Below header
Browsing Tag

weird news

ମରିଗଲାଣି ମଣିଷପଣିଆ! ଯୁବତୀଙ୍କ ବାପାଙ୍କୁ ଦରକାର ଥିଲା ଅକ୍ସିଜେନ ସିଲିଣ୍ଡର, ପଡ଼ୋଶୀ ରଖିଲେ ସମ୍ବନ୍ଧ ବନାଇବାର…

କରୋନା ମହାମାରୀ ଭିତରେ ଆସିଛି ଏମିତି ଏକ ଘଟଣା, ଯାହା ବିଷୟରେ ଶୁଣିଲେ ଆପଣ ବିଶ୍ୱାସ ସୁଦ୍ଧା କରିପାରିବେ ନାହିଁ। ଏକ ନାମୀ ସୋସାଇଟିରେ ରହୁଥିବା ବ୍ୟକ୍ତି ଜଣେ ଝିଅର ବାପାଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ଦେବା ବଦଳରେ ଝିଅ ସହିତ ଶାରୀରିକ ସମ୍ବନ୍ଧ ବନାଇବାର ସର୍ତ୍ତ ରଖିଛନ୍ତି। ଏହି ମାମଲା…

୨୭ ସେକେଣ୍ଡରେ ଶିଶୁକୁ ଜନ୍ମ ଦେଇ ଏହି ମାଆ କଲା ରେକର୍ଡ, ଜଣାନ୍ତୁ କେମିତି ଥିଲା ପ୍ରସବ

କୁହାଯାଏ, ଲେବର ପେନ ଏକସାଥୀରେ କେତେଗୁଡିଏ ହାଡ଼ ଭାଙ୍ଗିବା ବରାବର ହୋଇଥାଏ। ସେଥିପାଇଁ ତ ମାଆ ହେବା କୌଣସି ବି ମହିଳାଙ୍କ ପାଇଁ ସହଜ କାମ ନୁହେଁ,, ଏହା ଦ୍ୱିତୀୟ ଜନ୍ମ ନେବା ଭଳି ହୋଇଥାଏ। କିନ୍ତୁ ୟୁକେର ଜଣେ ମହିଳାଙ୍କୁ ଏହି ଯନ୍ତ୍ରଣା ଆଦୌ ଅନୁଭବ ହୋଇନାହିଁ। କାହିଁକିନା, ସେ ମାତ୍ର ୨୭…

ଏ କି ପ୍ରେମରେ ବାବା! ପ୍ରେମିକକୁ ଦେଖୁ ଦେଖୁ କୁକୁର ହୋଇଯାଏ ପ୍ରେମିକା, ୪ ଗୋଡ଼ରେ ଡେଇଁ ଡେଇଁ ଖେଳେ

ପ୍ରେମର ଅନେକ ସ୍ବରୂପ ଆପଣ ଦେଖିଥିବେ। କିଛି ଲୋକ ଭଲ ପାଇବାରେ ସୀମା ପାର କରି ଯାଆନ୍ତି ତ ଆଉ କିଛି ଲୋକ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରନ୍ତି। କିନ୍ତୁ କିଛି ଜଣଙ୍କ ପ୍ରେମ ତାଙ୍କ ଅଜବ ତରିକା ଯୋଗୁ ଜଣାଶୁଣା ହୋଇଯାଏ। ଏବେ ଏବେ ଏରିଜୋନାର ଟକ୍ସନରେ ରହୁଥିବା ୨୬ ବର୍ଷୀୟ ଢାନି ଓ ତାଙ୍କ…

ଚଙ୍କି ପାଣ୍ଡେଙ୍କୁ ଜଣେ ବିଜନେସମ୍ୟାନଙ୍କ ଅନ୍ତିମ ସଂସ୍କାରରେ କାନ୍ଦିବା ପାଇଁ ଅଫର କରାଯାଇଥିଲା ମୋଟା ଫି’,…

ବିବାହ, ଗ୍ରାଣ୍ଡ ବାର୍ଥ ଡେ' ଭଳି କେତେକ ଇଭେଣ୍ଟରେ ବଲିଉଡ ସେଲିବ୍ରିଟିମାନେ ପରଫର୍ମାନ୍ସ ଦେଉଥିବାର ଦେଖାଯାଇଥାଏ। ଏ ବିଷୟରେ ଅନେକ ଷ୍ଟାର ଖୋଲିକି କଥା ହୋଇସାରିଛନ୍ତି। କିନ୍ତୁ ଅଭିନେତା ଚଙ୍କି ପାଣ୍ଡେଙ୍କୁ ଏମିତି ଏକ ଇଭେଣ୍ଟରେ ପରଫର୍ମାନ୍ସ କରିବାକୁ ନିମନ୍ତ୍ରଣ ମିଳିଛି, ଯାହା ବିଷୟରେ…

