Browsing Tag

Viral video

ଚଳନ୍ତା ଟ୍ରେନରୁ ଦୁଇ ପିଲାଙ୍କୁ ଫୋପାଡି ନିଜେ ଡେଇଁପଡିଲା ମା, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶର ଉଜ୍ଜେନ ଷ୍ଟେସନରେ ଏପରି ଦୁର୍ଘଟଣା ଘଟିଥିଲା, ଯାହା ଆପଣଙ୍କ ଛାତି ଥରାଇଦେବ। ଏହି ଘଟଣାରେ ଦୁଇ ପିଲା ଏବଂ ଜଣେ ମା’ର ଜୀବନ ବାଜି ଲାଗିଯାଇଥିଲା। ଏହି ଷ୍ଟେସନରେ ଜଣେ ମହିଳା ନିଜର ଦୁଇ ପିଲାଙ୍କୁ ଟ୍ରେନରୁ ତଳକୁ ଫୋପାଡିବା ପରେ ନିଜେ ଡେଇଁ ପଡିଥିଲେ। ଆଉ ମହିଳାଙ୍କ ଜୀବନ ଯାଉ…

ଇଏ କି ପାଠପଢ଼ା! କ୍ଲାସ୍‌ରେ ଗୋଟେ କଳାପଟାରେ ୨ ଶିକ୍ଷକ ପଢ଼ାଉଛନ୍ତି ପାଠ, ଜଣେ ହିନ୍ଦୀ ତ ଆଉ ଜଣେ ଉର୍ଦ୍ଦୁ

ପିଲାଙ୍କ ପ୍ରାଥମିକ ଶିକ୍ଷା ପାଇଁ ସରକାର ଯେତେ ଯୋଜନା କଲେ ବି ଅନେକ ଥର ବ୍ୟବସ୍ଥା ଏମିତି ହୋଇଥାଏ ଯେ ଯୋଜନା କେବଳ ଯୋଜନାରେ ହିଁ ରହିଯାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଗୋଟିଏ କ୍ଲାସ୍‌ରେ ଗୋଟିଏ କଳାପଟାରେ ହିଁ ଦୁଇଟି ଭିନ୍ନ ଭିନ୍ନ ବିଷୟରେ…

ମୁଣ୍ଡରେ ଗଜରା ଲଗାଇ ଗାଉଁଳି ଲୁକ୍‌ରେ ନଜର ଆସିଲେ ଶେହନାଜ୍‌ ଗିଲ୍‌, ସାମ୍ନାକୁ ଆସିଲା ‘କଭି ଇଦ୍‌ କଭି ଦିଓ୍ଵାଲୀ’ର…

ଟିଭି ପରଦାରେ ରାଜ୍‌ କରିବା ପରେ ଫ୍ୟାନ୍‌ଙ୍କ ପ୍ରିୟ ଶେହନାଜ ଗିଲ୍‌ ଏବେ ଫିଲ୍ମ ପରଦାରେ ନିଜ ଜଲଓ୍ଵା ଦେଖାଇବାକୁ ଯାଉଛନ୍ତି। ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ଵାଲୀ’ରେ ବଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି ଶେହନାଜ ଗିଲ୍‌। ସେ ଏବେ ଫିଲ୍ମର ସୁଟିଂ ବି ଆରମ୍ଭ କରି…

ବର-କନ୍ୟା ନିଜ ଦେହରେ ଲଗାଇଦେଲେ ନିଆଁ; ପରସ୍ପରର ହାତ ଧରି ଏମିତି ଦୌଡ଼ିଲେ…ଦେଖନ୍ତୁ ଭିଡିଓ

ନିଜ ବିବାହକୁ କିଛି ଲୋକ ଏମିତି ସ୍ମରଣୀୟ କରିବାକୁ ଚାହାଁନ୍ତି, ଯେପରି ସେହି ମୁହୂର୍ତ୍ତ ଜୀବନ ସାରା ପାଇଁ ମନେ ରହିବ। ଏବେ ଏମିତି ହିଁ କିଛି କରିବା ନିଶାରେ ଏଠାରେ ଏକ କପଲ୍‌ ବିପଜ୍ଜନକ ଷ୍ଟଣ୍ଟ୍‌ କରିବାକୁ ପଛାଇ ନାହାନ୍ତି। ଏହି ଅଜବ ପ୍ରକାର ଷ୍ଟଣ୍ଟ୍‌ କରିବା ପାଇଁ ବର-କନ୍ୟା ଦୁଃସାହସ…

ବାଃ ଚମତ୍କାର ପ୍ରତିଭା…ମଝି ରାସ୍ତାରେ ଚୌକିରେ ବସି ବଂଶୀ ବଜାଇଲେ କନେଷ୍ଟବଳ; ସୁମଧୁର ସ୍ୱରରେ ମତୁଆଲା ଲୋକେ

ସୋସିଆଲ ମିଡିଆ…ଯେଉଁଠି ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଏମିତି ବି ଥାଏ, ଯାହା ଲୋକଙ୍କ ମନକୁ ଖୁବ୍‌ ଛୁଇଁଥାଏ। ଲୋକେ ସେହି ଭିଡିଓକୁ ବାରମ୍ବାର ଦେଖିବାକୁ ପସନ୍ଦ କରି ଥାଆନ୍ତି। ଏବେ ଠିକ୍‌ ଏହିଭଳି ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। ଏହି…

ପାଗ ବଦଳିବା ପରେ ଅଚାନକ ଆସିଲା ଘୂର୍ଣ୍ଣିଝଡ଼, ତଳୁ ଉଠାଇ ଉପରକୁ ନେଇଗଲା ବାଲି ଧୂଳି; ଦେଖନ୍ତୁ ଛାତିଥରା ଭିଡିଓ

ଏବେ ଗରମ ବଢ଼ିବା ସହ ଛୋଟ ଛୋଟ ଧୂଳି ଝଡ଼ ବି ହେଉଥିବା ଦେଖିବାକୁ ମିଳୁଛି। ବେଳେ ବେଳେ ଏହି ଧୂଳି ଝଡ଼ ଏତେ ବଡ଼ ଆକାର ଧାରଣ କରେ ଯେ ଘର ଦ୍ୱାର ଓ ଗାଡ଼ି ମଟର ବି ଉପରକୁ ଉଠାଇ ନିଏ। ନିକଟରେ ଆମେରିକାରେ ସେମିତି ଏକ ଧୂଳି ଝଡ଼ ବହିଯାଇଛି। ଏହି ଧୂଳି ଝଡ଼ ଏତେ ଭୟଙ୍କର ଥିଲା ଯେ ଲୋକମାନେ ଏହାକୁ ଛୋଟ…

ବୋତଲରେ ବନାଇଲେ ଏମିତି ଯୋଗାଡ, ଭିଡ଼ିଓ ଦେଖିଲେ ଆପଣ କହିବେ ବାଃ ଓସ୍ତାଦ, କି ବୁଦ୍ଧି

ଭାରତରେ ବୁଦ୍ଧିଆ ଲୋକଙ୍କର ଅଭାବ ନାହିଁ । ହେଲେ ଏହି ବୁଦ୍ଧିମାନ ଲୋକଙ୍କ କାରନାମା ବଣ ମଲ୍ଲି ପରି ବଣରେ ଫୁଟି ଝଡିଯାଉଥିଲା । ଏବେ ସୋସିଆଲ ମିଡିଆ ସକ୍ରିୟ ହେବା ପରେ ଲୋକଙ୍କ ଏହି ବିଚକ୍ଷଣତା ସମସ୍ତଙ୍କ ନଜରକୁ ଆସୁଛି । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ଯାହାକୁ…

ଗର୍ଭରେ ମୃତ ଛୁଆ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲା ମାଙ୍କଡ଼, ହାତରେ ବାହାର କରି ଜୀବନ ବଞ୍ଚାଇଲେ ପୋଲିସ କର୍ମୀ;…

ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ସବୁବେଳେ ଭାଇରାଲ ହୋଇଥାଏ। ଏହି ଭିଡିଓ ବେଳେବେଳେ ମଜା ଲାଗେ ତ ଆଉ କେବେ ଇମୋସନାଲ ହୋଇଥାଏ। ଏସବୁ ଇମୋସନାଲ ଭିଡିଓ ଦେଖିବା ପରେ ଆମେ ବେଶ୍‌ ଭାବୁକ ହୋଇଯାଇଥାଉ। ନିକଟରେ ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଯେଉଁ ଦୃଶ୍ୟ…

ଇଏ କି ଶିକ୍ଷା? ହାଇସ୍କୁଲ ପରୀକ୍ଷା ସରିଲା ବୋଲି କେଉଁଠି ଡିଜେ ବଜାଇ ନାଚିଲେ ତ ଆଉ କେଉଁଠି ବାଡିଆପିଟା ହେଲେ

ଗଞ୍ଜାମ (କେନ୍ୟୁଜ): ଇଏ କି ମାନସିକତା ? ଇଏ କି ଶିକ୍ଷା ? ମାଟ୍ରିକ ପରୀକ୍ଷା ସରିବା ପରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବମକେଇ ଗାଁ ରୁ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ସମସ୍ତଙ୍କୁ ଚମକାଇ ଦେଲାପରି। ବମକେଇ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଇ ବାହାରକୁ ଆସିବା କ୍ଷଣି…

ଆପଣଙ୍କ ପାଖରେ କେମିତି ପହଞ୍ଚେ କାର ଓ ବାଇକ୍‌, ଭିଡିଓ ସେୟାର କରି ଦେଖାଇଲା ରେଲୱେ

ଏବେ ଯାହା ପାଖରେ ଦେଖ କାର କିମ୍ବା ବାଇକ୍‌ ନିଶ୍ଚିତ ଥିବ। ଏହି ଗାଡ଼ିଗୁଡ଼ିକୁ ଲୋକମାନେ ନିକଟସ୍ଥ ଶୋରୁମ୍‌ କିମ୍ବା ଡିଲରଙ୍କ ଠାରୁ କିଣିଥାନ୍ତି। କିନ୍ତୁ କେବେ ଚିନ୍ତା କରିଛନ୍ତି, ଶୋରୁମ୍‌ ଯାଏଁ ଏସବୁ ଗାଡ଼ି ଆସେ କେମିତି ? ଆପଣ ଭାବୁଥିବେ ବଡ଼ ବଡ଼ ଟ୍ରକରେ ଗାଡ଼ିଗୁଡ଼ିକୁ ଲଦା ଯାଇ ଅଣାଯାଏ।…

କୁକୁର ଦେହରେ ଗୁଡ଼ାଇ ହୋଇ ଗିଳିବାକୁ ଚେଷ୍ଟା କରୁଛି ଅଜଗର, ଭିଡିଓ ଦେଖିଲେ ଛାତି ଥରିଯିବ

ଅଜଗର ଏକ ଭୟଙ୍କର ଜୀବ। ସେ ଯାହାକୁ ନିଜ ଶିକାର ବନାଇବାକୁ ଚାହେଁ ତା’ ବଞ୍ଚିବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। ସୋସିଆଲ ମିଡିଆରେ ପ୍ରାୟତଃ ଅଜଗରର ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଏବେ ସୋସିଆଲ ମିଡିଆରେ ଅଜଗରର ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି…

ଭୟଙ୍କର ଘୂର୍ଣ୍ଣିଝଡ଼ ଉଡାଇନେଲା ଘର, ଦେଖନ୍ତୁ ଭିଡିଓ

ପ୍ରକୃତି ସାମ୍ନାରେ ସବୁ ନିୟମ ଫିକା ପଡିଯାଏ। ପ୍ରକୃତି କେତେ ବେଳେ ନିଜର ମିଜାଜ ବଦଳାଏ, ତାହା କେହି ଜାଣିପାରନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ଏମିତି ବିନାଶ କରିସାରିଛି, ଯାହାର ଛାପ ଏଯାଏଁ ମଧ୍ୟ ରହିଛି। ବାତ୍ୟା, ବନ୍ୟା, ଭମିକମ୍ପ ଇତ୍ୟାଦି ପ୍ରକାରର ବିଭୀଷିକା ମଣିଷ ଦେଖିସାରିଛି।…