Browsing Tag

traffic rule

ସାବଧାନ୍ ହୋଇଯାଆନ୍ତୁ ! ରାଜ୍ୟରେ ପୁଣି ଥରେ କଡାକଡ଼ି ହେବ ଟ୍ରାଫିକ, ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପୁଣି ଥରେ ଟ୍ରାଫିକ ନିୟମ କଡାକଡ଼ି ହେବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲକ୍‌ ଡାଉନ ହଟିବା ପରେ ରାଜ୍ୟରେ ହେଲମେଟ୍‌ ଚେକିଂ, ଦ୍ରୁତ ଗତିରେ ଗାଡ଼ି ଚାଳନା ଉପରେ ଯାଞ୍ଚକୁ ଗୁରୁତ୍ୱ ଦିଆଯିବ। କାରଣ ଏହି…

ଚାଳକଙ୍କୁ ଆଶ୍ବସ୍ତି: ଏବେ ବାଇକ୍‌ରେ ଯାଇପାରିବେ ଦୁଇଜଣ

ଭୁବନେଶ୍ବର : ଏବେ ବାଇକ୍‌ରେ ଦୁଇଜଣ ଯାଇପାରିବେ। ଏନେଇ କିଛି ଟ୍ବିଟ୍‌ର ଉତ୍ତର ଦେଇ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସ୍ପଷ୍ଟ କରିଛନ୍ତି। ତାଲାବନ୍ଦ କଟକଣା‌ରେ ବାଇକ୍‌ରେ ଦୁଇଜଣଙ୍କୁ ବାରଣ କରାଯାଇଥିଲା। ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। ଏହାକୁ ନେଇ…

ସୁଧୁରୁ ନାହାନ୍ତି ଗାଡି ଚାଳକ, ଦୁଇ ଦିନରେ ରାଜ୍ୟରେ କୋଟିଏ ୬୪ ଲକ୍ଷ ଟଙ୍କାର ଜରିମାନା ଆଦାୟ

କେନ୍ୟୁଜ ବ୍ୟୁରୋ: ରାଜ୍ୟରେ ସଂଶୋଧିତ ଆଇନ କଡ଼ାକଡ଼ି ଲାଗୁ ସହ ଚାଲିଛି ଜୋରଦାର ଧରପଗଡ଼ । ଖିଲାପକାରୀଙ୍କ ଉପରେ ଜରିମାନା ଲାଗୁ ହେଉଛି । ସମ୍ବଲପୁରରେ ଅଟୋ ଉପରେ ୩୦ ହଜାର ୫ଶହ ଟଙ୍କା ଫାଇନ । ଟ୍ରାଫିକ ନିୟମର ଉଲ୍ଲଂଘନ ପାଇଁ ମୋଟା ଅଙ୍କର ଜରିମାନା ଲାଗୁ ହୋଇଛି । ଯାତ୍ରୀବାହୀ ଅଟୋରେ ମାଲ…

ଫୁଟପାଥରେ ଗାଡି ଚଲାଇ ଯାଉଥିବା ଲୋକଙ୍କୁ ଉଚିତ ଶିକ୍ଷା ଦେଉଛନ୍ତି ପୁନେର ଏହି ବୟସ୍କା ମହିଳା, ଦେଖନ୍ତୁ ଏହି ଭିଡ଼ିଓ

ଦେଶର ଅଧିକାଂଶ ସହରରେ ଦୁଇ ଚକିଆ ବାହନ ଚାଳକଙ୍କ ଦ୍ୱାରା ଫୁଟପାଥର ଦୁରୂପଯୋଗ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି କାରଣ ଯୋଗୁଁ ଅନେକ ସମୟରେ ପାଦ ଚଲା ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ସମସ୍ୟା ଠାରୁ ଲୋକଙ୍କୁ ସୁରକ୍ଷା ଦେବା ଏବଂ ଟ୍ରାଫିକ୍‌ ନିୟମ ନମାନି ଫୁଟପାଥରେ ବାଇକ…

ପୁଣି ୩ ମାସ କୋହଳ ହେଲା ଟ୍ରାଫିକ୍ କଟକଣା, ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ପୁଣି ଟ୍ରାଫିକ କଟକଣା ଡେଡଲାଇନ୍‌ ବଢ଼ିଲା । ଆଉ ତିନି ମାସ କୋହଳ ସମୟସୀମା ବୃଦ୍ଧି । ଏନେଇ ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପୂର୍ବରୁ ଦିଆଯାଇଥିବା ୩ ମାସର କୋହଳ ସୀମା ଡିସେମ୍ବର ୧ ତାରିଖରେ ପୂରୁଥିଲା । ହେଲେ ଆବଶ୍ୟକ ଗାଡ଼ି କଗାଜପତ୍ର ପାଇଁ ବିଭିନ୍ନ ଆରଟିଓ…

ମଦୁଆ ଗାଡ଼ି ଚାଳକଙ୍କ ଉପରେ ପୋଲିସର କଡ଼ା ନଜର, କେନ୍ଦୁଝର ଜିଲ୍ଲାରେ ୨୬ ଜଣ ମଦୁଆ ଡ୍ରାଇଭର ଗିରଫ

କେନ୍ଦୁଝର (କେ ନ୍ୟୁଜ): ସଂଶୋଧିତ ମୋଟର ଯାନ ଆଇନ ପରେ ମଦୁଆ ଗାଡ଼ି ଚାଳକଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । ରାଜ୍ୟର ୧୪ଟି ଟୋଲ ଗେଟ ସମେତ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି । ମଦ ପିଇଥିବା ସନ୍ଦେହ ଆସିଲେ ଗାଡ଼ି ଚାଳକଙ୍କୁ ବ୍ରେଥ ଆନାଲାଇଜରରେ ଟେଷ୍ଟ କରାଯାଉଛି । ଏଥିସହ ମଦୁଆ…

ସମ୍ବଲପୁର: ଆଇନ ଆଖିରେ ଧୂଳି,  ଟ୍ରାଫିକ୍‌ ଫାଇନରୁ ବର୍ତ୍ତିବା ପାଇଁ ତିଆରି ହୋଇଛି ବେଆଇନ ହ୍ଵାଟସପ୍‌ ଗ୍ରୁପ୍‌

ସମ୍ବଲପୁର (କେନ୍ୟୁଜ୍) : ନୂଆ ମୋଟର ଯାନ ଆଇନ ଲାଗୁ ପରେ କଡ଼ାକଡ଼ି ହୋଇଛି ନିୟମ । ଟ୍ରାଫିକ୍‌ ନିୟମ ଉଂଲ୍ଲଘନକାରୀଙ୍କ ଉପରେ ଲାଗୁଛି କଡ଼ା ଫାଇନ୍‌ । ହେଲେ ଏଥିରୁ ବର୍ତ୍ତିବା ପାଇଁ ସମ୍ବଲପୁରର କିଛି ଯୁବକ ତିଆରି କରିଛନ୍ତି ଏକ ବେଆଇନ ହ୍ଵାଟସପ୍‌ ଗ୍ରୁପ୍‌ । ଯାହାର ନା ରହିଛି ଟ୍ରାଫିକ୍‌…

ବାଲେଶ୍ୱର: ଗୋଟିଏ ବାଇକରେ ତିନିଜଣ ପୋଲିସ କର୍ମଚାରୀ, ଭିଡିଓ ଭାଇରାଲ ହେବା ପରେ ଜୋର ଧରିଛି ଚର୍ଚ୍ଚା

ବାଲେଶ୍ୱର(କେନ୍ୟୁଜ୍): ନୂଆ ମୋଟର ଯାନ ଆଇନ ଲାଗୁ ହେବ ପରଠାରୁ ଲୋକଙ୍କ ମନରେ ଛନକା। ଖାଲି ସାଧାରଣ ଲୋକେ ନିୟମର ଉଲ୍ଲଙ୍ଘନ କରିନାହାନ୍ତି, ବହୁ ସମୟରେ ପୋଲିସ ମଧ୍ୟ ନିୟମ ଭାଙ୍ଗୁଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ବାଲେଶ୍ୱର ଏଡିଏମ ଛକ ନିକଟରେ ଦେଖିବାକୁ ମିଳିଛି। ଗତକାଲି ରାତିରେ…

