Browsing Tag

vladimir putin

୭୦ ବର୍ଷ ବୟସରେ ବାପା ହେବେ ରୁଷ୍‌ ରାଷ୍ଟ୍ରପତି! ଗାର୍ଲଫ୍ରେଣ୍ଡ ଏଲିନା ଦ୍ୱିତୀୟ ଥର ଗର୍ଭବତୀ…ଚିନ୍ତାରେ ପୁଟିନ

ଗତ ୭୫ ଦିନ ହେବ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହାରି ଭିତରେ ମସ୍କୋରେ ଆଜି ବିଜୟ ଦିବସ ପରେଡ୍‌ ଆୟୋଜିତ ହେଉଥିବା ବେଳେ ସେପଟେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ ଜଲ୍‌ଦି ବାପା ହେବାକୁ ଯାଉଥିବା ନେଇ ଗୁଜବ ଉଠିଛି। କୁହାଯାଉଛି ଯେ ପୁଟିନଙ୍କ ଗାର୍ଲଫ୍ରେଣ୍ଡ ତଥା…

ମେ’ ୯ ପରେ ପୁଟିନଙ୍କର ହେବ କ୍ୟାନ୍‌ସର ଅପରେସନ; ଏହି ଭୟଙ୍କର କମାଣ୍ଡର ସମ୍ଭାଳିବେ ରୁଷ୍‌ର ଶାସନ ଭାର!

ରୁଷ୍‌-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ କ୍ୟାନସର ରୋଗରେ ଜୁଝି ହେଉଛନ୍ତି। ଦୀର୍ଘ ଦିନରୁ ତାଙ୍କର ଅସୁସ୍ଥତା ଲାଗି ରହିଛି, ଯେଉଁ କାରଣରୁ ସେ କ୍ଷମତାରୁ ଓହରି ଯିବାକୁ ନିଷ୍ପତ୍ତି ନେଇପାରନ୍ତି। ରୁଷ୍‌ ରାଷ୍ଟ୍ରପତିଙ୍କ…

ପୁଟିନ ତାଙ୍କ ସୁରକ୍ଷାକୁ ନେଇ ଭାରି ଚିନ୍ତିତ, ଶତ୍ରୁଠୁ ବଞ୍ଚିବା ପାଇଁ ବ୍ୟବହାର କରୁଛନ୍ତି ବଡି ଡବଲ

କେନ୍ୟୁଜ୍(ବ୍ୟୁରୋ):ଶତ୍ରୁଠୁ ବଞ୍ଚିବା ପାଇଁ ପୁଟିନଙ୍କ ବଡି ଡବଲ । ବିଶେଷ ଭାବେ ଟ୍ରେନିଂ ନେଇଥିବା ବଡି ଡବଲ । ସମ୍ପୂର୍ଣ୍ଣ ପୁଟିନଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କୁ ବ୍ୟବହାର କରୁଛନ୍ତି । କ୍ରେମଲିନ ବୈଠକରେ ବଡି ଡବଲକୁ ବ୍ୟବହାର କରିଛନ୍ତି । ୟୁକ୍ରେନ ଆକ୍ରମଣରେ ଧିମା ଗତି କାରଣରୁ…

ହରିଣ ଶିଙ୍ଗରୁ ବାହାରୁଥିବା ରକ୍ତରେ ଗାଧାନ୍ତି ପୁଟିନ! ଯାତ୍ରା ସମୟରେ ପାଖରେ ରୁହନ୍ତି କ୍ୟାନସର ବିଶେଷଜ୍ଞ…ରିପୋର୍ଟରୁ…

ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ଏକ ମାସରୁ ଅଧିକ ସମୟ ହେବ ଯୁଦ୍ଧ ଲାଗି ରହିଛି। ଏହାରି ଭିତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ନେଇ ଏକ ଅଜବ ପ୍ରକାର ଖୁଲାସା ହୋଇଛି। ଏକ ରିପୋର୍ଟରେ ଦାବି କରାଯାଇଛି ଯେ ପୁଟିନ ହରିଣ ଶିଙ୍ଗରୁ ବାହାରୁଥିବା ରକ୍ତରେ ନିୟମିତ ସ୍ନାନ କରନ୍ତି ଏବଂ ଯାତ୍ରା…

ଫେସ୍‌ବୁକ୍‌ ଲାଇଭ୍‌ରେ ଆଙ୍କରଙ୍କ ଧମକ: ଅଧିକ ଯୁକ୍ତି କରିବ ତ ପୁଟିନ୍‌ ଅଙ୍କଲଙ୍କୁ ଆକ୍ରମଣ କରିବାକୁ ଡାକିଦେବି

ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ମଧ୍ୟରେ କଜାକିସ୍ତାନରେ ଜଣେ ରେଡିଓ ହୋଷ୍ଟଙ୍କୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ଟିପ୍ପଣୀ ଦେବା ମହଙ୍ଗା ପଡ଼ିଛି। ରେଡିଓ ହୋଷ୍ଟ ଫେସ୍‌ବୁକ୍‌ରେ ଯୁକ୍ତ ତର୍କ ବେଳେ କହିଥିଲେ ଯେ ଯଦି ଆପଣ ଅଧିକ କଥାବାର୍ତ୍ତା କରିବେ ତେବେ ଆକ୍ରମଣ…

ଟାର୍ଗେଟରେ ରୁଷ ରାଷ୍ଟ୍ରପତିଙ୍କ ‘ଗୁପ୍ତ ପ୍ରେମିକା’! ସ୍ୱିଜରଲ୍ୟାଣ୍ଡରୁ ତଡ଼ିବାକୁ ହେଉଛି ଦାବି

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ନେଇ ବିଶ୍ୱର ଅନେକ ଦେଶ ଏବଂ ସଙ୍ଗଠନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଆଲୋଚନା କରୁଛନ୍ତି। ସେପଟେ ଏବେ ଲୋକଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି ପୁଟିନଙ୍କ ତଥାକଥିତ ପ୍ରେମିକା ଏଲିନା କବାଇଭା। କୁହାଯାଉଛି ଯେ ଏଲିନା ବର୍ତ୍ତମାନ ସ୍ୱିଜରଲ୍ୟାଣ୍ଡରେ…

ଆଜି ଯୁଦ୍ଧର ୨୬ ଦିନ: ବଢ଼ୁଛି ରୁଷ୍‌ ସେନାର ବର୍ବରତା, ରିଟ୍ରୋଭିଲେ ସପିଂ ମଲ ଉପରେ ଭୟଙ୍କର ଆକ୍ରମଣ

ନୂଆଦିଲ୍ଲୀ: ଯୁଦ୍ଧ ଲମ୍ବୁଛି । ବଢ଼ୁଛି ରୁଷ୍‌ ସେନାର ବର୍ବରତା । ନିରିହ ଲୋକଙ୍କ ଜୀବନ ଯାଉଛି । ଆଜି ଯୁଦ୍ଧର ୨୬ ଦିନ । ଏକ ସପିଂ ମଲ ଉପରେ ଭୟଙ୍କର ଆକ୍ରମଣ କରିଛି ରୁଷ ସେନା । ରିଟ୍ରୋଭିଲେ ସପିଂ ମଲ ଉପରେ ହମଲା । ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ସପିଂ ମଲ । ସିକ୍ୟୁରିଟି କ୍ୟାମେରାରେ ଏହି…

ରୁଷ-ୟୁକ୍ରେନ ଯୁଦ୍ଧରେ ପରମାଣୁ ଆକ୍ରମଣ ଭୟରେ ପରିବାରକୁ ସାଇବେରିଆ ପଠାଇଲେ ପୁଟିନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧରେ ଯେ କୌଣସି ସମୟରେ ପରମାଣୁ ଯୁଦ୍ଧର ରୂପ ନେଇପାରେ । ରୁଷର ଯୁଦ୍ଧନୀତିରେ ଏବେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଥିବାରୁ ପରମାଣୁ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି । ୟୁରୋପୀୟ ରାଷ୍ଟ୍ର ଗୁଡିକ ଘୋର ଅନିଶ୍ଚିତତାରେ ରହିଛନ୍ତି । ରୁଷ ରାଷ୍ଟ୍ରପତି ପୁଟିନ୍‌ ନିଜ…

‘ରେଡ୍‌ ଲିପ୍‌ଷ୍ଟିକ ଆର୍ମି’ ବ୍ୟବହାର କରୁଛନ୍ତି ପୁଟିନ; ଜାଣନ୍ତୁ ରୁଷର ଖାସ୍‌ ସେନା ବିଷୟରେ…

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉ ନାହିଁ। ଯୁଦ୍ଧକୁ ୨୨ ଦିନ ହୋଇଗଲାଣି। କିନ୍ତୁ ଦୁଇ ଦେଶର ସେନା ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହାରି ଭିତରେ ବ୍ରିଟିଶ ମିଡିଆ ପକ୍ଷରୁ ବଡ଼ ଖବର ସାମ୍ନାକୁ ଆସିଛି। ଏହା ମୁତାବକ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧରେ…

ପରମାଣୁ ବୋମା ଡ଼ରରେ ‘ଭୂତଳ ସହର’ରେ ରହିଛନ୍ତି ପୁଟିନ୍‌ଙ୍କ ପରିବାର: ରୁଷ ପ୍ରଫେସରଙ୍କ ଦାବି

ନୂଆଦିଲ୍ଲୀ : ରୁଷର ଜଣେ ପ୍ରଫେସର ଦାବି କରିଛନ୍ତି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ କିଛି ଦିନ ହେବ ସାଇବରିଆର ଏକ ଭୂତଳ ସହରର ଏକ ବଙ୍କରରେ ନିଜ ପରିବାର ସଦସ୍ୟଙ୍କୁ ଲୁଚାଇ ରଖିଥିଲେ ଯେଉଁଠାରେ ପରମାଣୁ ଆକ୍ରମଣକୁ ଏଡାଯାଇପାରିବ। ରାଜନୈତିକ ବୈଜ୍ଞାନିକ ଭାଲେରୀ ସୋଲୋଭି, କହିଛନ୍ତି ଯେ…

ବ୍ଲାକ୍‌ ବେଲ୍ଟ ପୁଟିନ୍‌ଙ୍କୁ ବଡ଼ ଝଟ୍‌କା, ଅଧ୍ୟକ୍ଷ ଓ ଆମ୍ବାସାଡ଼ର ପଦରୁ ସସ୍‌ପେଣ୍ଡ୍‌ କଲା ଜୁଡୋ ଫେଡେରେସନ୍‌

ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଏବେ ଖେଳ ଜଗତର ଟାର୍ଗେଟ୍‌ରେ। ତାଙ୍କୁ ଓ ତାଙ୍କ ଦେଶକୁ ଲଗାତାର ଗୋଟିଏ ପରେ ଗୋଟେ ଝଟ୍‌କା ମିଳୁଛି। ପ୍ରଥମେ ଚାମ୍ପିୟନ୍‌ସ ଲିଗ୍‌ର ଫାଇନାଲର ହୋଷ୍ଟିଂ ରୁଷ ହାତରୁ ଛଡ଼ାଇ ନିଆଯାଇଥିବା ବେଳେ ଏବେ ଇଣ୍ଟର…

କେତେବଳେ ବି ଋଷ ଉପରେ ହୋଇପାରେ ପରମାଣୁ ହମଲା, ନିଜ ପରମାଣୁ ଫୋର୍ସକୁ ଆଲର୍ଟ କଲେ ରାଷ୍ଟ୍ରପତି ପୁଟିନ୍‌

ନୂଆଦିଲ୍ଲୀ: ପରମାଣୁ ଫୋର୍ସକୁ ଆଲର୍ଟ କଲା ଋଷ । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ରଷ୍ଟ୍ରେପତି ଭ୍ଲାଦମିର ପୁଟିନ ଦେଶର ପରମାଣୁ ପ୍ରତିରୋଧ ଫୋର୍ସକୁ ହାଇ ଆଲର୍ଟରେ ରଖିଛନ୍ତି । ଆମେରିକା ଓ ପାଶ୍ଚାତ୍ୟ ଦେଶ ଯେଭଳି ବିବୃତି ଦେବାରେ ଲାଗିଛନ୍ତି, ତାହା ଭବିଷ୍ୟତରେ ଋଷ ପ୍ରତି ବିପଦ…