Browsing Tag

shikhar dhawan

କ୍ରିକେଟ୍‌ ପଡ଼ିଆ ପରେ ଏବେ ବଲିଉଡ୍‌ରେ ଜଲଓ୍ଵା ଦେଖାଇବେ ଶିଖର ଧଓ୍ଵନ୍‌, ଏହି ଫିଲ୍ମରେ କରିବେ ଡେବ୍ୟୁ!

କ୍ରିକେଟ୍‌ ପଡ଼ିଆରେ ଧୂଆଁଦାର ପ୍ରଦର୍ଶନ ପରେ ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଜଣାଶୁଣା ବ୍ୟାଟ୍ସମ୍ୟାନ୍‌ ଶିଖର ଧଓ୍ଵନ୍‌। ପଡ଼ିଆରେ ଜବରଦସ୍ତ ପ୍ରଦର୍ଶନ ପରେ ଏବେ ରୁପେଲି ପରଦାରେ ଜଲଓ୍ଵା ଦେଖାଇବାକୁ ପ୍ରସ୍ତୁତ ହେଲେଣି ଗବ୍ଦର। ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ଦେବାକୁ ସେ ପ୍ରସ୍ତୁତ…

ଶିଖର ଧଓ୍ଵନ ଓ ୟୁଜବେନ୍ଦ୍ର ଚହଲ ‘ବାବୁଜୀ ଜରା ଧୀରେ ଚଲୋ’ ଗୀତରେ କଲେ ଏମିତି ଡ୍ୟାନ୍ସ, ଭିଡିଓ ଭାଇରଲ

ଶିଖର ଧଓ୍ଵନ ଏବେ ମଇଦାନରେ ବେଶ୍‌ କିଛି କମାଲ କରିପାରୁନାହାନ୍ତି ସତ, କିନ୍ତୁ ଇନଷ୍ଟାଗ୍ରାମରେ ମଜାଦାର ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କ ସହିତ ମନୋରଂଜନ କରୁଛନ୍ତି। ଧଓ୍ଵନ ଏବେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ୟୁଜବେନ୍ଦ୍ର ଚହଲଙ୍କ ସହିତ ନଜର ଆସିଛନ୍ତି। ଦୁହେଁ…

ସମସ୍ତଙ୍କ ସାମ୍ନାରେ ଶିଖର ଧଓ୍ଵନଙ୍କୁ ଚାପୁଡା ମାରିଲେ ବାପା ମହେନ୍ଦ୍ର ପାଲ୍‌ ଧଓ୍ଵନ, ଭାଇରଲ ହେଉଛି ଭିଡିଓ

ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ଶିଖର ଧଓ୍ଵନ ନିଜର ଧୂଆଁଦାର ବ୍ୟାଟିଂ ପାଇଁ ବେଶ ଜଣାଶୁଣା। ତାଙ୍କ ଛକା ମାରିବାର ଷ୍ଟାଇଲ ସମସ୍ତେ ଜାଣନ୍ତି। କେବଳ ପଡିଆରେ ଖେଳ ନୁହେଁ ଆକ୍ଟିଂ କରିବାରେ ମଧ୍ୟ ବେଶ ମାହିର ଶିଖର। ଆଉ ଖାସ୍‌ ଏହି କାରଣ ଯୋଗୁଁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରୁହନ୍ତି ଶିଖର…

ଆୟଶା ମୁଖାର୍ଜୀଙ୍କ ଠାରୁ ଛାଡ଼ପତ୍ର ନେଲେ କ୍ରିକେଟର ଶିଖର ଧଓ୍ଵନ, ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଲେ ପତ୍ନୀ

ଟିମ୍‌ ଇଣ୍ଡିଆର ଆଗଧାଡ଼ିର ବ୍ୟାଟ୍ସମ୍ୟାନ୍‌ ଶିଖର ଧଓ୍ଵନ୍‌ ପତ୍ନୀ ଆୟଶା ମୁଖାର୍ଜୀଙ୍କ ଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ନେଇ ସୂଚନା ମିଳିଛି। ଦୀର୍ଘ ୯ ବର୍ଷର ସମ୍ପର୍କକୁ ଛିନ୍ନ କରିଛନ୍ତି ଏହି କ୍ରିକେଟର। ଶିଖର ଧଓ୍ଵନଙ୍କ ପତ୍ନୀ ଆୟଶା ମଙ୍ଗଳବାର ନିଜ ନୂଆ…