ଟ୍ରାଫିକର ଆଉ ଏକ ନିୟମ, ଚପଲ ପିନ୍ଧି ଗାଡି ଚଳାନ୍ତୁ ନାହିଁ ନଚେତ ଜରିମାନା ସହ ଭୋଗିବେ ଜେଲଦଣ୍ଡ

୧ ସେପ୍ଟେମ୍ବରରୁ ସାରାଦେଶରେ ଲାଗୁ ହୋଇଛି ନୂଆ ମୋଟର ଭେଇକିଲ ଆକ୍ଟ ୨୦୧୯। ଏହି ନିୟମ ଲାଗୁ ହେବା ପରେ ସାରା ଦେଶରେ ଟ୍ରଫିକ ନିୟମକୁ ନେଇ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ଟ୍ରାଫିକ୍ ନିୟମ ଉଲଂଘନ କରୁଥିବା ବାହାନ ଚାଳକଙ୍କୁ ବହୁ ପରିମାଣରେ ଜରିମାନା ଦେବାକୁ ପଡୁଛି। ଏହା ଦ୍ବାରା ଲୋକଙ୍କ…

ଟ୍ରାଫିକ ନିୟମରେ କିଛି ନିୟମ ହେଲା କୋହଳ ଓ କିଛି ରହିଲା ଅପରିବର୍ତ୍ତିତ, ଜାଣନ୍ତୁ ସବିଶେଷ

ଟ୍ରାଫିକରେ କିଛି ନିୟମ କୋହଳ ହୋଇଥିବା ବେଳେ କିଛି ନିୟମ ଆଦୌ କୋହଳ ହେବ ନାହିଁ । ବିନା ହେଲ୍‌ମେଟରେ ଗାଡ଼ି ଚଳାଇଲେ ୧୦୦୦ ଟଙ୍କା ଜରିମାନା ସହ ୩ ମାସ ଲାଇସେନ୍ସ ରଦ୍ଦ ହେବ । ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା…

ଲୋକ ଥରେ ନିୟମ ମାନିବା ଆରମ୍ଭ କଲେ ଆଉ ଜରିମାନା କରିବା ଆବଶ୍ୟକ ପଡ଼ିବ ନାହିଁ: ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

କଡ଼ା ଟ୍ରାଫିକ୍‌ ନିୟମ ଆରୋହୀଙ୍କୁ ନୟାନ୍ତ କଲାଣି। ଜରିମାନା ପରିମାଣକୁ ନେଇ ମଧ୍ୟ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ତେବେ ଜରିମାନା ଆଦାୟ ଉଦ୍ଦେଶ୍ୟରେ ମୋଟର ଭେହିକିଲ ଆଇନ୍‌ରେ ସଂଶୋଧନ କରାଯାଇ ନାହିଁ। ଲୋକେ ଆଇନ ଉଲଂଘନ ନକରନ୍ତୁ, ଏଥିପାଇଁ ଆଇନ୍‌ରେ ସଂଶୋଧନ କରାଯାଇଛି ବୋଲି କହିଛନ୍ତି…

ଭୁବନେଶ୍ୱର: ମିଳୁନି ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌, ଅଟୋଚାଳକମାନଙ୍କ ରାସ୍ତା ରୋକ

ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍‌ ପାଇଁ ରାସ୍ତା ରୋକ । ଭୁବନେଶ୍ୱର-ପୁରୀ ବାଇପାସ୍‌ ରୋଡରେ ଅଟୋଚାଳକମାନେ ବହୁ ଘଣ୍ଟା ଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହାସହ ପ୍ରଶ୍ନ କରିଛନ୍ତି, ପଲ୍ୟୁସନ ଅଣ୍ଡର କନଟ୍ରୋଲ ସାର୍ଟିଫିକେଟ୍‌ ଆମେ କେଉଁଠୁ ପାଇବୁ। ଏନେଇ ସେମାନଙ୍କୁ…