ଜୁନ ୧ରୁ ଟେକ୍ନୋଲୋଜି ଦୁନିଆରେ ବଦଳିଯିବ ଅନେକ କିଛି, ଆପଣଙ୍କୁ ବି ଦେବାକୁ ହେବ ଏସବୁ ଚାର୍ଜ
୧ ଜୁନ ୨୦୨୧ ରୁ ଟେକ୍ନୋଲୋଜି ଦୁନିଆରେ ବଦଳିଯିବ ଅନେକ କିଛି। ଜୁନ ପହିଲାରୁ ଟେକ୍ ଜଗତରେ ଆସିବାକୁ ଥିବା ଏସବୁ ପରିବର୍ତ୍ତନ ଯୋଗୁ ଖାସ୍ କରି ୟୁଜର ବହୁ ମାତ୍ରାରେ ପ୍ରଭାବିତ ହେବେ। ତେବେ ଆସନ୍ତୁ ଜାଣିବା ୧ ତାରିଖରୁ କି କି ପରିବର୍ତ୍ତନ ହେବାକୁ ଯାଉଛି...
Google Photos ପାଇଁ ଚାର୍ଜ:…