Browsing Tag

superstition

ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା, ୨ ଅଭିଯୁକ୍ତ ଗିରଫ୍

ମୋହନା(କେନ୍ୟୁଜ୍):  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗପଟିମା ଗ୍ରାମରେ ଗୁଣି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ୍ କରିଛି । ଗତ ସୋମବାର ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗପଟିମା ଗ୍ରାମରେ ଗୁଣିକରି ଲୋକଙ୍କୁ ମାରୁଥିବା ସନ୍ଦେହରେ ପଟ୍ର ମଳିକ…

ଗୁଣି ସନ୍ଦେହରେ ପୁଣି ହତ୍ୟା, ଜଙ୍ଗଲରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର

ମୋହନା(କେନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଥାନା କର୍ଚ୍ଚବାଡି ପଞ୍ଚାୟତର ଗପଟିମା ଗ୍ରାମରେ ଗୁଣି କରୁଥିବା ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ବିବଛ ଭାବେ ହତ୍ୟା କରାଯାଇଛି। ଗ୍ରାମ ନିକଟସ୍ଥ କୁଡିମା ଜଙ୍ଗଲରୁ ଉଭୟଙ୍କ ମୃତ ଦେହ ଜବତ କରାଯାଇଛି। ରିପୋର୍ଟ ଅନୁଯାୟୀ ମୃତକ ସେହି ଗ୍ରାମର ପଟ୍ର…

ମୋହନା: ମିଳିଲା ଗୁଣି ସନ୍ଦେହରେ ହତ୍ୟା କରାଯାଇଥିବା ବୃଦ୍ଧଙ୍କ କଟା ମୁଣ୍ଡ, ଜଣେ ଗିରଫ

ମୋହନା(କେନ୍ୟୁଜ୍):  ମିଳିଲା ଗୁଣି ସନ୍ଦେହରେ  ହତ୍ୟା  କରାଯାଇଥିବା  ବୃଦ୍ଧଙ୍କ କଟା ମୁଣ୍ଡ। ଗତ ମଙ୍ଗଳବାର ଦିନ  ମୋହନା ଥାନା ସଉରା ସାହି ଗ୍ରାମ ଜଙ୍ଗଲ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିଲା।  ଆଜି  ମୋହନା ପୋଲିସ କଟା ମୁଣ୍ଡକୁ  ଉଦ୍ଧାର କରିବା  ସହ ଅଭିଯୁକ୍ତକୁ  ଗିରଫ କରିଛି।…

ଭୂତ ଛଡ଼ାଇବା ନାଁରେ ନାବାଳକକୁ ନିସ୍ତୁକ ମାଡ଼, ଅନ୍ଧବିଶ୍ୱାସରେ ଅନ୍ଧ ହୋଇ ଦୃଶ୍ୟର ମଜାନେଲେ ଲୋକେ

ବାଲେଶ୍ବର(କେନ୍ୟୁଜ୍):    ଭୂତ ଛଡ଼ାଇବା ନାଁରେ ନାବାଳକକୁ ନିସ୍ତୁକ ମାଡ଼। ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ରାଣୀଗୁଡ଼ା ଗାଁରେ ଅଭାବନୀୟ ଘଟଣା। । ନିରିହ ଛୁଆଟି ପାଟିରେ ଚପଲ ଧରି ଠିଆ ହୋଇଛି। ପାଖରେ ଗୁଣିଆ ଠିଆ ହୋଇ ମାଡ଼ ମାରୁଛି। ଏ ସମୟରେ ପାଖରେ ଠିଆ ହୋଇଛନ୍ତି ଗାଁ ଲୋକେ।…

କନ୍ଧମାଳ ବେତବାଡ଼ି ଗାଁରେ ଅଭାବନୀୟ ଘଟଣା, ପ୍ରସୂତିଙ୍କ ଚିକିତ୍ସା ପାଇଁ ଗୁଣିଗାରେଡ଼ିର ସାହାରା ନେଲେ ପରିବାର ଲୋକ

କନ୍ଧମାଳ : ପ୍ରସୂତିଙ୍କ ଚିକିତ୍ସା ପାଇଁ ଗୁଣିଗାରେଡ଼ିର ସାହାରା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ବେତବାଡ଼ି ଗାଁରେ। ତେବେ ଉପସ୍ଥିତ ଆଶାକର୍ମୀ ପ୍ରମିଳା ନାୟକଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ…

ବହୁଚର୍ଚ୍ଚିତ ଗୁଣୁପୁର ପୁଟାସିଂ ଗୁଣିଗାରେଡ଼ି ହତ୍ୟା ମାମଲା : ୯ ଜଣଙ୍କ ମୃତ୍ୟୁଦଣ୍ଡାଦେଶର ପୁନର୍ବିଚାର ପାଇଁ…

ଗୁଣୁପୁର (କେନ୍ୟୁଜ୍) : ବହୁଚର୍ଚ୍ଚିତ ଗୁଣୁପୁର ପୁଟାସିଂ ଗୁଣିଗାରେଡ଼ି ହତ୍ୟା ମାମଲାରେ ୯ ଜଣଙ୍କ ମୃତ୍ୟୁଦଣ୍ଡାଦେଶର ପୁନର୍ବିଚାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିବା ସହ ମାମଲାର ପୁନର୍ବିଚାର କରିବାକୁ ହାଇକୋର୍ଟ ଗୁଣୁପୁର ଏଡିଜେ କୋର୍ଟଙ୍କୁ ନିର୍ଦ୍ଦେଶ…

