Browsing Tag

Woman

ଜମିକୁ ଯିବାକୁ ରାସ୍ତା ବନ୍ଦ କରିଦେଲେ ପଡ଼ୋଶୀ, ଏଣୁ ହେଲିକପ୍ଟର କିଣିବାକୁ ଋଣ ଦେବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ…

ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଚାଷୀ ସରକାରୀ କଳର ସାହାଯ୍ୟ ନପାଇ ବ୍ୟାଙ୍କକୁ ହେଲିକପ୍ଟର କିଣିବାକୁ ଋଣ ମାଗିଛନ୍ତି। ଏଥିପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମତି ଚାହିଁଛନ୍ତି। ରିପୋର୍ଟ ମୁତାବକ, ମନ୍ଦସୌର ଜିଲ୍ଲାର…

ଶାଢୀ ପିନ୍ଧି ମଧ୍ୟ ଭୟଙ୍କର ସାପକୁ ରକ୍ଷା କଲେ ମହିଳା, ଜାଣନ୍ତୁ କେମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏସବୁ ଭିଡିଓ ମଧ୍ୟରେ ବର୍ତ୍ତମାନ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏହି ଭିଡିଓରେ ଜଣେ ମହିଳା ସାପକୁ ବଞ୍ଚାଉଥିବାର ନଜର ଆସିଛନ୍ତି। ଉକ୍ତ ମହିଳା ଜଣଙ୍କ ନାଁ…

ଦୁଷ୍କର୍ମକାରୀଙ୍କୁ ଗୁଳି କରି ଜାଳିଦେଲେ ମହିଳା, ଏବେ ଭୋଗିପାରନ୍ତି ଦଣ୍ଡ

ପୃଥିବୀର ବିଭିନ୍ନ ପ୍ରାନ୍ତରେ ବଳାତ୍କାର ଓ ହତ୍ୟା ପରି ମାମଲା ମାନଙ୍କର ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏପରି ଘଟଣା ମାନକୁ କମାଇବା ପାଇଁ ବିଭିନ୍ନ ଦେଶର କୋର୍ଟ, ପୋଲିସ, ପ୍ରଶାସନ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ସାଧାରଣତଃ ଏହି ଘଟଣା ଗୁଡିକର ପୀଡିତା ମାନେ ଆତ୍ମହତ୍ୟା…

ଚିଡ଼ିଆଖାନାରେ ମହିଳାଙ୍କୁ କୁଣ୍ଢେଇ ପକାଇଲା ଭାଲୁ, ଦେଖନ୍ତୁ ତା’ପରେ କ’ଣ ହେଲା…

ଚିଡ଼ିଆଖାନା ବୁଲିବାକୁ ଯାଇଥିବା ଜଣେ ମହିଳାଙ୍କ ସହ ଏକ ଏମିତି ଘଟଣା ଘଟିଛି, ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିଯିବେ। ମେକ୍ସିକୋର ଇକୋଲୋଜିକାଲ ପାର୍କରେ ଏକ ଭାଲୁ ଜଣେ ମହିଳାଙ୍କ ଉପରେ ଚଢ଼ି ତାଙ୍କ ଚୁଟିକୁ ସଲସଲ କରୁଥିବା ଦେଖିବାକୁ ମିଳିଛି। ଏହା ଦେଖି ପାଖରେ ଥିବା ଲୋକେ ହସି ହସି ବେଦମ୍‌…

ପୁରାତନ ଯୁଗରେ ବି ମହିଳାମାନେ ଏହି କାମରେ ବ୍ୟବହାର କରୁଥିଲେ ପିଆଜ, ଜାଣନ୍ତୁ ରୋଚକ ତଥ୍ୟ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ପିଆଜ ବ୍ୟବହାର କରାଯାଇଥାଏ। କେବଳ ଏତିକି ନୁହେଁ, ଝିଅମାନେ କେଶ ବଢ଼ାଇବା ପାଇଁ ମଧ୍ୟ ପିଆଜ ବ୍ୟବହାର କରିଥାଆନ୍ତି। ଏହାସହ ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଆଜ ବେଶ୍ ଲାଭଦାୟକ ହୋଇଥାଏ। କିନ୍ତୁ ଆପଣ ହୁଏତ ଏହା ଜାଣି ନ ଥିବେ, ପୁରାତନ ଯୁଗରେ ମହିଳାମାନେ…

ରେଲେଓ୍ଵ ଷ୍ଟେଶନ କାନ୍ଥକୁ ସ୍ୱାମୀ ବୋଲି ଭାବି ନେଇଛନ୍ତି ଏହି ମହିଳା, ସବୁଦିନ ଆସି କରନ୍ତି ଏଭଳି କାମ

କାଲିଫର୍ଣ୍ଣିଆର ୪୬ ବର୍ଷୀୟା ଜଣେ ମହିଳା ଯେବେ ୯ ବର୍ଷର ଥିଲେ, ସେବେ ତାଙ୍କୁ ଏକ ରେଲେଓ୍ଵ ଷ୍ଟେଶନ ଉପରେ ଭଲପାଇବା ଆସିଯାଇଥିଲା। ୩୬ ବର୍ଷ ଧରି ଅପେକ୍ଷା କରିବା ପରେ ସେ ଷ୍ଟେଶନକୁ ନିଜ ସ୍ୱାମୀ ବୋଲି ଭାବି ନେଇଥିଲେ। ୯ ବର୍ଷ ବୟସରେ ସେ ସବୁଦିନ କାଲିଫର୍ଣ୍ଣିଆର ‘ସାନ୍ତା ଫେ ଟ୍ରେନ୍…

