Browsing Tag

son

ବେଙ୍ଗାଳୁରୁରରେ ସଙ୍ଗୀତ ବଜାଇବାକୁ ନେଇ ହତ୍ୟା, ଓଡ଼ିଶା ପୋଲିସ ଡିଏସପିଙ୍କ ୨ ପୁଅ ସମେତ ଅନ୍ୟ ଜଣେ ଗିରଫ

ବେଙ୍ଗାଳୁରୁ (କେନ୍ୟୁଜ): ଉଚ୍ଚ ଶବ୍ଦରେ ସଙ୍ଗୀତ ବଜାଇବାକୁ ନେଇ ହତ୍ୟା । ବେଙ୍ଗାଳୁରୁରରେ ଗିରଫ ହେଲେ ଓଡ଼ିଆ ପୋଲିସ ଅଧିକାରୀଙ୍କ ଦୁଇ ପୁଅ ସମେତ ୩ ଜଣ ଗିରଫ । ସେମାନଙ୍କ ଭିତରେ ଅଛନ୍ତି ଭୁବନେଶ୍ୱର ସ୍ଥିତ ଷ୍ଟେଟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଡିଏସପି କେଶବ କୁମାର ସାମନ୍ତରାୟଙ୍କ ପୁଅ…

ସାମାନ୍ୟ ବଚସାରୁ ଉଗ୍ରରୂପ ; ପୁଅର କୁରାଢ଼ୀ ଚୋଟରେ ବାପାର ମୃତ୍ୟୁ

କରଞ୍ଜିଆ (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି। ପୁଅର କୁରାଢ଼ୀ ଚୋଟରେ ବାପା ମୃତ୍ୟୁ। ସାମାନ୍ୟ ମାଛ ଧରିବାକୁ ପୁଅ ନ ଯିବାରୁ ଏକ କୁରାଢ଼ୀ ଚୋଟର ପୁଅକୁ ଆକ୍ରମଣ କରିଥିଲା ବାପା। ବାପା ପୁଅକୁ ଆକ୍ରମଣ କରୁଥିବା ଦେଖି ବୋହୂ ମଧ୍ୟ ଛଡାଇବାକୁ ଯାଇ ଆହତ ହଇଥିବା ବେଳେ ପୁଅ ମଧ୍ୟ ଗୁରୁତର…

ସମ୍ପର୍କଠାରୁ ବଳିଗଲା ସମ୍ପତ୍ତି; ମା’ଙ୍କୁ ହତ୍ୟା ପରେ ମୃତଦେହକୁ ଚାଦରରେ ବାନ୍ଧି ମନ୍ଦିର ନିକଟରେ ଫିଙ୍ଗିଦେଲେ…

ନୂଆଦିଲ୍ଲୀ : ସଂପତ୍ତି ଲୋଭରେ ମାକୁ ମାରିଲା ପୁଅ । କେବଳ ମାରିଲା ନାହିଁ ହତ୍ୟା ପରେ ପୁଅ ଓ ବୋହୂ ମୃତ ଦେହକୁ ମନ୍ଦିର ନିକଟରେ ଫିଙ୍ଗି ଦେଇଆସିଲେ । ଉତ୍ତର ପ୍ରଦେଶର ବୁଲନ୍ଦସହର ଅଞ୍ଚଳର ଖୁର୍ଜା ନଗରରେ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ଏହି ଜଘନ୍ୟ କାମରେ ବୋହୂଙ୍କର ଭାଇ ମଧ୍ୟ…

ପୁଅ-ବୋହୂଙ୍କ ବିରୋଧରେ ବୃଦ୍ଧ ଦମ୍ପତି ଆଣିଲେ ଅଭିଯୋଗ, କହିଲେ: ବର୍ଷକ ମଧ୍ୟରେ ସନ୍ତାନ ଜନ୍ମ କର, ଏବେ କୋର୍ଟରେ ମାମଲା…