କୄନାଲଙ୍କ ପରେ ଶିଖର ଧାୱନ କରୋନା ପଜିଟିଭ ଚିହ୍ନଟ, ସଂକଟରେ ଭାରତୀୟ ଦଳ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି 20 ସିରିଜରେ ଭାରତକୁ ବଡ ଝଟକା ଲାଗିଛି । ଟିମର କାର୍ଯ୍ୟବାହକ କ୍ୟାପଟେନ ଶିଖର ଧାୱନ କରୋନା ସଂକ୍ରମିତ ଥିବା ଜଣାଯାଇଛି । ଖବର ଅନୁଯାୟୀ ଆଗକୁ ଥିବା ଦୁଇଟି ଟି 20 ମ୍ୟାଚରେ ସେ ଟିମରେ ସାମିଲ ହୋଇପାରିବେ ନାହିଁ ।କହିରଖିବା ଉଚିତ ହେବକି ମଙ୍ଗଳବାର…

ଶିଖର ଧୱନଙ୍କ ଭୁଲ୍ ନାବିକ ଉପରେ ପଡିଲା ମହଙ୍ଗା, ଏବେ ରଦ୍ଦ ହୋଇପାରେ ଲାଇସେନ୍ସ

ଗତ କିଛି ଦିନ ତଳେ ଭାରତୀୟ କ୍ରିକେଟ୍ ଟିମ୍ର ଓପନର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ବନାରସ କାଶୀ ପ୍ରବାସରେ ଥିଲେ। ଏହି ସମୟରେ ଧୱନ ମନ୍ଦିର ଗୁଡ଼ିକରେ ପୂଜା ଅର୍ଚ୍ଚନା ସହ ଗଙ୍ଗାରେ ନୌକା ବିହାରର ମଜା ନେଇଥିଲେ । କିନ୍ତୁ ଶିଖର ଧୱନଙ୍କର ଗୋଟିଏ ଭୁଲ୍ ଯୋଗୁଁ ଏବେ ସେହି ନାବିକ ଓ ନାଆର…

ବାର୍ଡ ଫ୍ଲୁ: ବାରାଣସୀରେ ବିଦେଶୀ ପକ୍ଷୀଙ୍କୁ ଦାନା ଖୁଆଇ ଫସିଲେ ଶିଖର ଧଓ୍ଵନ, ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ

ଟିମ୍‌ ଇଣ୍ଡିଆର ପ୍ରମୁଖ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଗତ ଶନିବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଫଟୋ କରିଥିଲେ, ଯାହାକି ତାଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଏହି ଫଟୋଟି ବାରାଣସୀର। ଏଥିରେ ଦେଖିବାକୁ ମିଳୁଛି କି, ଶିଖର ଧଓ୍ଵନ ଗଙ୍ଗା ନଦୀରେ…

ଅମିତାଭ ବଚ୍ଚନଙ୍କ ଅବତାରରେ ନଜର ଆସିଲେ ଟିମ୍ ଇଣ୍ଡିଆର ‘ଗବ୍ବର’, ଦେଖନ୍ତୁ ଭାଇରଲ ଭିଡିଓ

ଏବେ ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ଟି-୨୦ ଏବଂ ଦିନିକିଆ ପରେ ଏବେ ଟେଷ୍ଟ ସିରିଜ ଖେଳୁଛି। ପ୍ରଥମ ଟେଷ୍ଟ ମ୍ଯାଚକୁ ହାତେଇ ନେଇଛି କଙ୍ଗାରୁ ଟିମ୍। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ଟିମ୍ ଇଣ୍ଡିଆ ଟି-୨୦ ସିରିଜ ଉପରେ କବ୍ଜା କରିଥିଲା। ଏହା ମଧ୍ୟରେ…

