Browsing Tag

Viral video

ଗଞ୍ଜି-ଚଡ଼ି ପିନ୍ଧି କଲେଜରେ ପହଞ୍ଚିଲେ ବଡବାବୁ, ଫଟୋ ଭାଇରାଲ ହେବା ପରେ କହିଲେ ଏମିତି

ବେଳେ ବେଳେ ସୋସିଆଲ ମିଡିଆରେ ଏମିତି ଫଟୋ ଭାଇରାଲ ହୁଏ,ଯାହାକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌ । ଏମିତି ଏକ ଫଟୋ ଭାଇରାଲ ହୋଇଛି ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାରେ । ଏଠାରେ ରାଜକୀୟ ଡିଗ୍ରୀ ମହାବିଦ୍ୟାଳୟର ଜଣେ ବରିଷ୍ଠ କିରାଣି ଚଡ଼ି- ଗଞ୍ଜି ପିନ୍ଧି ଅଫିସରେ ପହଞ୍ଚି…

ସାର୍କ ପିଠିରେ ମଝି ସମୁଦ୍ର ବୁଲା

ହ୍ଵିଲ ସାର୍କର ସବାରୀ। କରିବେ କି ଆପଣ? ଆପଣ ଭାବୁଥିବେ ଏ କି ଅଜବ ପ୍ରଶ୍ନ। ସମୁଦ୍ରର ଭୟାନକ ମାଛ ଭିତରେ ହ୍ଵିଲ ସାର୍କ ହେଉଛି ଅନ୍ୟତମ। ଆଉ ତା ର ସବାରୀ ମାନେ ନିଜ ଜୀବନକୁ ବାଜି ଲଗାଇବା ଭଳି ସମାନ। କିନ୍ତୁ ଏଭଳି ଅଜବ ଓ ଅସମ୍ଭବ କାମ ଜଣେ କରିଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ…

ବର୍ଷା ଦିନରେ ସାପଙ୍କ ଘର ଆପଣ ପିନ୍ଧୁଥିବା ଜୋତା ବି ହୋଇପାରେ, ପିନ୍ଧିବା ଆଗରୁ ନିହାତି ସତର୍କ ରୁହନ୍ତୁ

ଜୋତା ଭିତରେ ରହିଛି ସାପ। ସେ ବି ଏମିତି ସେମିିତି ସାପ ନୁହେଁ ବିଷଧର ଅହିରାଜ ସାପ। କିଙ୍ଗ କୋବ୍ରା, ନାଁ ଶୁଣିଲେ ଛାତିରେ ଛନକା ପଶେ , କିନ୍ତୁ ଏହା ଯଦି ଆପଣ ପିନ୍ଧୁଥିବା ଜୋତାରେ ରହୁଥିବ , ଆଉ ଅଜାଣତରେ ସେହି ଜୋତାକୁ ପିନ୍ଧିଦେବେ , ତେବେ କଥା ସରିଲା। ଏମିତି ଏକ ଭିଡ଼ିଓ ଏବେ ଭାଇରାଲ…

ଆଖି ପିଛୁଳାକେ ଭସାଇ ନେଲା ସମୁଦ୍ର

କି ମୋବାଇଲ ଯୁଗ ଆସିଲା, ମଣିଷ ଜୀବନ ପାଇଁ କାଳ ସାଜିଲା। ଫଟୋ ପାଇଁ ସବୁ ଏବେ ପାଗଳ। କିଛି କାମ କର କି ନକର ଫଟୋ ଗୋଟିଏ ଉଠାଇଦେଲେ ଯେମିତି ଦିନ ସାର୍ଥକ ହୋଇଯିବ ସେଇଆ ଲାଗୁଛି। ଆପଣ ଅନେକ ଥର ଫଟୋ ଉଠାଇବା ସମୟରେ ହେଉଥିବା ଦୁର୍ଘଟଣା ସମ୍ପର୍କରେ ଶୁଣିଥିବେ। ଆମେ ଅନେକ ଥର ଏହାକୁ ନେଇ…

