ମାତାଲ୍ ଯୁବକଙ୍କୁ ଲାଗୁନି ଡର, ବିଷଧର ସାପ ସହ କରୁଛନ୍ତି ଏମିତି କାଣ୍ଡ
ନିଶା କରିଛି ବାଇୟା । ସାମ୍ନାରେ ମୃତ୍ୟୁ ଥାଇ ବି ଲାଗୁନି ଡର । ଏ ବାବୁ ଜଣଙ୍କ ମଦ ନିଶାରେ ପୁରା ଚୁର୍ । ପୁରା ଶରୀର ହଲୁଥିବା ବେଳେ ପାଦ ପଡୁଛି ଏଣେ ତେଣେ । ମଣିଷ ସିନା ଏଇଠି ବସିଛନ୍ତି କିନ୍ତୁ ଲାଗୁଛି ସତେ ଯେମିତି ସେ ଅଲଗା ଦୁନିଆରେ ଅଛନ୍ତି । ନା ତାଙ୍କର କାହାକୁ ଭୟ ଅଛି ନା ସେ…