Browsing Tag

snake bite

ରାତିରେ ଶୋଇବା ଅବସ୍ଥାରେ କାମୁଡିଲା ସାପ, ଅକାଳରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ

କନ୍ଧମାଳ(କେନ୍ୟୁଜ୍):ସାପ କାମୁଡ଼ାରେ ସମ୍ପର୍କୀୟ ଦୁଇ ଭାଇଙ୍କ ଅକାଳ ମୃତ୍ୟୁ। ମୁତ ଦୁଇ ଭାଇ ହେଲେ ବାଣୀଗୋଛା ଥାନା ଅନ୍ତର୍ଗତ କାଣିପଦର ଗ୍ରାମର ସ୍ବର୍ଗତ ବାନମ୍ବର ଯାନୀଙ୍କ ପୁଅ ଜିତୁ ଜାନୀ (୨୦) ଓ ବିନୋଦ ଜାନୀଙ୍କ ପୁଅ ସିଦ୍ଧାନ୍ତ ଯାନୀ (୧୯)। ଘରେ ଦୁହେଁ ମିଶି   ଶୋଇଥିବା ବେଳେ ଏକ…

ସାପ କାମୁଡାରେ ଚାଲିଗଲା ନାବାଳିକାର ଜୀବନ

ବାସୁଦେବପୁର(କେନ୍ୟୁଜ) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଂଚାୟତର ଲକ୍ଷ୍ମୀପ୍ରସାଦ ଗ୍ରାମରେ ସାପ କାମୁଡାରେ ୯ବର୍ଷର ନାବାଳିକାର ମୃତ୍ୟୁ ଘଟିଛି । ସେହି ଗ୍ରାମର ଚକ୍ରଧର ଦାସଙ୍କ ୯ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ବାପା ସହିତ ନିଜ ବାଡିରେ ଥିବା ଗବୁରୀ ଗଛରୁ ଫଳ ତୋଳୁଥିବା…

ବିଷାକ୍ତ ନାଗ ସାପ କାମୁଡ଼ାରେ ୮ବର୍ଷର ଶିଶୁ କନ୍ୟା ମୃତ, କାମୁଡ଼ା ସାପକୁ ମେଡ଼ିକାଲ ଧରିକି ଆସିଲେ ପରବାର ଲୋକେ

ମାଲକାନଗିରି(କେନ୍ୟୁଜ):ବିଷାକ୍ତ ନାଗ ସାପ କାମୁଡ଼ାରେ ୮ ବର୍ଷର ଶିଶୁ କନ୍ୟାର ମୃତ୍ୟୁ। କାମୁଡିଥିବା ସାପକୁ ମେଡ଼ିକାଲ ସାଙ୍ଗରେ ଆଣିଲେ ପରିବାର ଲୋକ। ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ଏମଭି-୬୭ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ଶିଶୁ କନ୍ୟା ରିଙ୍କି ଶୋଇଥିବା…

ସାପକୁ ଧରିଲାବେଳେ ତାର ଲାଞ୍ଜକୁ କାହିଁକି ଆଗ ଧରନ୍ତି, କଣ ଏହାର ଉତ୍ତର ଜାଣନ୍ତି ଆପଣ?

ସାପକୁ ଦେଖିଲେ ମାତ୍ରକେ ଲୋମଟାଙ୍କୁରୀ ଉଠେ। କିନ୍ତୁ କିଛି ଲୋକ ସାପକୁ ଧରିବାରେ ବେଶ୍‌ ଓସ୍ତାଦ ଏବଂ ମାହିର ଥାନ୍ତି। ସେମାନେ ବଡ ସହଜ ତରିକାରେ ହିଁ ସାପକୁ ଧରିପକାନ୍ତି। ସେମାନଙ୍କୁ ଜଣାଥାଏ ଯେ କେମିତି ଭାବେ ସାପକୁ କଣ୍ଟ୍ରୋଲ କରିହେବ। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ସାପର ଫଣାକୁ…