ରିଲ୍ସ କରି ଫସିଲେ ଯୁବକ, ପବ୍ଲିକରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା

ଭାରି ପଡିଲା ରିଲ୍ସ କରିବା । ରିଲ୍ସ କରି ଜେଲ ଗଲେ ଯୁବକ । ହଁ ଆଜ୍ଞା ଜଣେ ବ୍ୟକ୍ତିଙ୍କୁ ରେଲୱେ ପ୍ଲାଟଫର୍ମରେ ରିଲ୍ସ କରିବା ଭାରି ପଡିଛି । ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଲୋକମାନେ କେଉଁଠି ବି ରିଲ୍ ବନାଇବା ଆରମ୍ଭ କରିଦେଉଛନ୍ତି । ରେଲୱେ ପ୍ଲାଟଫର୍ମ, ମନ୍ଦିର, ରାସ୍ତାଘାଟ…

୧ ମିନିଟରେ ୯ଟି ଭାଷାର ୧୩ଟି ଗୀତ ଗାଉଛନ୍ତି ସିଙ୍ଗର ଯୋଡ଼ି, ସୋସିଆଲ ମିଡିଆରେ ଭାଇରାଲ

କେନ୍ୟୁଜ୍‌(ବ୍ୟୁରୋ): ସୋସିଆଲ ମିଡିଆରେ ପ୍ରାୟ ସମୟରେ ସିଗିଂ କୁ ନେଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥାଏ । ଯାହା ଦର୍ଶକଙ୍କ ମନକୁ ବାନ୍ଧି ରଖିଥାଏ । ପ୍ରାୟ ସମୟରେ ବିଭିନ୍ନ ସିଗିଂ ଷ୍ଟାର ଗୀତକୁ ନେଇ ଏକ୍ସପେରିମେଣ୍ଟ କରିଥାନ୍ତି । ଗୀତରେ କିଛି ନୂଆ କରିବାକୁ ପ୍ରୟାସ ଜାରି ରଖିଛନ୍ତି ।…

ଇନ୍ଦୋର ସରଫାରେ ମିଳୁଛି ସୁନାର କୁଲଫି, ଇନ୍ଦୋର ବୁଲିବାକୁ ଯାଉଥିଲେ ମଜା ନିଶ୍ଚୟ ଉଠାନ୍ତୁ

କେନ୍ୟୁଜ୍‌(ବ୍ୟୁରୋ):  ଚାଲିଛି ଗ୍ରୀଷ୍ମ ପ୍ରଭାବ । ଚାରିଆଡ଼େ ଡହ ଡହ ଖରା । ତାତିରେ ତାଳୁ ଫାଟି ପଡ଼ୁଛି । ଏଥିରେ ପୁଣି ମେ ମାସର ଖରା । ଯେଉଁ ମାସରେ ସବୁଠି ଅଧିକ ଖରା ଅନୁଭୁତ ହୋଇଥାଏ । ଦେଶର ପ୍ରାୟ ସହରରେ ପାରା ୩୦ରୁ ୪୦ ଉପରେ । ତା ତଳକୁ ତ ଖସିବାର ନା ହିଁ ନାହିଁ । ଖରାର ଦାଉରୁ…

ପଞ୍ଜାବୀ ଗୀତରେ ବୟସ୍କଙ୍କ ଠୁମକା, ମିଳିଛି ଜବରଦସ୍ତ ଲାଇକ ସାଙ୍ଗକୁ କମେଣ୍ଟ

କେନ୍ୟୁଜ୍‌(ବ୍ୟୁରୋ): ଇଣ୍ଟରନେଟରେ ଏକ ଜବରଦସ୍ତ ଡାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଲୋକଙ୍କ ମନକୁ ବେଶ ଅଧିକ ମାତ୍ରାରେ ଛୁଇଁ ପାରିଛି । ଲୋକେ ଏହି ଭିଡିଓ ପଛରେ ଦିଓ୍ଵାନା ହୋଇ ଯାଇଛନ୍ତି । ନିଜେ ଭିଡିଓ ଦେଖି ମଜା ନେବାସହ ଭିଡିଓକୁ ଅଧିକ ମାତ୍ରାରେ ସେୟାର କରିବାରେ…