ଧୱନ ଦେଖାଇଲେ ଟିମ୍ ଇଣ୍ଡିଆର ନୂଆ ଜର୍ସି, ଅଷ୍ଟ୍ରେଲିଆ ସିରିଜରେ ଏହାକୁ ପିନ୍ଧିବ ଇଣ୍ଡିଆ ଟିମ୍

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ଠିକ୍ ପୂର୍ବରୁ ଭାରତୀୟ ଦଳକୁ ନୂତନ ଜର୍ସି ମିଳି ଯାଇଛି। ଅଷ୍ଟ୍ରେଲିଆ ସିରିଜରେ ଟିମ୍ ଇଣ୍ଡିଆ ଏହି ନୂଆ ଜର୍ସି ପିନ୍ଧିବ। ଦଳର ଓପନର ଶିଖର ଧଓ୍ଵନ ଟ୍ଵିଟ୍ ରେ ନୂତନ ଜର୍ସି ସହ ଫଟୋ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ନୂତନ ଜର୍ସି, ନୂତନ ଉତ୍ସାହ,…

IPLରେ ଇତିହାସ ରଚିଲେ ଶିଖର ଧଓ୍ଵନ, ଲଗାତର ଦୁଇ ଶତକ ଲଗାଇ ବନାଇଲେ ରେକର୍ଡ

ଦିଲ୍ଲୀ କ୍ୟାପିଟାଲ୍ସର ଓପନର ଶିଖର ଧଓ୍ଵନ ଏବେ ବହୁତ ଗଜବ ଫର୍ମରେ ଅଛନ୍ତି। ଆଇପିଏଲ ୨୦୨୦ରେ ଲଗାତର ଦ୍ୱିତୀୟ ଶତକ ଲଗାଇଛନ୍ତି। ଏହାପୂର୍ବରୁ ମୁକାବିଲାରେ ମଧ୍ୟ ସେ ୧୦୧ ରନ୍‌ କ୍ରସ କରିଥିଲେ। ଏବେ ତାହାର ଠିକ ଦ୍ୱିତୀୟ ମୁକାବିଲାରେ ସେ ଶତକୀୟ ପାର ଖେଳିଛନ୍ତି। ପଞ୍ଜାବ ବିପକ୍ଷରେ ସେ ନିଜ…

ଅଶ୍ୱିନୀଙ୍କ ସହ ଲାଇଭ୍‌ ଚାଟ୍‌ ବେଳେ ଶିଖର ଧଓ୍ଵନ୍‌ କହିଲେ, ‘ମୁରଲୀ ବିଜୟ ମୋ ସ୍ତ୍ରୀ ଭଳିଆ’…ଦେଖନ୍ତୁ ଭିଡିଓ

କ୍ରିକେଟର ଶିଖର ଧଓ୍ଵନ୍‌ ଅଶ୍ୱିନ୍‌ଙ୍କ ସହ ଲାଇଭ୍‌ ଚାଟ୍‌ରେ ସାଥୀ କ୍ରିକେଟର ମୁରଲୀ ବିଜୟଙ୍କ ସହ ନିଜ କେମେଷ୍ଟ୍ରିକୁ ନେଇ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଧଓ୍ଵନ୍‌ ମୁରଲୀଙ୍କୁ ନିଜ ସ୍ତ୍ରୀ ଭଳିଆ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ ଧଓ୍ଵନ୍‌ ଯେତେବେଳେ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ…

ବାପାଠୁ ବଳିକି ପୁଅ: ୧୦୦ ରନ୍ କରିବାକୁ ଶିଖର ଧଓ୍ୱନଙ୍କୁ ମାତ୍ର ଗୋଟେ ରନ୍ ଦରକାର ଥିବା ବେଳେ ହେଲେ ଆଉଟ୍, ଦେଖନ୍ତୁ…

ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ କରୋନା ଭାଇରସ ପାଇଁ ଲକଡାଉନ ଜାରି ରହିଥିବାରୁ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏହି ସମୟରେ ସେ ମଜାଦାର ଭିଡ଼ିଓ ମଧ୍ୟ ସେୟାର କରି ଲୋକମାନଙ୍କୁ ମନୋରଞ୍ଜନ କରୁଛନ୍ତି। ଏହି ଭିଡ଼ିଓରେ ସେ ନିଜ ପୁଅ ସହ ଘରେ କ୍ରିକେଟ ମ୍ୟାଚ ଖେଳୁଥିବାର…