ଟେକ୍ସାସ୍ ଓ ମିସିସିପିରେ ଭୟଙ୍କର ଝଡ଼; ପବନରେ ଉଡ଼ିଲା ଘରର ଛାତ ଓ ଗାଡ଼ି, ୨ ମୃତ
ଆମେରିକାର ଟେକ୍ସାସ୍ ଓ ମିସିସିପିରେ ଭୟଙ୍କର ଝଡ଼ ସୃଷ୍ଟି ହୋଇଛି । ଶନିବାର ଗୋଟିଏ ପରେ ଗୋଟିଏ ଝଡ଼ରେ ଅନେକ ଗାଡ଼ି ଏବଂ ଘରର ଛାତ ଉଡ଼ିଯାଇଛି । ବହୁ ସଂଖ୍ୟକ ଗଛ ଓ ପୋଲ ଏଥିରେ କ୍ଷତିଗ୍ରସ୍ତ ହୋଇଛି । ଏହି ଘୂର୍ଣ୍ଣିଝଡ଼ରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।
ଝଡ଼ର…