Browsing Tag

suicide

୩ ଛୁଆ ଓ ସ୍ତ୍ରୀକୁ ମାରିବା ପରେ ସ୍ବାମୀ କଲା ଆତ୍ମହତ୍ୟା, ସୁସାଇଡ୍ ନୋଟରେ ଲେଖିଲେ ଏମିତି କଥା

ରାଜଧାନୀ ଦିଲ୍ଲୀର ଗାଜିଆବାଦ ସ୍ଥିତ ମସୁରୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳାଇଦେଇଛି। ଏଠାରେ ଜଣେ ବ୍ୟକ୍ତି ନିଜ ତିନି ସନ୍ତାନ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ ମସୁରୀର…

ବଲାଙ୍ଗୀର: ରେଳ ଲାଇନରୁ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ

ବଲାଙ୍ଗୀର: ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ରେଳ ଲାଇନ ରୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର - ବରଗଡ଼ ରେଳ ଲାଇନ୍ ର ଭଟି ଗାଁ ଠାରେ ଏହି ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ବୟସ 60 ରୁ 65  ବର୍ଷ ହୋଇଥିବା ଅନୁମାନ କରାଯାଉଛି। ବଲାଙ୍ଗୀର ରେଳବାଇ ପୋଲିସ ଘଟଣା…

ଏଭଳି ପବଜୀ ନିଶା ଦେଖିନଥିବେ ଆପଣ ! ସ୍ବାମୀ ନମନିବାରୁ ପତ୍ନୀ କଲେ ଆତ୍ମହତ୍ୟା ଉଦ୍ୟମ

ଅହମଦାବାଦ : ଗୁଜରାତର ଅହମଦାବାଦ ସହରର କୃଷ୍ଣାନଗରରେ ବୁଧବାର ଦିନ ଜଣେ ମହିଳା ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ ଯାହାର କାରଣ ପବଜୀ ଗେମ୍ ବୋଲି ଜଣାପଡିଛି। ପୋଲିସ ବୟାନ ଅନୁଯାୟୀ, ହିରାବାଡି ଅଞ୍ଚଳର ଅଞ୍ଜନପାକର ସୋସାଇଟିର ନିବାସୀ ନିଲେଶ ପ୍ରଜାପତିଙ୍କ ପତ୍ନୀ ଆଶାବେନ୍ ତାଙ୍କ…

ଭାରତଠୁ ହାରିବା ପରେ ଭାଙ୍ଗି ପଡିଥିଲେ ପାକିସ୍ତାନ କୋଚ୍, ଚାହୁଁଥିଲେ ଆତ୍ମହତ୍ୟା କରିବାକୁ

ଜୁନ୍ ୧୬ ରେ ହୋଇଥିବା ମ୍ୟାଚରେ ଭାରତଠୁ ୮୯ ରନରେ ହାରିଥିଲା ପାକିସ୍ତାନ । ବିଶ୍ବକପରେ ଲଗାତାର ସପ୍ତମ ଥର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକକୁ ମାତ୍ ଦେଇଥିଲା ଟିମ୍ ଇଣ୍ଡିଆ । ଏଥିରେ ଏତେ ଭାଙ୍ଗି ପଡିଥିଲେ ପାକିସ୍ତାନର କୋଚ ଯେ ଆତ୍ମହତ୍ୟା କରିବା ପାଇଁ ଚାହିଁଥିଲେ । ଏକଥା ସ୍ବୀକାର…

ସୁବର୍ଣ୍ଣପୁର: ଚାକିରିରୁ ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୁବର୍ଣ୍ଣପୁର(କେନ୍ୟୁଜ୍): ଚାକିରିରୁ ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମାଣିକପୁର ଗାଁରେ। ଗୁରୁତର ଅବସ୍ଥାରେ ସଂପୃକ୍ତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଟିକଟକ୍ ଭିଡିଓ କରିବାକୁ ବାରଣ କଲେ ସ୍ବାମୀ, ଏମିତ ରିପ୍ଲାଇ ଦେଇ ସ୍ତ୍ରୀ କଲେ ଆତ୍ମହତ୍ୟା

ବର୍ତ୍ତମାନ ସମୟରେ ଛୁଆ ଠାରୁ ଆରମ୍ଭ କରି ପରିଣତ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏବେ ଟକଟକ୍ ମୋହରେ ପଡିଯାଇଛନ୍ତି । ଆଉ ଏଥିପାଇଁ ଟକଟକ୍ ବ୍ୟବହାର କାରୀମାନେ ଜୀବନ ଦେବାକୁ ମଧ୍ୟ ପଛାଉନାହାନ୍ତି। ଟିକିଏ ଲାଇକ ପାଇଁ ଦୁଃସାହାସିକ ଓ ଆତ୍ମଘାତି କାମ କରିବାକୁ ମଧ୍ୟ ପଛାଉନାହାନ୍ତି । କିଛି…

ପ୍ରଥମେ ନିଜର ନାବାଳିକା ଝିଅକୁ କଲେ ଦୁଷ୍କର୍ମ, ପରେ ଭୁଲ୍ ବୁଝିପାରି କଲେ ଆତ୍ମହତ୍ୟା

ପ୍ରଥମେ ନିଜର ୧୪ ବର୍ଷୀୟ ଝିଅକୁ ଦୁଷ୍କର୍ମ କଲେ । ପରେ ନିଜର ଭୁଲ୍ ବୁଝିପାରି କଲେ ଆତ୍ମହତ୍ୟା । ଘଟଣାଟି ହେଉଛି ଉତ୍ତରପ୍ରଦେଶର ପ୍ରତାପଗଡରେ । ମିଳିଥିବା ସୂଚନା ମୂତାବକ, କିଛି ଦିନ ତଳେ ନିଶାଗ୍ରସ୍ତ ଅବସ୍ଥାରେ ନିଜ ଝିଅକୁ ଜଙ୍ଗଲକୁ କାଠ ଆଣିବାକୁ ଡ଼ାକି ନେଇ ଦୁଷ୍କର୍ମ କରିଥିଲା…

ଡିପ୍ରେସନ୍ ଶିକାର ଜେଟ ଏୟାରୱେଜର କର୍ମଚାରୀ ଛାତରୁ ଡେଇଁ ଦେଲେ ଜୀବନ

ମୁମ୍ବାଇ : ଜେଟ ଏୟାରୱେଜର ଜଣେ ବରିଷ୍ଠ ଟେକ୍ନିସିୟାନ ମହାରାଷ୍ଟ୍ର ପାଲଘରରେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। କର୍ମଚାରୀ ଜଣଙ୍କ କ୍ୟାନ୍ସରରେ ପୀଡିତ ଥିବା ଜଣାପଡିଛି। ଘଟଣା ବିଷୟରେ ଶନିବାର ଦିନ ମିଡିଆକୁ ସୂଚନା ଦେଇଛି ପୋଲିସ। ସୂଚନା ଅନୁଯାୟୀ, ଜେଟ ଏୟାରୱେଜର କର୍ମଚାରୀ ଶୈଲେଶ…

ତେଲେଙ୍ଗାନାରେ ଇଣ୍ଟରମିଡିଏଟ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆତ୍ମହତ୍ୟା କଲେଣି ୧୯ ଛାତ୍ରଛାତ୍ରୀ

ହାଇଦ୍ରାବାଦ: ତେଲେଙ୍ଗାନାର ଇଣ୍ଟରମିଡିଏଟ୍ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପାଖାପାଖି ୧୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗତ କିଛି ବର୍ଷ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରୀକ୍ଷାରେ ବିଫଳ ହୋଇଥିବା ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା…

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ବଧୂ ହତ୍ୟା ଅଭିଯୋଗ

ବାରିପଦା(କେନ୍ୟୁଜ୍) : ବଧୂ ହତ୍ୟା ଅଭିଯୋଗ। ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଏଭଳି ଅଭିଯୋଗ ଆସିଛି ବାରିପଦା ଟାଉନ୍ ଥାନା ଦେଉଳିସାହିରୁ। ମୃତକଙ୍କ ନାଁ ଚୈତାଲି ବିନ୍ଧାଣୀ। ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକ କହୁଛନ୍ତି। ସେପଟେ ମୃତ ଚୈତାଲିଙ୍କ ବାପ ଘର…

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲରେ ମିଳିଲା ଛାତ୍ରଙ୍କ ମୃତ ଶରୀର

ଭୁବନେଶ୍ବର (କେନ୍ୟୁଜ୍) : ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ ନମ୍ବର ୨ ରେ ଜଣେ ଛାତ୍ରଙ୍କ ମ୍ରୁତ ଶରୀର ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରୁଛି ପୋଲିସ୍। ଘଟଣାକୁ ନେଇ କ୍ୟାମ୍ପସ ମଧ୍ୟରେ ଉତ୍ତେଜନା…

ରାଞ୍ଚିରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅର ଆତ୍ମହତ୍ୟା

ରାଞ୍ଚି : ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅର ଆତ୍ମହତ୍ୟା । ଅତିରିକ୍ତ ଡିଜି ତଦାସ ମିଶ୍ରଙ୍କ ପୁଅ ଅମିତେଶ ମିଶ୍ର ନିଜକୁ ଗୁଳି ମାରି ହତ୍ୟା କରିଛନ୍ତି। ବେଙ୍ଗାଳୁରୁ ଯିବା ପାଇଁ ସେ କାରରେ ଯାଉଥିବା ବେଳେ ବର୍ଡିଗାଡଙ୍କ ରିଭରଭଲ ଛଡ଼ାଇ ନେଇ ଗୁଳିମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ…