Browsing Tag

tiger terror

ସାବଧାନ! ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ସହ ଅନ୍ତର୍ବାଟିଆ ଅଞ୍ଚଳରେ ବୁଲୁଛି ବାଘ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ଭଞ୍ଜବିହାର କ୍ୟାମ୍ପସ ସହ ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା ଚର୍ଚ୍ଚା ପରେ ବନବିଭାଗର ପଦକ୍ଷେପ। ବନବିଭାଗର ଏକ ଟିମ୍‌ ପହଂଚି ପାଟ୍ରୋଲିଂ ଆରମ୍ଭ କରିଛନ୍ତି । ରାତିରେ ସାବଧାନ ହୋଇ ଚଳପ୍ରଚଳ କରିବାକୁ କୁହାଯାଇଛି । ଏହାସହ ଭୟଭୀତ ନହେବାକୁ…

ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଧଅଁରାଭଟା ଗାଁରେ ଚିତାବାଘ ଆତଙ୍କ, ଗୁହାଳରେ ପଶି ବଳଦକୁ ଟାଣି ନେଇ ଖାଇଦେଲା!

ନୂଆପଡା(କେନ୍ୟୁଜ୍): ନୂଆପଡା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଧଅଁରାଭଟା ଗାଁରେ ଚିତାବାଘ ଆତଙ୍କ ଦେଖାଦେଇଛି। ଗତ ଶୁକ୍ରବାର ଦିନ ରାତିରେ ଚିତାବାଘ ଧଅଁରାଭଟା ଗାଁର ଭୋକ ଜଗତଙ୍କ ଗୁହାଳରେ ପଶି ଗୋଟିଏ ବଳଦକୁ ଟାଣି ନେଇ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି। କୋମନା ବନବିଭାଗର ଏକ ଟିମ୍‌…

ଦ୍ବାରଶୁଣୀ ଘାଟିରେ ବାଘ ବୁଲୁଥିବାର ଭିଡିଓ ଗୁଜବ, ସ୍ପଷ୍ଟ କଲା ବନ ବିଭାଗ

ବାରିପଦା: ବାଙ୍ଗିରିପୋଷି ବ୍ଲକ୍‌ ଦ୍ବାରଶୁଣୀ ଘାଟିର ପ୍ରଥମ ବାଙ୍କରେ ମହାବଳ ବାଘ । ବାଘ ବୁଲୁଥିବା ଦାବି କରି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିଲା। ଭିଡିଓରେ ବାଘଟି ରାସ୍ତା ଉପରେ ବୁଲୁଥିବା ସହ,  ଜଙ୍ଗଲ ଭିତରକୁ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଏହା ଏକ ଗୁଜବ…

୫ଟି ଛେଳିକୁ ଉଠାଇ ନେଲା ବାଘ ! କେନ୍ଦୁଝର କରଦାଙ୍ଗି ଗାଁରେ ଆତଙ୍କ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କରଦାଙ୍ଗି ଗାଁରେ ବାଘ ଆତଙ୍କ । ଗାଁ ନିକଟ ପାହାଡରୁ ୫ଟି ଛେଳିକୁ ବାଘ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଖବରପାଇ ବନବିଭାଗ ପହଞ୍ଚି ତଦନ୍ତ ଚଳାଇଛି । କରଦାଙ୍ଗି ଗାଁର ସୁରେଶ ପାତ୍ର ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କର ୫ଟି…

ନୂଆପଡ଼ା ତରବୋଡ଼ରେ ବୁଲୁଛନ୍ତି ୨ କଲରାପତରିଆ ବାଘ ଛୁଆ, ଲୋକେ ଆତଙ୍କିତ

ନୂଆପଡ଼ା(କେନ୍ଯୁଜ୍): ନୂଆପଡ଼ା ଜିଲ୍ଲା ତରବୋଡ଼ ତୃଣବିହନ ଉତ୍ପାଦନ କେନ୍ଦ୍ର ପରିସରରେ ବାଘ ଆତଙ୍କ । ତରବୋଡ ଅଞ୍ଚଳର ବିଭିନ୍ନ ଜଙ୍ଗଲର ତଳି ଅଞ୍ଚଳରେ ୨ କଲରାପତରିଆ ବାଘ ଛୁଆ ବୁଲୁଥିବା ଦେଖାଯାଇଛି । ବାଘକୁ ନେଇ ତରବୋଡ ଅଂଚଳର ଲୋକମାନେ ଏବେ ଆତଙ୍କିତ ହୋଇପଡିଛନ୍ତି । ଏପରିକି ତୃଣବିହନ…

