Browsing Tag

sundergarh

ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହେଲାଣି ସୁନ୍ଦରଗଡ଼, ମିଳିବ ୪ହଜାର ୮ଶହ କୋଟିର ପ୍ରକଳ୍ପ ଭେଟି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୬ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ। ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଶିଳାନ୍ୟାସ କରିବେ। ଏହା ସହ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୪ହଜାର ୮ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ମଧ୍ୟ…

ସୁନ୍ଦରଗଡ: କିରେଇ ଅଞ୍ଚଳରେ ଚାଞ୍ଚଲ୍ୟ, ଆମ୍ବିଏନ୍ସ ହୋଟେଲ ପଛପଟ ବିଲ ଭିତରୁ ମିଳିଲା କଟା ହାତ

ସୁନ୍ଦରଗଡ(କେନ୍ୟୁଜ୍): ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ଆମ୍ବିଏନ୍ସ ହୋଟେଲ ପଛପଟୁ ମିଳିଛି ଏକ କଟାହାତ। ତେବେ କଟା ହାତ କାହାର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏହି କଟା ହାତ କିରେଇ ଗ୍ରାମ ପଞ୍ଚାୟତର ଗ୍ରାମସାଥି ରମେଶ ସିଂଙ୍କର ବୋଲି ସନ୍ଦେହ କରାଯାଉଛି। ଗତକାଲି ରାତିରୁ…

ସୁନ୍ଦରଗଡ, ସେଲଫି ନେଉ ନେଉ ଗୋଡ଼ ଖସି ନିଖୋଜ ହେଲେ ୨୭ ବର୍ଷର ଯୁବତୀ

ସୁନ୍ଦରଗଡ଼ (କେ ନ୍ୟୁଜ୍‌) : ଖୁସିରେ ପିକ୍‌ନିକ୍‌ କରିବାକୁ ଗଲେ । ପରିବାର ସହ ଖୁବ୍‌ ମଜା ବି କଲେ । ହେଲେ ଶେଷରେ ଖୁସି ବଦଳିଗଲା ଦୁଃଖରେ । କାଳ ହେଲା ସେଲଫି ନେବା । ସୁନ୍ଦରଗଡ଼ ତଲସରା ଥାନା ଅନ୍ତର୍ଗତ ଇବ୍ ନଦୀର କନାକୁଣ୍ଡ୍‌ ନିକଟରେ ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ ଘଟିଛି । ଜଣେ…

ବାଇକ୍‌କୁ ପଛରୁ ପିଟିଲା କାର୍‌, ରାଜଗାଙ୍ଗପୁର ଲାଇଙ୍ଗ ନିକଟରେ ୨ ଜଣ ମୃତ

ସୁନ୍ଦରଗଡ଼ : ସଡ଼କ ଦୁର୍ଘଟଣା ନେଲା ୨ ଜଣଙ୍କ ଜୀବନ । ବିଜୁ ଏକ୍ସପ୍ରେସ େଓ୍ଵ ରାଜଗାଙ୍ଗପୁର ଥାନା ଲାଇଙ୍ଗ ନିକଟରେ କାର ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ରାଜଗାଙ୍ଗପୁର ପଟୁ ରାଉରକେଲାକୁ ଯାଉଥିବା ଏକ ଓ୍ଵାଗନର କାର ବାଇକ୍‌ ପଛପଟୁ ଧକ୍କା…

ସୁନ୍ଦରଗଡ: ପରମାସାହିରେ ପୁଣି ଏକ ଦନ୍ତାହାତୀ ମୃତଦେହ ଠାବ, କାରଣ ପାଉନି ବନବିଭାଗ

ସୁନ୍ଦରଗଡ: ବର୍ତ୍ତମାନ ଆମ ପୃଥିବୀରୁ ଜୀବଜନ୍ତୁଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ପ୍ରତିଦିନ କିଛି ନା କିଛି ଜୀବଜନ୍ତୁଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସୁଛି । ସରକାରଙ୍କ ଗୋପବନ୍ଧୁ ଯୋଜନା ସତ୍ତ୍ୱେ ମଧ୍ୟ ହାତୀମାନେ ଏବେବି ଅସୁରକ୍ଷିତ ଅଛନ୍ତି। ତେବେ ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ…

ରାଉରକେଲା: ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତରେ ଗାଧୋଇବା ବେଳେ ଅଘଟଣ, ଜଣେ ମୃତ ଓ ଜଣେ ନିଖୋଜ

ରାଉରକେଲା(କେନ୍ୟୁଜ୍): ସାଙ୍ଗମାନଙ୍କ ସହିତ ଜଳ ପ୍ରପାତକୁ ଜାଇ ମଜାମସ୍ତି କରିବା ୨ ଜଣ ଯୁବକଙ୍କୁ ମହଙ୍ଗା ପଡିଛି   । ସୁନ୍ଦରଗଡ ଜିଲ୍ଲା ବଣାଇ ଗୁରୁଣ୍ଡିଆର ସୋଲ ପଞ୍ଚାୟତର ବାଦଲ ଗିରିଜ ଜଳ ପ୍ରପାତରେ ଭସିଗଲେ ଦୁଇ ଯୁବକ  । ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ନିଖୋଜ ହେବା ସହିତ ଅନ୍ୟ ଜଣଙ୍କର…

