Browsing Tag

trending news

ବଜାରକୁ ଯାଇ ବ୍ୟାଗରେ ପରିବା ଆଣୁଛି କୁକୁର, ଯାହାକୁ ଦେଖି ସମସ୍ତେ ହେଉଛନ୍ତି ଆଶ୍ଚର୍ଯ୍ୟ, ଭିଡ଼ିଓ ହେଉଛି ଖୁବ ଭାଇରାଲ

କୁହାଯାଏ ମଣିଷର ସବୁଠୁ ସଚ୍ଚୋଟ ସାଥି ହେଉଛି କୁକୁର। କାରଣ କୁକୁର ନିଜ ମାଲିକର ସବୁ କଥାକୁ ମାନିଥାଏ। ଯଦି କୁକୁରକୁ ଭଲ ଭାବେ ଟ୍ରେଣ୍ଡ କରାଯାଏ, ତେବେ ସେ ସବୁ କାମ କରିବା ପାଇଁ ସକ୍ଷମ ହୋଇଥାଏ। ସେସବୁ କାମକୁ ବହୁତ ଭଲ ଭାବେ କରିଥାଏ। ଆଜି ଆମେ ଏହି କୁକୁରର ଏକ ଜବରଦସ୍ତ ଭିଡ଼ିଓ…

ଜଳନ୍ତା ସିଗାରେଟରୁ ଘଟିଲା ବଡ଼ ଦୁର୍ଘଟଣା, ଭିଡ଼ିଓ ହେଲା ଭାଇରାଲ

ଏହା ସମସ୍ତଙ୍କୁ ଜଣା ଯେ ସିଗାରେଟ ଦେହ ପାଇଁ ବହୁତ କ୍ଷତିକାରକ। ଏହି କଥା ସମସ୍ତ ନିଶାଦ୍ରବ୍ୟରେ ମଧ୍ୟ ଲେଖାଯାଇଥାଏ। ସିଗାରେଟ୍‌, ତମ୍ବାଖୁ ପ୍ୟାକେଟ ଆଦିରେ ଏଥିରେ ପାଇଁ ସତର୍କ ବାଣୀ ଲେଖାଯାଇଥାଏ । କିନ୍ତୁ ଏହାପରେ ବି ଲୋକ ଏଥିପ୍ରତି ସଜାଗ ରହୁନାହାଁନ୍ତି। ସରକାରଙ୍କ ଦ୍ୱାରା ଜାରୀ…

ଜାପାନର ନୂଆ ଆବିଷ୍କାର, ଏଥର ଟିଭି ସ୍କ୍ରିନରେ ମିଳିବ ସବୁ ଖାଦ୍ୟର ସ୍ୱାଦ

ଟେକ୍ନୋଲୋଜି ରେସ୍‌ରେ ସବୁଠୁ ଆଗରେ ରହିଥିବା ଜାପାନ ପୁଣିଥରେ ଦୁନିଆକୁ ନିଜର ନୂଆ ଆବିଷ୍କାର ଆଣିବାକୁ ଯାଉଛି। ଜାପାନୀ ପ୍ରଫେସର ଏମିତି ଏକ ଟିଭି ତିଆରି କରିଛନ୍ତି ଯାହା କେବଳ ସ୍ୱାଦିଷ୍ଟ ବ୍ୟଞ୍ଜନ ବା ଖାଦ୍ୟକୁ ଦେଖାଇନଥାଏ ବରଂ ସେସବୁର ଟେଷ୍ଟ ମଧ୍ୟ ଦେଇଥାଏ। ମାନେ ଟିଭି ଦେଖିବା ସମୟରେ…

ଫ୍ରାନ୍ସର ନୂଆ ନିୟମ, ଏବେ ପିଲାଙ୍କ ନାମ ଆଗରେ ଲାଗିପାରିବ ମାଆଙ୍କ ସରନେମ୍‌

ସମାନତା ଅଧିକାରକୁ ଗୁରୁତ୍ୱ ଦେଇ ଫ୍ରାନ୍ସ ସରକାର ଏକ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏହି ନିୟମ ଅନ୍ତର୍ଗତ ଏବେ ଦେଶରେ ପିଲାମାନେ ୧୮ ବର୍ଷ ହେବା ପରେ ନିଜ ମାଆଙ୍କ ପାରିବାରିକ ନିୟମକୁ ବ୍ୟବହାର କରିପାରିବେ। ଏହାକୁ ନେଇ ତାଙ୍କୁ ମିଳିବ ପୂର୍ଣ୍ଣ ସ୍ୱାଧୀନତା। ମାନେ ଏବେ ପିଲାମାନେ ନିଷ୍ପତ୍ତି…

