Browsing Tag

TOP INTERNATIONAL NEWS

ଗ୍ରାମୀ ପୁରସ୍କାର ବିଜେତା ନାଓମି ଜୁଡ୍‌ଙ୍କ ନିଧନ; ଦୀର୍ଘ ଦିନ ଧରି ମାନସିକ ରୋଗରେ ଥିଲେ ପୀଡ଼ିତ

୫ ଥର ଗ୍ରାମୀ ପୁରସ୍କାର ଜିତିଥିବା କିମ୍ବଦନ୍ତୀ ସିଙ୍ଗର ନାଓମି ଜୁଡ୍‌ଙ୍କ ଶନିବାର ୭୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ମାନସିକ ରୋଗରେ ପୀଡିତ ଥିଲେ। ନାଓମିଙ୍କ ଝିଅ ଏଶଲେ ଜୁଡ୍‌ ସୋସିଆଲ ମିଡିଆରେ ଏ ନେଇ ନିଶ୍ଚିତ କରିଛନ୍ତି। ଟ୍ଵିଟ୍‌ କରି ସେ ଲେଖିଛନ୍ତି, ‘ଆଜି ଆମ ଭଉଣୀମାନଙ୍କ ପାଇଁ…

ହିଟ୍ ୱେଭ୍ ଚେତାବନୀ: ବୈଜ୍ଞାନିକ କହିଲେ ଭାରତ-ପାକିସ୍ତାନ ଆଡକୁ ଆସୁଛି ବଡ ବିପଦ

ଏବେ ତାତିରେ ଜଳୁଛି ସାରା ଦେଶ । ଆମ ରାଜ୍ୟ ଓଡ଼ିଶା ବି ଏଥିରୁ ବାଦ୍‌ ପଡ଼ିନି । ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଛି । କେଉଁଠି ୩୯ରୁ ୪୦ତ ଆଉ କେଉଁଠି ୪୩ରୁ ୪୪ ଡିଗ୍ରୀ ରହୁଛି । ଯାହା ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଖରା ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି…

ଚନ୍ଦ୍ର ଉପରେ ମିଶାଇଲ ମାଡ଼ କରିବାକୁ ଚାହୁଁଥିଲା ଆମେରିକା, କ’ଣ ଥିଲା ଏହାର ପ୍ରକୃତ ଉଦ୍ଦେଶ୍ୟ ?

ଅନେକ ଶକ୍ତିଶାଳୀ ଦେଶ ମଧ୍ୟରେ ସାମିଲ ହୋଇଛି ଆମେରିକା। ଏମିତିକି ଚାଇନା ଓ ଋଷ ପରେ ଏହି ଦେଶ ସବୁ କ୍ଷେତ୍ରରେ ନିଜକୁ ବଳଶାଳୀ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରିଛି। ଯାହା ପାଇଁ ସେ ଅନେକ ସମୟରେ ଅନେକ ପରୀକ୍ଷା ନିରୀକ୍ଷା କରିଛି। ଆପଣ ହୁଏତ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମେରିକା କେବେ…

ଟ୍ରେଡ଼ ଡିଲ ସେଲିବ୍ରେସନ ପାଇଁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ମୋଦିଙ୍କ ପାଇଁ ତିଆରି କଲେ ଗୁଆ ଘିଅ…

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ତାଙ୍କର ନୂଆ ଇନଷ୍ଟାଗ୍ରାମ ଆଇଡିରେ ନିଜେ ରୋଷେଇ କରି ଫଟୋ ସେୟାର କରିଛନ୍ତି। ତାହା ପୁଣି ନିଜ ପାଇଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସେ ନିଜେ ମୋଦିଙ୍କ ପସନ୍ଦ ଗୁଆ ଘିଅ ଖେଚୁଡ଼ି ରୋଷେଇ କରିଛନ୍ତି। ଯାହା ତାଙ୍କ ଭାରତୀୟ ଖାଦ୍ୟ ପାଇଁ…

କରୋନାର XE ଭାରିଆଣ୍ଟକୁ ନେଇ WHO ର ଚେତାବନୀ: ଜାଣନ୍ତୁ ଏହାର ଲକ୍ଷଣ ଓ ଏହା କେତେ ଖତରନାକ୍

ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ ବିଶ୍ବରେ କରୋନାର ପ୍ରକୋପ କମୁଥିବା ବେଳେ କେବଳ ଚୀନରେ ହିଁ ଏହା ଏବେ ଅଧିକ ବ୍ୟାପିବାରେ ଲାଗିଛି। ଚୀନକୁ ଛାଡ଼ି ଅନ୍ୟ ଦେଶ ଗୁଡିକରେ କିଛି ମାତ୍ରାରେ ଏହି ମହାମାରୀର ସଂକ୍ରମଣ କମିଛି। କିନ୍ତୁ ମୁମ୍ବାଇରେ ଦେଖା ଯାଇଥିବା ଆଉ ଏକ କରୋନା ଭାରିଆଣ୍ଟ ହେଉଛି XE…

ବୁଚାରେ ଋଷ କମାଣ୍ଡରର ହିଂସାତ୍ମକ ନିର୍ଦ୍ଦେଶ: କହିଲେ ୫୦ ବର୍ଷରୁ କମ୍ ଲୋକଙ୍କୁ ହତ୍ୟା କର

ଗଣମାଧ୍ୟମ ରିପୋର୍ଟରେ ଋଷ ସେନାକୁ ୟୁକ୍ରେନ ନରସଂହାର ପାଇଁ ଦୋଷୀ କୁହାଯାଉଛି। କାରଣ ୟୁକ୍ରେନର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ପ୍ରକୃତ ଅପରାଧୀ ଥିଲେ ଋଷ ସାମରିକ। ଏମିତିକି ଋଷ ସେନା କମାଣ୍ଡର ନିଜର ସେନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଯେ ପଚାଶ ବର୍ଷରୁ କମ୍ ବୟସର ପୁରୁଷମାନଙ୍କୁ…

WHO ର ନୂଆ ରିପୋର୍ଟ: ୯୯ ପ୍ରତିଶତ ନିଶ୍ୱାସରେ ନେଉଛନ୍ତି ପ୍ରଦୂଷିତ ବାୟୁ, ଯାହା ବଢ଼ାଉଛି ରୋଗ

ବିଗତ ୩ ବର୍ଷ ହେବ କରୋନା ଭାଇରସ କବଳରେ ବିଶ୍ବବାସୀ। କିନ୍ତୁ ବର୍ତ୍ତମାନ ଏହି ମହାମାରୀର ପ୍ରକୋପ କମିବାରେ ଲାଗିଛି। ୟାରି ମଧ୍ୟରେ ୱାର୍ଲ୍ଡ୍ ହେଲ୍ଥ ଅର୍ଗାନାଇଜେସନ (WHO) ଅନ୍ୟ ଏକ ଚିନ୍ତାଜନକ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରାୟ ୯୯ ପ୍ରତିଶତ ଲୋକ ନୂଆ…

କରୋନା ଠାରୁ ବଞ୍ଚିବା ପାଇଁ ଚୀନ୍ ର ହାଇଟେକ୍ ଜୁଗାଡ, ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ସାରା ବିଶ୍ବରେ କୋଭିଡ୍ ଦିନେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। କିନ୍ତୁ ବର୍ତ୍ତମାନ ଏହି ମହାମାରୀ ଅବସ୍ଥା ନିୟନ୍ତ୍ରଣକୁ ଆସିଛି। ହେଲେ ଅନ୍ୟ ସବୁ ଦେଶ ଗୁଡିକରେ ଏହି ମହାମାରୀ ଅବସ୍ଥା ସୁଧୁରିବା ସ୍ଥିତିକୁ ଆସୁଥିବା ବେଳେ ଚୀନ୍ ରେ ପୁଣି ଏହାର ବଡ଼ ପ୍ରକୋପ ଦେଖିବାକୁ ମିଳିଛି। ଏହା…

ଆସିଲା ବିଶ୍ୱ ସୁଖୀ ରାଷ୍ଟ୍ର ରିପୋର୍ଟ ୨୦୨୨: ଫିନଲ୍ୟାଣ୍ଡ ଲଗାତାର ପଞ୍ଚମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ଦେଶ ଥିବା…

