Browsing Tag

telengana

ବାପା ସାମ୍ନାରେ ଝିଅକୁ ଅପହରଣ ମାମଲାରେ ନୂଆ ମୋଡ଼ : ଅପହରଣକାରୀକୁ ବିବାହ କଲେ ଯୁବତୀ, ଭିଡିଓ କରି ବାପାଙ୍କୁ କଲେ…

ତେଲେଙ୍ଗାନାର ରାଜନ୍ନା ସିରସିଲା ଜିଲ୍ଲାରେ ୧୮ ବର୍ଷୀୟ ଯୁବତୀଙ୍କ ଅପହରଣ ମାମଲାରେ ନୂଆ ମୋଡ଼ ସାମ୍ନାକୁ ଆସିଛି। ଅପହରଣ ହୋଇଥିବା ଯୁବତୀ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଅପହରଣକାରୀକୁ ବିବାହ କରିଛନ୍ତି ଅପହରଣ ହୋଇଥିବା ଯୁବତୀ । ଭିଡିଓ କରି ବାପାଙ୍କୁ…

ଗୁମ୍ଫା ଭିତରେ ଦୀର୍ଘ ୫୫ ଘଣ୍ଟା ଧରି ଫସି ରହିଲେ ଶିକାରୀ; ଜେସିବି ସାହାଯ୍ୟରେ ପଥର ଫଟାଇ ଉଦ୍ଧାର କଲା ପୋଲିସ

ଗୁମ୍ଫାରେ ୫୫ ଘଣ୍ଟା। ଦୀର୍ଘ ୫୫ ଘଣ୍ଟା ଧରି ଗୁମ୍ଫା ଭିତରେ ଫସି ରହିଥିବା ଜଣେ ଶିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେଲେଙ୍ଗାନା କାମାରେଡ୍ଡୀ ଜିଲ୍ଲାର ରାମାରେଡ୍ଡୀ ମଣ୍ଡଳ ଜଙ୍ଗଲରେ ରାଜୁ ନାମକ ଶିକାରୀ ଫସି ରହିଥିଲେ। ମଙ୍ଗଳବାର ଦିନ ଶିକାର କରିବାକୁ ଯାଇଥିଲେ ରାଜୁ। ଅନ୍ୟ…

ପ୍ରଭୁ ବଜରଙ୍ଗବଲୀ ବିବାହିତ, ତେଲେଙ୍ଗାନାରେ ଥିବା ଏହି ମନ୍ଦିର ହେଉଛି ଏହାର ମୁକସାକ୍ଷୀ

ଭଗବାନ ବଜରଙ୍ଗବଲୀ ବ୍ରହ୍ମଚାରୀ ବୋଲି ଆମେ ଜାଣିଛେ । କିନ୍ତୁ ଭାରତର ତେଲେଙ୍ଗାନାରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ବଜରଙ୍ଗବଲି ବିବାହିତ ଭାବେ ନିଜ ସାଥିଙ୍କ ସହ ପୂଜା ପାଉଛନ୍ତି। ଏହି ମନ୍ଦିର ହୁନମାନ ବିବାହିତ ହେବାର ପ୍ରମାଣ ଦିଏ। ତେଲେଙ୍ଗାନାରେ ପ୍ରଚଳିତ ମାନ୍ୟତା ଅନୁଯାୟୀ…

ବାପାଙ୍କ କାର ନେଇ ଘରୁ ଚାଲିଆସିଲା ନାବାଳକ: ଫୁଟପାଥରେ ବସିଥିବା ଶ୍ରମିକଙ୍କ ଉପରେ ଚଢାଇଦେଲା, ୪ ମୃତ

ତେଲେଙ୍ଗାନାରେ ଜଣେ ନାବାଳକ ଘରୁ ବାପାଙ୍କ କାର ନେଇ ଫୁଟପାଥରେ ବସିଥିବା ମହିଳା ଶ୍ରମିକଙ୍କ ଉପରେ ଚଢାଇଦେଇଥିଲା। ଫଳରେ ଘଟଣା ସ୍ଥଳରେ ୪ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।…

