Below header
Browsing Tag

train

ଭଙ୍ଗା ଟ୍ରାକ ଦେଖିବା ପରେ ଟ୍ରେନ ଆଗରେ ମହିଳା ଦେଖାଇଲେ ପିନ୍ଧାଲୁଗା, ଅଟକିଲା ଟ୍ରେନ, ଅଟକିଲା ଦୁର୍ଘଟଣା

ଉପସ୍ଥିତ ବୁଦ୍ଧି ଓ ଶୀଘ୍ର ପଦକ୍ଷେପ ଯୋଗୁଁ ଉତ୍ତର ପ୍ରଦେଶରେ ଏକ ବଡ ଦୁର୍ଘଟଣାକୁ ରୋକାଯାଇପାରିଛି । ଆଉ ବଡକଥା କଣ ଜାଣନ୍ତି ଏହାକୁ ଅଟକାଇପାରିଛନ୍ତି ଜଣେ ମହିଳା । ବୟସ୍କା ମହିଳା ଜଣକ ଟ୍ରାକରେ ଏକ ଫାଟ ଦେଖିବା ପରେ ନିଜର ନାଲି ପିନ୍ଧା ଶାଢୀ ଦ୍ୱାରା ଟ୍ରେନ ରୋକିବାକୁ ସଂକେତ ଦେଇଥିଲେ ।…

କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

ଭୁବନେଶ୍ୱର : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରାମ ନବମୀଠାରୁ ପୁଣି ଗଡ଼ିବ।ଏହି ଟ୍ରେନ ଚଳାଚଳ କଲେ ଅନୁଗୁଳ, ତାଳଚେର ଓ ସମ୍ବଲପୁର ଯାତାୟାତ କରିବା ସହଜ ହୋଇଯିବ। ପୁରୀ, ଭୁବନେଶ୍ୱର…

ନୂଆ ରୂପରେ ଚାଲିବ ଏହି ଟ୍ରେନ, ଦରକାର ନାହିଁ ଇନ୍ଧନ ଆପେ ଆପେ ଚାର୍ଜ ହେବ

ଦର୍ଶକବନ୍ଧୁ ବିଜ୍ଞାନ ଦିନକୁ ଦିନ କେତେ ଅଗ୍ରଗତି କରୁଛି ଏ ପ୍ରଶ୍ନ ଆଉ ପଚାରିବାର ଆବଶ୍ୟକତା ନାହିଁ । କାରଣ ଏହାର ଉତ୍ତର ପ୍ରତ୍ୟେକ ଦିନ ଆପଣଙ୍କୁ ମିଳିଯାଉଥିବ । ଯେତେବେଳେ ସ୍ମାର୍ଟ ଯୁଗରେ ସ୍ମାର୍ଟ ୱେରେ ଆପଣଙ୍କ କାମ ହୋଇଯାଉଥିବ । ବିଭିନ୍ନ ଅସମ୍ଭବ କଥା ବି ଏବେ ସମ୍ଭବ ଲାଗିଲାଣି…

ହାଇସ୍ପିଡ଼ରେ ଆସୁଥିବା ଟ୍ରେନ ଆଗକୁ ମହିଳାଙ୍କୁ ଠେଲିଦେଲେ, ଏହା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଟ୍ରେନ ଷ୍ଟେସନ ହେଉ ଅବା ମେଟ୍ରୋ, ସବୁବେଳେ ଟ୍ରାକ ଆଗରେ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖି ସମସ୍ତେ ଭୟଭୀତ ହୋଇଯାଉଛନ୍ତି। ଟ୍ରାକ ଆଗକୁ କେଉଁ ଛୋଟ ପିଲା ଗଲାଣି ତ କାହାକୁ କିଏ ଟ୍ରେନ ଆଗକୁ ଠେଲି ଦେଲାଣି। ଏମିତିବି ଜୀବନ ବଞ୍ଚାଇବାର ଖବର ମଧ୍ୟ ଖୁବ ଭାଇରାଲ ହେଉଛି। ତେବେ ଆଜି ଯେଉଁ…

ରେଲୱେ ଟ୍ରାକରେ ଠିଆ ହୋଇଥିଲା ଗାଈ: ଧକ୍କା ଦେଲା ଟ୍ରେନ୍, ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

ସୋସିଆଲ ମିଡିଆରେ ଆମେ ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡିଓ ଦେଖିବାକୁ ପାଇଥାଉ। କେତେକ ଦୁର୍ଘଟଣା ଏତେ ବିପଜ୍ଜନକ ଯେ ଏହା ଦ୍ୱାରା ଧକ୍କା ହେବା ପରେ ସବୁକିଛି ନଷ୍ଟ ହୋଇଯାଏ । କିନ୍ତୁ ଅନେକ ଥର ଭାଗ୍ୟଶାଳୀମାନେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଆନ୍ତି । ସୋସିଆଲ ମିଡିଆରେ ଆମେ ଏପରି ଏକ…

ପୁଣି ପୁରୁଣା ଭଡ଼ାରେ ଚାଲିବ ୧୭୦୦୦ ରୁ ଅଧିକ ଟ୍ରେନ୍, ବନ୍ଦ ହୋଇଯିବ ଜେନେରାଲ ଟିକେଟ

ଦୀର୍ଘ ଦିନ ଧରି କରୋନା ଯୋଗୁଁ ନିୟମିତ ଟ୍ରେନ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବଦଳରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଥିଲା। କିନ୍ତୁ ବର୍ତ୍ତମାନ କରୋନା ମଧ୍ୟ ନିୟନ୍ତ୍ରଣରେ ଥିବାରୁ ପରିସ୍ଥିତି ମଧ୍ୟ ବହୁତ ଉନ୍ନତ ହୋଇଛି, ଏଭଳି ପରିସ୍ଥିତିରେ ଏକ ବଡ ନିଷ୍ପତ୍ତି ନେଇ ରେଳ…

ଦୁର୍ଲ୍ଲଭ ଦୃଶ୍ୟ! ଯେତେବେଳେ ଏକ ସାଥୀରେ ଗଡ଼ିବାକୁ ଲାଗିଲା ୪ ଟ୍ରେନ୍‌, କ୍ୟାମେରାରେ କଏଦ କରି ନେଲେ ଶତାଧିକ ଲୋକେ;…

ଇଣ୍ଟରନେଟ୍‌ରେ ଟ୍ରେନ୍‌ ଗଡ଼ୁଥିବାର ଏମିତି ଅନେକ ଭିଡିଓ ରହିଛି, ଯେଉଁଥିରେ ଅତି ବେଶିରେ ଦୁଇଟି ଟ୍ରେନ୍‌ ଏକ ସାଥୀରେ ଗୋଟିଏ ହିଁ ଦିଗ ଆଡ଼କୁ ଦୌଡ଼ୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାହାକୁ ଦେଖିଲେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ…

ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିଲେ ମହିଳା, କିନ୍ତୁ ଖସିଗଲା ପାଦ; ଭିଡିଓରେ ଦେଖନ୍ତୁ ତା’ପରେ କ’ଣ ହେଲା

କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଅର୍ଥାତ୍‌ ଭଗବାନ ଯାହାକୁ ବଞ୍ଚାଇବେ କେହି ତାହାର କିଛି ବି କ୍ଷତି କରିପାରିବ ନାହିଁ। ନିକଟରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରର ସିକନ୍ଦରାବାଦ ଷ୍ଟେସନ୍‌ରେ। ଏଠାରେ ଜଣେ ମହିଳା ଟ୍ରେନ୍‌ ଚକା ତଳେ…

ରାଉରକେଲା-କୋରାପୁଟ-ଜଗଦଲପୁରକୁ ଟ୍ରେନ୍‌ ଚଳାଚଳ ଆରମ୍ଭ

କୋରାପୁଟ: କୋରାପୁଟକୁ ଚଳାଚଳ କଲା ଟ୍ରେନ୍‌। ରାଉରକେଲା-କୋରାପୁଟ-ଜଗଦଲପୁରକୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଦୀର୍ଘ ମାସ ପରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଗତକାଲି ରାଉରକେଲାରୁ ଛାଡ଼ିଥିବା ଏକ୍ସପ୍ରେସ ଟ୍ରେନ୍‌ଟି କୋରାପୁଟ ଷ୍ଟେସନରେ ସକାଳ ୭ଟାରେ ପହଁଞ୍ଚିଥିଲା। ଏହି ଟ୍ରେନ୍‌ରୁ…

ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଚାଲିଗଲା ପ୍ରାଣବାୟୁ

ବ୍ରହ୍ମପୁର: ସୁରତରୁ ଗାଁକୁ ଫେରିବା ରାସ୍ତାରେ ଟ୍ରେନରେ ଉଡିଗଲା ପ୍ରାଣବାୟୁ । ଏଭଳି ଘଟଣା ଘଟିଛି ପୁରୀ ଅହମ୍ମଦାବାଦ ଟ୍ରେନରେ । ମୃତ ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁର ବିଶ୍ୱନାଥ ଜେନା । ସେ ଗତକାଲି ସୁରତରୁ ଜଣେ ସମ୍ପର୍କୀୟଙ୍କ ସହ ପୁରୀ…

ରଖେ ହରି ତ ମାରେ କିଏ: ଟ୍ରେନ ସମ୍ମୁଖରେ ଧକ୍କା ଖାଇ ମଧ୍ଯ ବଞ୍ଚିଗଲେ ମାନସିକ ବିକାରଗ୍ରସ୍ତ ବ୍ଯକ୍ତି

କେନ୍ଦୁଝର : କଥାରେ ଅଛି ରଖେ ହରି ତ ମାରେ କିଏ । ତାହା ଆଜି ସକାଳୁ ସକାଳୁ ପ୍ରାମାଣିତ ହୋଇଛି, କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କବିତରା ରେଲୱେ କ୍ରସିଂରେ । ଏକ ମାଲବାହି ଟ୍ରେନ ଯିବା ପାଇଁ ଗେଟ ପଡିଥିବା ବେଳେ ସେହି ମଧ୍ୟକୁ ପଶି ଯାଇଥିଲା ଏକ ବିକୃତ ମସ୍ତିସ୍କ ଲୋକ। ଷ୍ଟେସନ ନିକଟରେ…

୨୪ଘଣ୍ଟା ପରେ ବି କୋରାପୁଟ ଜର୍ଟି ଷ୍ଟେସନରେ ସ୍ୱାଭାବିକ ହୋଇନି ରେଳ ଚଳାଚଳ, ୧୩ଟିରୁ ଉଦ୍ଧାର ହୋଇଛି ମାତ୍ର ୨ଟି ବଗି

କୋରାପୁଟ : ୨୪ଘଣ୍ଟା ପରେ ବି କୋରାପୁଟ ଜର୍ଟି ଷ୍ଟେସନରେ ସ୍ୱାଭାବିକ ହୋଇନି ରେଳ ଚଳାଚଳ। କୋରାପୁଟ-ଜଗଦଲପୁର-କିରଣ୍ଡଲୁକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ଲାଇନଚ୍ୟୁତ ହୋଇପଡିଥିବା ୧୩ଟି ବଗିରୁ ୨ଟି ବଗି ଉଦ୍ଧାର କରାଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।…