ଉତ୍ତରାଖଣ୍ଡର ଜଣେ ବୃଦ୍ଧ ଦମ୍ପତି ଯେଉଁମାନେ ନିଜର ପୁଅ-ବୋହୂଙ୍କ ବିରୋଧରେ ଏକ ମକଦ୍ଦମା ରୁଜୁ କରିଛନ୍ତି । ସେମାନେ କୋର୍ଟଙ୍କୁ ଦାବି କରିଛନ୍ତି ଯେ, ପୁଆର ପାଳନ ଓ ଅନ୍ୟ କାମରେ ଖର୍ଚ୍ଚ ହୋଇଥିବା ୫ କୋଟି ଟଙ୍କା ମିଳୁ । ନଚେତ ପୁଅ-ବୋହୂ ଏକ ବର୍ଷ ମଧ୍ୟରେ ସନ୍ତାନ ଜନ୍ମ କରନ୍ତୁ ।…

ବ୍ୟବସାୟରେ ଟଙ୍କା ପଇସାର ହିସାବ ଠିକରେ ଦେଇପାରିଲାନି ପୁଅ, ଜିଅନ୍ତା ଜାଳିଦେଲା ବାପା …

ନୂଆଦିଲ୍ଲୀ : କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟବସାୟୀ ବାପା ପୁଅ ସହିତ ଯୁକ୍ତିତର୍କ ପରେ ରାଗରେ ନିଆଁ ଜଳାଇ ହତ୍ୟା କରିଛି। ଭାଲମିକି ନାଗର ଅଞ୍ଚଳରେ ଏପ୍ରିଲ ୧ ର ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସ୍…

ମିଷ୍ଟର କଲଚର୍ ୱାର୍ଲ୍ଡ ଇଣ୍ଡିଆ ୨୦୨୨ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଲେ କୋରାପୁଟ ପୁଅ

(କେନ୍ୟୁଜ): ଦକ୍ଷତା ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ନିକଟରେ ଓଡିଶାର କୋରାପୁଟର ପୁଅ ଜିନାଥ କୁମାରଙ୍କୁ ମିଷ୍ଟର କଲଚର୍ ୱାର୍ଲ୍ଡ ଇଣ୍ଡିଆ ୨୦୨୨ ର ବିଜୟ ମୁକୁଟ ପିନ୍ଧାଇ ସାମ୍ନାନିତ କରାଯାଇଛି । ଜିନାଥଙ୍କ ବୟସ ୨୩ ବର୍ଷ, ସେ MBBS ର ଶେଷ ବର୍ଷର…

୫୩ ବର୍ଷ ବୟସରେ ମା’ କଲେ ପ୍ରେମ ବିବାହ, ଭାବବିହ୍ୱଳ ହୋଇ ଏମିତି କିଛି ପୋଷ୍ଟ କଲେ ପୁଅ

ମା’ଙ୍କ ବିବାହ କରାଇଲେ ପୁଅ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ। ଯେଉଁ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜିମିତ ଗାନ୍ଧୀ ନାମକ ଜଣେ ଯୁବକ ତାଙ୍କ ମା’ଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏକ ଭାବପ୍ରଣଣ ପୋଷ୍ଟ କରିଥିଲେ।…

ଜମିବାଡିକୁ କେନ୍ଦ୍ର କରି ବାପାକୁ ହତ୍ୟା କଲା ପୁଅ, ହତ୍ୟା ପରେ ମୃତଦେହକୁ ପୋତିବାକୁ ଚାଲିଥିଲା ଯୋଜନା

ଢେଙ୍କାନାଳ (କେନ୍ୟୁଜ): ବାପାକୁ ହତ୍ୟା କଲା ପୁଅ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତି କାଳିସାହି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।ହତ୍ୟା ପରେ ମୃତଦେହକୁ ପୋତି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣାସ୍ଥଳରେ ପହଁଞ୍ଚିଲା ଟାଉନ ଥାନା ପୋଲିସ। ଜାଗାବାଡ଼ି…

