Browsing Tag

Woman

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ଝିଅ, କହିଲେ: ମୋ ମାକୁ ମାରି ଟାଙ୍ଗି ଦେଇଛି ବାପା!

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ମନ୍ଦରୀ ପ୍ରବୋଧପୁର ଗ୍ରାମରେ ଜଣେ ୨୭ ବର୍ଷୀୟ ମହିଳାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସେହି ଗ୍ରାମର ଗ୍ରାମର କୁନା ମଳିକଙ୍କ ସ୍ତ୍ରୀ ରଂଜିତା ମଳିକ ବୋଲି ସୂଚନା ମିଳିଛି। କୁନା ଦୀର୍ଘ ୧୨ ବର୍ଷ ହେବ ସେହି…

ରେଳ ଟ୍ରାକରେ ପଡ଼ିଗଲେ ମହିଳା, ଉପରେ ଚଢିଗଲା ଟ୍ରେନ… ତା’ ପରେ କଣ ହେଲା ଦେଖନ୍ତୁ ଏହି ଛାତି ଥରା ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା ଝୁଣ୍ଟି ପଡି ରେଳବାଇ ଟ୍ରାକରେ ପଡ଼ିଯାଇଥିଲେ। ଆଶ୍ଚର୍ଯ୍ୟର କଥା, ଟ୍ରେନଟି ମହିଳାଙ୍କ ଉପରେ ଚଢି ଯାଇଥିଲା। କିନ୍ତୁ, ସେ ଏତେ ଭାଗ୍ୟବାନ୍ ଥିଲେ ଯେ ଏପରି ଦୁର୍ଘଟଣା ରୁ ବଞ୍ଚିଥିଲେ। କିନ୍ତୁ, ଏହି ଦୃଶ୍ୟ ଦେଖିବା…

ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ; ତାତିଲେ ମହିଳା, ହାଣ୍ଡି ମାଠିଆ ଧରି କଲେ ରାଜପଥ‌ ଅବରୋଧ

କୋରାପୁଟ (କେନ୍ୟୁଜ): ଅସହ୍ୟ ତାତି ସାଙ୍ଗକୁ ଜଳକଷ୍ଟ । ଗ୍ରୀଷ୍ମ ପ୍ରବାହ ବୃଦ୍ଧିପାଉଥିବାବେଳେ ପିଇବାପାଣି ସଙ୍କଟ । ଗ୍ରୀଷ୍ମର ଦାଉ ସାଙ୍ଗକୁ ପାନୀୟ ଜଳ ନ ମିଳିବାରୁ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ହାଣ୍ଡି, ମାଠିଆ ଧରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । କୋରାପୁଟ ଦଶମନ୍ତପୁର ସଦର…

୫୩ ବର୍ଷ ବୟସରେ ମା’ କଲେ ପ୍ରେମ ବିବାହ, ଭାବବିହ୍ୱଳ ହୋଇ ଏମିତି କିଛି ପୋଷ୍ଟ କଲେ ପୁଅ

ମା’ଙ୍କ ବିବାହ କରାଇଲେ ପୁଅ। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ ଏହା ସତ। ଯେଉଁ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜିମିତ ଗାନ୍ଧୀ ନାମକ ଜଣେ ଯୁବକ ତାଙ୍କ ମା’ଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏକ ଭାବପ୍ରଣଣ ପୋଷ୍ଟ କରିଥିଲେ।…

ସାହସ ଏବଂ ଉତ୍ସାହ ଆଗରେ ହାର ମାନିଛି ବୟସ ; ୯୦ ବର୍ଷରେ ଆରମ୍ଭ କଲେ ବ୍ୟବସାୟ, ଏବେ ଲକ୍ଷ ଲକ୍ଷ ଟଙ୍କାର ମାଲିକାଣୀ

କୁହାଯାଏ ଯେ ଯଦି ସାହସ ଏବଂ ଉତ୍ସାହ ଥାଏ, ତେବେ ଯେକୌଣସି ବୟସରେ କିଛି କରିବାର ଆଶା ସଫଳ ହୋଇଥାଏ। ବୟସ ବୃଦ୍ଧି ହେବାର ଅର୍ଥ ନୁହେଁ ଯେ ବୃଦ୍ଧମାନେ କିଛି କରିପାରିବେ ନାହିଁ। କିଛି ଦିନ ଧରି, ଆମେ ଏକ ଖବର ପାଇଥିଲୁ ଯେ ଜଣେ ଭିକାରୀ ବ୍ୟକ୍ତି ୬୦ ବର୍ଷ ବୟସରେ ମଡେଲ ହୋଇଥିଲେ । ଠିକ…

ଭାଲେଣ୍ଟାଇନ୍‌ ଡେ’ ରେ ସ୍ୱାମୀଙ୍କୁ ଲିଭର ଉପହାର ଦେଲେ ସ୍ତ୍ରୀ

ଭାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସ । ଏକାଠି ହୋଇ ହୃଦୟ ଯୋଡିବେ ଓ ଭବିଷ୍ୟତ ପାଇଁ ସୁନେଲୀ ସ୍ୱପ୍ନ ଦେଖିନ୍ତି ପ୍ରେମପକ୍ଷୀ। । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ସଂକଳ୍ପ କରିଥାନ୍ତି ସେମାନଙ୍କ ପ୍ରେମ ଶାସ୍ୱତ ଓ ଅମର ହୋଇ ରହିଥାଉ । କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର…

ଆଶ୍ଚର୍ଯ୍ୟ: ମା’ ହେଲେ ୧୧୫ ସେମି ଉଚ୍ଚ ମହିଳା, ଜନ୍ମ ଦେଲେ ୪୫ ସେମିର ଛୁଆ

ପ୍ରେମର କୌଣସି ସୀମା ନାହିଁ। ପ୍ରେମ କରୁଥିବା ବ୍ୟକ୍ତି ସବୁ ପରିସ୍ଥିତିରେ ବି ନିଜ ସାଥୀର ସାଥ୍‌ ଦେଇଥାଏ। ସେମିତି କିଛି ହୋଇଛି ମାଲେସିଆର ଟେରେଙ୍ଗଗନୁ ନିବାସୀ ଏକ ଯୋଡ଼ିଙ୍କ ସହ। ଏହି କପଲ ନିଜ ଉଚ୍ଚତା ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କାରଣ ଏମାନଙ୍କ ଉଚ୍ଚତା ମଧ୍ୟରେ ଆକାଶ ପାତାଳ ଫରକ…

ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମହିଳା ମୃତ

ଦେବଗଡ଼ (କେନ୍ୟୁଜ):ଜମି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ। ଦେବଗଡ଼ ଜିଲ୍ଲା ଗାଡପାଲ ଗାଁରେ ଏହି ଘଟଣା ଘଟିଛି। ଗୋଟିଏ ପରିବାରର ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଗାଡପାଲ ଗାଁର ନରେନ୍ଦ୍ର ଶବରଙ୍କ ପରିବାର ଲୋକ…

ଜଙ୍ଗଲରେ ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ ମହିଳା ତପସ୍ୟା, ୫ ଦିନ ଧରି ମୁଠାଏ ଦାନା ବି କରିନାହାନ୍ତି ଗ୍ରହଣ

ନବରଙ୍ଗପୁର(କେନ୍ଯୁଜ୍): ୫ ଦିନ ଧରି ଜଙ୍ଗଲରେ ତପସ୍ୟା । ଏକଥା ଆପଣ ଗପରେ କିମ୍ବା କୌଣସି ମୁନି ଋଷିଙ୍କ କ୍ଷେତ୍ରରେ ଶୁଣିଥିବେ । ହେଲେ ଆଜିର ଆଧୁନିକ ଯୁଗରେ ଏସବୁ କଥା ଶୁଣିବା ବିରଳ । କିନ୍ତୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଢାମଣାପଦର ର…

ସ୍ତ୍ରୀ ଶରୀରରେ ଦୁଇଟି ଯୌନାଙ୍ଗ ଥିଲେ ବି ଜାଣିପାରିନଥିଲେ ସ୍ୱାମୀ, ଡେଲିଭରି ବେଳେ ଏମିତି ହେଲା ଖୁଲାସା

ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥାଏ । ଆଜି ଆମେ ଆପଣକୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣମାନେ କେବେବି ବିଶ୍ୱାସ କରିବେ ନାହିଁ । ଆମେରିକାର ଉତ୍ତର କାରୋଲିନାରେ ରହୁଥିବା ଜଣେ 26 ବର୍ଷର ବ୍ରିଟିନି ଯାଦବ ତାଙ୍କ ପୁଅକୁ ଜନ୍ମ ଦେଇଥିଲେ, ସେତେବେଳେ…

ଦାଉ ସାଜିଛି ଦଇବ: ଯନ୍ତ୍ରଣାରେ ଛଟ ପଟ ହୋଇ ଜୀବନ ବିତାଉଛନ୍ତି ବୃଦ୍ଧା

ବାଂଶପାଳ: ଦାଉ ସାଜିଛି ଦଇବ। ସାତ ବର୍ଷ ତଳେ ସ୍ୱାମୀ ଚାଲିଗଲା ପରେ ପୁଅ ବୋହୂ ପର କରିଦେଲେ । ଫଳରେ ପର ଘରେ ଆଶ୍ରୟ ନେଉଥିଲେ ଡମଣି। କିନ୍ତୁ ଏତିକିରେ ମନ ବୁଝିଲାନି ପୁଣି ଦୁଃଖ ପରେ ଦୁଃଖ ଦେଇଚାଲିଲା ଦଇବ । ମୂଲ ମଜୁରୀ କରି ପେଟ ପୋଷୁଥିବା ଡମଣିଙ୍କର ହଠାତ ଯୌନାଙ୍ଗରେ ଘା ଆରମ୍ଭ ହେଲା।…

କଣିହାଁ ଅଞ୍ଚଳରୁ ଜଣେ ଚାରିଶହ ବିଶ୍‌ ମହିଳାକୁ ଗିରଫ କଲା ଛେଣ୍ଡିପଦା ପୋଲିସ୍

ଅନୁଗୁଳ: କଣିହାଁ ଅଞ୍ଚଳର ଜଣେ ଚାର୍‌ ସୋ ବିଶ୍‌ ମହିଳା ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ତାକୁ ଗିରଫ କରିଛି। ଗିରଫ ମହିଳା ହେଲେ ନିବେଦିତା ପ୍ରଧାନ। ଚାଙ୍ଗୁଡିଆ ଗାଁର ଲିଲି ସାହୁ ନାମଙ୍କ ଜଣେ ମହିଳାଙ୍କ ସ୍ୱାମୀ ମରିଯାଇଛନ୍ତି। ଲିଲି ତାଙ୍କ ଦେଢଶୂରଙ୍କ ଝିଅ ନିବେଦିତାଙ୍କୁ ଆଣି…