Browsing Tag

vladimir putin

ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲା ୟୁକ୍ରେନ୍‌! କ୍ରେମ୍‌ଲିନରେ ମାଡ଼ କଲା ଡ୍ରୋନ୍‌

ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ। କିଭ୍ ଏହି ପ୍ରୟାସ କରିଥିବା ଅଭିଯୋଗ କରିଛି ରୁଷ। ଡ୍ରୋନ୍ ଜରିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଇଛି। କ୍ରେମଲିନ୍ ଉପରେ ଡ୍ରୋନ୍ ଜରିଆରେ ଆକ୍ରମଣ କରି ପୁଟିନଙ୍କୁ ହତ୍ୟା ପାଇଁ କିଭ୍ ଉଦ୍ୟମ କରିଥିବା କୁହାଯାଇଛି। ଏହି ଆକ୍ରମଣ…

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ, ଜାରି କଲା ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ। ଗିରଫ ପରୱାନା ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ- ଆଇସିସି। ପୁଟିନ ଯୁଦ୍ଧ ଅପରାଧ ସହ ୟୁକ୍ରେନରୁ ରୁଷକୁ ବେଆଇନ ଶିଶୁ ଚାଲାଣରେ ଲିପ୍ତ ଥିବା ନେଇ ଅଭିଯୋଗ କରିଛି ଆଇସିସି । ପୁଟିନଙ୍କ ସହ ରୁଷିଆର ଶିଶୁ…

ଭାରତ ଆସିପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ! ଜି-20 ସମ୍ମିଳନୀରେ ଦେବେ ଯୋଗ

ଭାରତ ଆସିପାରନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏଭଳି କିଛି କଳ୍ପନା ଜଳ୍ପନା ଚାଲିଛି ପୁଟିନଙ୍କ ଗସ୍ତକୁ ନେଇ । ୟୁକ୍ରେନ୍‌ ସହ ଯୁଦ୍ଧ ଯୋଗୁଁ ଏବେ ସାରା ବିଶ୍ୱର ନଜରରେ ଥିବା ପୁଟିନ୍‌ ଜି-20 ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆସନ୍ତା…

ପୁଟିନଙ୍କ ଦେହ ଭୀଷଣ ଖରାପ, ବାତିଲ କଲେ ବାର୍ଷିକ ପ୍ରେସ୍‌ ମିଟ୍‌ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ପୁଟିନଙ୍କ ଦେହ ଭୀଷଣ ଖରାପ ଥିବା ଜଣାଯାଇଛି । ଠିକ ରହୁନି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା । ୟୁକ୍ରେନ ରୁଷ୍‌ ଯୁଦ୍ଧ ମଧ୍ୟରେ ପୁଟିନଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି । ପୁଟିନଙ୍କ ସ୍ୱସ୍ଥ୍ୟାବସ୍ଥାକୁ ନେଇ ଅନେକ କଥା…

ଲଗାତାର ବିଗୁଡ଼ୁଛି ରୁଷ୍‌ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ! ଘର ସିଡ଼ିରୁ ଖସି ଆହତ ହେଲେ ପୁଟିନ, ଅଜାଣତରେ କରିଦେଲେ ମଳତ୍ୟାଗ

ରୁଷ୍‌ ଯେବେଠାରୁ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି, ସେବେଠାରୁ ରୁଷିଆର ସମସ୍ୟା କମିବାର ନାଁ ଧରୁନାହିଁ। ପ୍ରଥମେ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିବନ୍ଧକ, ବଡ଼ ବଡ଼ କମ୍ପାନୀର କାମ ବନ୍ଦ ହେବା ଏବଂ ଆଶାଠାରୁ ଅଧିକ ଦିନ ଯାଏ ଯୁଦ୍ଧ ଚାଲିବା, ଏ ସବୁ କିଛି ରୁଷ୍‌କୁ ବହୁତ କ୍ଷତି…

ମୋଦିଙ୍କ ପରେ ଏବେ ଭାରତର ଖୁବ୍‌ ପ୍ରଶଂସା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‌, କହିଲେ ଏମିତି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିବା ପରେ ଏବେ ଭାରତବାସୀଙ୍କୁ ତାରିଫ୍‌ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ପୁଟିନ୍‌ କହିଛନ୍ତି, ଭାରତୀୟଙ୍କ ପ୍ରତିଭା ଓ ଦକ୍ଷତା ବଳରେ ଦେଶ ଆଗାମୀ ଦିନରେ ବହୁତ ସଫଳତା ଓ ଅଗ୍ରଗତି ହାସଲ କରିବ। ପୁଟିନ୍‌…

ରୁଷ୍‌ର କ୍ଷମତାରୁ ପୁଟିନଙ୍କୁ ହଟାଇବା ପାଇଁ ଜୋର୍‌ଦାର ପ୍ରସ୍ତୁତି! ରିପୋର୍ଟରେ ରିପ୍ଲେସ୍‌ମେଣ୍ଟର ଚର୍ଚ୍ଚା

ରୁଷ୍‌ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରିପ୍ଲେସ୍‌ମେଣ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୟୁକ୍ରେନ ପ୍ରତିରକ୍ଷା ଗୁଇନ୍ଦାର ପ୍ରମୁଖ ଜେନେରାଲ କାୟରଲୋ ବୁଡାନୋଭ ଏହି ଦାବି କରିଛନ୍ତି। ମିଡିଆ ରିପୋର୍ଟ ମୁତାବକ, ମେଜର ଜେନେରାଲ ବୁଡାନୋଭ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧ ଶେଷ ହେବା…

