ଶିବଲିଙ୍ଗ ପୂଜା କରିବା ବେଳେ ୩ଟି ସ୍ଥାନକୁ କରନ୍ତୁ ସ୍ପର୍ଶ, ମଙ୍ଗଳ ଦୋଷ ପ୍ରଭାବ ହେବ କମ୍
ମହାଦେବଙ୍କ ପୂଜା କରିବା ଦ୍ୱାରା ଜୀବନର ସମସ୍ତ କଷ୍ଟ ଦୂର ହୁଏ । ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ପ୍ରମୁଖ ଦୋଷ ଦୂର ହୋଇଥାଏ । ଶିବ ପୁରାଣ ଅନୁସାରେ, ଭଗବାନ ଶିବ ଏବଂ ତାଙ୍କର ସମଗ୍ର ପରିବାର ଶିବଲିଙ୍ଗ ମଧ୍ୟରେ ବାସ କରନ୍ତି । ଦେବୀ ପାର୍ବତୀ, ଗଣେଶ,…