Browsing Tag

yogi government

ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର, ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ : ଏଣିକି ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମୀ ନେବେ ବାଧ୍ୟତାମୂଳକ ଅବସର । ଉତ୍ତର ପ୍ରଦେଶ ଯୋଗୀ ସରକାର ପୋଲିସ ବିଭାଗକୁ ଶକ୍ତିଶାଳୀ କରିବାକୁ ବଡ ନିଷ୍ପତ୍ତି ନେଇଛନ୍ତି । ୨୦୨୩ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ରାଜ୍ୟର ଯେଉଁ ପୋଲିସ କର୍ମଚାରୀଙ୍କର ବୟସ ୫୦ ବର୍ଷ ପାର ହୋଇଯାଇଛି…

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଯାତ୍ରା କରିବା ଏବେ ପଡିବ ମହଙ୍ଗା, କିଲୋମିଟର ପିଛା ଦେବାକୁ ହେବ ୨ ଟଙ୍କା ୪୫ ପଇସା

ଯୋଗୀ ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଏବେ ଯାତ୍ରା ହେବ ମହଙ୍ଗା। ଉତ୍ତର ପ୍ରଦେଶ ସରକାର ଏକ୍ସପ୍ରେସ ୱେରେ ଟୋଲ୍‌ ପ୍ଲାଜା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ମେ ପ୍ରଥମରୁ ଟୋଲ ପ୍ଲାଜା…

କେବଳ ୧ ଟଙ୍କାରେ ଘର ଦେବେ ଯୋଗୀ ସରକାର, କର୍ମଚାରୀ ଓ ଓକିଲଙ୍କ ପାଇଁ ଆସୁଛି ନୂଆ ଯୋଜନା; ଯୋଗ୍ୟତା ଭିତ୍ତିରେ ବଛାଯିବେ…

ଉତ୍ତର ପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଯୋଗୀ ସରକାର ଏକ ବଡ଼ ଯୋଜନା ଉପରେ କାମ ଆରମ୍ଭ କରି ଦେଇଛନ୍ତି। ରାଜ୍ୟ ସରକାର ଗ୍ରୁପ୍‌ ସି ଓ ଡିର ଲକ୍ଷାଧିକ କର୍ମଚାରୀ ଏବଂ ଓକିଲଙ୍କୁ ସବ୍‌ସିଡି ଉପରେ ଘର ଯୋଗାଇବାକୁ ଯାଉଛନ୍ତି। ଏହି ଘରଗୁଡ଼ିକୁ କିଣିବା ଲାଗି…

ବିଜେପି ବିଜ୍ଞାପନରେ ଚୀନ ଏୟାରପୋର୍ଟ ଫଟୋ ଦେଖି ତାତିଲେ ବିରୋଧୀ, କହିଲେ, ‘ମିଥ୍ୟା ଦାବି କରୁଥିବା ଲୋକଙ୍କର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନୋଏଡାର ଜେଓ୍ଵରରେ ବୃହତ୍ତମ ଅନ୍ତର୍ଜାତୀୟ ଏୟାରପୋର୍ଟର ଶିଳାନ୍ୟାସ କରିଛନ୍ତି। ତେବେ ଏହି ମଉକାରେ ବିଜେପିର କିଛି ନେତାଙ୍କ ଦ୍ୱାରା ଟ୍ଵିଟରରେ ଏକ ଫଟୋ ପୋଷ୍ଟ କରାଯାଇଥିଲା, ଯାହାକୁ ସେମାନେ ଜେଓ୍ଵର ଏୟାରପୋର୍ଟ ବୋଲି କହିଥିଲେ। କିନ୍ତୁ ସୋସିଆଲ…

ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି! ଏଣିକି ମହାପୁରୁଷ ଜୟନ୍ତୀ ଓ ଶିବରାତ୍ରିରେ ରାଜ୍ୟରେ ହେବ ନାହିଁ ମାଂସ ବିକ୍ରି; ଜାରି…

ଉତ୍ତର ପ୍ରଦେଶର ଯୋଗୀ ସରକାର ଭାରତୀୟ ସଂସ୍କୃତିର ରକ୍ଷା କରିବାକୁ ଯାଇ ଆଉ ଏକ ଅଦ୍ଭୁତପୂର୍ବ ନିର୍ଣ୍ଣୟ ନେଇଛନ୍ତି। ୟୁପି ସରକାର ଏହି ନିଷ୍ପତ୍ତି ନେଇଛନ୍ତି କି, ଏବେ ଠାରୁ ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ମହାଶିବରାତ୍ରିରେ ମାଂସ ବିକ୍ରି କରାଯିବ ନାହିଁ। ଏହି ଦିନ କଂସେଇଖାନା ଓ ମାଂସ…

ଯୋଗୀଙ୍କ ବଡ ଘୋଷଣା; ରାଜ୍ୟରେ ମିଳିବ ମାଗଣା WiFi

ଲକ୍ଷ୍ନୌ: ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ ଲୋକଙ୍କୁ ଉତ୍ତମ ଜୀବନ ଶୈଳୀ ମିଳିବା ନେଇ ପ୍ରତିଶ୍ରୃତି ଦେଉଛନ୍ତି ଯୋଗୀ ସରକାର । ଆଉ ଏହାରି ମଧ୍ୟରେ ମାଗଣା ଓ୍ବାଇଫାଇ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜ୍ୟର ୨୧୭ ସ୍ଥାନ ସହ ୧୭…