ପରମାଣୁ ଧମକ ଦେଲେ ପୁଟିନ୍‌! ଟେଲିଭିଜନ ବାର୍ତ୍ତାରେ କହିଲେ, ‘ଦେଶ ପ୍ରତି ବିପଦ ଆସିଲେ ସମସ୍ତ ଅସ୍ତ୍ର ପ୍ରୟୋଗ…

ପରମାଣୁ ଧମକ ଦେଇଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ରାଷ୍ଟ୍ରପତି ପୁଟିନ୍‌ ଏକ ବଡ଼ ଘୋଷଣା କରି ଦେଶବାସୀଙ୍କୁ ସତର୍କ କରାଇ ଦେଇଛନ୍ତି। ଏକ ଟେଲିଭିଜନ ବାର୍ତ୍ତା ମାଧ୍ୟମରେ ସେ ଦେଶବାସୀଙ୍କୁ ଏକ ବଡ଼ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ…

ଉଜବେକିସ୍ତାନ ସମରକନ୍ଦରେ ପୁଟିନ୍ -ଜିନପିଙ୍ଗ ସାକ୍ଷାତ

ନୂଆଦିଲ୍ଲୀ : ଭେଟ ହେଲେ ପୁରୁଣା ବନ୍ଧୁ । ଉଜବେକିସ୍ତାନ ସମରକନ୍ଦରେ ହେଲା ପୁଟିନ୍ - ଜିନପିଙ୍ଗ ସାକ୍ଷାତ । ଏହି ସାକ୍ଷାତ ସମୟରେ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଦୁଇ ନେତା। ପୁରୁଣା ବନ୍ଧୁଙ୍କୁ ଭେଟି ବହୁତ ଖୁସି ବୋଲି କହିଛନ୍ତି ଜିନପିଙ୍ଗ । ୟୁକ୍ରେନ୍ ଯୁଦ୍ଧ ସମେତ…

G7 ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଲେ ପୁଟିନ୍‌! ମୂଲ୍ୟର ସୀମା ନିର୍ଦ୍ଧାରଣ କରିବ ତ ସବୁଦିନ ପାଇଁ ବନ୍ଦ କରିଦେବି ତୈଳ ଓ…

ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ୁଥିବା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବେ ତାତି ଉଠିଛନ୍ତି। ଯେଉଁ ଦେଶଗୁଡ଼ିକ ତୈଳ ମୂଲ୍ୟର ସୀମା (ପ୍ରାଇସ୍‌ କାମ୍ପିଂ) ନିର୍ଦ୍ଧାରଣ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି, ପୁଟିନ୍‌ ସେମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ପୁଟିନ୍‌ କହିଛନ୍ତି କି, ଯେଉଁ…

‘ପୁଟିନ୍‌ଙ୍କ ବ୍ରେନ୍‌’ କୁହାଯାଉଥିବା ଆଲେକ୍ସଜାଣ୍ଡର ଦୁଗିନ୍‌ଙ୍କ ଝିଅକୁ ହତ୍ୟା; ବମ୍‌ରେ ଉଡ଼ାଇ ଦେଲେ ଆକ୍ରମଣକାରୀ…

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କର ସବୁଠାରୁ ଘନିଷ୍ଠ ସହଯୋଗୀ ଆଲେକ୍ସଜାଣ୍ଡର ଦୁଗିନ୍‌ଙ୍କ ଝିଅ ଦାରିଆ ଦୁଗିନ୍‌ଙ୍କୁ ହତ୍ୟା କରାଯାଇଛି। ମିଡିଆ ରିପୋର୍ଟ ମୁତାବକ, ମସ୍କୋରେ ଏକ କାର୍‌ରେ ବୋମା ବିସ୍ଫୋରଣରେ ତାଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି, ଆକ୍ରମଣକାରୀମାନେ ଦାରିଆଙ୍କ…

ପୁଟିନ୍‌ଙ୍କ ଗାର୍ଲଫ୍ରେଣ୍ଡ ଆଲିନାଙ୍କୁ ବ୍ୟାନ୍‌ କଲା ଆମେରିକା, ପାସ୍‌ଫୋର୍ଟ ରଦ୍ଦ

ପୁଟିନଙ୍କ ଗାର୍ଲଫ୍ରେଣ୍ଡ ଉପରେ ଆମେରିକାର କଟକଣା। ରୁଷ ରାଷ୍ଟ୍ରପତିଙ୍କ ଉପରେ ବ୍ୟାନ ଲଗାଇବା ପରେ ଏବେ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଆଲିନା ମାରତୋଭନାଙ୍କ ଉପରେ କଟକଣା ଲଗାଇଛି ଆମେରିକା। ତାଙ୍କ ପାର୍ସପୋଟକୁ ରଦ୍ଦ କରାଯାଇଛି। ୩୯ ବର୍ଷୀୟା ଆଲିନାଙ୍କ ପୁଟିନଙ୍କ ସହ ଘନିଷ୍ଠ ସମ୍ପର୍କ…