ନୂଆବର୍ଷରେ ଏହିସବୁ ନିୟମରେ ହେବ ବଡ଼ ପରିବର୍ତ୍ତନ, ଏବେଠୁ ଜାଣିିନିଅନ୍ତୁ

ବର୍ଷ ୨୦୨୧ର ଶେଷ ମାସ ମାନେ ଡିସେମ୍ବର ମାସରେ ଆମେ ବର୍ତ୍ତମାନ ଅଛୁ। ଆଗକୁ ଆସୁଛି ନୂଆବର୍ଷ। ଏହିଦିନ ଠାରୁ ଅନେକ ବଡ଼ ବଡ଼ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ଦୈନିକ ଜୀବନଶୈଳୀ ଉପରେ ପଡ଼ିବ। ଆଜି ଆମେ ଏହା ସମ୍ପର୍କରେ ବିସ୍ତାର ରୂପେ କହିବୁ। ଆଗକୁ ପଢ଼ନ୍ତୁ…

ତେଲରେ ନୁହେଁ ବରଂ ଏଥର ପବନରେ ଚାଲିବ ଗାଡ଼ି, ଖୁବ ଶୀଘ୍ର ହେବ ଏହାର ବଜାର ପ୍ରବେଶ

ବଜାରକୁ ଆସୁଛି ପବନରେ ଚାଲୁଥିବା ଗାଡ଼ି। ମର୍କରୀ R4D ରିସର୍ଚ୍ଚ ଅର୍ଗାନାଇଜେସନ୍‌ ଏବଂ ଟୋକ୍ୟୋ ୟୁନିର୍ଭସିଟିର କିଛି ଛାତ୍ର ମିଶି ତିଆରି କରିଛନ୍ତି ଏହି ଜବରଦସ୍ତ ବାଇକ। ଏହା ଏକ ଇଲେକଟ୍ରିକ ସ୍କୁଟର। ଏହା କେବଳ ପବନରେ ଚାଲିଥାଏ। ପବନ ଶେଷ ହେବା ପରେ ଏହି ସ୍କୁଟର ବ୍ୟାଗପ୍ୟାକ ରେ କନଭର୍ଟ…

କୁକୁର ପାଇଁ ବୁକ୍‌ କଲେ ପ୍ରାଇଭେଟ୍‌ ଜେଟ୍‌, ଖାସ୍‌ ଏଥିପାଇଁ ମାଲିକ ଖର୍ଚ୍ଚ କରି ଦେଲେ ୨୪ ଲକ୍ଷ ଟଙ୍କା! କହିଲେ,…

ଜଣେ ଅଷ୍ଟ୍ରେଲୀୟ ଦମ୍ପତି ନ୍ୟୁଜିଲାଣ୍ଡରେ ଫସି ରହିଥିବା ସେମାନଙ୍କ ପୋଷା କୁକୁରକୁ ଘରକୁ ଆଣିବା ପାଇଁ ଏକ ପ୍ରାଇଭେଟ ଜେଟ୍ ଭଡ଼ାରେ ନେବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ୨୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଦମ୍ପତିଙ୍କୁ କୁକୁର ପ୍ରତି ଏତେ ଭଲ ପାଇବା ଥିଲା ଯେ ସେମାନେ ତାକୁ…

ମୋତେ କ’ଣ ପାଇଁ ଜନ୍ମକଲ ? ଏମିତି ପ୍ରଶ୍ନ କରି ମା’ ଏବଂ ଡାକ୍ତରଙ୍କ ନାମରେ କେସ୍‌ କଲେ ଦିବ୍ୟାଙ୍ଗ ଯୁବତୀ, ଜିତିଲେ…

ଏବେ ମିଡିଆ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ବ୍ରିଟେନର ଜଣେ ଯୁବତୀ। ଆଉ ଏହି ଚର୍ଚ୍ଚାରେ ରହିବାର କାରଣ ମଧ୍ୟ ଅଜବ। ଯୁବତୀଙ୍କ କହିବାନୁଯାୟୀ, ମା’ ଗର୍ଭବତୀ ଥିବା ବେଳେ ଡାକ୍ତରଙ୍କ ଭୁଲ ପରାମର୍ଶ ଯୋଗୁଁ ଝିଅ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲେ। ଝିଅ ବଡ଼ ହୋଇଯିବା ପରେ ଏନେଇ…