ଆମ ଭୋଟ୍‌ର କଣ କିଛି ଦାମ୍‌ ନାହିଁ, ତାଙ୍କୁ ଦଉଛ ଆମକୁ କାହିଁକି ଦଉନ ? ଉପନିର୍ବାଚନ ପୂର୍ବରୁ ଲୋକଙ୍କ ନାରା

ହାଇଦ୍ରାବାଦ : ସତରେ ଆଜ୍ଞା, ଆମ ଦେଶ ବେଶ୍‌ ପ୍ରଗତି କଲାଣି । ବିଭିନ୍ନ କ୍ଷେତ୍ରରେ ଯେତେବେଳେ ଆଗେଇ ଚାଲିଛି ସେଠି ଭୋଟ୍‌ଦାତା ବି କିଛି ନୂଆ କରିବା ମତଲବରେ ରହିଛନ୍ତି । ତେଣୁ ଏମିତି କିଛି କରିଛନ୍ତି ଯାହା ଆଜି ଚର୍ଚ୍ଚାର ବିଷୟ ପାଲଟିଛି । ଆଗରୁ ଭୋଟ୍‌ ପାଇବା ପାଇଁ ନେତାମାନେ ଲୁଚା…

ଭଗବାନ ଶିବଙ୍କ ଅଲୌକିକ “ରାମପ୍ପା ମନ୍ଦିର”କୁ ବିଶ୍ୱସ୍ତରରେ କରାଗଲା ସ୍ଥାନିତ, ପ୍ରଧାନମନ୍ତ୍ରୀ ଦେଲେ…

ଭାରତ କଳା ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଦେଶ। ଏଠାରେ ଅନେକ ମନ୍ଦିର ଏମିତି ରହିଛି ଯାହାର ନିର୍ମାଣରେ ଅନେକ ବର୍ଷ ଲାଗିଯାଇଛି। ପୂର୍ବ କାଳରେ ନିର୍ମିତ ହୋଇଥିବା ଅନେକ ମନ୍ଦିରରେ ହିନ୍ଦୁ ଧର୍ମର ସଂସ୍କୃତି ତଥା ପ୍ରଚୀନ କିର୍ତ୍ତୀରାଜି ରହିଥିବାର ଦେଖିବାକୁ ମିଳେ । ତେବେ ଏହି ସମସ୍ତ…

ସଂକ୍ରମଣ କମିବାରୁ ଆଜିଠୁ ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍‌

କେନ୍ୟୁଜ୍(ବ୍ୟୁରୋ):  ଆଜିଠୁ ତେଲେଙ୍ଗାନାରୁ ହଟିଲା ସମ୍ପୂର୍ଣ୍ଣ ଲକଡାଉନ୍‌ । ରାଜ୍ୟରେ କରୋନା ସଂକ୍ରମଣ କମିବାରୁ ସରକାର ସମସ୍ତ କଟକଣା ହଟାଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନେତୃତ୍ୱରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୋମବାର ଠାରୁ…

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ ମୃତକଙ୍କ ମଧ୍ୟରୁ ୬ ଓଡିଆ ଶ୍ରମିକ

ତେଲେଙ୍ଗାନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିରେ ୭ ଜଣଙ୍କ ପ୍ରାଣହାନି ଘଟିଛି। ଏହି ୭ ଜଣ ମୃତକଙ୍କ ମଧ୍ୟରୁ ୬ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ଓଡ଼ିଶାର ୬ ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ଘର ବଲାଙ୍ଗୀର ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ଘର ନବରଙ୍ଗପୁର। ଅନ୍ୟଜଣେ ଛତିଶଗଡ଼ ବାସିନ୍ଦା ବୋଲି…

