନିଜ…

ଅଶ୍ୱିନୀଙ୍କ ସହ ଲାଇଭ୍‌ ଚାଟ୍‌ ବେଳେ ଶିଖର ଧଓ୍ଵନ୍‌ କହିଲେ, ‘ମୁରଲୀ ବିଜୟ ମୋ ସ୍ତ୍ରୀ ଭଳିଆ’…ଦେଖନ୍ତୁ ଭିଡିଓ

କ୍ରିକେଟର ଶିଖର ଧଓ୍ଵନ୍‌ ଅଶ୍ୱିନ୍‌ଙ୍କ ସହ ଲାଇଭ୍‌ ଚାଟ୍‌ରେ ସାଥୀ କ୍ରିକେଟର ମୁରଲୀ ବିଜୟଙ୍କ ସହ ନିଜ କେମେଷ୍ଟ୍ରିକୁ ନେଇ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଧଓ୍ଵନ୍‌ ମୁରଲୀଙ୍କୁ ନିଜ ସ୍ତ୍ରୀ ଭଳିଆ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଧଓ୍ଵନ୍‌ ଯେତେବେଳେ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ…

ବାପାଠୁ ବଳିକି ପୁଅ: ୧୦୦ ରନ୍ କରିବାକୁ ଶିଖର ଧଓ୍ୱନଙ୍କୁ ମାତ୍ର ଗୋଟେ ରନ୍ ଦରକାର ଥିବା ବେଳେ ହେଲେ ଆଉଟ୍, ଦେଖନ୍ତୁ…

ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ କରୋନା ଭାଇରସ ପାଇଁ ଲକଡାଉନ ଜାରି ରହିଥିବାରୁ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏହି ସମୟରେ ସେ ମଜାଦାର ଭିଡ଼ିଓ ମଧ୍ୟ ସେୟାର କରି ଲୋକମାନଙ୍କୁ ମନୋରଞ୍ଜନ କରୁଛନ୍ତି। ଏହି ଭିଡ଼ିଓରେ ସେ ନିଜ ପୁଅ ସହ ଘରେ କ୍ରିକେଟ ମ୍ୟାଚ ଖେଳୁଥିବାର…

କାହିଁକି ପୁଅକୁ ଫୁଲ ଫୁଲ ବୋଲି କହିଲେ କ୍ରିକେଟର ଶିଖର ଧାୱନ, ଦେଖନ୍ତୁ ଏହି ଭିଡିଓ

କରୋନା ଭାଇରସ କାରଣରୁ ପାଇଁ ଏବେକା ସମୟରେ ସମସ୍ତ କ୍ରିକେଟ ଟୁର୍ଣ୍ଣାମେଂଟକୁ ସ୍ଥଗିତ ରଖାଯାଇଛି । ଏହି ସମୟରେ କ୍ରିକେଟ ଷ୍ଟାର ମାନେ ଘରେ ରହି ନିଜ ପରିବାର ଲୋକଙ୍କ ସହ ସମୟ କଟୁଥିବାର ନଜର ଆସୁଛନ୍ତି । ଏହି ନିକଟରେ ହିଁ ଭାରତୀୟ ଦଳର ବ୍ୟାଟ୍ସ ମ୍ୟାନ ଶିଖର ଧାୱନ ବା ଏଥିରୁ ବାଦ ଯାଆନ୍ତେ…

ପୁଅ ଜୋରାଵର ସହ ମିଶି ଛୋଟ ପିଲା ହେଲେ ଶିଖର ଧବନ, ଭିଡିଓ ସେୟାର କରି ଦେଲେ ସଚେତନତା ବାର୍ତ୍ତା

କରୋନା ଭାଇରସ ଯୋଗୁ ଏବେ କ୍ରିକେଟର ବଡ଼ ବଡ଼ ଟୁର୍ନାମେଣ୍ଟ ଏବଂ ସିରିଜ ସ୍ଥଗିତ ହୋଇଯାଇଛି । ତେଣୁ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି । ଭାରତୀୟ ଷ୍ଟାର ଓପନର ଶିଖର ଧବନ ଗୁରୁବାର ଇନଷ୍ଟାଗ୍ରାମରେ ଏକ ଭିଡି଼ଓ ପୋଷ୍ଟ କରିଥିଲେ । ଏଥିରେ ସେ ନିଜ ପୁଅ ଜୋରାଵର ସହ ମସ୍ତି…

‘ଗବ୍ଦର ଇଜ୍‌ ବ୍ୟାକ୍‌…’ ଫଟୋ ଶେୟାର କରି ବୋଲର୍‌ମାନଙ୍କୁ ଚେତାବନୀ ଦେଲେ ଶିଖର ଧଓ୍ଵନ୍‌

ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର୍‌ ଓପ୍‌ନର ଶିଖର ଧଓ୍ଵନ୍‌ କମ୍‌ବ୍ୟାକ୍‌ କରିବା ପାଇଁ ପୂରାପୂରି ପ୍ରସ୍ତୁତ। ଏ ନେଇ ସେ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଦିଲ୍ଲୀର ଏହି ଖେଳାଳି ଫଟୋ ଶେୟାର କରି କ୍ୟାପ୍‌ସନ ଲେଖିଛନ୍ତି, ‘କେତେ ବୋଲର୍‌ ଥିଲେ? ଗବ୍ଦର ଇଜ୍‌ ବ୍ୟାକ୍‌…’। ଫଟୋରେ ସେ…

ଛୋଟ ଗବ୍ଦର ଜୋରାବର ପିତା ଶିଖର ଧଓ୍ଵନଙ୍କୁ କାନ୍ଧ ଉପରେ ଚଢ଼ି ପିଟିଲେ, ଦେଖନ୍ତୁ ନିଜକୁ ବଞ୍ଚାଇବାକୁ କ’ଣ କଲେ ଏହି…

ଭାରତୀୟ କ୍ରିକେଟ୍‌ ଟିମ୍‌ର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍‌ ଏବେ ପୂରା ଫିଟ୍‌ ଅଛନ୍ତି। ଏଣୁ ଆଗାମୀ ଜାନୁୟାରୀରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ସହ ଖେଳିବାକୁ ଥିବା ସିରିଜ୍‌ରେ ସେ ଅଂଶଗ୍ରହଣ କରିବେ। ନିକଟରେ ଧଓ୍ଵନ ରଣଜୀ ଟ୍ରଫିରେ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା।…

ସାଥୀ ଖେଳାଳିଙ୍କ ସହ ମିଶି ଅକ୍ଷୟ କୁମାରଙ୍କ ନକଲ କଲେ ଶିଖର ଧଓ୍ଵନ, ଭାଇରାଲ ହେଲା ଭିଡିଓ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଓପନର ଶିଖର ଧଓ୍ଵନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେଉଛି। ଏହି ଭିଡିଓରେ ଧଓ୍ଵନ୍‌ ସାଥୀ ଖେଳାଳିଙ୍କ ସହ ବସି ଫିଲ୍ମଷ୍ଟାର ଅକ୍ଷୟ କୁମାରଙ୍କ ନକଲ କରୁଥିବା ଦେଖିବାକୁ ମିଳିଛି। ସେ ଅକ୍ଷୟଙ୍କ ହାଉସ୍‌ଫୁଲ-୪ର ବାଲା ଚରିତ୍ରର ଅଭିନୟ…