ନନ୍ଦନକାନନରେ ବାଘ ଆତଙ୍କ! ଖାଇବାକୁ ଦେବାବେଳେ ଜାଲି ଛିଣ୍ଡାଇ ପଳାଇଲା

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ବାଘ ଆତଙ୍କ! ନନ୍ଦନକାନନ ସଫାରୀରେ ଥିବା ବାଘ ସୂରଜକୁ ଖାଇବାକୁ ଦେବାବେଳେ ସଫାରୀରୁ ଜାଲି ଛିଣ୍ଡାଇ ପଳାଇଥିଲା ।  ତେବେ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ସଫାରୀ ଭିତରେ ବାଘର ସନ୍ଧାନ ମିଳିଥିବା ନେଇ ସୂଚନା ମିଳିଛି। ଅନ୍ଯପଟେ ଏବେ ବାଘ ସୂରଜ…

ଜଙ୍ଗଲରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ ପରେ ବି ପତ୍ତା ପାଉନି ବନବିଭାଗ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ପାଟଣା ବ୍ଲକ କୁମୁଳାବାହାଳି ଜଙ୍ଗଲରେ ମହାବଳ ବାଘ ବୁଲିବା ଘଟଣା । ଭିଡିଓ ଭାଇରାଲ ପରେ ବାଘର ପତ୍ତା ପାଉନି ବନବିଭାଗ । କୁମୁଳାବାହାଳି ଜଙ୍ଗଲରେ ବାଘ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଦେଖିବା ପରେ ଅଞ୍ଚଳରେ ଲୋକ ଆତଙ୍କିତ…

ମାହାଙ୍ଗାରେ ହେଟା ବାଘ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ମାହାଙ୍ଗା(କେନ୍ଯୁଜ୍): କଟକ ଜିଲ୍ଲା ମାହାଙ୍ଗାରେ ହେଟା ବାଘ ଆତଙ୍କ । ମୂଳବସ୍ତନ୍ତ୍‌ ପଞ୍ଚାୟତ ବ୍ରାହ୍ମଣ ସାହି ଶ୍ମଶାନ ନିକଟରେ ହେଟା ବାଘ ବୁଲୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ବଇରୀ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । ଗତ ୧୦ ହେବ ମାହାଙ୍ଗା…

ମାହାଙ୍ଗା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ହେଟା ବାଘ ଆତଙ୍କ, କାବୁ କରିବାରେ ବନବିଭାଗ ବିଫଳ

ମାହାଙ୍ଗା (କେନ୍ଯୁଜ୍): ହେଟା ବାଘ ଆତଙ୍କ । ବାଘକୁ କାବୁ କରିବାରେ ବନବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ଗତ କିଛି ଦିନ ହେବ ଏହି ହେଟା ବାଘ ଆତଙ୍କ ସୃଷ୍ଟି କରିଛି । କୁହୁଣ୍ଡା, ମୂଳବସନ୍ତ, ମଧୁପୁର, ବାସୁଦେବପୁର,…

ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜରେ ବାଘ ଆତଙ୍କ, ଏକ ବଳଦକୁ ଖାଇ ଦେଇଥିବାର ଭିଜୁଆଲ୍ ଭାଇରାଲ୍

ବାଲିଗୁଡ଼ା: ବଳଦକୁ ଖାଇଦେଲା ବାଘ। ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜରେ ବାଘ ଆତଙ୍କ। ଗୁମା ନର୍ଥ ଡିଭିଏଫ୍‌ ଜଙ୍ଗଲରେ ଚରିବାକୁ ଯାଇଥିବା ଏକ ବଳଦକୁ ବାଘ ଖାଇ ଦେଇଥିବା ଭିଜୁଆଲ୍‌ ଆସିଛି। ଗୁମ୍ମା ଅଞ୍ଚଳର ସୁରେଶ୍ୱର ମଳିକଙ୍କ ବଳଦଟି ଗତକାଲିଠୁ ଚରିବାକୁ ଯାଇ ଆଉ ଫେରିନଥିଲା। ଖୋଜାଖୋଜି…

ନୂଆପଡ଼ାରେ ପୁଣି ବାଘ ଆତଙ୍କ, ସନ୍ଧ୍ୟା ହେଲେ ପଡୁଛି ତାଟି କବାଟ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଖରିଆର ରୋଡ ରେଞ୍ଜ ହଳଦୀ ଗାଁରେ ଦେଖାଦେଇଛି ବାଘ। ଆଜି ସକାଳେ ଗାଁ ନିକଟ ସାରଦା ମନ୍ଦିର ଚଟାଣରେ ଦୁଇଟି ବାଘକୁ ଗାଁ ଲୋକେ ଦେଖି ଭୟଭୀତ ହୋଇପଡିଛନ୍ତି । ଗତକାଲି ସଂଧ୍ୟାରେ ମଧ୍ୟ ମନ୍ଦିର ଚଟାଣରେ ବାଘ ଦେଖାଦେଇଥିଲେ। ବାଘ ଭୟରେ…

ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଆତଙ୍କ, ବାଘ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ !

ନୂଆପଡ଼ା : ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଚିତାବାଘ ଆତଙ୍କ। ବାଘ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସକାଳେ ଗାଁର ଜଣେ ମହିଳା କାଜୁ ବଗିଚାକୁ ଯାଇଥିଲେ। ତେବେ ସେ ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା…