Browsing Tag

teacher

ମାତ୍ର ୮୯୬ ଟଙ୍କା ବ୍ୟୟରେ ପିଲାଙ୍କ ମନରୁ ଗଣିତ ଓ ବିଜ୍ଞାନର ଭୟ ବାହାର କଲେ ଏହି ଶିକ୍ଷକ, ଜାଣନ୍ତୁ କେମିତି

ସାଧାରଣତଃ ଗଣିତ, ବିଜ୍ଞାନ ପରି ବିଷୟ ମାନଙ୍କୁ ଛୋଟ ପିଲା ମାନେ ଏତେଟା ପସନ୍ଦ କରି ନଥାନ୍ତି । ଏବିଷୟ ନାଁ କହିଲା ମାତ୍ରେ ପିଲା ଭୟରେ ପଳେଇଯାନ୍ତି । କିନ୍ତୁ ହରିୟାଣା ରାଜ୍ୟ ହିସାର ଜିଲ୍ଲାର ଜଣେ ପ୍ରାଇମେରୀ ଶିକ୍ଷକ ଏହି ଦୁଇ ବିଷୟ ପଢ଼ାଇବା ପାଇଁ ଏକ ନୂଆ ଫର୍ମୁଲା ବାହାର କରିଛନ୍ତି ।…

ପଟ୍ଟାମୁଣ୍ଡାଇରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅଭିଭାବକଙ୍କ ବିରୋଧ, ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଟିକ୍‌ଟକ୍ ଭିଡିଓ…

ପଟ୍ଟାମୁଣ୍ଡାଇ: ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅଭିଭାବକଙ୍କ ବିରୋଧ। କ୍ଲାସରୁମରେ ଛାତ୍ରଛାତ୍ରୀଙ୍କୁ ଟିକଟକ ଭିଡିଓ ଦେଖାଇବା ସହ ନିଜେ ଗେମ୍‌ସ ଖେଳି ଭିଡିଓ ଦେଖିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏହାକୁ ବିରୋଧ କରାଯାଇଛି। ପଟ୍ଟାମୁଣ୍ଡାଇର କୂଳସାହି ଆଶ୍ରମ ବିଦ୍ୟାଳୟରୁ ଆସିଛି ଏଭଳି…

ଦଣ୍ଡ ମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ, ଶିକ୍ଷକ ଓ ପିଅନ ମିଶି ଭାଙ୍ଗିଦେଲେ ଛାତ୍ରଙ୍କ କାନ୍ଧାର ହାଡ଼

ଯାଜପୁର(କେନ୍ୟୁଜ୍):   ଶିକ୍ଷକ ଓ ପିଅନଙ୍କ ମାଡରେ ଛାତ୍ର ଗୁରୁତର। ତାଙ୍କର କାନ୍ଧର ହାଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ବନ୍ଧଗାଁ ସ୍ଥିତ ଳାଙ୍ଗୁଳା ବାବା ଉଚ୍ଚ ବିଦ୍ୟାଳୟରୁ ଆସିଛି ଏହି ଅଭିଯୋଗ। ଦଶମ ଶ୍ରେଣୀର ଛାତ୍ର ଓ ଜଣେ ଛାତ୍ରୀଙ୍କ ମଧ୍ୟରେ ଏକ ବହି…

ବାଲେଶ୍ୱର: ବାଲିଆପାଳରେ ଶିକ୍ଷୟିତ୍ରୀଙ୍କ ଅସଦାଚରଣ ଅଭିଯୋଗ ଘଟଣା, ବଦଳିଲେ ପ୍ରଧାନଶିକ୍ଷକ

ବାଲେଶ୍ୱର (କେନ୍ୟୁଜ୍): ବାଲିଆପାଳରେ ଶିକ୍ଷୟିତ୍ରୀଙ୍କ ଅସଦାଚରଣ ଅଭିଯୋଗ ଘଟଣାରେ ବଦଳିଲେ ପ୍ରଧାନଶିକ୍ଷକ। ପ୍ରଧାନ ଶିକ୍ଷକ ରତିକାନ୍ତ ଜେନାଙ୍କ ସହ ଅନ୍ୟ ୨ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯାଇଛି। ତେବେ ବିଦ୍ୟାଳୟରେ ସୁସ୍ଥ ବାତାବରଣ ପାଇଁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀଙ୍କୁ ମଧ୍ୟ ବଦଳି…

ଭାରତର ରାଜନୀତିକୁ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରକୃତ ରାଜନୈତିକ ଗୁରୁ

ଆମ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଏ ବା ନ ଜାଣେ । ଖାଲି ଭାରତରେ ନୁହେଁ ସମଗ୍ର ପୃଥିବୀରେ ଜଣେ ଦକ୍ଷ ନେତା ଭାବେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଲେଣି । ୧୯୫୦ ମସିହା ସେପ୍ଟେମ୍ବର ମାସ ୧୭ ତାରିଖରେ ଜନ୍ମ ହୋଇଥିବା ପ୍ରିୟ ପ୍ରଧାନ ମନ୍ତ୍ରୀ ମୋଦି ନିଜ…

