Browsing Tag

uae

UAE President: ଶେଖ୍‌ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହୟାନ୍‌ ହେବେ UAE ର ପରବର୍ତ୍ତୀ ରାଷ୍ଟ୍ରପତି

ସଂଯୁକ୍ତ ଆରବ ଅମିରାତର ରାଷ୍ଟ୍ରପତି ଶେଖ୍‌ ଖଲିଫା ବିନ୍‌ ଜାୟଦ ଅଲ ନାହୟାନ୍‌ଙ୍କର ମେ ୧୩ ଶୁକ୍ରବାର ଦେହାନ୍ତ ଘଟିଛି। ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଏହି ପଦ ଖାଲି ପଡ଼ିଛି। କିଏ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ଏବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଇତି ମଧ୍ୟରେ ୟୁଏଇର…

UAEରେ ସବୁଠାରୁ ପ୍ରାଚୀନ କୋଠାର ସନ୍ଧାନ! ୮୫୦୦ ବର୍ଷ ପୁରୁଣା ଏହାର ଇତିହାସ; ଜାଣନ୍ତୁ ଅଧିକ ତଥ୍ୟ

ସଂଯୁକ୍ତ ଆରବ ଅମିରାତ୍‌ (ୟୁଏଇ)ର ପ୍ରତ୍ନତତ୍ତ୍ୱବିତ୍‌ମାନେ ଦେଶର ସବୁଠାରୁ ପ୍ରାଚୀନ ବିଲ୍ଡିଂର ସନ୍ଧାନ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ବିଲ୍ଡିଂ ୮୫୦୦ ବର୍ଷର ପୁରୁଣା। ପୂର୍ବରୁ ମିଳିଥିବା ବିଲ୍ଡିଂଠାରୁ ମଧ୍ୟ ଏହା ୫୦୦ରୁ ଅଧିକ ବର୍ଷ ପୁରୁଣା। ଆବୁଧାବିର ସଂସ୍କୃତି ଏବଂ ପର୍ଯ୍ୟଟନ…

ପତ୍ନୀଙ୍କ ସହ ଝଗଡ଼ା କରିବା ଦୁବାଇ ଶାସକଙ୍କୁ ପଡ଼ିଲା ମହଙ୍ଗା, ଏବେ ଗଣିବେ ୫୫୫୦ କୋଟି

ଦୁବାଇ ଶାସକ ଶେଖ ମହମ୍ମଦ ବିନ୍‌ ରାଶିଦ ଅଲ-ମକତୁମ୍‌ଙ୍କୁ ବଡ଼ ଝଟ୍‌କା। ସ୍ତ୍ରୀ ଓ ପିଲାଙ୍କ ଭରଣ ପୋଷଣ ପାଇଁ ଏବେ ଦୁବାଇ ଶାସକଙ୍କୁ ଦେବାକୁ ପଡ଼ିବ ୫୫୫୦ କୋଟି ଟଙ୍କା। ନିକଟରେ ଦୁବାଇ ଶାସକଙ୍କୁ ଏଭଳି ଆଦେଶ ଦେଇଛନ୍ତି ଲଣ୍ଡନ୍‌ ହାଇକୋର୍ଟ। ଜଜ୍‌ କହିଛନ୍ତି, ଜାର୍ଡେନ୍‌ର ରାଜା…

ସରକାରଙ୍କ ଲାଗୁ ହେଲା ନୂଆ ନିୟମ, ଏବେ କର୍ମଚାରୀଙ୍କୁ ମିଳିବ ୩ଦିନ ଛୁଟି

କର୍ମଚାରୀଙ୍କ ଫାଇଦା ପାଇଁ ସରକାରଙ୍କ ନୂଆ ନିୟମ। ଏବେ କର୍ମଚାରୀ ଅଫିସରେ ସପ୍ତାହକୁ ମାତ୍ର ସାଢ଼େ ଚାରି ଦିନ କରିବେ କାମ । ଏହି ଖବର ନିଶ୍ଚିତ ଭାବେ ଅଫିସ କର୍ମଚାରୀଙ୍କୁ ଖୁସି କରିଦେବ । ସଂଯୁକ୍ତ ରାଷ୍ଟ୍ର ଆରବ ଅମିରତ ବା UAE ସରକାର କର୍ମଚାରୀଙ୍କ ପାଇଁ ଏହି ନିୟମ ବାହାର କରିଛନ୍ତି।…

ଆଜିଠୁ ଆରମ୍ଭ ହୋଇଗଲା ଆଇପିଏଲ୍‌ ଟିକେଟ୍‌ ବିକ୍ରି, ଏହି େଓ୍ଵବ୍‌ସାଇଟ ଜରିଆରେ କରନ୍ତୁ ଅନଲାଇନ ଆବେଦନ

ଆଇପିଏଲ୍‌ ୨୦୨୧ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି। ୟୁଏଇରେ ହେବାକୁ ଥିବା ମ୍ୟାଚ୍‌ର ଲାଭ ଉଠାଇବାକୁ ଫ୍ୟାନ୍‌ମାନଙ୍କୁ ଷ୍ଟାଡିୟମ୍‌ ଆସିବାକୁ ଅନୁମତି ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜିଠୁ ଟିକେଟ୍‌ ବିକ୍ରି ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି। ଗୁରୁବାର ଅର୍ଥାତ୍‌ ୧୬ ସେପ୍ଟେମ୍ବର…