ଗାଡ଼ି ଚଲାଇବା ବେଳେ ପାନଛେପ ଥୁକିଲେ ଲାଗିବ ୧୦୦୦ ଟଙ୍କା ଜରିମାନା, ଯୋଗୀ ସରକାର ଲାଗୁ କରିବେ ନୂଆ ନିୟମ, ଜାଣନ୍ତୁ…

ଉତ୍ତର ପ୍ରଦେଶର ଗାଁ ଏବଂ ସହରକୁ ସ୍ୱଚ୍ଛ ରଖିବା ପାଇଁ ଯୋଗୀ ସରକାର ସିଙ୍ଗାପୁର ମଡେଲ ଲାଗୁ କରିବାକୁ ଯାଉଛନ୍ତି। ସରକାର ଲୋକଙ୍କଠାରେ ସଫା ସୁତରାର ଅଭ୍ୟାସ ପକାଇବା ପାଇଁ ଏଣିକି ଜରିମାନା ଲାଗୁ କରିବେ। ସରକାର କ୍ୟାବିନେଟ୍‌ରେ ଯେଉଁ ବିଲ୍‌ ପାସ୍‌ କରାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି…

ଭଡ଼ାଟିଆକୁ ମିଳିଲା ଆଶ୍ବସ୍ତି, ଏଣିକି ମନଇଚ୍ଛା ଭଡ଼ା ବଢାଇପାରିବେନି ଘର ମାଲିକ

ଆଉ ଚାଲିବନି ଘର ମାଲିକଙ୍କ ମନମାନି। ଘର ମାଲିକ ବଢାଉଥିବା ଭଡ଼ା ଉପରେ ରୋକ୍ ଲଗାଇଛନ୍ତି ସରକାର। ଉତ୍ତର ପ୍ରଦେଶ ଯୋଗୀ ସରକାରଙ୍କ କ୍ୟାବିନେଟରେ ନୂଆ ଘରଭଡା (ଟିନାଣ୍ଟ) ଆଇନକୁ ମଞ୍ଜୁରୀ ମିଳିଛି । ଏହି ନିୟମ ଅନୁସାରେ ଘର ମାଲିକ ଏବେ ମନମାନି କରି ଘରଭଡା ବଢାଇପାରିବନି। ଏଥିରେ ଭଡାଟିଆଙ୍କୁ…

କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୯ରୁ ଖୋଲିବ ୯ମରୁ ଦ୍ୱାଦଶ ଯାଏଁ ସ୍କୁଲ

ଅକ୍ଟୋବର ୧୯ରୁ ଖୋଲିବ ସ୍କୁଲ। ସବୁ ଶ୍ରେଣୀ ପାଇଁ ନୁହେଁ କେବଳ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି ଯୋଗୀ ସରକାର। କୋଭିଡ୍‌ ଯୋଗୁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଉତ୍ତର ପ୍ରଦେଶର ମାଧ୍ୟମିକ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି। ପିଲାଙ୍କ ପଢ଼ାକୁ…

ଚୀନ୍‌କୁ ଆଉ ଏକ ଝଟ୍‌କା, ଯୋଗୀ ସରକାର ଖାରଜ କଲେ କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟର ଟେଣ୍ଡର

ଜୁନ୍‌ ୧୫ ତାରିଖରେ ଗଲଓ୍ଵାନ୍‌ ଘାଟୀରେ ଭାରତ ଓ ଚୀନ୍‌ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତୀୟମାନେ ଚୀନ୍‌ ଦ୍ରବ୍ୟକୁ ବର୍ଜନ କରିବାକୁ ପ୍ରତିଜ୍ଞା କରିଛନ୍ତି। ଏଥିସହ ସରକାର ମଧ୍ୟ କେତେକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ଏବେ ପୁଣିଥରେ ଭାରତ ତରଫରୁ ଚୀନ୍‌କୁ ଆଉ ଏକ ବଡ଼…

ଯୋଗୀ ସରକାର କରୋନା ଟେଷ୍ଟ ପାଇଁ ନିର୍ଦ୍ଧାରିତ କଲେ ଫିସ, ଏହାସହିତ କଲେ ଏହି ବଡ଼ ଘୋଷଣା

ଉତ୍ତର ପ୍ରଦେଶର ଯୋଗୀ ସରକାର ଘରୋଇ ପାଥୋଲୋଜି ଲ୍ୟାବରେ କରୋନା ଯାଞ୍ଚକୁ ନେଇ କେତେକ ନିର୍ଦ୍ଦେଶ ଜାରି କରିଛନ୍ତି। ନୂଆ ନିର୍ଦ୍ଦେଶ ମୁତାବକ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦୁଇଟି ପର୍ଯ୍ୟାୟରେ ହେଉଥିବା କରୋନା ଯାଞ୍ଚ ପାଇଁ ଫିସ ନିର୍ଦ୍ଧାରିତ କରିଦେଇଛି। ବିଭାଗ ଦ୍ଵାରା ଜାରି ସରକୁଲାର…