ଏସ୍‌ସିବିକୁ ଗଲେ ନବରଙ୍ଗପୁର ବାଲିଝରର କୁନି ଝିଅ ମଞ୍ଜୁଳା, ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ତତ୍ପରତା

ନବରଙ୍ଗପୁର (କେନ୍ଯୁଜ୍): ତତ୍ପରତା ଦେଖାଇଲା ପ୍ରଶାସନ । ଯନ୍ତ୍ରଣାରେ ଛଟପଟ ହେଉଥିବା ନବରଙ୍ଗପୁର ବାଲିଝର ଗାଁର କୁନି ଝିଅ ମଞ୍ଜୁଳାକୁ ଅଧିକ ଚିକିତ୍ସା ପାଇଁ ପଠାଗଲା କଟକ ଏସ୍‌ସିବି । ମାସକ ତଳେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସେବେଠୁ ଠିକ୍‌ ଚିକିତ୍ସା ନପାଇବାରୁ ଡାହାଣ ହାତ ପଚି…

ସାପ କାମୁଡ଼ାରେ ଚାଲିଗଲା ୯ ବର୍ଷର ବାଳକର ଜୀବନ, ଗାଁକୁ ଭଲ ରାସ୍ତା ନଥିବାରୁ ଠିକଣା ସମୟରେ ପହଞ୍ଚି ପାରିଲାନି…

ବାଲେଶ୍ବର(କେ ନ୍ୟୁଜ):  ଜଙ୍ଗଲକୁ ଛେଳି ଚରାଇଵାକୁ ଯାଇଥିବା ବେଳେ ସାପକାମୁଡାରେ ବାଳକର ମୃତ୍ୟୁ ଘଟିଛି । ବାଲେଶ୍ବର ଜିଲ୍ଲା ଔପଦା ଥାନା ମହିଷାଁଡାଳିଗ୍ରାମର ସନାତନମୁର୍ମଙ୍କ ୯ ବର୍ଷର ସାନପୁଅ ବିଶ୍ୱ ସ୍ଥାନୀୟ ଜଙ୍ଗଲକୁ ଛେଳି ଚରାଇଵାକୁ ଯାଇଥିଲା । ଛେଳିକୁ ନେଇ ଘରକୁ ଫେରୁଥିବା ବେଳେ…

ସାପ କାମୁଡ଼ାରେ ଚାଲିଗଲା ମହିଳାଙ୍କ ଜୀବନ, ବାପା-ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ

ସୋର: ସାପ କାମୁଡ଼ାରେ ଚାଲିଗଲା ମହିଳାଙ୍କ ଜୀବନ l ବାପ ମା ଛେଉଣ୍ଡ ହୋଇଗଲେ ଦୁଇ ଶିଶୁ l ଏବେ ଦୁଇ ଶିଶୁଙ୍କ ଭରସା ୮୦ବର୍ଷୀୟା ବୃଦ୍ଧା ବୁଢ଼ୀ ମା l ଏଭଳି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକରେ ଦେଖିବାକୁ ମିଳିଛି l ଗତ ରାତିରେ ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତ ଦୁର୍ଗାପୁର…

କେନ୍ଦ୍ରାପଡାର ଗୋବିନ୍ଦପୁର ଗାଁରେ ଅଘଟଣ: ସାପ କାମୁଡ଼ାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ ସୋଇଥିବା ବେଳେ ସାପ କାମୁଡ଼ାରେ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାଶଙ୍କର ୧୧ବର୍ଷର ପୁଅ ଅଭିଷେକ ଓ ୩ବର୍ଷର ଝିଅ ଭୂମିକାର ମୃତ୍ୟୁ ଘଟିଛି। ମୃତକ ୨ଜଣ ଶିଶୁ ସମ୍ପର୍କରେ ଭାଇ ଭଉଣୀ।…

ସାପ କାମୁଡ଼ି ଦେବାରୁ ୧୦ ବର୍ଷ ପିଲାର ଗୋଡ଼କୁ ବାନ୍ଧିଦେଲେ ଗାଁ ଲୋକେ, ବାଲ୍ଟି ବାଲ୍ଟି ପାଣି ଢାଳି କଲେ ଏମିତି କାମ

ସାପ ନାଁ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ଏକ ଗାଁର ଲୋକେ ସାପକୁ ନ ଡରି ଜଣେ ୧୦ ବର୍ଷ ବାଳକର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ବାଳକକୁ କାମୁଡ଼ିଥିବା ସାପକୁ ଧରି ଗାଁ ଲୋକେ ଏକ ବୋତଲରେ ଭର୍ତ୍ତି କରି ଦେଇଥିଲେ। ସେପଟେ ପିଲାଟିକୁ ମଧ୍ୟ ବାନ୍ଧି ପକାଇଥିଲେ। ତା’ ଗୋଡ଼କୁ…

ନାଗିନ ନେଉଛି ନାଗ ମୃତ୍ୟୁର ପ୍ରତିଶୋଧ, ଲୋକଙ୍କୁ ଖୋଜି ଖୋଜି ମାରୁଛି ଚୋଟ 

ନାଗିନ୍‌ ନେଉଛି ପ୍ରତିଶୋଧ। ନିଜ ନାଗର ପ୍ରତିଶୋଧ ନେବାକୁ ଆସିଛି ନାଗିନ। ଗାଁରେ ଲୋକଙ୍କୁ ଖୋଜି ଖୋଜି ମାରୁଛି ଚୋଟ। ଏକୌଣସି ଫିଲ୍ମ ଟିଭିର କାହାଣୀ ଆମେ ଆପଣଙ୍କୁ କହୁନୁ। ଫିଲ୍ମ ଏବଂ ଟିଭି ଷ୍ଟାଇଲରେ ଦେଖୁଥିବା ଦୃଶ୍ୟ ଏବେ ଘଟୁଛି ବାସ୍ତବରେ। ଏହି ନାଗିନ୍‌ ଜଣେ କି ଦୁଇ ଜଣଙ୍କୁ ନୁହେଁ…

ମାମୁଁ ଘର ବୁଲି ଆସି ଥିଲେ ଖୁସିରେ, ସାପ କାମୁଡ଼ାରେ ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ବାରିପଦା (କେ ନ୍ୟୁଜ୍‌) : ମାମୁଁ ଘରକୁ ବୁଲି ଆସିଥିଲେ ଦୁଇ ଭଉଣୀ । ହେଲେ ଜାଣି ନଥିଲେ ଇଏ ହେବ ସେମାନଙ୍କର ଶେଷ ବୁଲିବା । ସାପ କାମୁଡାରେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଳକ ଅଧୀନ ବଡ ନୁଆଗାଁର ଦୁଇ ଭାଇ ବିକ୍ରମ ଆଦିତ୍ୟ ନାୟକ ଓ କୀର୍ତ୍ତନ ନାୟକଙ୍କ ଦୁଇ ଝିଅ…

ସାପ କାମୁଡ଼ିଲେ କ’ଣ କରିବେ, ଏହି ମୋବାଇଲ୍‌ ଆପ୍‌ ଦେବ ଇନ୍‌ଷ୍ଟାଣ୍ଟ ସଲ୍ୟୁସନ୍‌

ସାପ କାମୁଡ଼ିବା ଯୋଗୁ ପ୍ରତିବର୍ଷ ଶତାଧିକ ଲୋକଙ୍କ ଜୀବନ ଯାଉଛି। କେଉଁଠି ଚିିକିତ୍ସାର ଅଭାବ ତ ଆଉ କେଉଁଠି ଅସାବଧାନତା ଯୋଗୁ ରୋଗୀର ମୃତ୍ୟୁ ଘଟୁଛି। ତେବେ ବର୍ତ୍ତମାନ ସାପ କାମୁଡ଼ିବାକୁ ରୋକିବା ପାଇଁ ଔଷଧ ସହ ଟେକ୍ନିକର ମଧ୍ୟ ସାହାଯ୍ୟ ନିଆଯାଉଛି। ଗୁଗଲ ପ୍ଲେ ଷ୍ଟୋରରେ ଏବେ ଏକ ଏଭଳି ଆପ୍‌…