ଡାଇବେଟିସ୍ ରୋଗୀଙ୍କ ପାଇଁ ଅଁଳା, ହଳଦୀ ଓ ବେଲପତ୍ର ବେଶ୍ ଲାଭଦାୟକ, ଜାଣନ୍ତୁ କିପରି କରିବେ ବ୍ୟବହାର
ବର୍ତ୍ତମାନ ଡାଇବେଟିସ୍ ଏକ ଏପରି ରୋଗ ହୋଇଗଲାଣି ଯେ, ଯଦି ଏହାକୁ ସଠିକ୍ ସମୟରେ ନିୟନ୍ତ୍ରଣ କରାନଯାଏ, ତେବେ ଆପଣ ଆଗକୁ ଯାଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆଜିକାଲି ଦେଶ ଅର୍ଥାତ ବିଶ୍ୱରେ ଲୋକମାନେ ଏହି ରୋଗର ଶିକାର ହେଉଛନ୍ତି । ଡାଇବେଟିସ୍ କାରଣରୁ ପ୍ରତିବର୍ଷ ପ୍ରାୟ ୧୦…