ବାହା ମଣ୍ଡପରେ ଲାଗିଗଲା ଭୀଷଣ ନିଆଁ, ତଥାପି ଲୋକେ ନେଲେ ଭୋଜିର ମଜା: ଭିଡିଓ ଭାଇରଲ

ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଦ୍ରୁତଗତିରେ ଭାଇରଲ ହେଉଛି ଏହି ଭିଡିଓ। ଯେଉଁଥିରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ଆପଣ ଭୟ କରିବେ ନିଶ୍ଚିତ କିନ୍ତୁ ହସି ହସି ମଧ୍ୟ ଗଢିଯିବେ। ଭାଇରଲ ହେଉଥିବା ଏହି ଭିଡିଓକୁ ଟିକେ ଦେଖନ୍ତୁ, ଏକ ବିବାହ ମଣ୍ଡପରେ ଭୀଷଣ ନିଆଁ…

ହଠାତ୍‌ ରାସ୍ତାରେ ହେଲା ଟଙ୍କା ବର୍ଷା! ଗାଡ଼ି ଅଟକାଲ ଦୁଇ ହାତରେ ଲୁଟିବାକୁ ଲାଗିଲେ ଲୋକେ; ଏବେ ତୁରନ୍ତ ଫେରାଇବାକୁ…

କେବେ ଆପଣ ଟଙ୍କା ବର୍ଷା ହେବାର ଦେଖିଛନ୍ତି? ବୋଧେ ହୁଏ ନା, କିନ୍ତୁ ଦକ୍ଷିଣ କାଲିଫର୍ନିଆର ରାଜରାସ୍ତାରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ପୁଳା ପୁଳା ନୋଟ୍‌ ଉଡ଼ୁଥିବାର ଦେଖା ଯାଇଛି। ଏକ ଟ୍ରକରୁ ଏହି ନୋଟ୍‌ଗୁଡ଼ିକ ଉଡ଼ି ରାସ୍ତା ଉପରେ ପଡ଼ୁଥିଲା। ଏତେ ସଂଖ୍ୟକ ନୋଟ୍‌ ଉଡ଼ୁଥିଲା…

ରେଷ୍ଟୁରାଣ୍ଟରୁ ଚିକେନ ଓ୍ଵିଙ୍ଗସ୍‌ ଅର୍ଡର କରିଥିଲେ ମହିଳା, ଡବା ଖୋଲିଲା ବେଳକୁ ଓ୍ଵିଙ୍ଗସ୍‌ ସହିତ ମିଳିଲା କୁକୁଡା…

ନନ୍‌ଭେଜ ପ୍ରେମୀ ହୋଇଯାଆନ୍ତୁ ସାବଧାନ୍‌ ! ରେଷ୍ଟୁରାଣ୍ଟ କିମ୍ବା ହୋଟେଲରେ ଖାଇବା ମଗାଇବା ବେଳେ ଆପଣଙ୍କ ସହିତ ମଧ୍ୟ ଏପରି ଘଟଣା ଘଟିପାରେ। ତେଣୁ ଖାଇବା ଅର୍ଡର କରିବା ପୂର୍ବରୁ ଭାବିନିଅନ୍ତୁ। ଆମିଷପ୍ରିୟ ବ୍ୟକ୍ତିଙ୍କ ପ୍ରଥମ ପସନ୍ଦ ଚିକେନ। ଶୀତ ଦିନ ହେଉ ଅବା ଖରା ଦିନ ଲୋକେ ଚିକେନ…

ଜିଅନ୍ତା ପୋତିଦେବା ଡରରେ ମରିବା ପୂର୍ବରୁ କବରରେ ବନାଇ ଦେଇଥିଲେ ଝରକା! ଆମେରିକାର ଏହି ସ୍ଥାନକୁ ନେଇ ଦୂର ଦୂର…

ଲମ୍ବା ଆୟୁଷ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ ପ୍ରତ୍ୟେକ ମଣିଷ ଚାହାନ୍ତି। ବୃଦ୍ଧବୃଦ୍ଧାମାନେ ସମସ୍ତଙ୍କୁ କଲ୍ୟାଣ ପ୍ରଦାନ କରିବା ସହିତ ଲୋକ, ପରଲୋକ ସୁଧାରିବା କଥା କହୁଥିବାର ଆପଣମାନେ ଅନେକ ବାର ଶୁଣିଥିବେ। ଏହି ସମୟରେ ଲୋକେ ବେଳେବେଳେ ନିଜର ଶେଷ ଇଚ୍ଛାକୁ ବି ବ୍ୟକ୍ତ କରି ଦେଇଥାଆନ୍ତି।…