Browsing Tag

viral story

ସ୍କୁଟି ଡିକ୍କିରୁ ବାହାରିଲା ବିଷଧର ସାପ, ଏହି ଘଟଣା ଜାଣି ଆପଣ ବି ରୁହନ୍ତୁ ସାବଧାନ

ସାପ ଭୟ କାହାକୁ ବା ନାହିଁ। ଯଦି ଏହି ସମୟରେ ଆପଣଙ୍କ ପାଖରେ ଗୋଟିଏ ବିଷଧର ସାପ ଆସିଯାଏ। ତେବେ କ'ଣ କରିବେ? ପ୍ରଥମେ ତ ଭୟ କରିବେ ପରେ ସୁରକ୍ଷିତ ସ୍ଥାନକୁ ଯିବାକୁ ଚାହିଁବେ। ଯଦି ଆପଣ ସ୍କୁଟି ଚଲାଉଛନ୍ତି ଆଉ ଏହି ସମୟରେ ଆପଣଙ୍କ ସିଟ୍‌ ରୁ ଏକ ବିଷଧର ସାପ ବାହାରେ ତେବେ କଣ କରିବେ? ଗାଡ଼ି…

୨୭ ବିବାହ କରି ଜନ୍ମକଲେ ୧୫୦ ପିଲା ! ଏ ପରିବାର ନୁହେଁ ତ ପୁରା ଗାଁ

ଆଜିକାଲିକା ଦୁନିଆରେ ଗୋଟିଏ ପତ୍ନୀ ସମ୍ଭାଳିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି। ଆଉ ଗୋଟେ ପିଲାର ଦାୟିତ୍ୱ ନେଇ ତାକୁ ଲାଳନପାଳନ କରିବା ଯେ କେତେ କଷ୍ଟକର ଯିଏ, ପିଲା ପାଳୁଛି ସେହି ହଁ ଜାଣୁଛି। ସେ ପିଲା ପାଳିବା ହେଉ ଅବା ପତ୍ନୀଙ୍କ ଡିମାଣ୍ଡ ଏଥିପାଇଁ ଅନେକ ବିବାହ ବିଚ୍ଛେଦ ଖବର ଆପଣ…

ଶ୍ବଶୁର ଘର ଜିନ୍ଦାବାଦ, ଭାବି ଜ୍ୱାଇଁଙ୍କୁ ଶ୍ବଶୁର ଘରେ ୩୬୫ ପ୍ରକାର ବ୍ୟଞ୍ଜନ ସହ କରାଗଲା ସ୍ୱାଗତ

ଜ୍ୱାଇଁଙ୍କୁ ଶ୍ବଶୁର ଘରେ ରାଜକୀୟ ଚର୍ଚ୍ଚା। ଏମିତି ଚର୍ଚ୍ଚା ହୋଇଛି ଯେ ଯିଏ ଦେଖିବେ ସେ କହିବେ ଯାହା କୁହ ପଛେ ଶ୍ୱଶୁର ଘର ଚର୍ଚ୍ଚା ଆଉ କୋଉଠି ମିଳିବନି। ଆଜ୍ଞା ହଁ ଜ୍ୱାଇଁଙ୍କୁ ଡକାଇ ଶ୍ୱଶୁର ଘର କଲେ ଭବ୍ୟ ଭୋଜିର ଆୟୋଜନ। ଆଜ୍ଞା ଆପଣ ଜାଣିଛନ୍ତି ବର୍ଷକୁ ୩୬୫ ଦିନ। କିନ୍ତୁ ଏହି ଶ୍ୱଶୁର…

ଗୋଲ୍ଡେନ ମୁହୂର୍ତ୍ତ! ସମୁଦ୍ର କୂଳରେ ପ୍ରେମିକାକୁ ଏମିତି ପ୍ରପୋଜ କଲା ମାଲିକ… ପୋଷା କୁକୁର ବି ଖାସ୍‌ ଅନ୍ଦାଜରେ…

ଏ ଦୁନିଆରେ ପ୍ରେମ ଠାରୁ ବଡ଼ ଆଉ କିଛି ବି ହୋଇ ପାରେ ନାହିଁ। ଏହି କାରଣରୁ ପ୍ରେମ ବିଷୟରେ ଅନେକ ଗଳ୍ପ, କବିତା ଲେଖା ହୋଇଛି, ଯାହାକୁ ଶୁଣିଲେ ଅଲଗା ପ୍ରକାରର ଅନୁଭବ ହୋଇଥାଏ। ପ୍ରେମରେ ବୁଡ଼ି ରହୁଥିବା ଲୋକ ନିଜ ପ୍ରେମକୁ ପ୍ରକାଶ କରିବା ପାଇଁ ସବୁବେଳେ କିଛି ନା କିଛି ଉପାୟ ଖୋଜି ଥାଏ,…