ଜଣ ଗଣନା ପରି ପ୍ରାୟ ସବୁ ବର୍ଷ ପ୍ରତ୍ୟେକ ଦେଶ ବିଷୟରେ ମଧ୍ୟ ରିପୋର୍ଟ ପ୍ରସ୍ତୁତ କରାଯାଏ। ଖାସ କରି ବିଶ୍ୱର କେଉଁ ରାଷ୍ଟ୍ର ସବୁଠାରୁ ଶୁଖି ଓ କେଉଁ ରାଷ୍ଟ୍ର ସବୁଠାରୁ ଦୁଃଖୀ, ସେହି ବିଷୟରେ ରିସର୍ଚ୍ଚ କରାଯାଇ ସଠିକ୍ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ବର୍ତ୍ତମାନ ମଧ୍ୟ ୨୦୨୨ ରେ ଏହାର…

ଅଟୋ ପ୍ଲାଣ୍ଟକୁ ରାଷ୍ଟ୍ରୀୟକରଣ କରିବା ପାଇଁ ଋଷ ଦେଲା ଧମକ, ଜାଣନ୍ତୁ କାରଣ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଥମୁନି । ଦିନ ଗଡୁଛି ଲଢ଼େଇ ବି ବଢୁଛି । ତା ସହିତ ବଢୁଛି ରୁଷ୍‌ ଉପରେ ବିଭିନ୍ନ ଦେଶର କଟକଣା । ରୁଷିଆରେ ବ୍ୟବସାୟ କରୁଥିବା ବିଭିନ୍ନ କମ୍ପାନୀ ମଧ୍ୟ ନିଜ କାରବାର ବନ୍ଦ କରିଛନ୍ତି । ହେଲେ ଏସବୁ ନିଷ୍ପତ୍ତି ରୁଷିଆକୁ ଆହୁରି କ୍ରୋଧିତ କରିଛି । ତେଣୁ ଧମକ ଦେଇଛି…

ଚୀନରେ ନୂଆ ଭାଇରସ ଆଶଙ୍କାରେ ପୁଣି ଥରେ ଲକଡାଉନ

ଚୀନରେ ପୁଣିଥରେ ନୂଆ ଭାଇରସ ର ପ୍ରକୋପ ଦେଖିବାକୁ ମିଳିଛି। ନୂଆ ଭାଇରସ ଡରରେ କରୋନା ପରେ ଏବେ ଚାଇନାର ଚାଙ୍ଗଚୁନ ସହରର ଉତ୍ତର ପୂର୍ବ ଶିଳ୍ପାୟନ କେନ୍ଦ୍ରରେ ପୁର୍ନବାର ଲକ୍ ଡାଉନ୍ ଘୋଷଣା କରାଯାଇଛି। ଚାଇନାର ଏହି ଚାଙ୍ଗଚୁନ ସହରରେ ପ୍ରାୟ ୯୦ ଲକ୍ଷ ଜନସାଧାରଣ ବସବାସ କରନ୍ତି। ନୂଆ ଭାଇରସ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଝିଅ ଆସିଫାଙ୍କ ସହ ଧକ୍କା ହେଲା ଡ୍ରୋନ୍

ପାକିସ୍ତାନର ପୂର୍ବତନ ବେନଜିର ଭୁଟ୍ଟୋଙ୍କ ଝିଅ ଆସିଫାଙ୍କ ସହ ଡ୍ରୋନ୍ ଦୁର୍ଘଟଣା ଘଟିଛି। ଏହା ପୁଣି ହଠାତ୍ ହୋଇଥିଲା, ଏହି ଦୁର୍ଘଟଣାରେ ଆସିଫା ସାମାନ୍ୟ ଆହତ ହୋଇଛନ୍ତି। ଭିଡିଓରେ ସେ କରତାଳି ଦେଉଥିବାର ନଜର ଆସିଛନ୍ତି ଏବଂ ହଠାତ୍ ଡ୍ରୋନ୍ ତାଙ୍କ ମୁହଁକୁ ଧକ୍କା ଦେଇଛି। ତାଙ୍କର ଏହି…