ସୁନ୍ଦରଗଡ଼ କରୋନା ପଜିଟିଭ ସଂଖ୍ୟାକୁ ନେଇ ଉଠିଲା ବିବାଦ, ପୁନଃ ପରୀକ୍ଷା ପାଇଁ ପଠାଗଲା ୪୬ ଜଣଙ୍କ ରିପୋର୍ଟ

ସୁନ୍ଦରଗଡ଼: ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲାରେ ୫୬ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସୂଚନା ଦିଆଯାଇଥିଲା । ହେଲେ ଏହାକୁ ଉଠିଛି ନ୍ଦ୍ୱନ୍ଦ୍ୱ । ସେଥିମଧ୍ୟରୁ ୪୬ ଜଣଙ୍କ ମାମଲା ପୁଣି ସ୍ପଷ୍ଟ କରିବାକୁ ପଠାଯାଇଛି । ଆଜି ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କରୋନା ପଜିଟିଭ…

ଶୌଚ ହେବାକୁ ଯିବାବେଳେ ଦଳିଦେଲା ହାତୀ, ଚାଲିଗଲା ବୃଦ୍ଧାଙ୍କ ଜୀବନ

ସୁନ୍ଦରଗଡ(କେନ୍ଯୁଜ୍): ପୁଣି ଦେଖାଦେିଛି ହାତୀ ଆତଙ୍କ। ସୁନ୍ଦରଗଡ ହେମଗିର ଫରେଷ୍ଟ ରେଂଜ ଅନ୍ତର୍ଗତ କୋଡବାହାଲ କେନ୍ଦୁଡିହି ଗ୍ରାମ୍ଯ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ। ସୂଚନା ମୁତାବକ କେନ୍ଦୁଡିହି ଗ୍ରାମର ୭୭ ବର୍ଷିଆ ବୃଦ୍ଧା ମିନି ଉର୍ମାଲ ଆଜି ସକାଳା ପ୍ରାୟ ୫ଟା ସମୟରେ ଶୌଚ…

ପୁଣି ୧୩ କରୋନା ପଜିଟିଭ ଚିହ୍ନଟ, ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ପୁଣି ୧୩ କରୋନା ପଜିଟିଭ ଚିହ୍ନଟ। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର। ଏମାନେ ସମସ୍ତେ ମୁମ୍ବାଇ ଫେରନ୍ତା ଓ କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ପବନ ନିଖିଲ କଲ୍ୟାଣ ସୂଚନା ଦେଇଛନ୍ତି। ୧୩ ପଜିଟିଭ ମଧ୍ୟରୁ ୪ ଜଣ ରାଉଲକେଲା ଅଞ୍ଚଳର। ୮ଜଣ…

ଆସନ୍ତାକାଲି ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଭିନ୍ନ ପ୍ରକଳ୍ପର କରିବେ…

ସୁନ୍ଦରଗଡ(କେନ୍ୟୁଜ୍): ଆସନ୍ତାକାଲି ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପ୍ରାୟ ଏକ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ହୀରକ…

ଟଳିଲା ଦୁଃଖ, ସରଗଡିହି ଗାଁର ୬ ଭଉଣୀଙ୍କ ଆଖିର ଲୁହ ପୋଛି କିସରେ ଥଇଥାନ ପାଇଁ ସହାୟତାର ହାତ ବଢାଇଲେ ଡ. ଅଚ୍ୟୁତ…

ଭୁବନେଶ୍ୱର(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ୍‍ ସରସରାବଲାଙ୍ଗ ପଞ୍ଚାୟତ ଅନ୍ତର୍ଗତ ସରଗିଡ଼ିହି ଗ୍ରାମର ୬ ଅସହାୟା ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ୍‍ । ୫ବର୍ଷ ତଳେ ଗ୍ରାମର ମନବୋଧ କିଷାନଙ୍କ ମୃତ୍ୟୁ ଘଟିବାରୁ ତାଙ୍କର ୬ ଝିଅ ପିତୃହରା ହୋଇପଡ଼ିଥିଲେ । ବିଧବା…

ମୋବାଇଲ ଫୋନ୍‌ରେ କଥା ହେବା ହେଲା କାଳ, ଟ୍ରେନରୁ ଖସିପଡ଼ି କଟିଗଲା ଯୁବକଙ୍କ ହାତ ଓ ଭାଙ୍ଗିଲା ଗୋଡ

ସୁନ୍ଦରଗଡ(କେନ୍ୟୁଜ୍): ମୋବାଇଲ ଫୋନ୍‌ରେ କଥା ହେବା ହେଲା କାଳ। ଅସାବଧାନତା ଯୋଗୁ ଟ୍ରେନରୁ ଖସି ପଡ଼ିବାରୁ କଟିଗଲା ଯୁବକଙ୍କ ହାତ, ଭାଙ୍ଗିଲା ଗୋଡ। ସୁନ୍ଦରଗଡ଼ ଜିଲ୍ଲା କାଂଶବାହାଲ ରେଳ ଷ୍ଟେସନରେ ଏହି ଅଘଟଣ ଘଟିଛି। ଆହତ ଯୁବକ ହେଲେ ରାଜୁକୁମାର ଯାଦବ। ଯୁବକ ଜଣକ ସାନ୍ତ୍ରାଗାଚ୍ଛୀ…