Browsing Tag

vodafone

ଲଞ୍ଚ ହେଲା Vodafone Ideaର ଏକ୍ସକ୍ଲୁସିଭ ପ୍ଲାନ, ଘରେ ବସି ପାଇପାରିବେ ସିମ

Vodafone Idea ନିଜ ସିମର ହୋମ ଡେଲିଭରି ସେବାକୁ ଆଉ ଟିକେ ବିସ୍ତୃତ କରିଛି । ହୋମ ଡେଲିଭରି ଅନ୍ତର୍ଗତ ଆଉ ଏକ ନୂଆ ପ୍ଲାନ ଲଞ୍ଚ କରିଛି କମ୍ପାନୀ । ଏହି ନୂଆ ପ୍ରି ପେଡ଼ ପ୍ଲାନର ନାଁ କମ୍ପାନୀ ପକ୍ଷରୁ "ଡିଜିଟାଲ ଏକ୍ସସଲୁସିଭ" ରଖାଯାଇଥିବା ବେଳେ ଏହାର ମୂଲ୍ୟ ୩୯୯ ଟଙ୍କା ରଖାଯାଇଥିବା ନେଇ…

ଭୋଡାଫୋନକୁ ଆଶ୍ଵସ୍ତି, ଭାରତ ସରକାର ବିରୋଧରେ ଜିତିଲା ୨୦ ହଜାର କୋଟି ଟଙ୍କାର ମକଦ୍ଦମା

ବ୍ରିଟେନର ଟେଲିକମ୍ କମ୍ପାନୀ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତାର ଏକ ଗୁରୁତ୍ଵପୂର୍ଣ୍ଣ ମକଦ୍ଦମା ଜିତିଯାଇଛି। ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମାମଲା ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସ ସହ ଜଡିତ ଥିଲା। ଏହି କେସ୍ରେ ଭୋଡାଫୋନ ପକ୍ଷରେ ନିଷ୍ପତ୍ତି ଆସିଛି। ଭାରତ…

ସେପ୍ଟେମ୍ବରରୁ ଗ୍ରାହକଙ୍କୁ ଝଟକା ଦେଇପାରେ ଭୋଡାଫୋନ, ଆଇଡିଆ ଏବଂ ଏୟାରଟେଲ, ପୁଣି ମହଙ୍ଗା ହେବ ପ୍ଲାନ

୨୦୧୯ ଡିସେମ୍ବରରେ ସମସ୍ତ ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କୁ ଝଟକା ଦେଇ ଟାରିଫ୍ ପ୍ଲାନ୍ ମହଙ୍ଗା କରିଦେଇଥିଲେ କିନ୍ତୁ ଏବେ ପୁଣିଥରେ ଗ୍ରାହକଙ୍କୁ ଟଝକା ଦେବେ ଅନେକ ଟେଲିକମ୍‌ କମ୍ପାନୀ। କରୋନା ସଂକ୍ରମଣ ଓ ଲକଡାଉନ ମାଡ ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ଉପରେ ମଧ୍ୟ ପଡିଛି । ଏହାର…

ୟୁଜର୍ସଙ୍କ ପାଇଁ ଭୋଡାଫୋନ୍‌ର ଦମ୍‌ଦାର ଅଫର, ଏବେ ମାଗଣାରେ ମିଳୁଛି ୫ ଜିବି ଡାଟା

ଭୋଡାଫୋନ୍‌ ନିଜ ଗ୍ରାହକଙ୍କ ପାଇଁ ସବୁବେଳେ ନୂଆ ନୂଆ ଅଫର ନେଇ ଆସେ। ଏବେ ମଧ୍ୟ ଭୋଡାଫୋନ୍‌ ତରଫରୁ ଆଉ ଏକ ଅଫର ଲଞ୍ଚ୍‌ କରାଯାଇଛି। ଅଫର ମୁତାବକ କମ୍ପାନୀ ନିଜ ୫ଟି ପ୍ରିପେଡ୍‌ ରିଚାର୍ଜ ଉପରେ ୫ ଜିବି ପର୍ଯ୍ୟନ୍ତ ଅତିରିକ୍ତ ଡାଟା ମାଗଣାରେ ଦେଉଛି। କମ୍ପାନୀର ଏହି ପ୍ଲାନ୍‌ ଅଲଗା ଅଲଗା…

ସବୁଠାରୁ ଶସ୍ତା ରିଚାର୍ଜ: ଏକ ବର୍ଷ ପାଇଁ ପାଆନ୍ତୁ ଡାଟା ଏବଂ ଫ୍ରି କଲିଂ

ରିଲାଏନ୍ସ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍ ନିଜର ବହାରକାରୀଙ୍କ ପାଇଁ ଏକ ବର୍ଷର ବୈଧତା ସହିତ ଅନେକ ଅଫର ପ୍ରଦାନ କରିଥାଏ । ଏକ ବର୍ଷର ଯୋଜନା ନେବାରେ ସବୁଠାରୁ ବଡ ସୁବିଧା ହେଉଛି ଉପଭୋକ୍ତାମାନଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡ଼ିନଥାଏ । ଏହା ବ୍ୟତୀତ, ପ୍ରତ୍ୟେକ ମାସର ରିଚାର୍ଜ ଠାରୁ…

ଏହି ପ୍ଲାନରେ ମିଳୁଛି ମାସକୁ ୧୦୦ ଜିବିରୁ ଅଧିକ ଡାଟା ଓ ଫ୍ରି କଲ୍, ଆଜି ହିଁ କରନ୍ତୁ ରିଚାର୍ଜ

ଯଦି ଆପଣ ଆବଶ୍ୟକତାରୁ ଅଧିକ ଡାଟା ବ୍ୟବହାର କରୁଛନ୍ତି ତେବେ ଆଉ ବ୍ୟସ୍ତ ହେବାର କିଛି ନାହିଁ। ଏବେ ଏକ ଏଭଳି ପ୍ଲାନ ଲଞ୍ଚ ହୋଇଛି ଯେଉଁଥିରେ ଆପଣଙ୍କୁ ୨୮ ଦିନ ପାଇଁ ୧୦୦ ଜିବି ଡାଟା ମିଳିବ। ଭୋଡ଼ାଫୋନ-ଆଇଡିଆ କମ୍ପାନୀ ଏହି ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଆସନ୍ତୁ ଜାଣିବା ଏହି ପ୍ଲାନରେ ଆଉ…

ଏବେ ଘରେ ବସି BSNL, Airtel ଏବଂ Vodafone-Idea ଗ୍ରାହକ କରିପାରିବେ ଇନକମ, ଜାଣନ୍ତୁ କିପରି 

ବିଏସଏନଏଲ(BSNL) ନିଜ ଗ୍ରାହକଙ୍କ ପାଇଁ ଘରେ ବସି ଇନକମ କରିବାର ଅଫର ଲଞ୍ଚ କରିଛି। BSNL ଏଭଳି ଏକ ସ୍କିମ ଲଞ୍ଚ କରିଛି, ଯେଉଁଥିରେ ଗ୍ରାହକ ଅନ୍ୟ ରିଚାର୍ଜ କରି ୪% ଡିସକାଉଣ୍ଟ ପାଇପାରିବେ। ଏହି ଅଫର ଜରିଆରେ BSNL ର ରେଜିଷ୍ଟେଡ଼ ୟୁଜର୍ସ ନିଜ ସାଙ୍ଗ-ସାଥି ଏବଂ ସମ୍ପର୍କୀୟଙ୍କ ରିଚାର୍ଜ…

ଏହିସବୁ ଟେଲିକମ କମ୍ପାନୀ ଦେଲା ଉପହାର, ଏବେ ବିନା ରିଚାର୍ଜରେ ମନଭରି ହୁଅନ୍ତୁ କଥା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲକଡାଉନକୁ ୩ ମେ ପର୍ଯ୍ୟନ୍ତ ବଢାଇବା ପାଇଁ ଘୋଷଣା କରିଛନ୍ତି। ଲକଡାଉନର ଅବଧି ବଢିବା ପରେ ଗ୍ରାହକଙ୍କ ସାହାଯ୍ୟ ପାଇଁ ଟେଲିକମ କମ୍ପାନୀ ମଧ୍ୟ ଆଗକୁ ଆସିଛନ୍ତି। ଜିଓ, ଭୋଡାଫୋନ, ଏୟାରଟେଲ, ବିଏସଏନଏଲ ସମସ୍ତ ଟେଲିକମ୍‌ କମ୍ପାନୀ ନିଜର ଗ୍ରାହକଙ୍କୁ…

ଗ୍ରାହକଙ୍କ ପାଇଁ ଆସିଲା Vodafoneର ଶାନଦାର ପ୍ଲାନ, ମାତ୍ର ୯୫ ଟଙ୍କାରେ ମିଳିବ ମାସେରୁ ଅଧିକ ଦିନର ଭାଲିଡିଟି

ନିଜ ୟୁଜର ମାନଙ୍କ ସୁବିଧା ପାଇଁ ଭୋଡାଫୋନ କମ୍ପାନୀ ଏକ ସ୍ପେଶାଲ ଅଲରାଉଣ୍ଡର ପ୍ଲାନ ଜାରି କରିଛି ଆସିଲା । ଏହି ପ୍ଲାନଟିର ଦର କମ୍ପାନୀ ତରଫରୁ ୯୫ ଟଙ୍କା ରଖାଯାଇଛି । ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ଡାଟା ଓ ଟକ ଟାଇମ ବାଦ ଗୋଟେ ମାସରୁ ଅଧିକ ଭାଲିଡିଟି ମିଳିପାରିବ । ଏହା ପୂର୍ବରୁ ବି…

Vodafone-idea ର ସବୁଠାରୁ ଶସ୍ତା ପ୍ଲାନ, ପ୍ରତ୍ୟେକ ଦିନ ମାଗଣା କଲିଂ ସହ ପାଇବେ 1GB ଡାଟା

ପ୍ରାୟତଃ ଲୋକଙ୍କ ପାଖରେ ଭୋଡାଫୋନ ସିମ୍‌ ରହିଥିବ। ଅନେକ ଲୋକ ଭୋଡାଫୋନ ଏବଂ ଆଇଡିଆ ସିମ୍‌ ଉପରେ ସମାୟୋଜିତ ସମୁଦାୟ ଆୟ (ଏଜିଆର) ର ବକେୟା ରାଶିକୁ ନେଇ ମଧ୍ୟ ଚିନ୍ତା ହେଉଛି, ଯଦି କମ୍ପାନୀ ଏଜିଆରର ରାଶି ଜମା ନକରନ୍ତି ତେବେ କମ୍ପାନୀ ବନ୍ଦ ହୋଇଯିବ କିନ୍ତୁ ଏଭଳି କିିଛି ହେବ ନାହିଁ,…

Vodafone-ideaର ବମ୍ପର ଅଫର୍‌, ଏବେ ପ୍ରତ୍ୟେକ ଦିନ ୟୁଜର୍ସଙ୍କୁ ମିଳିବ ୩ଜିବି ଡାଟା

ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ (Vodafone-idea) ବଜାରରେ ଏକ ଖାସ୍‌ ଅଫର୍‌ ଲଞ୍ଚ କରିଛନ୍ତି। ଏହି ଅଫର ଜରିଆରେ ଉପଭୋକ୍ତାଙ୍କୁ କମ୍ପାନୀର ୨୪୯ଟଙ୍କା, ୩୯୯ଟଙ୍କା ଏବଂ ୫୯୯ଟଙ୍କାର ପ୍ରିପେଡ ପ୍ଲାନ ସହ ପ୍ରତ୍ୟେକ ଦିନ ୨ଜିବିରୁ ଅଧିକ ଡାଟା ମିଳିବ। ଏହାପୂର୍ବରୁ କମ୍ପାନୀ ଏହି ରିଚାର୍ଜ…

Vodafone ମାର୍କେଟ ଲଞ୍ଚ କଲା ନୂଆ ପ୍ରି-ପେଡ଼ ପ୍ଲାନ, ପ୍ରତିଦିନ ମିଳିବ ୧.୫ ଜିବି ଡାଟାର ସୁବିଧା

ଭାରତର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଭୋଡ଼ାଫୋନ ବଜାରରେ ନୂଆ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ଦର ରହିଛି ୪୯୯ ଟଙ୍କା । ଏହା ବାଦ କମ୍ପାନୀ ନିଜ ୫୫୫ ଟଙ୍କିଆ ପ୍ଲାନର ବୈଧତାକୁ ବି ବଢ଼ାଇ ଦେଇଛି । ଉପଭୋକ୍ତା ମାନଙ୍କୁ ଏହି ସମସ୍ତ ପ୍ଲାନରେ ୧ ଯିବି ଅଧିକ ଡାଟା ସମେତ…