ଭରାନଦୀ ପାର ହୋଇ ସ୍କୁଲରେ ପହଞ୍ଚିଲେ ଶିକ୍ଷୟିତ୍ରୀ, ସୃଷ୍ଟି କଲେ କର୍ତ୍ତବ୍ୟବୋଧର ଅନନ୍ୟ ଉଦାହରଣ

ଢେଙ୍କାନାଳ (କେନ୍ୟୁଜ୍): ଭରା ନଦୀ ପାର ହୋଇ ପାଠ ପଢ଼ାଇବାକୁ ଯାଉଛନ୍ତି ଶିକ୍ଷୟିତ୍ରୀ। ନିଜ ଜୀବନକୁ ବାଜି ଲଗାଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ଘଟଣା ହେଉଛି ଢ଼େଙ୍କାନାଳ ଜିଲ୍ଲାର। ମହାନଦୀର ଶାଖା ନଦୀ ସାପୁଆ ନଦୀ ପାର ହୋଇ ଏହି ଶିକ୍ଷୟିତ୍ରୀ ସ୍କୁଲକୁ ପାଠ…

ନାଉଗାଁ: ଶିକ୍ଷକଙ୍କ ନିଲମ୍ବନ ଆଦେଶକୁ ବିରୋଧ, ପ୍ରତିବାଦରେ ଜଗରାଜପୁର ସ୍କୁଲ ଗେଟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଶିକ୍ଷକଙ୍କ ନିଲମ୍ବନ ଆଦେଶକୁ ବିରୋଧ କରି ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଳା ନାଉଗାଁ ବ୍ଳକ ଜଗରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ…

ବାଲେଶ୍ୱର : ସ୍କୁଲରେ ରକ୍ତପାତ, ଛାତ୍ରଛାତ୍ରୀଙ୍କ ଆଗରେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର (କେନ୍ୟୁଜ୍‌) : ସ୍କୁଲକୁ ଯିବା ସମୟରେ ମୁହଁ ରେ କପଡା ବାନ୍ଧି ସ୍କୁଲ୍ ଗେଟ୍ ସମ୍ମୁଖରେ ଶିକ୍ଷକ କୁ ହାଣି ଦେଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ପ୍ରଥମେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର…

ଚତୁର ଶିକ୍ଷକ, ଜାଲ୍‌ ସାର୍ଟିଫିକେଟ୍‌ ଦେଇ ହାତେଇଛନ୍ତି ସରକାରୀ ଚାକିରି

ଜାଲ୍‌ ସାର୍ଟିଫିକେଟ୍‌ ଦେଇ ହାତେଇଛନ୍ତି ସରକାରୀ ଚାକିରି । ଶିକ୍ଷା ସହାୟକରୁ ଏବେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ଦୀର୍ଘ ୧୨ ବର୍ଷ ହେବ ଜାଲ୍‌ ସାର୍ଟିଫିକେଟ୍‌ରେ କରିଆସୁଛନ୍ତି ଶିକ୍ଷକତା । ଶିକ୍ଷକଙ୍କ ଏଭଳି ଚଞ୍ଚକତାର ଗୁମର ପଦାରେ ପଡ଼ିଛି । ମୟୂରଭଞ୍ଜ ଡି. ନୂଆଗାଁ ପ୍ରକଳ୍ପ ପ୍ରାଥମିକ…

ବୃକ୍ଷପ୍ରେମୀ ଶିକ୍ଷକଙ୍କ ନିଆରା ଉଦ୍ୟମ, ଲୋକଙ୍କୁ ବାଣ୍ଟିଲେ ଦୁଇଶହ ଚାରା ଗଛ

ବର୍ତ୍ତମାନ ସମୟରେ ବୃକ୍ଷର କ୍ଷୟ ସମସ୍ତ ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସରକାରୀ ଓ ବେସରକାରୀସ୍ତରରେ ଏହି ବୃକ୍ଷ ବୃଦ୍ଧି ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଏଭଳି ସ୍ଥିତିରେ ଜଣେ ଶିକ୍ଷକଙ୍କ ବୃକ୍ଷପ୍ରିତି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ, ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ମାଲକାନଗିରି : ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ। ମାଲକାନଗିରି ଜିଲ୍ଲା ମୋଟୁ ଥାନାର ଏମପିଭି-୮୧ ଗାଁରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ପାଠ ପଢାଇବା ନାଁରେ ଜଣେ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଘରକୁ ଡାକି ଦୁଇଦିନ ଧରି ଦୁଷ୍କର୍ମ…

ଶିକ୍ଷାର ମାନ ବଢାଇବା ପାଇଁ ନିଆରା ଉଦ୍ୟମ, ଫୁଲ ଗଛ ବିକି ଅତିଥି ଶିକ୍ଷକଙ୍କ ଦରମା ଦିଏ ଏହି ସ୍କୁଲ

ଦେଶରେ ଶିକ୍ଷା ବ୍ୟବସ୍ଥା ସୁଦୃଢ କରିବାକୁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏବେ ବି ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି। କର୍ଣ୍ଣାଟକର ବଣ୍ଟଓ୍ଵାଲ ଓଜାଲା ଗାଁରେ ରହିଛି ଏକ ପ୍ରାଥମିକ ସରକାରୀ ବିଦ୍ୟାଳୟ। ସ୍କୁଲରେ ଅଛନ୍ତି ମାତ୍ର ୨ଜଣ ଶିକ୍ଷକ ।…