ଦାୟିତ୍ୱହୀନତା: ଶବଗୃହରେ ପଡ଼ି ସଢ଼ୁଥିଲା ମହିଳାଙ୍କ ମୃତଦେହ, କୁଟ କୁଟ କରି ଖାଇ ଚାଲିଥିଲେ ମୂଷା, ପିମ୍ପୁଡ଼ି

ଉତ୍ତର ପ୍ରଦେଶର ଆଜମଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ମୃତଦେହ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ଵହୀନତା କାରଣରୁ ୪ ଦିନ ଧରି ହସ୍ପିଟାଲ ଶବଗୃହରେ ପଡ଼ି ସଢ଼ି ଚାଲିଥିଲା। ମୃତଦେହର ଅଧିକାଂଶ ଭାଗକୁ ମୂଷା ଓ ପିମ୍ପୁଡ଼ି ଖାଇ ଯାଇଥିଲେ। ମୃତଦେହ ସମ୍ପୂର୍ଣ୍ଣ…

ଆଶ୍ଚର୍ଯ୍ଯ କରିଦେବା ଭଳି ଖବର ! ମିଳିଲା ୧୬୦ କୋଟି ବର୍ଷର ପୁରୁଣା ପାଣିର ସନ୍ଧାନ, ସ୍ବାଦ ବିଲକୁଲ୍ ଏମିତି

ନିକଟରେ ଖବର ଆସିଥିଲା କି ଦୁନିଆର ସବୁଠାରୁ ପୁରୁଣା ପାଣିର ସନ୍ଧାନ ମିଳିଛି। ଏହି ପାଣି ୧୬୦ କୋଟି ବର୍ଷ ପୁରୁଣା ପାଣି। ଏହାର ସନ୍ଧାନ ଟରଣ୍ଟୋ ୟୁନିର୍ଭରସିଟିର ଆଇସୋଟୋପ ଜିୟୋକେମିଷ୍ଟ୍ରୀର ଭୂ –ରସାୟନବିତ୍ କହିଛନ୍ତି, ଏହି ପାଣି କାନାଡାର ସାଇନ୍ସ ଆଣ୍ଡ ଟେକନୋଲଜି ମ୍ଯୁଜିୟମରେ ସାଇତି କରି…

ଛି ଛି! ଟଏଲେଟ୍‌ ସିଟ୍‌ରେ ଏମିତି ପ୍ରସ୍ତୁତ କଲେ ଡ୍ରିଙ୍କ୍‌, ପୁଣି ଅତିଥିଙ୍କୁ ପରସିଲେ, Viral Videoକୁ ମିଳି…

ଟଏଲେଟ ସିଟ୍‌ ଉପରେ ହାତ ଲାଗିଗଲେ, ତୁରନ୍ତ ଆମେ ଧୋଇବାକୁ ଲାଗିଥାଉ। କିନ୍ତୁ କ’ଣ କେହି ଏହି ଟଏଲେଟ୍‌ ସିଟ୍‌ ଉପରେ ପାର୍ଟି କରିପାରିବ? ଏହି କଥା ଆପଣଙ୍କୁ ନିହାତି ଭାବେ ଅଜବ ଲାଗୁଥିବ, କିନ୍ତୁ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣ ନିଜେ ବୁଝିଯିବେ। ଏହି…

ରାସ୍ତାରେ ଚାଲୁଥିବା ବେଳେ ହଠାତ୍‌ ବ୍ୟକ୍ତିଙ୍କ ସହ ଘଟିଲା ଏହି ଘଟଣା, ଭୟଭୀତ ହୋଇପଡ଼ିଲେ ଲୋକେ, ଭିଡିଓ ଭାଇରାଲ

ରାସ୍ତା ମଝିରେ ଲୋକେ ସେହି ସମୟରେ ହଠାତ୍‌ ଡରି ଯାଇଥିଲେ, ଯେତେବେଳେ ଜଣେ ବ୍ୟକ୍ତିଙ୍କ ବ୍ୟାଗ୍‌ ଭିତରୁ ଅଚାନକ୍‌ ନିଅାଁ ହୁଳା ବାହାରି ଆସିଥିଲା। ପ୍ରକୃତ ଘଟଣା ହେଲା, ଚୀନର ଜଣେ ବ୍ୟକ୍ତି ବ୍ୟାଗ୍‌ରେ ମୋବାଇଲ୍‌ ଫୋନ ରଖିଥିବା ବେଳେ ହଠାତ୍‌ ତାହା ଫାଟି ଯାଇଥିଲା। ଏବେ ଏହାର ଏକ ଭିଡିଓ…

ସାପ କାମୁଡ଼ି ଦେବାରୁ ୧୦ ବର୍ଷ ପିଲାର ଗୋଡ଼କୁ ବାନ୍ଧିଦେଲେ ଗାଁ ଲୋକେ, ବାଲ୍ଟି ବାଲ୍ଟି ପାଣି ଢାଳି କଲେ ଏମିତି କାମ

ସାପ ନାଁ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। କିନ୍ତୁ ଏକ ଗାଁର ଲୋକେ ସାପକୁ ନ ଡରି ଜଣେ ୧୦ ବର୍ଷ ବାଳକର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ବାଳକକୁ କାମୁଡ଼ିଥିବା ସାପକୁ ଧରି ଗାଁ ଲୋକେ ଏକ ବୋତଲରେ ଭର୍ତ୍ତି କରି ଦେଇଥିଲେ। ସେପଟେ ପିଲାଟିକୁ ମଧ୍ୟ ବାନ୍ଧି ପକାଇଥିଲେ। ତା’ ଗୋଡ଼କୁ…

ପୁଅ ଜନ୍ମଦିନରେ ଅଭିନେତ୍ରୀ କରାଇଲେ ନ୍ୟୁଡ୍‌ ଫଟୋଶୁଟ, ୯୦ ଦିନ ପାଇଁ ଜେଲ୍‌ ପଠାଇ ଦେଲେ କୋର୍ଟ

ଆଫ୍ରିକୀୟ ଦେଶ ଘାନାର ଜଣେ ଅଭିନେତ୍ରୀଙ୍କୁ ନିଜ ପୁଅ ସହିତ ନ୍ୟୁଡ୍‌ ଫଟୋ କରେଇବା ଭାରି ପଡ଼ିଛି। କୋର୍ଟ ଏହି ମାମଲାରେ ଅଭିନେତ୍ରୀଙ୍କୁ ୩ ମାସର ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ହେଲେ ସେପଟେ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ଆଡ଼ୁ ବିରୋଧ କରାଯାଇଛି। ଆମେରିକୀୟ ର‍୍ୟାପ୍‌ ଷ୍ଟାର୍‌…

କ’ଣ ପାଇଁ କୂଅର ଆକାର ଗୋଲ୍ ହୋଇଥାଏ ? କେବେ ଭାବିଛନ୍ତି କି, ଜାଣନ୍ତୁ ଏହା ପଛର କାରଣ

ବର୍ତ୍ତମାନ ଆପଣଙ୍କ ଘର ଭିତରେ ପାଣିର ସମସ୍ତ ସୁବିଧା ରହିଛି। ସମସ୍ତଙ୍କ ଘରେ ପାଣି ପହଞ୍ଚାଇବା ପାଇଁ ପାଇପଲାଇନ୍ ଲାଗିଛି । ପମ୍ପ ଚଲାଇ ଅପହଞ୍ଚ ଅଞ୍ଚଳରୁ ମଧ୍ୟ ସହଜରେ ପାଣି ଆଣିହେଉଛି । କିନ୍ତୁ ଏବେ ବି ଗାଁମାନଙ୍କରେ କୂଅରୁ ଲୋକେ ପାଣି ପିଅନ୍ତି । ଆଗ କାଳରୁ ଏମିତି କୂଅରୁ ଯାଇ ଲୋକେ…

ଅଜବ ଦେଶ: ଯେଉଁଠି ମହିଳାଙ୍କୁ ଭୋଟ୍‌ ଦେବାକୁ ମନା, ସେଇଠି ଲୋକଙ୍କ ଘର କାନ୍ଥରେ ଲାଗିଥାଏ ସ୍ତ୍ରୀଙ୍କ ଫଟୋ !

ଦୁନିଆରେ ପାଖାପାଖି ଯେତେ ବି ଦେଶ ଅଛି, ସମସ୍ତଙ୍କର କିଛି ନା କିଛି ରୋଚକ କଥା ନିଶ୍ଚିତ ରହିଛି। ଏମିତି ହିଁ ଏକ ଦେଶ ହେଉଛି ବ୍ରୁନେଇ। ଏହି ଦେଶର ରୋଚକ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବ୍ରୁନେଇ ଏକ ମୁସ୍‌ଲିମ ବହୁଳ ଦେଶ, ଯେଉଁଠି ଆଜି ମଧ୍ୟ ମହିଳାମାନଙ୍କୁ ଭୋଟ ଦେବା ଅଧିକାର…