UAEର ଦୁଇ ଖେଳାଳି ଭାରତୀୟ ବୁକିଙ୍କଠାରୁ ନେଇଥିଲେ ୪୦୮୩ ଡଲାର୍‌! ୮ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ୟୁଏଇର ଦୁଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମଦଙ୍କ ଉପରେ ୮ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଆମିର ଓ ଅଶଫାକ ଦୁହେଁ ଭାରତୀୟ ବୁକିଙ୍କ ସହ ମିଶି ନିଜ ଦେଶରେ ଟି୨୦ ବିଶ୍ୱକପ୍‌ କ୍ୱାଲିଫାଇଙ୍ଗ୍‌ ରାଉଣ୍ଡରେ ମ୍ୟାଚ୍‌ ଫିକ୍ସ କରିବାକୁ ପ୍ରୟାସ…

ଓଡିଶାର ଚାରୁକଳାକୁ ଦୁବାଇରେ ମହକାଉଛନ୍ତି ବାରିପଦା ଝିଅ ମୋନା ବିଶ୍ୱରୂପା, ମିଳିଲା ୟୁଏଇଏର ୧୦ବର୍ଷିଆ ଗୋଲଡେନ ଭିସା

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଆ ଝିଅଙ୍କୁ ୟୁଏଇର ସମ୍ମାନ । ବାରିପଦା ଝିଅ ମୋନା ବିଶ୍ୱରୂପା ମହାନ୍ତିଙ୍କୁ ମିଳିଲା ୟୁଏଇଏର ୧୦ବର୍ଷିଆ ଗୋଲଡେନ ଭିସା। ଚାରୁକଳା ପାଇଁ ଦୁବାଇ କଳା ଓ ସଂସ୍କୃତି ବିଭାଗ ପକ୍ଷରୁ ମୋନାଙ୍କୁ ମିଳିଛି ଅଧିସ୍ୱୀକୃତି। ୨୦୦୭ରୁ ୟୁଏଇରେ ରହିଆସୁଛନ୍ତି ମୋନା ବିଶ୍ୱରୂପା।…

IPL 2021କୁ ନେଇ ବିସିସିଆଇ କଲା ବଡ ଘୋଷଣା, ଦୁବାଇରେ ଖେଳାଯିବ ଅବଶିଷ୍ଟ ୩୧ଟି ମ୍ଯାଚ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍ର ମ୍ୟାଚ୍ । ୟୁଏଇରେ ଖେଳାଯିବ ବାକିଥିବା ଆଇପିଏଲ୍ ମ୍ୟାଚ୍ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ବୋଲି ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି। ତେବେ କେଉଁ ତାରିଖ…

ଅଭିନେତା ସଞ୍ଜୟ ଦତ୍ତଙ୍କୁ ମିଳିଗଲା UAEର ଗୋଲଡେନ ଭିସା, ଟ୍ୱିଟ କରି କହିଲେ, ‘ମୁଁ ବହୁତ ସମ୍ମାନିତ ଅନୁଭବ…

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିକଟରେ ଏକ ଟ୍ୱିଟରେ ଖୁଲାସା କରିଛନ୍ତି କି, ତାଙ୍କୁ ୟୁଏଇର ଗୋଲଡେନ ଭିସା ମିଳିଯାଇଛି। ସେ ଟ୍ୱିଟରେ ଲେଖିଛନ୍ତି, 'ମେଜର ଜେନେରାଲ ମହମ୍ମଦ ଅଲ ମାରୀଙ୍କ ଉପସ୍ଥିତିରେ ୟୁଏଇର ଗୋଲଡେନ ଭିସା ପାଇ ସମ୍ମାନିତ ଅନୁଭବ କରୁଛି। ଏହି ସମ୍ମାନ ପାଇଁ ୟୁଏଇ ସରକାରଙ୍କୁ…

IPL 2021: ୟୁଏଇରେ ଖେଳାଯିବ ଆଇପିଏଲର ବଳକା ମ୍ୟାଚ, ଫାଇନାଲ ତାରିଖ ବି ପାଖାପାଖି ତୟ, ଜାଣନ୍ତୁ ସବୁକିଛି

କରୋନା ଯୋଗୁ ସ୍ଥଗିତ ରହିଥିବା ଆଇପିଏଲର ବଳକା ସମସ୍ତ ମ୍ୟାଚ ଏବେ ୟୁଏଇରେ ଖେଳାଯିବ। ଖବର ମୁତାବକ, ୧୦ ଅକ୍ଟୋବରରେ ଫାଇନାଲ ମ୍ୟାଚ ଖେଳାଯିବ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ ଜଣକ ସୂଚନା ଦେଇ କହିଛନ୍ତି, 'ସ୍ଥଗିତ ରହିଥିବା ଆଇପିଏଲ ମ୍ୟାଚ ୟୁଏଇରେ ୧୮…

ଖୁସି ଖବର! UAEରେ କାମ କରୁଥିବା ଲକ୍ଷେ ଭାରତୀୟଙ୍କୁ ମିଳିବ ନାଗରିକତା

ସଂଯୁକ୍ତ ଅରବ ଅମୀରାତ(UAE)ରେ କାମ କରୁଥିବା ଲକ୍ଷେ ଭାରତୀୟଙ୍କ ପାଇଁ ଏକ ଭଲ ଖବର। UAE ଶନିବାର ଘୋଷଣା କରିଛି କି, ପ୍ରଫେସନାଲ ବିଦେଶୀ ନାଗରିକମାନଙ୍କୁ UAE ନାଗରିକତା ପ୍ରଦାନ କରାଯିବ। କୋଭିଡ୍‌-୧୯ ମହାମାରୀ ଭିତରେ ଅର୍ଥବ୍ୟବସ୍ଥାକୁ ପୁନଃରୁଦ୍ଧାର କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ…