Browsing Tag

Viral video

RJଙ୍କ ଏହି ପ୍ରଶ୍ନ ଶୁଣି ଭଡ଼କି ଗଲେ ଅର୍ଜୁନ କପୁର, ରାଗରେ ନିଆଁ ବାଣ ହୋଇ ବଜାଇଦେଲେ ଚାପୁଡ଼ା; ଦେଖନ୍ତୁ ଭିଡିଓ

ନିକଟରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କର ଏକ ଭିଡିଓ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଅର୍ଜୁନ୍‌ କପୁର ରିପୋର୍ଟରଙ୍କ ଏକ ପ୍ରଶ୍ନ ଶୁଣି ଏତେ ରାଗି ଯାଇଛନ୍ତି ଯେ ତାଙ୍କୁ ଏକ ଚାପୁଡ଼ା ମାରିଥିବା ଦେଖାଯାଇଛି। କେବଳ ସେତିକିରେ ତାଙ୍କ ରାଗ ଥମିନି। ଏହା ପରେ ସେ…

ନିଜ ୯୩ ଜନ୍ମଦିନ ପାର୍ଟିରେ ଜଲଓ୍ଵା ଦେଖେଇଲେ ଦାଦି, ଲୋକେ କହିଲେ ‘ୟାକୁ ହିଁ କୁହନ୍ତି ଜୀବନ’

ସବୁ କିଛି ବୟସରେ ନଥାଏ, ମନରେ ଆବେଗ ରହିବା ଆବଶ୍ୟକ। ହୃଦୟରୁ ଯିଏ ଯୁବା ତାଙ୍କୁ ବୟସ ବି ବୁଢ଼ା କରିପାରିବନାହିଁ। ଯଦି ବିଶ୍ୱାସ ହେଉନି ତାହେଲେ ଏ ଦାଦିଙ୍କୁ ଟିକେ ଦେଖିଦିଅନ୍ତୁ। ସୋସିଆଲ ମିଡିଆରେ ଦାଦିଙ୍କର ବାର୍ଥଡେ ବସ୍‌ ପୂରା ଛାଇ ଯାଇଛି। ଦାଦିମା ୯୩ତମ ଜନ୍ମଦିନ ପାଳନ କରିଛନ୍ତି,…

ବାପା ବିକନ୍ତି ଲେମ୍ବୁ ସରବତ୍‌ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ଫୁଟ୍‌ପାଥ୍‌ ଷ୍ଟ୍ରିଟ୍‌ ଲାଇଟ୍‌ରେ ପାଠ ପଢ଼ି ପାଇଲେ…

ଭଗବାନ ବି କେତେ ନିଷ୍ଠୁର ସତେ, କାହାକୁ ଜୀବନ ବଞ୍ଚିବାର ସବୁ କିଛି ସୁବିଧା ଅଜାଡି ଦେଇଛନ୍ତି ତ ଆଉ କାହାର ମୁଣ୍ଡ ଉପରେ ଛାତ ଖଣ୍ଡେ ଦେଇ ନାହାନ୍ତି । ହେଲେ ଜୀବନକୁ ସହଜରେ ଜୀଇବା ପାଇଁ, ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଦରକାର ଦୃଢ଼ ସଂକଳ୍ପ ଓ ମନୋବଳ । ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ…

ନିଜ ପ୍ରେମିକା ପାଇଁ ଏହି ଯୁବକ ଯାହା କଲେ ଭିଡିଓ ଦେଖିଲେ ବୋଧହୁଏ ଆପଣ କହିବେ ‘ଏଇଟା ହିଁ ପ୍ରକୃତ ପ୍ରେମ’

ଆପଣ ଆପଣଙ୍କ ଜୀବନରେ ଅନେକ ପ୍ରେମ କାହାଣୀ ଦେଖିଥିବେ ଓ ଶୁଣିଥିବେ। ପ୍ରେମ ପାଇଁ ଜୀବନ ହାରିଥିବା ପ୍ରେମୀଙ୍କ ବିଷୟରେ ମଧ୍ୟ ଶୁଣିଥିବେ। ସେ ଲୈଲା ମଜନୁ ହୁଅନ୍ତୁ ବା ହିର ରାଞ୍ଝା, ଏମାନଙ୍କ ଜୋଡିକୁ ଲୋକମାନେ ଆଜି ବି ମନେ ରଖିଛନ୍ତି। କିନ୍ତୁ ସତରେ କଣ ପ୍ରେମ ପାଇଁ ଜୀବନ ହାରିବାଟା ହେଉଛି…

ତ୍ରିରଙ୍ଗାକୁ ଦେଖି ଅଟକିଗଲେ ବୃଦ୍ଧ ମହିଳା, ଆଉ ପାଖକୁ ଯାଇ କଲେ ଏପରି ଦେଖନ୍ତୁ

ସ୍ୱାଧିନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ ଆସିଲେ ଆମର ଦେଶଭକ୍ତ କଥା ମନେ ପଡେ। ଆହୁରି ବି ବହୁତ ଲୋକ ଅଛନ୍ତି ଯେଉଁମାନେ କେବଳ ଦେଖାଣିଆ ଭାବରେ ଦେଶ ଭକ୍ତିର ପ୍ରମାଣ ଦିଅନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ସତ୍‌ ମନରେ ଦେଶକୁ ଭକ୍ତି କରନ୍ତି ଭଲ ପାଆନ୍ତି। ଯେଉଁମାନଙ୍କ ପାଇଁ…

ଦୁଇ ହଜାର ଟଙ୍କା ନଦେଲେ ଦଶ ହଜାର ଫାଇନ କାଟିବି, ଜୋର ଜବରଦସ୍ତି ବଟି ଆଦାୟର ଭାଇରଲ ଭିଡିଓକୁ ନେଇ ଚର୍ଚ୍ଚାରେ ଟମକା…

ଭାଇରଲ  ହେଉଛି ପୋଲିସ ସବ୍ ଇନ୍ସପେକ୍ଟରଙ୍କ ଭିଡିଓ । ଦୁଇ ହଜାର ଟଙ୍କା ନଦେଲେ ଦଶ ହଜାର ଫାଇନ କାଟିବି ବୋଲି କହି ଧମକ ଦେଉଛନ୍ତି ଏହି ପୋଲିସ ବାବୁ । ଟ୍ରକ ଡ୍ରାଇଭରଙ୍କୁ ଦୁଇ ହଜାର ଟଙ୍କା ଦେବାକୁ ବାଧ୍ୟ କରୁଥିବା ବେଳେ ପୋଲିସ ଅଧିକାରୀଙ୍କ ଭିଡିଓ ଭାଇରାଲ୍ । କରୋନା କଟକଣା ସମୟରେ ସାଧା…

ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ରେ ଫସିଯାଇଥିଲେ ଯୁବକ, ବାୟୁସେନାର ହେଲିକପ୍ଟର ପହଞ୍ଚି ଏମିତି ବଞ୍ଚାଇଲା ଜୀବନ; ଦେଖନ୍ତୁ…

ପ୍ରବଳ ବର୍ଷା ଯୋଗୁ ଭାରତର ଅନେକ ରାଜ୍ୟ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଦେଖାଦେଇଛି। ଛତିଶଗଡ଼ରେ ମଧ୍ୟ ଏବେ ପ୍ରବଳ ବର୍ଷା ଜାରି ରହିଛି। ବନ୍ୟା ଜଳରେ ଭାସି ଯାଇ ଜଣେ ବ୍ୟକ୍ତି ବିଳାସପୁର ନିକଟସ୍ଥ ଖୁଟଘାଟ ଡ୍ୟାମ୍‌ରେ ଫସିଯାଇଥିଲେ। ପାଣିର ସୁଅ ଏତେ ଅଧିକ ଥିଲା…

ବିନା ସିଡିରେ ବିଜୁଳି ଖୁଣ୍ଟକୁ ଚଟାପଟ୍‌ ଚଢ଼ୁଛନ୍ତି ମହିଳା, ଏମିତି ସଜାଡୁଛନ୍ତି ବିଦ୍ୟୁତ ତାର

କଣ ଆପଣ କେବେ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟ ଉପରେ ଚଢ଼ି ତାର ଜୋଡିବାର ଦେଖିଛନ୍ତି? ଦେଖିନାହାଁନ୍ତି ନା, ଏମିତି ହିଁ ଜଣେ ମହିଳା ଅଛନ୍ତି ଯିଏ ଏହି ପୁରୁଷଙ୍କ ଭଳି ଇଲେକ୍ଟ୍ରୀ ଖୁଣ୍ଟ ଚଢ଼ି ତାର ଯୋଡିବାରେ ଖୁବ୍‌ ମାହିର। ଆଜ୍ଞା ହଁ, ସେ କେବଳ ବିଜୁଳି ଖୁଣ୍ଟ ଉପରେ ଚଢ଼ନ୍ତି ବରଂ ବହୁତ…

ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଗଲେ ତିନି ଜଣ, JCB ଏମିତି ବଞ୍ଚାଇଲା ଜୀବନ

ଥରେ ଭାବନ୍ତୁ ତ ଯଦି ଆପଣ କେବେ ଗଭୀର ପାଣି ଭିତରେ ଫସିଗଲେ ଆଉ ନିଜ ଜୀବନ ବଞ୍ଚାଇବା ପାଇଁ କୌଣସି ରାସ୍ତା ଆପଣଙ୍କ ପାଖରେ ନାହିଁ। ଏହି ସମୟରେ କେବଳ ଆପଣ ଭଗବାନକୁ ସ୍ମରଣ କରୁଥାନ୍ତି। ଆଉ ଭଗବାନଙ୍କୁ ସ୍ମରଣ କରି ଭାବୁଥାନ୍ତି ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ କିଏ ଦେବଦୂତ ସାଜି ଆସନ୍ତେନି…

ହ୍ରିତିକଙ୍କ ଗୀତରେ ଯୁବକ ଏମିତି ଜବରଦସ୍ତ ଡ୍ୟାନ୍ସ କଲେ ଯେ ଟାଇଗର ଶ୍ରଫ ହେଲେ ଆଶ୍ଚର୍ଯ୍ୟ, ଆପଣ ବି ଦେଖନ୍ତୁ

ସୋସିଆଲ ମିଡିଆରେ ଏକ ଡ୍ୟାନ୍ସ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଇଣ୍ଟରନେଟରେ ଏହି ଡ୍ୟାନ୍ସ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆପଣ ଜାଣିଛନ୍ତି ଇଣ୍ଟରନେଟରେ ଡ୍ୟାନ୍ସ ଭିଡିଓ ପୋଷ୍ଟ କରି ଅନେକ ଲୋକ ରାତାରାତି ଷ୍ଟାର ହୋଇଯାଇଛନ୍ତି। ନିକଟରେ ମାଇକେଲ ଜାକସନଙ୍କ ଭଳି ମୁନ୍‌ ଓ୍ଵାକ…

ଭାଷଣ ମଝିରେ ଜଣେ ବ୍ୟକ୍ତି କଲେ ଏମିତି କିଛି, ଯାହାପରେ ଅଚାନକ ଲୋକେ ମାରିଲେ ତାଳି; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ବହୁତ ମଜାଦାର ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକମାନେ ହସି ହସି ବେଦମ୍‌ ହେଉଛନ୍ତି। ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ମଝିରେ ଛିଡା ହୋଇ ଭାଷଣ ଦେଉଛନ୍ତି। ଆଉ ଠିକ୍‌ ଏତିକିବେଳେ ସେଠାରେ ଭାଷଣ ଶୁଣୁଥିବା ଜଣେ ବ୍ୟକ୍ତି କିଛି ଏମିତି କରିଦେଲେ ଯେ…

ଦିଲ୍ଲୀ ରାସ୍ତା ପାଲଟିଲା ନଦୀ, ବଳଦ ଗାଡିରେ ଯାଉଥିବା ଲୋକେ କେମିତି ତଳେ ପଡୁଛନ୍ତି ଦେଖନ୍ତୁ

ଏମିତି ତ ଆପଣ ରାସ୍ତାରେ ଯାଉଥିବା ବେଳେ ଅନେକ ଅଭାବନୀୟ ଦୃଶ୍ୟ ଦେଖୁଥିବେ । ଖାସ୍ କରି ବର୍ଷା ମାସରେ ପାଣି ଜମିବାର ଅନେକ ସମସ୍ୟା ବିଭିନ୍ନ ଭାଇରାଲ ଭିଡିଓ ମାଧ୍ୟମରେ ନିହାତି ଦେଖିଥିବେ । ବର୍ଷା ପାଣିର କଥା ହେଲାବେଳେ ଆମେ ଆମ ରାଜଧାନୀ ଦିଲ୍ଲୀର କଥା କେମିତି ବା ଭୁଲି ପାରିବା । ତେବେ…