ବାହାଘରରେ ବଳିଗଲା ପ୍ରଚୁର ଖାଦ୍ୟ, ନ ଫିଙ୍ଗି ସେହି ବିଳମ୍ବିତ ରାତିରେ ହିଁ ଷ୍ଟେଶନ ପହଞ୍ଚିଗଲେ ମହିଳା; ଜଣ ଜଣ କରି…

ଏବେ ଚାଲିଛି ବିବାହ ଋତୁ। ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମୁଛି। ବିବାହ ବ୍ୟତୀତ ଅନ୍ୟାନ୍ୟ ସମାରୋହରେ ମଧ୍ୟ ଲୋକେ ଅତିଥିଙ୍କୁ ଖୁସି କରିବା ପାଇଁ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା କରୁଛନ୍ତି। କେହି ବି ନିଜ ଅତିଥିମାନଙ୍କୁ ଖାଲି ପେଟ ଯିବାକୁ ଦେଉ ନାହାନ୍ତି। କିନ୍ତୁ…

ଏ କି ପ୍ରେମରେ ବାବା! ପ୍ରେମିକକୁ ଦେଖୁ ଦେଖୁ କୁକୁର ହୋଇଯାଏ ପ୍ରେମିକା, ୪ ଗୋଡ଼ରେ ଡେଇଁ ଡେଇଁ ଖେଳେ

ପ୍ରେମର ଅନେକ ସ୍ବରୂପ ଆପଣ ଦେଖିଥିବେ। କିଛି ଲୋକ ଭଲ ପାଇବାରେ ସୀମା ପାର କରି ଯାଆନ୍ତି ତ ଆଉ କିଛି ଲୋକ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରନ୍ତି। କିନ୍ତୁ କିଛି ଜଣଙ୍କ ପ୍ରେମ ତାଙ୍କ ଅଜବ ତରିକା ଯୋଗୁ ଜଣାଶୁଣା ହୋଇଯାଏ। ଏବେ ଏବେ ଏରିଜୋନାର ଟକ୍ସନରେ ରହୁଥିବା ୨୬ ବର୍ଷୀୟ ଢାନି ଓ ତାଙ୍କ…

ଲାଇଭ୍‌ ମିଟିଂରେ ସ୍ତ୍ରୀ ଚାଲି ଆସିଲେ ସ୍ୱାମୀଙ୍କୁ କିସ୍‌ କରିବାକୁ, ସୋସିଆଲ ମିଡିଆରେ ଧମାଲ କରୁଛି ଏହି ଭିଡିଓ, ଆପଣ…

କରୋନା ଭାଇରସ୍‌ ଯୋଗୁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରାଉଛନ୍ତି। କିଛି ଲୋକଙ୍କୁ ଏହା ସୁବିଧା ହେଉଥିବା ବେଳେ ଆଉ କିଛି ଲୋକେ ଏହାକୁ ନେଇ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ପରିବାର ଭିତରେ ଅଫିସ କାମ କରିବା ମୁସ୍କିଲ ହୋଇଯାଉଛି। ଗତବର୍ଷ ଜୁମ୍‌ ମିଟିଂର କେତେକ…

ଅଳିଆ ଗଦାରୁ ପାଇଥିବା ଝିଅ ହେଲା ଇନକମ୍ ଟ୍ୟାକ୍ସ ଅଫିସର, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଅନେକ ସମୟରେ ଆମେ ଖବର କାଗଜରେ ପଡୁଛେ କିମ୍ବା ଟିଭିରେ ଦେଖୁଛେ ଯେ କୌଣସି ଅଟୋ ଚାଳକର ପୁଅ ଆଇଏସ ପାଉଛି ତ କେତେବେଳେ ସାମାନ୍ୟ ଗୋଟେ ପାନ ଦୋକନୀଙ୍କ ଝିଅ ବଡ ସିଭିଲ ସାର୍ଭିସ ପାଉଛି।କିନ୍ତୁ ଆଜି ଆମେ ଆପଣଙ୍କୁ ଇଣ୍ଟରନେଟରେ ଭାଇରଲ ହେଉଥିବା ଏକ କାହାଣୀ କହିବାକୁ ଯାଉଛୁ ଯାହା ଏସବୁ କାହାଣୀ…