ଆଜିଠାରୁ ସିମ କାର୍ଡ ପାଇଁ ଲାଗୁ ହେବ ନୂଆ ନିୟମ
ଆଜିକାଲି ମୋବାଇଲ ବିନା ଲୋକେ କ୍ଷଣେ ବଞ୍ଚିପାରୁନାହାନ୍ତି । ତେବେ ମୋବାଇଲରେ ସିମର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୋକମାନେ ଏହି ସିମ କାର୍ଡକୁ ନେଇ ଆଜିକାଲି ଅନେକ ଠକେଇ ସାଇବର ସ୍କାମ ଆଦି କରୁଛନ୍ତି, ତେଣୁ ଏନେଇ ଏବେ ସରକାର ସିମ କାର୍ଡ ବ୍ୟବହାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ…