Browsing Tag

volodymyr Zelenskyy

ରୁଷ ସେନାକୁ ଜେଲେନ୍‌ସ୍କିଙ୍କ ଆହ୍ଵାନ: ଆତ୍ମସମର୍ପଣ କର ଉଚିତ ବ୍ୟବହାର ପାଇବ

ନୂଆଦିଲ୍ଲୀ : ରୁଷ ସେନାକୁ ଜେଲେନ୍‌ସ୍କିଙ୍କ ଆହ୍ଵାନ, ଆତ୍ମସମର୍ପଣ କର। ଆତ୍ମସମର୍ପଣ କଲେ ଉଚିତ ବ୍ୟବହାର ପାଇବ। ପୂର୍ବରୁ ଜେଲେନ୍‌ସ୍କି ସ୍ପଷ୍ଟ କରିଥିଲେ ୟୁକ୍ରେନ ଆତ୍ମସମର୍ପଣ କରିବ ନାହିଁ। ରୁଷ ସେନାକୁ ଦେଶ ଛାଡିବାକୁ ଚେତାବନୀ ଦେଇଥିଲେ। ଆଜି ପୁଣି ରୁଷ ସେନା ଉଦ୍ଦେଶ୍ୟରେ କହିଛନ୍ତି,…

ହଠାତ୍‌ ସେନା ହସ୍ପିଟାଲ ପହଞ୍ଚି ମନୋବଳ ବଢ଼ାଇଲେ ଜେଲେନସ୍କି! କହିଲେ, ‘ସାଙ୍ଗମାନେ ଜଲ୍‌ଦି ସୁସ୍ଥ ହୋଇଯାଅ’…; ଫଟୋ…

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତାର ୧୯ତମ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ୟୁକ୍ରେନ ନିଜର ବହୁତ କିଛି ହରାଇଛି। ଦେଶର ଅନେକ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶହ ଶହ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି। ତଥାପି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ନିଜ ସୈନିକମାନଙ୍କର…

୪ ଦିନରେ ୟୁକ୍ରେନ ଦଖଲ କରିବାକୁ ଭାବୁଥିବା ଋଷ୍ ୧୬ ଦିନ ପରେ ବି କିଛି କରିପାରିନି, ଆମେ ହିଁ ଯୁଦ୍ଧରେ ବିଜୟୀ ହେବୁ:…

ନୂଆଦିଲ୍ଲୀ: ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ ବୋଲି କହିଲେ ରାଷ୍ଟ୍ରପତି ଜେଲେନସ୍କି। ୧୬ ଦିନରେ ଯୁଦ୍ଧ ଉପରେ କହିଲେ ଜେଲେନସ୍କି। ଋଷ ଭାବୁଥିଲା , ୪ ଦିନରେ ୟୁକ୍ରେନ ଦଖଲ କରିବ। ୧୬ ଦିନ ପରେ ବି ଋଷ କିଛି କରିପାରିନି। ପୂରା ବିଶ୍ୱ ୟୁକ୍ରେନ ପରାକ୍ରମ ଦେଖିଲା। ଆମେ ଏହି ଯୁଦ୍ଧରେ ବିଜୟୀ…

ପୁଟିନଙ୍କ ଉପରେ ନରସଂହାର ଅଭିଯୋଗ ଆଣିଲେ ଜେଲେନ୍‌ସ୍କିଙ୍କ ପତ୍ନୀ; ଖୋଲା ପତ୍ରରେ କହିଲେ ଏମିତି କଥା

ୟୁକ୍ରେନର ପ୍ରଥମ ମହିଳା ଅର୍ଥାତ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କିଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଓଲେନା ଦେଶରେ ଶିଶୁ ଏବଂ ନାଗରିକମାନଙ୍କର ସାମୂହିକ ହତ୍ୟାକୁ ନିନ୍ଦା କରିଛନ୍ତି। ସେ ରୁଷ ଆକ୍ରମଣକୁ ନେଇ…

ରୁଷ୍‌କୁ ‘ଆତଙ୍କବାଦୀ ଦେଶ’ ଘୋଷଣା କରାଯାଉ : ଜେଲେନ୍‌ସ୍କି

ରୁଷକୁ ଆତଙ୍କବାଦୀ ଦେଶ ବୋଲି ଘୋଷଣା କରିବାକୁ ଦାବି କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି। ମଙ୍ଗଳବାର ଦିନ ଜେଲେନ୍‌ସ୍କି ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିବା ରୁଷକୁ ଆତଙ୍କବାଦୀ ରାଷ୍ଟ୍ର ବୋଲି ଘୋଷଣା କରିବାକୁ ବ୍ରିଟେନ୍‌କୁ ଦାବି କରିଛନ୍ତି। ଏଥିସହ ରୁଷ ଉପରେ…

ବନ୍ଦ ହେବ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ! ନାଟୋରେ ମିଶିବାକୁ ଆଉ ଇଚ୍ଛା ନାହିଁ ବୋଲି କହିଲେ ଜେଲେନ୍‌ସ୍କି

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଥିବା ଭୟାବହ ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ୍‌ ଏବେ ରୁଷର ସର୍ତ୍ତ ମାନିବାକୁ ପ୍ରସ୍ତୁତ ହୋଇଛି। ଫଳରେ ଯୁଦ୍ଧ ବନ୍ଦ ହେବା ଆଶା ବଢ଼ିଛି। ଏବେ ୟୁକ୍ରେନ୍‌ ଆଉ ନାଟୋରେ ସଦସ୍ୟତା ପାଇଁ ଆଗ୍ରହୀ ନଥିବା ରାଷ୍ଟ୍ରପତି…

ଅଜ୍ଞାତ ସ୍ଥାନରେ ଲୁଚିଛନ୍ତି ଜେଲେନସ୍କି! ଯୋଗାଯୋଗ ପାଇଁ ଆମେରିକା ପଠାଇଲା ସ୍ୱତନ୍ତ୍ର ମୋବାଇଲ୍…; ଜାଣନ୍ତୁ କେମିତି…

ଗତ ୧୨ ଦିନ ହେବ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ରୁଷ ଦାବି କରିଛି କି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କୌଣସି ଅଜ୍ଞାତ ସ୍ଥାନରେ ଲୁଚି ରହିଛନ୍ତି। ତାଙ୍କୁ ବଞ୍ଚାଇବା ପାଇଁ ଆମେରିକାର ନ୍ୟାଭି ସିଲ୍ ଏବଂ ବ୍ରିଟିଶ୍ SAS କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ଏମିତି…

ଯୁଦ୍ଧ ରୋକିବ ଭାରତ! ପୁଟିନ୍‌ ଓ ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହେବେ ପିଏମ୍‌ ମୋଦି

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଏବେ ବି ଜାରି ରହିଛି ଘମାଘୋଟ ଲଢ଼େଇ। ସବୁ ଚେଷ୍ଟା ପରେ ବି ଏହି ଯୁଦ୍ଧ ବନ୍ଦ ହେଉ ନାହିଁ। ଏବେ ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ରୋକିବାକୁ ନେଇ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଫୋନ୍‌ରେ କଥା ବାର୍ତ୍ତା ହେବେ। ରିପୋର୍ଟ ମୁତାବକ, ପିଏମ୍‌…

ଯୁଦ୍ଧ ଭିତରେ ବି ବିଶ୍ୱବାସୀଙ୍କ ହୃଦୟ ଜିତୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି! ଜାଣନ୍ତୁ ଜେଲେନସ୍କିଙ୍କ ବିଷୟରେ ୫ଟି ବଡ଼…

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜଟିଳ ହେବାରେ ଲାଗିଛି। ଏହା ସତ୍ତ୍ୱେ ୟୁକ୍ରେନ ରାଷ୍ଟ୍ରପତି ବିଶ୍ୱବାସୀଙ୍କ ହୃଦୟ ଜିତୁଛନ୍ତି। ଜେଲେନସ୍କିଙ୍କ ନାମ ଯୁଦ୍ଧ ପୂର୍ବରୁ ସାରା ବିଶ୍ୱର ଲୋକଙ୍କ ପାଇଁ ନୂଆ ଥିଲା। କିନ୍ତୁ ବର୍ତ୍ତମାନ ଯେଭଳି ପରିସ୍ଥିତି ରହିଛି, ସେଠି ରାଷ୍ଟ୍ରପତି ଜେଲେନସ୍କି…

ଯୁକ୍ରନେ ରାଷ୍ଟ୍ରପତିଙ୍କ ଭାବପ୍ରବଣ ଭାଷଣ କନ୍ଦାଇ ଦେଲା ଜର୍ମାନ ଟ୍ରାନ୍ସଲେଟରଙ୍କୁ, ୟୁରୋପୀୟ ସଂଘର ସମସ୍ତ ସଦସ୍ୟ…

ନୂଆଦିଲ୍ଲୀ : ୟୁରୋପୀୟ ସଂଘର ସଦସ୍ୟଙ୍କ ଆଗରେ ଯୁକ୍ରନେ ରାଷ୍ଟ୍ରପତି ଜେଲେନେସ୍କି ଦେଲେ ଇମୋସନାଲ ଭାଷଣ | କନ୍ଦାଇ ଦେଲେ ସମସ୍ତ ସଦସ୍ୟଙ୍କୁ | ନିଜର ହକ ପାଇଁ ଲଢ଼ୁଚୁ ବୋଲି କହିଲେ | ସମସ୍ତଙ୍କ ସହଯୋଗ ଆଶା କଲେ | ଦେଶର ବିଜୟ ହେବ ବୋଲି କହିଲେ | ରୁଷ ପକ୍ଷରୁ ଆକ୍ରମଣ ଜାରି ରହିଥିବା…

କମେଡି କିଙ୍ଗ ରୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେଂସ୍କି

ବର୍ତ୍ତମାନ ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଅନେକ ଦେଶ ଏହି ଦୁଇ ଦେଶକୁ ଯୁଦ୍ଧ ବନ୍ଦ କରିବା ପାଇଁ କହିଲା ପରେ ମଧ୍ୟ ୟୁକ୍ରେନ ପଛଘୁଞ୍ଚା ଦେଉନାହିଁ। ଋଷ ଠାରୁ କମ୍ ଅସ୍ତ୍ର ଥିବା ଦେଶ ହେଉଛି ୟୁକ୍ରେନ। ଏହା ପରେ ବି ପଛଘୁଞ୍ଚା ଦେଇନାହିଁ ୟୁକ୍ରେନ। ଏମିତିକି ଶକ୍ତିଶାଳୀ…