୪ ମାସ ପରେ ସାନ ପୁଅର ଫଟୋ ଶେୟାର କଲେ କରୀନା କପୁର

ଜନ୍ମର ୪ ମାସ ପରେ କରୀନା କପୁର ଖାନ ତାଙ୍କ ସାନ ପୁଅର ପ୍ରଥମ ଫଟୋ ଶେୟାର କରିଛନ୍ତି। ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ କରୀନା ତାଙ୍କ କ୍ୟୁଟ ପୁଅ ଜେହଙ୍କ ମଥାକୁ ଚୁମ୍ବନ ଦେଉଥିବା ନଜର ଆସୁଛି। ଫଟୋ ସାମ୍ବାଦିକ ମାନବ ମଙ୍ଗଲାନୀ ଏହି ଫଟୋ ନିଜ ଭେରିଫାଏଡ ଇନଷ୍ଟାଗ୍ରାମ…

ସହି ପାରିଲେନି ମଦୁଆ ପୁଅର ଉନ୍ମତ୍ତକାଣ୍ଡ, ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କଲେ ଜନ୍ମ କଲା ମା-ବାପା

ଗୋହାନା ସ୍ଥିତ ଗାଁ ବନଓ୍ଵାସାରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ସୂଚନା ମୁତାବକ ଉକ୍ତ ଗାଁରେ ଏକ ପରିବାରର ବାପା-ମାଆ ନିଜ ଜନ୍ମ କଲା ପୁଅ ପଓ୍ଵନ(୩୦)କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପଓ୍ଵନ ଉପରେ କରଜ ଥିବା ବେଳେ ସେ ମଦ୍ୟପାନ କରି ଘରେ…

ରାଜନୀତିକୁ ଆସିବେ ଜଟଣୀ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଙ୍କ ସାନ ପୁଅ, ବାପାଙ୍କଠାରୁ ମିଳିଲା ଗ୍ରୀନ…

କେନ୍ୟୁଜ୍(ବ୍ୟୁରୋ): ସୁରଙ୍କ ରାଜନୈତିକ ଉତ୍ତରାଧିକାରୀ ବଡ଼ପୁଅ ନୁହେଁ ସାନପୁଅ । ବଡ଼ପୁଅ ସିଦ୍ଧାର୍ଥଙ୍କ ଅପେକ୍ଷା ସାନପୁଅ ମନ୍ମଥଙ୍କ ଉପରେ ସୁରଙ୍କ ଅଧିକ ଭରସା । ଜଟଣୀ ବିଧାୟକ ସୁର ରାଉତରାୟଙ୍କ କମାଣ ସମ୍ଭାଳିବେ ପାଇଲଟ ପୁଅ । ରାଜନୀତିକୁ ଓହ୍ଲାଇଛନ୍ତି ସାନପୁଅ ମନ୍ମଥ । ବଡ ପୁଅ…

ଅମିତ ଶାହଙ୍କ ପୁଅ ଜୟ ଶାହ ହୋଇପାରନ୍ତି ବିସିସିଆଇ ଅଧ୍ୟକ୍ଷ

ଗୁଜୁରାଟ କ୍ରିକେଟ ସଂଘର ପୂର୍ବ ସଂଯୁକ୍ତ ସଚିବ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ଏକ ବଡ ଭୂମିକା ନିଭେଇ ପାରନ୍ତି ବୋଲି ଏକ ଚର୍ଚ୍ଚା ଜୋର ଧରିଛି । ଏହା ସହ  ବ୍ରୁଜେସ ପଟେଲ, ଭାରତୀୟ ଦଳର ପୂର୍ବ ଅଧିନାୟକ ସୌରଭ ଗାଙ୍ଗୁଲି, ଓ ଅନୁରାଗ ଠାକୁରଙ୍କ ଭାଇ ଅରୁଣ…