ନ୍ୟାୟ ପାଇଁ ନିଜ ପୋଷା କୁକୁରର ଶବକୁ ଧରି ଥାନାରେ ପହଞ୍ଚିଲେ ମହିଳା

ନିକଟରେ ଉତ୍ତର ପ୍ରଦେଶରେ ଏକ ଅଜବ ଘଟଣା ଘଟିଛି | ନିଜ ପଡୋଶୀ ବିରୋଧରେ ହତ୍ୟାର ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଅବଶ୍ୟ ହତ୍ୟା କୌଣସି ମଣିଷର ନୁହେଁ, ଏକ କୁକୁରର । ଏହି ମହିଳା ଜଣକ ନିଜ ପୋଷା କୁକୁରର ଶବକୁ ଧରି ପୋଲିସ ନିକଟରେ ପହଞ୍ଚି ଥିଲେ । ଆଉ ନିଜ ପଡୋଶୀ ମାନଙ୍କ ଉପରେ ହିଁ ଏହାର…

ମା’ ପେଟରୁ ଜନ୍ମ ନେଇଥିଲେ ୬୯ଟି ଛୁଆ! ପ୍ରସବ ସମୟରେ ଆଖି ବୁଜିଦେଲେ ୪୦ ବର୍ଷୀୟା ଏହି ମହିଳା, ପଢ଼ନ୍ତୁ ରୋଚକ କାହାଣୀ

ଦୁନିଆରେ ପ୍ରତିଦିନ କିଛି ନା କିଛି ଘଟଣା ଏପରି ଘଟିଥାଏ, ଯାହାକି ମଣିଷର ବୁଝିବା ଶକ୍ତିଠାରୁ ବହୁ ଆଗରେ ଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ମସ୍ତିଷ୍କକୁ ଦୋହଲାଇ ଦେବ। ୨୦୧୭ରେ ଗାଜାରେ ଘଟିଥିବା ଏହି ଘଟଣା ସେତେବେଳେ ପୂରା ଦୁନିଆକୁ ସ୍ତବ୍ଧ…

୮୦ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ଷେତ୍ରରେ ନାଁ କମେଇଲେ ଏହି ମହିଳା

ତାଙ୍କ ନାଁ ଜୋଧାଇୟା ଆଇ ବାଇଗା । ବୟସ ୮୦ ବର୍ଷ । ଶିକ୍ଷା ଗତ ଯୋଗ୍ୟତା ଶୂନ । ମଧ୍ୟ ପ୍ରଦେଶର ଏକ ଆଦିବାସୀ ବହୁଳ ଊମାରିଆ ଜିଲ୍ଲାର ଏକ ଛୋଟିଆ ଗାଁ ରେ ସେ ରୁହନ୍ତି । କିନ୍ତୁ ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସ୍ଥିର କରି ସାରିଲେଣି । ତାଙ୍କ ଦ୍ୱାରା ପ୍ରସ୍ତୁତ…

ରିସର୍ଚ୍ଚରୁ ହେଲା ଖୁଲାସା! ଅଧିକ ଥର ବିବାହ କରୁଥିବା ମହିଳା ରୁହନ୍ତି ସର୍ବଦା ଖୁସି

ପାଶ୍ଚାତ୍ୟ ସଭ୍ୟତାରେ ବିବାହ କରିବାକୁ ବୋଝ ବୋଲି ଧରାଯାଏ ନାହିଁ। ବିଦେଶରେ ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଥାଏ, ଯେଉଁଠି ସ୍ୱାମୀ-ସ୍ତ୍ରୀ ବୈବାହିକ ଜୀବନରେ ଥରେ ଦୁଇଥର ପରସ୍ପରକୁ ମଉକା ଦିଅନ୍ତି, ତଥାପି ଯଦି ସେମାନଙ୍କ ସମ୍ପର୍କ ଠିକ୍‌ ଚାଲେ ନାହିଁ, ତା’ହେଲେ ସେମାନେ ସମ୍ପର୍କରୁ…

ପୁଅ ପାଇଁ ପୂଜା କରିବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ : ତାନ୍ତ୍ରିକ ସହ ଜଣେ ଗିରଫ

ହିମାଚଳ ପ୍ରଦେଶର ସୋଲନରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ପୁଅର ପୂଜା କରିବାକୁ କହି ତାନ୍ତ୍ରିକ ଜଣକ ମହିଳାଙ୍କୁ ମିଛ ଜାଲରେ ଫସାଇ ଗଣଦୁଷ୍କର୍ମ କରିଛନ୍ତି। ଏହି ଜଘନ୍ୟ କାର୍ଯ୍ୟକୁ ଉକ୍ତ ତାନ୍ତ୍ରିକ ଏବଂ ତାଙ୍କର ଜଣେ ସହଯୋଗୀ କରିଛନ୍ତି। ସୂଚନା ମୁତାବକ, ସୋଲନରେ ରହୁଥିବା ଜଣେ…