ଗଞ୍ଜାମ: ସଚେତନତା ପାଇଁ ଜିଲ୍ଲାପାଳଙ୍କ ବଡ ଘୋଷଣା, ଭୂତପ୍ରେତର ସନ୍ଧାନ ଦେଲେ ମିଳିବ ୫୦,୦୦୦ ଟଙ୍କା ପୁରସ୍କାର

ଗଞ୍ଜାମ(କେନ୍ୟୁଜ୍): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ଭୂତ , ପ୍ରେତ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ନେଇ ଜନ ସାଧାରଣଙ୍କ ମନରେ ଅନେକ ଆବେଗ ବଢୁଛି। ଯାହା ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତାରଖାନା ନଯାଇ ଗୁଣି ଗାରେଡ଼ି ପ୍ରତି ଆଗ୍ରହ ଦେଖାଉଛନ୍ତି  । ଏହା ସହ କାହାର ପାରିବାରିକ…

ଗୁଣି ଗାରେଡି ସନ୍ଦେହରେ ଛଅ ବୃଦ୍ଧଙ୍କ ଦାନ୍ତ ଭାଙ୍ଗି ସେମାନଙ୍କୁ ମଳମୂତ୍ର ପିଇବାକୁ କରାଗଲା ବାଧ୍ୟ

ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର କିଛି ଯୁବକ ଗୁଣି ଗାରେଡି ସନ୍ଦେହରେ ଛଅ ଜଣ ବୃଦ୍ଧଙ୍କ ଦାନ୍ତ ଭାଙ୍ଗି ଦେଇଛନ୍ତି। କେବଳ ଏତିିକି କରିନାହାନ୍ତି ଲୋକେ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଘରୁ ଜବରଦସ୍ତ ବାହାର ଆଣି ମଳମୂତ୍ର ପିଇବା ପାଇଁ ବାଧ୍ୟ କରିଛନ୍ତି। ପୋଲିସକୁ ଏହି…

ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳି ପାରୁନାହାନ୍ତି ଆଦିବାସୀ, ଗୁଣି ଗାରେଡ଼ିକୁ ଭରସା କରି ରୋଗୀକୁ ଡାକ୍ତରଖାନାରୁ…

ବାଂଶପାଳ (କେ ନ୍ୟୁଜ୍‌) : ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନାହାନ୍ତି ଆଦିବାସୀ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ପୁଣିଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତଳକାଦକଳା ପଞ୍ଚାୟତ ଉପରକାଦକଳା ଗାଁର ବନ୍ଦୁରୁ ମୁଣ୍ଡାଙ୍କ ପତ୍ନୀ ସୂର୍ଯ୍ୟମଣି ମୁଣ୍ଡାଙ୍କୁ ସପ୍ତାହ ତଳେ ଜ୍ୱର…

କଣ୍ଟାମାଳ: ଅନ୍ଧବିଶ୍ୱାସ କବଳରେ ମଣିଷ, ଗୁଣି ଗାରେଡି ଭୟରେ ଗାଁ ଛାଡୁଛନ୍ତି ଲୋକେ

ଆଧୁନିକତା ଉପରେ ଭାରି ପଡିଛି ଅନ୍ଧ ବିଶ୍ୱାସ । ଗୁଣିଗାରେଡି ଭୟରେ ଗାଁ ଜନଶୂନ୍ୟ ହୋଇଗଲାଣି । ଜୀବନ ବଞ୍ଚାଇବା ପାଇଁ ପୈତୃକ ଭିଟାମାଟି ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି ଗ୍ରାମବାସୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର କୁଲପଡା ଗାଁରେ ଘଟିଛି ଏହି ଘଟଣା।ଘରଦ୍ୱାର ଅଛି, ହେଲେ ଲୋକଙ୍କ…

ଅନ୍ଧବିଶ୍ବାସ : ମୃତ ଲୋକକୁ ଜୀବିତ କରିବାକୁ ଯାଇ ହସପିଟାଲରେ ଚାଲିଲା ଝଡାଫୁଙ୍କା

କଳାହାଣ୍ଡି (କେନ୍ୟୁଜ୍) : ଶବାଗାରରେ ଗୁଣିଆ। ମୃତ ଲୋକକୁ ବଞ୍ଚାଇବାକୁ ଚାଲିଛି ଝଡ଼ାଫୁଙ୍କା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ। ଏହାକୁ ନେଇ ହସ୍ପିଟାଲରେ ମୃତକଙ୍କ ପରିବାର ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି…

କେନ୍ଦୁଝର : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ

କେନ୍ଦୁଝର : ଗୁଣିଗାରେଡି ସନ୍ଦେହରେ ବୀଭତ୍ସକାଣ୍ଡ । କେନ୍ଦୁଝର ଜିଲ୍ଲା ସଦର ଥାନା ସେଣ୍ଡକାପ ଗାଁରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ଦୀନବନ୍ଧୁ ମୁଣ୍ଡା ବୋଲି ଜଣାପଡ଼ିଛି। ଦୀନବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ସଦର ଥାନାରେ ଆତ୍ମସମର୍ପଣ…