ନିଜର ନ ଥିଲା ପିଲାଛୁଆ, ପୁତୁରାକୁ ଜୀବନଠୁ ବଳି ଭଲ ପାଉଥିଲା ଦାଦା, ହେଲେ ରାଗ ରଖି ସେହି ପୁତୁରାକୁ ହିଁ ଶେଷ କରିଦେଲା…

ତେଲେଙ୍ଗାନାର ହାଇଦ୍ରାବାଦରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ୩ ବର୍ଷର ଛୁଆକୁ ଛାତରୁ ତଳକୁ ଫିଙ୍ଗି ହତ୍ୟା କରିଛନ୍ତି। ମହିଳା ଜଣକ ଏଭଳି କାଣ୍ଡ କରିବା ପଛରେ ଯାହା କାରଣ ରହିଛି, ଆପଣ ଜାଣିଲେ ହତ୍‌ବାକ ହୋଇଯିବେ। ଖବର ରହିଛି କି, ମହିଳାଙ୍କ ସ୍ୱାମୀ…

ତେଲେଙ୍ଗାନାରେ ଫ୍ୟାନମାନେ ତିଆରି କଲେ ସୋନୁ ସୁଦଙ୍କ ମନ୍ଦିର, ପାରମ୍ପରିକ ପୋଷାକ ପିନ୍ଧି ଏମିତି କୃତଜ୍ଞତା ଜଣାଇଲେ…

କରୋନା ମହାମାରୀ ଲକଡାଉନ ସମୟରେ ଗରିବ, ଖଟିଖିଆ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ଭଗବାନ ହୋଇ ଛିଡ଼ା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ ଆଜି 'ରିୟଲ ଲାଇଫ ହିରୋ' ପାଲଟିଯାଇଛନ୍ତି। ଏବେ ତେଲେଙ୍ଗାନାରେ ତାଙ୍କ ଫ୍ୟାନମାନେ ତାଙ୍କୁ କୃତଜ୍ଞତା ଜଣାଇ ତାଙ୍କର ଏକ ମନ୍ଦିର ନିର୍ମାଣ କରିଛନ୍ତି।…

ତେଲେଙ୍ଗାନା ପାୱାର ଷ୍ଟେସନରେ ଲାଗିଲା ଭୟଙ୍କର ନିଆଁ , ୯ କର୍ମଚାରୀ ମୃତ

ତେଲେଙ୍ଗାନା: ତେଲେଙ୍ଗାନାର ଶ୍ରୀଶୈଳ ସ୍ଥିତ ଟିଏସ ଜେଙ୍କ ପାୱାର ଷ୍ଟେସନ ପ୍ଲାଣ୍ଟରେ ନିଆଁ ଲାଗିବା କାରଣରୁ ସେଠାରେ ଫସି ରହିଥିବା ୯ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଉଦ୍ଧାରକାରୀ ଦଳଙ୍କୁ ମୃତ କର୍ମଚାରୀ ମାନଙ୍କ ଶବ ମିଳିଛି । ଯେବେକି ଏହି ଦଳ ୧୦ ଜଣ କର୍ମଚାରୀଙ୍କ ଜୀବନ ବଞ୍ଚାଇବାରେ…

କରୋନା ଭୟରେ ଶବକୁ ଛୁଇଁଲେନି ପରିବାର ଲୋକ, ସେମିତି ବାହାରେ ପଡ଼ିରହିଲା ଦୁଇ ଦୁଇଟି ମୃତଦେହ

କରୋନା ଭାଇରସ୍‌ର ସଂକ୍ରମଣ ଭୟ ଲୋକଙ୍କ ମନରେ ଏତେ ବଢ଼ିଯାଇଛି ଯେ ଲୋକମାନେ ନିଜ ପରିଜନଙ୍କୁ ଅନ୍ତିମ ସଂସ୍କାର କରିବାକୁ ବି ଡରୁଛନ୍ତି। ଏଭଳି ଏକ ମାମଲା ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ତେଲେଙ୍ଗାନାର ସଙ୍ଗାରେଡ୍ଡିରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ଉଭୟ…