ଆପଣ ସର୍କସରେ ମାଙ୍କଡ଼କୁ ଖେଳ ଦେଖାଉଥିବାର ଦେଖିଥିବେ, ଏଠି ବାସନ ମାଜୁଛି

କେନ୍ୟୁଜ୍‌ (ବ୍ୟୁରୋ): ମାଙ୍କଡ଼କୁ ମଣିଷର ପୂର୍ବଜ କୁହାଯାଏ । ପୃଥିବୀରେ ଦେଖାଯାଉଥିବା ପ୍ରାଣୀ ମାନଙ୍କ ଭିତରେ ମାଙ୍କଡ଼ର କାର୍ଯ୍ୟାକଳାପ ମଣିଷର ପାଖାପାଖି ପ୍ରାୟ ହୋଇଥାଏ । ମଣିଷର ପ୍ରାୟ କଥା ମାଙ୍କଡ଼ ବୁଝି ପାରେ । ମାଙ୍କଡ଼ର କଥାବି ମଣିଷ ଉଣା ଅଧିକେ ବୁଝିଯାଏ । ଏହାସହ ମାଙ୍କଡ଼କୁ…

ଫେସବୁକ ଲାଇଭ ଭିଡିଓରେ ଅଶାଳୀନ କମେଣ୍ଟ କରିଥିଲେ ଯୁବକ, ବିଚ୍ ରାସ୍ତାରେ ପିଟିଲେ ଯୁବତୀ

ଅନୁଗୁଳ(କେନ୍ୟୁଜ୍): ଫେସବୁକ ଲାଇଭ ଭିଡିଓରେ ଅଶାଳୀନ କମେଣ୍ଟ କରିଥିବା ଯୁବକକୁ ବିଚ ରାସ୍ତାରେ ମାଡ଼ ମାରିଲେ ଯୁବତୀ । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପାଲଲହଡା ଖମାର ଅଞ୍ଚଳରେ। ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି। ପୂର୍ବରୁ ସମ୍ପୃକ୍ତ ଯୁବତୀ ଜଣଙ୍କୁ ଅଶ୍ଳୀଳ କମେଣ୍ଟ…

କେବେ ଡାଇଲଗ ତ କେବେ ଗୀତ ଶୁଣାଇ ଚା’ ପିଆଉଛନ୍ତି ଏହି ଚାଏବାଲା !

ନିକଟରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ଚା ବିକାଳି ଗରମା ଗରମ ଚା ସାଙ୍ଗକୁ ତାଙ୍କର ରୋମାଣ୍ଟିକ ଗୀତ ଲୋକଙ୍କର ମନ ଜିଣୁଛି। ଇଣ୍ଟର୍ନେଟ୍ରେ ଏବେ ଏହି ଚା ବିକାଳିଙ୍କ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଚା’ ବିକାଳି କେବେ ଡାଇଲଗ କହି ତ କେବେ ଗୀତ ଗାଇ ଗ୍ରାହକଙ୍କ…

ଛାତ୍ରୀଙ୍କ ସହିତ ଦୁର୍ବ୍ୟବହାର କରୁଥିଲେ ରସିକିଆ ପ୍ରଧାନଶିକ୍ଷକ, ସମସ୍ତେ ମିଶି ଝାଡୁ ଠେଙ୍ଗାରେ ପିଟିଲେ: ଭିଡିଓ…

କର୍ଣ୍ଣାଟକର ଶ୍ରୀରଙ୍ଗପାଟଣାର କାଟେରୀ ଗାଁର ଏକ ହଷ୍ଟେଲରେ ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଜଣେ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ପିଟିଛନ୍ତି ଛାତ୍ରଛାତ୍ରୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ପୋଲିସ କହିବା ମୁତାବକ, ଛାତ୍ରୀ ହଷ୍ଟେଲର ଦାୟିତ୍ୱରେ…