Browsing Tag

side effects

ବେକିଂ ସୋଡା ବ୍ୟବହାର କରୁଛନ୍ତି କି ? ଏହା ଶରୀର ପାଇଁ ହୋଇପାରେ କ୍ଷତିକାରକ

ବେକିଂ ସୋଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ରୋଷେଇ ଘରେ ବ୍ୟବହୃତ ହେଉଥିବା ମୁଖ୍ୟ ଜିନିଷ ମଧ୍ୟରୁ ଏହା ଅନ୍ୟତମ। ଏହା କେବଳ ଖାଦ୍ୟରେ ନୁହେଁ ବରଂ ଅନ୍ୟାନ୍ୟ ଜିନିଷରେ ମଧ୍ୟ ବ୍ୟବହାର କରାଯାଇପାରିବ। କିନ୍ତୁ ଅଳ୍ପ ପରିମାଣରେ ବେକିଂ ସୋଡା ଏତେ କ୍ଷତିକାରକ ନୁହେଁ । କିନ୍ତୁ ବହୁ…

ଅତ୍ୟଧିକ ତୁଳସୀ ପତ୍ର ଖାଉଛନ୍ତି କି? ତେବେ ସାବଧାନ! ହୋଇପାରେ ଏହି ସବୁ କ୍ଷତି

ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଆୟୁର୍ବେଦ ଅନୁଯାୟୀ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ତୁଳସୀ ପତ୍ର ବେଶ ଲାଭଦାୟକ, ଆମେ ତୁଳସୀ ପତ୍ରର ବ୍ୟବହାର କାଢ଼ା ପ୍ରସ୍ତୁତ ପାଇଁ କରିଥାଉ। ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ଏହା…

ଔଷଧ ଭଳି କାମ କରୁଥିବା ରସୁଣର ବି ରହିଛି ଅନେକ ସାଇଡ୍‌ ଇଫେକ୍ଟ, ଦେଖାଦେଇପାରେ ଏସବୁ ସମସ୍ୟା

ରୋଷେଇ ଘରେ ଥିବା ସମସ୍ତ ମସଲା ମଧ୍ୟରୁ ରସୁଣ ଅନ୍ୟତମ। ଏହା ଏକ ଏଭଳି ମସଲା ଯାହା ବ୍ୟଞ୍ଜନର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। କେବଳ ଭାରତରେ ନୁହେଁ, ବରଂ ଦେଶ ବାହାରେ ମଧ୍ୟ ରସୁଣ ବହୁଳ ଭାବେ ବ୍ୟବହୃତ ହୋଇଥାଏ। ତେବେ କେବଳ ସ୍ୱାଦ ବଢ଼ାଇବା ପାଇଁ ନୁହେଁ ଶରୀର ପାଇଁ ମଧ୍ୟ ରସୁଣ ଏକ ଔଷଧ ଭଳି…

ଏସବୁ ସମସ୍ୟା ଥିଲେ ଆଦୌ ଖାଆନ୍ତୁନି ଜିରା, ଚାଲିଯାଇପାରେ ଜୀବନ

ଭାରତୀୟ ମସଲା ମଧ୍ୟରେ ଜିରା ପ୍ରମୁଖ। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଜିରା ବ୍ୟବହାର କରାଯାଏ। ଡାଲି, ତରକାରୀ, ଭଜା ସବୁଥିରେ ଏହାକୁ ବ୍ୟବହାର କରାଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜିରାର ବି କେତେକ ସାଇଡ୍‌ ଇଫେକ୍ଟ ରହିଛି। ଆସନ୍ତୁ ଜାଣିବା ଜିରା ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା…

ସୋଫାରେ ଶୋଉଥିଲେ ସାବଧାନ! ତୁରନ୍ତୁ ବଦଳାନ୍ତୁ ଏହି ଅଭ୍ୟାସ, ନଚେତ୍‌ ଭୋଗିବେ ଏସବୁ ସମସ୍ୟା

ଅଧିକାଂଶ ଲୋକ ସୋଫାରେ ବସି ଟିଭି ଦେଖିଥାନ୍ତି। ଟିଭି ଦେଖିବା ବେଳେ ଅନେକ ସମୟରେ ସେମାନେ ସେଠାରେ ହିଁ ଶୋଇପଡ଼ିଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୋଫାରେ ଶୋଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସୋଫାରେ ସ୍ପଞ୍ଜ ବ୍ୟବହାର କରାଯାଏ। ଏଣୁ ଏଥିରେ ଶୋଇଲେ ବିଭିନ୍ନ ଶାରୀରିକ ସମସ୍ୟା…

ଗର୍ଭାବସ୍ଥାରେ କରନ୍ତୁ ନାହିଁ ୧୦ ଗ୍ରାମରୁ ଅଧିକ କେସର ସେବନ, ନଚେତ୍‌ ବଢ଼ି ଯାଇପାରେ ଗର୍ଭପାତ ସମ୍ଭାବନା

କେସର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଗର୍ଭାବସ୍ଥାରେ ବି କେସର ସେବନ କରିବା ଆମ ପାଇଁ ଅନେକ ଫାଇଦା ଆଣିପାରେ। କିନ୍ତୁ କ’ଣ ଆପଣ ଜାଣନ୍ତି କି? ଯଦି ଆପଣ ଗର୍ଭାବସ୍ଥାରେ ଅଧିକ ମାତ୍ରାରେ କେସର ସେବନ କରନ୍ତି, ତା’ହେଲେ ଏହା ଆପଣଙ୍କ ଏବଂ ଆପଣଙ୍କ ପେଟରେ ବଢ଼ୁଥିବା ପିଲା ପାଇଁ…

ଟିକାକରଣ ପରେ ବଢ଼ୁଛି ସମସ୍ୟା, ଏବେ ଯାଏଁ ୪୪୭ ଜଣଙ୍କ ଠାରେ ଦେଖାଗଲାଣି ସାଇଡ୍‌ ଇଫେକ୍ଟ; ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ମଧ୍ୟରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ଇତି ମଧ୍ୟରେ ଅନେକ ଲୋକଙ୍କ ଠାରେ ଭ୍ୟାକ୍‌ସିନ୍‌ର ପ୍ରତିକୂଳ ପ୍ରଭାବ ବା ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି, କରୋନା…

ଆପଣଙ୍କ ପିଲା ବି ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗେମ୍‌ ଖେଳୁନାହିଁ ତ! ଜାଣନ୍ତୁ ଏହାର କୁପ୍ରଭାବ ଓ ମୁକ୍ତି ପାଇବା ଉପାୟ

ଏବେ ଟେକ୍ନୋଲୋଜିର ଯୁଗ। ଏଣୁ ବର୍ତ୍ତମାନର ପିଲାମାନେ ସବୁ ଜିନିଷକୁ ଡିଜିଟାଲି କରିବା ଆରମ୍ଭ କରି ଦେଲେଣି। ପାରମ୍ପରିକ ଖେଳକୁଦ ଛାଡ଼ି ମୋବାଇଲ, ଭିଡିଓ ଗେମ୍‌ ଓ କମ୍ପ୍ୟୁଟର ପଛରେ ମାତିଛନ୍ତି ଏବେକାର ପିଲାମାନେ। ଅଧିକ ସମୟ ଏହି ଗେମ୍ସ ବ୍ୟବହାର କରିବା ଦ୍ୱାରା ମସ୍ତିଷ୍କ ଉପରେ କୁପ୍ରଭାବ…

ପାମ୍ପଡ ଖାଉଛନ୍ତି ଯଦି ହୋଇଯାଆନ୍ତୁ ସାବଧାନ, ଜାଣି ରଖନ୍ତୁ ଏହି ୫ଟି ପାର୍ଶ୍ୱ ପ୍ରତିକ୍ରିୟା

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଯଦି ଆପଣ ବି ପାମ୍ପଡ଼ ଖାଉଛନ୍ତି, ତା’ହେଲେ ଏହାର କ୍ଷତି ବିଷୟରେ ବି ଜାଣି ରଖନ୍ତୁ। ଏହି ଚଟପଟା ଏବଂ ରାଗ ପାମ୍ପଡ଼ ଆପଣଙ୍କ ଜିଭକୁ ଭଲ ଲାଗିପାରେ ସତ, କିନ୍ତୁ ଏହା ଆପଣଙ୍କ ପେଟ ଏବଂ ସ୍ୱାସ୍ଥ୍ୟ ଉପରେ ନିହାତି ଭାବେ ଭାରି ପଡ଼ିପାରେ। ଆଜି ଆମେ ଆପଣଙ୍କୁ ସେହି ୫ଟି…

ସାମ୍ନାକୁ ଆସିଲା କରୋନା ଭାଇରସର ଅସାମାନ୍ୟ ଲକ୍ଷଣ, ଏବେ ଏମିତି ହେଉଛି ସଂକ୍ରମଣ

କରୋନା ମହାମାରୀ ବିଶ୍ୱରେ ତାଣ୍ଡବ ରଚିବା ପରେ ଏହାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ଏବେ ଭାଇରସର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସିବାରେ ଲାଗିଛି। କରୋନାରେ ସଂକ୍ରମିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅନୁଭବ ଅଲଗା ଅଲଗା ରହିଛି। ଭାଇରସ ପ୍ରଥମରୁ ମଣିଷ ଶରୀରେ ଆସିଲେ ନିଶ୍ୱାସ…

ଆବଶ୍ୟକତା ଠାରୁ କମ ଓଜନ ନେଇପାରେ ଆପଣଙ୍କ ଜୀବନ, ଶୀଘ୍ର ହୋଇଯାନ୍ତୁ ସାବଧାନ

ଓଜନ ଅଧିକ ହେଲେ କଣ କଣ ରୋଗ ହୁଏ ତାହାକୁ ନେଇ ତ ସାଧାରଣତଃ ଚର୍ଚ୍ଚା ହୁଏ । କିନ୍ତୁ ଓଜନ କମ ହେଲେ ବି କଣ ରୋଗ ହେଇପାରିବ ସେ ନେଇ ଆମର ଏତେଟା ଧାରଣା ନଥାଏ । ବିଏମଆଇ ବା ବଡ଼ି ମାସ ଇଣ୍ଡେକ୍ସ ରୁ ହିଁ ଜଣା ପଡିଥାଏ କି କୌଣସି ବ୍ୟକ୍ତିର ନିଜ ଉଚ୍ଚତା ଓ ବୟସ ଅନୁସାରେ ଓଜନ ଠିକ ଅଛିକି ନାହିଁ…

ଜାଣନ୍ତି କି ଅଧିକ ସମୟ ଶୋଇଲେ ବଢିଥାଏ ଡିପ୍ରେସନ ହେବାର ଆଶଙ୍କା

ଦୈନନ୍ଦିନ ଜୀବନଚର୍ଯ୍ୟାରେ ପର୍ଯ୍ୟାପ୍ତ ପରିମାଣରେ ନିଦ ହେବା ନିହାତି ଜରୁରୀ । ଶରୀରର ଆବଶ୍ୟକତା ଅନୁସାରେ ନିଦ ନହେଲେ ବହୁ ପ୍ରକାରର ସମସ୍ୟା ଉପୁଜିଥାଏ । ଶୋଇବା ତ ନିହାତି ଜରୁରୀ । କିନ୍ତୁ ଦରକାର ଠାରୁ ଅଧିକ ଶୋଇବା ବି ଶରୀର ପାଇଁ କ୍ଷତିକାରକ ହୋଇଥାଏ । କହିବା ଅର୍ଥ ଯେ ଅଧିକ ନିଦ ବି…